Browsing Category

ସ୍ପେଶାଲ୍ ରିପୋର୍ଟ

ବଡ଼ ଖବର ! ୩ ବର୍ଷ ପୂର୍ବରୁ ବି ଫେରସ୍ତ କରିପାରିବେ ଜିଓ ଫୋନ୍

ଟେଲିକମ୍ ଜଗତରେ ଚହଳ ସୃଷ୍ଟି କରିଥିବା ରିଲାଏନ୍ସ ଜିଓର ବହୁପ୍ରତିକ୍ଷିତ ୪ଜି ଫିଚର ଫୋନକୁ ନେଇ ଲୋକଙ୍କ ମଧ୍ୟରେ ଦେଖାଦେଇଥିବା ଉତ୍କଣ୍ଠା ଦିନକୁ ଦିନ ବଢିବାରେ ଲାଗିଛି । ଏହି ଅବସରରେ ୧୫ ଅଗଷ୍ଟରୁ ମଧ୍ୟ କଂପାନୀ ପକ୍ଷରୁ ଦେଇଥିବା ପ୍ରତିଶ୍ରୁତି ମୁତାବକ ତଥା ବିଟା ଟେଷ୍ଟିଂ ଆରମ୍ଭ ମଧ୍ୟ…
Read More...

କେନ୍ଦ୍ର ସରକାରଙ୍କ ନୂଆ ପଦକ୍ଷେପ ! ପେଟ୍ରୋଲ ପମ୍ପରେ ମିଳିବ ଶସ୍ତା ଔଷଧ ! ଏଲଇଡି ବଲବ ବିକ୍ରି କରିବା ନେଇ ଚୁକ୍ତି…

କନକ ବ୍ୟୁରୋ: ଏଣିକି ପେଟ୍ରୋଲ ପମ୍ପରେ ମିଳିବ ମେଡିସିନ । ଲୋକଙ୍କୁ ଶସ୍ତାରେ ଅତି ଦରକାରୀ ମେଡିସିନ ଯୋଗାଇବା ଲକ୍ଷ୍ୟରେ ଏହି ପଦକ୍ଷେପ ନେବାକୁ ଯୋଜନା କରାଯାଉଥିବା ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପେଟ୍ରୋଲ ପମ୍ପକୁ…
Read More...

କ୍ରିକେଟ୍ ନେଲା ଜୀବନ ! ବାଉନ୍ସର୍ ବଲ୍ ବାଜି ପାକିସ୍ତାନର ଜଣେ ଯୁବ କ୍ରିକେଟରଙ୍କ ମୃତ୍ୟୁ

କନକ ବ୍ୟୁରୋ : ବାଉନ୍ସର୍ ବଲ୍ ବାଜି ପାକିସ୍ତାନର ମରଦାନ ସହରରେ ଜଣେ ଯୁବ କ୍ରିକେଟରଙ୍କ ମୃତ୍ୟୁ ହୋଇଛି । କ୍ଲବ କ୍ରିକେଟ ମ୍ୟାଚ୍ ବେଳେ ବ୍ୟାଟିଂ କରୁଥିବା ବେଳେ ମୁଣ୍ଡରେ ବଲ୍ ବାଜିବାରୁ ଏଭଳି ଅଘଟଣ ଘଟିଛି । ପାକିସ୍ତାନର ସ୍ୱାଧୀନତା ଦିବସ ଅବସରରେ ଅଗଷ୍ଟ ୧୪ରେ ଏକ ବନ୍ଧୁତ୍ୱପୂର୍ଣ୍ଣ…
Read More...

ଚୀନକୁ ପ୍ରତିଜବାବ ଦେବା ପାଇଁ ସେନାର ନୂଆ ପ୍ରୟାସ ! ଏଣିକି ପ୍ରତି ଆଇଟିବିପି ଯବାନ ଶିଖିବେ ମନ୍ଦାରିନ ଭାଷା

କନକ ବ୍ୟୁରୋ : ଏଣିକି ଚୀନକୁ ତା ଭାଷାରେ ଜବାବ ଦେବ ଭାରତ । ଏଥିପାଇଁ ଭାରତ ଏକରକମର ପ୍ରସ୍ତୁତିପର୍ବ ଆରମ୍ଭ କରିସାରିଛି । ଏଥିପାଇଁ ଚୀନ୍ ସୀମାବର୍ତ୍ତୀ ଅଞ୍ଚଳରେ ପ୍ରହରା ଦେଉଥିବା ଭାରତୀୟ ଆଇଟିବିପି ଯବାନଙ୍କୁ ଚୀନ୍ ଭାଷା ମନ୍ଦାରିନ ଶିଖିବା ପାଇଁ ଟ୍ରେନିଂ ଦିଆଯିବ । ବର୍ଡରରେ ଡ୍ରାଗନ…
Read More...

ପାନ୍ କାର୍ଡ ପରେ ଏବେ ୮୧ ଲକ୍ଷ ଆଧାର କାର୍ଡ ବ୍ଲକ୍ କଲେ ସରକାର !

କନକ ବ୍ୟୁରୋ : ପାନ୍ କାର୍ଡ ବ୍ଲକ୍ କରିବା ପରେ ଏବେ ସରକାରଙ୍କ ଚାବୁକ୍ ଚାଲିଛି ଆଧାର୍ କାର୍ଡ ଉପରେ  । ପ୍ରାୟ ୮୧ଲକ୍ଷ ଆଧାର କାର୍ଡକୁ ନିଷ୍କ୍ରିୟ କରି ଦେଇଛନ୍ତି କେନ୍ଦ୍ର ସରକାର । ଆଧାର କାର୍ଡ ଜାରି କରିଥିବା ସଂସ୍ଥା ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ଏହି ପଦକ୍ଷେପ…
Read More...

