Browsing Category

ସ୍ପେଶାଲ୍ ରିପୋର୍ଟ

ଖୁବ୍ ଶୀଘ୍ର ୟୁଟ୍ୟୁବରେ ଦେଖିବେ ବ୍ରେକିଂ ନ୍ୟୁଜ୍ !

ଏବେ ଦ୍ରୁତ ଖବର ଦେବା ପାଇଁ ଟେଲିଭିଜନରେ ବ୍ରେକିଂ ନ୍ୟୁଜ୍ ପାଲଟିଛି ଏକ ମାଧ୍ୟମ । ଆଉ ଏହାର ବହୁଳ ପ୍ରସାର ମଧ୍ୟ ଘଟିଛି । ଆଉ ଏହି ଧାରାରେ ଏବେ ସାମିଲ ହେବାକୁ ଯାଉଛିି ପ୍ରସିଦ୍ଧ ଭିଡିଓ ସାଇଟ୍ ୟୁଟ୍ୟୁବ୍ । ୟୁଟ୍ୟୁବର ହୋମପେଜ ଓ ମୋବାଇଲ୍ ଆପ୍ ରେ ଏକ ଅଲଗା ବିଭାଗ ରହିବ । ଯେଉଁଥିରେ ସାରା…
Read More...

ଉଦାହରଣର ଅନ୍ୟନାମ ଚମ୍ପାବତୀ ! ରାଜଧାନୀରେ ସଜାଡୁଛନ୍ତି ବୁଲେଟ୍, ପାଲଟିଛନ୍ତି ‘ବୁଲେଟ୍ ରାଣୀ’

କନକ ବ୍ୟୁରୋ : ମହିଳାମାନେ ଆଜିକାଲି କୌଣସି କ୍ଷେତ୍ରରେ ପଛୁଆ ନୁହନ୍ତି । ବିଲରେ ହଳ କରିବାଠୁ ଆରମ୍ଭ କରି ଆକାଶରେ ବିମାନ ଉଡାଇବା ଯାଏଁ ସବୁଠି ସେମାନଙ୍କ ସଫଳତାର ସ୍ୱାକ୍ଷର । ଏମିତି ଜଣେ ମହିଳା ପ୍ରତିଭା ଚମ୍ପାବତୀ, ଯିଏ ବୁଲେଟ୍ ମେକାନିକ ଭାବରେ ବେଶ ପ୍ରସିଦ୍ଧି ପାଇଛନ୍ତି । ଗାଡି…
Read More...

ଅନ୍ୟପାଇଁ ଉଦାହରଣ କୋରାପୁଟର ଆଦିବାସୀ ମହିଳା ! ଆମ୍ବ ଉତ୍ପାଦନରେ ସାଜିଛନ୍ତିି ନୂଆ ମିଶାଲ ! ସହଯୋଗର ହାତ ବଢ଼ାଇଛନ୍ତି…

କନକ ବ୍ୟୁରୋ: କୁହାଯାଏ ବିନାଶ୍ରୟେ ନବର୍ତ୍ତନ୍ତି କବିତା ବନିତା ଲତା । ପୁଣି କୁହାଯାଏ ନାରୀ ଅବଳା ଆଉ ଦୁର୍ବଳା । ଘର ଭିତରେ ରହିବା ତାର କାମ । ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀକୁ ସେତେଟା ଗୁରୁତ୍ୱ ଦିଆଯାଏନି । ହେଲେ ଆମ ସମାଜରେ ଏମିତି କିଛି ମହିଳା ଅଛନ୍ତିି ଯେଉଁମାନେ ଅନ୍ୟମାନଙ୍କ…
Read More...

କୁନି ଝିଅର ଲୁହକୁ ଦେଖି ତରଳି ଗଲା ବିରାଟ୍-ଶିଖରଙ୍କ ହୃଦୟ ! ଇନଷ୍ଟାଗ୍ରାମରେ ସେୟାର କଲେ ମନର କଥା, ଯାହା ଆପଣଙ୍କୁ ବି…

ଭାରତୀୟ କ୍ରିକେଟ୍ ଦଳର ଘାତକ ଖେଳାଳି ଶିଖର ଧୱନ ଏବଂ ଅଧିନାୟକ ବିରାଟ୍ କୋହଲି ୱାନଡେ ସିରିଜ୍ ପୂର୍ବରୁ ଏକ ଭିଡିଓ ଦେଖି ଅତ୍ୟନ୍ତ ଭାବୁକ ହୋଇପଡିଛନ୍ତି । ଖାଲି ସେତିକି ନୁହେଁ ଉଭୟେ ନିଜ ନିଜର ଭାବନାକୁ ଇନଷ୍ଟାଗ୍ରାମରେ ସେୟାର ମଧ୍ୟ କରିଛନ୍ତି । ଘଟଣାଟି ହେଲା, ଏହି ଭିଡିଓରେ ଏକ ଶିଶୁକୁ…
Read More...