ଏଠାରେ କରାନ୍ତୁ ଜିଓର ରିଚାର୍ଜ ! ୨୧୦ ଟଙ୍କାରେ ମିଳୁଛି ୩୦୯ ଟଙ୍କିଆ ପ୍ଲାନ

ବର୍ତ୍ତମାନ ଯେମିତି ଆରମ୍ଭ ହୋଇଛି ଜିଓ ରିଚାର୍ଜ କରିବାର ପାର୍ବଣର ଋତୁ । ଟେଲିକମ୍ ଜଗତରେ କ୍ରାନ୍ତୀକାରୀ ପରିସ୍ଥିତି ସୃଷ୍ଟି କରିଥିବା ରିଲାଏନ୍ସ ଜିଓର ‘ଧନ ଧନା ଧନ’ ଏବଂ ‘ସମର ସରପ୍ରାଇଜ’ ପ୍ଲାନ୍ ଏବେ ଶେଷ ହେବାକୁ ବସିଛି । ଇତି ମଧ୍ୟରେ ବିଭିନ୍ନ କଂପାନୀ ତଥା ପେଟିଏମ୍, ଫୋନପେ ଏବଂ…
Read More...

୨୦୩୬ ହେବ ଗରିବୀମୁକ୍ତ ଓଡିଶା ! ସ୍ୱାଧୀନତା ଦିବସର ଏହି ଅଭିଭାଷଣକୁ ନେଇ ରାଜ୍ୟ ରାଜନୀତିରେ ଝଡ . . ଜାଣନ୍ତୁ ସତ କଣ

କନକ ବ୍ୟୁରୋ: ଗରିିବୀ ବୋଝରୁ ମୁକ୍ତ ହେଉଛି ଓଡିଶା । ଦ୍ରୁତ ବିକାଶ ହେଉଛି । ପ୍ରଗତୀ ପଥରେ ଆଗଉଛି । ଏପରିକି ୨୦୩୬ ସୁଦ୍ଧା ଓଡିଶାରୁ ଗରିବୀ ସଂପୂର୍ଣ୍ଣ ହଟି ସାରିଥିବ । ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଅଭିଭାଷଣ ପରେ ଏବେ ରାଜନୈତିକ ମହଲରେ ବେଶ ଚର୍ଚ୍ଚା…
Read More...

କେମିତି ସାକାର ହେବ ମୋଦିଙ୍କ ‘ଭାରତ ଯୋଡ଼ୋ’ ସ୍ୱପ୍ନ? ଆରମ୍ଭରୁ ହିଁ ବାଧକ ସାଜିଲା କର୍ଣ୍ଣାଟକ

ସ୍ୱାଧୀନତା ଦିବସ ଅବସରରେ ଲାଲ୍ କିଲ୍ଲାଠାରେ ରାଷ୍ଟ୍ରୀୟ ପତାକା ଉତ୍ତୋଳନ ପରେ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ‘ଭାରତ ଯୋଡ଼ୋ’ ନାମକ ଏକ ନୁଆ ନାରା ଦେଇଥିଲେ । ତେବେ ମୋଦିଙ୍କ ଏହି ନାରା ପଛରେ ଏକମାତ୍ର ଉଦ୍ଦେଶ୍ୟ ଦେଶକୁ ଜାତି , ଧର୍ମ ଏବଂ ଭାଷା ନାଁରେ…
Read More...

ଇତିହାସ ରଚିଲା ବାରାକ୍ ଓବାମାଙ୍କ ଗୋଟିଏ ଟୁଇଟ୍ !

ଇତିହାସ ରଚିଛି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ଏକ ଟୁଇଟ୍ । ଆଜି ପର୍ଯ୍ୟନ୍ତ ସବୁଠାରୁ ଅଧିକ ଲାଇକ୍ ହୋଇଥିବା ଟୁଇଟ୍ ପାଲଟିଛି ବାରାକ୍ ଓବାମାଙ୍କ ଟୁଇଟ୍ । ୧୩ ଅଗଷ୍ଟରେ ବର୍ଜିନିଆରେ ହୋଇଥିବା ଆକ୍ରମଣ ପରେ ସେ ଏହି ଟୁଇଟ୍ କରିଥିଲେ । ଓବମାଙ୍କ ଏହି ଟୁଇଟକୁ ବର୍ତ୍ତମାନ…
Read More...

ମୋବାଇଲରେ ବିରକ୍ତ କରୁଛି କି ଇଂଟରନେଟ୍ ସ୍ଲୋ ? ଡାଉନଲୋଡ଼ କରନ୍ତୁ ଏହି ଜରୁରୀ ଆପ୍

ଯଦି ଆପଣ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି, ତେବେ ସ୍ଲୋ ଇଂଟରନେଟ୍ କନକ୍ସେନ ପାଇଁ ଆପଣ ନିଶ୍ଚୟ ଅସୁବିଧା ଭୋଗୁଥିବେ । ଅନେକ ଥର ଆପଣଙ୍କ ୪ଜି ଇଂଟରନେଟ୍ ଫୋନ ମଧ୍ୟ ୨ଜି ପରି କାମ କରିଥାଏ । ଏପରି ସ୍ଥିତିରେ ଆମେ ସର୍ଭିସ ପ୍ରୋଭାଇଡର କଂପାନୀ ଉପରେ ନିଜର ସମସ୍ତ ରାଗ ଶୁଝାଇବାରେ ଲାଗିପଡନ୍ତି…
Read More...