ଛିଣ୍ଡିଲା ଅଙ୍କ! ଦିଲ୍ଲୀ ଦରବାରରେ ହେଲା ଆଇଓସିଏଲ ବିଚାର! ଓଡିଶା ପାଇଲା ହକ୍, ଆଇଓସିଏଲ ଦେବ ଭାଟ୍ ବାବଦ ଅର୍ଥ ।

କନକ ବ୍ୟୁରୋ: ଶେଷରେ ଯାହା ଆଶା କରାଯାଉଥିଲା ସେଇଆ ହେଲା । ଦିଲ୍ଲୀ ଦରବାରରେ ବିଚାର ହେଲା ଆଇଓସିଏଲ ବିବାଦର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ସକରାତ୍ମକ ଆଲୋଚନା ନେଇ ଗତକାଲି ସୂଚନା ଦିଆଯାଇଥିବା ବେଳେ ଆଇଓସିଏଲ ବିବାଦର ଅନ୍ତ…
Read More...

ରାହୁଲଙ୍କ ଗସ୍ତ ପୂର୍ବରୁ ଯୋଗୀଙ୍କ କଟାକ୍ଷ ! କହିଲେ, ଦିଲ୍ଲୀବାସୀ ଗୋରଖପୁରକୁ କରିଦେଲେଣି ପର୍ଯ୍ୟଟନ ସ୍ଥଳୀ

କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଗୋରଖପୁରରେ ପହଞ୍ଚିଛନ୍ତି । ରାହୁଲ ବିଆରଡ଼ି ଡ଼ାକ୍ତରଖାନାରେ ଅକ୍ସିଜେନ ଅଭାବରୁ ମୃତ୍ୟୁବରଣ କରିଥିବା ଶିଶୁମାନଙ୍କର ପରିଜନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହାକୁ ନେଇ ଯୋଗୀ ଆଦିତ୍ୟନାଥ କଟୁ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ଦିଲ୍ଲୀ…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଖୋଜ !

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଖୋଜ । ଉତ୍ତର ପ୍ରଦେଶ ବାରଣାସୀର ରାସ୍ତାକଡରେ ଦେଖିବାକୁ ମିଳିଛି ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ନିଖୋଜ ହେବାର ପୋଷ୍ଟର । ପ୍ରଥମେ ଆମେ ଏଠାରେ ସ୍ପଷ୍ଟ କରିଦେଉଛୁ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀ ସଂସଦୀୟ ମଣ୍ଡଳୀରୁ ସାଂସଦ…
Read More...

ଚର୍ଚ୍ଚାରେ ରହସ୍ୟମୟ ହ୍ରଦ ରୂପକୁଣ୍ଡ ! ହିମାଳୟର ଶିଖରରେ ଲୁଚିରହିଥିବା ଏହି ହ୍ରଦ କୂଳରେ ପଡିଛି ୫ଶହ ନରକଙ୍କାଳ

କନକ ବ୍ୟୁରୋ : ପୃଥିବୀରେ ଅନେକ ରହସ୍ୟମୟ ସ୍ଥାନ ରହିଛି । ଯାହା ବିଷୟରେ ବୈଜ୍ଞାନିକମାନେ ମଧ୍ୟ କୌଣସି ତଥ୍ୟ ଖୋଜି ବାହାର କରିପାରି ନାହାନ୍ତି । ସେମିତି ଏକ ରହସ୍ୟମୟ ସ୍ଥାନ ରହିଛି ଉତରାଖଣ୍ଡରେ । ହିମାଳୟର ଶିଖରେ ରହିଛି ୫୦୦ରୁ ଉର୍ଦ୍ଧ୍ୱ ନରକଙ୍କାଳକୁ ନେଇ ଏକ ହ୍ରଦ ରୂପକୁଣ୍ଡ ।…
Read More...

ଯଦି ଯୁଦ୍ଧ ହୁଏ ! ତେବେ ଜାଣନ୍ତୁ କାହା ପଛରେ କିଏ ଅଛି

ଆମେରିକା, ସାଂପ୍ରତିକ ସମୟରେ ଭାରତର ସବୁଠାରୁ ଶକ୍ତିଶାଳୀ ମିତ୍ର ରାଷ୍ଟ୍ର ଭାବେ ରହିଛି । ଡୋକଲାମ ସ୍ଥିତି ଉପରେ ଆମେରିକା ଲଗାତାର ନଜର ରଖିଛି । ଚୀନକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଭିମୁଖ୍ୟ ଅତ୍ୟନ୍ତ କଠୋର ରହିଛି । ଏଭଳି ସ୍ଥିତିରେ ଭାରତକୁ ଆମେରିକାର ସମର୍ଥନ ମିଳିବାର…
Read More...

ଏଣିକି କଲ୍‌ ଡ୍ରପ୍‌ ହେଲେ ୧୦ ଲକ୍ଷ ଟଙ୍କା ଜରିମାନା

ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) କଲ୍ ଡ୍ରପ୍ ନିୟମକୁ କଡ଼ାକଡ଼ି କରିଛି । ଯେଉଁ କଂପାନି ନିୟମକୁ ଉଲ୍ଲଘଂନ କରିବେ ସେମାନଙ୍କ ଉପରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯିବ । କଲ୍ ଡ୍ରପ୍ ପାଇଁ କେତେକ ମାନଦଣ୍ଡ ଧାର୍ଯ୍ୟ କରାଯାଇଛି । ଯେଉଁ କଂପାନି କ୍ରାମଗତ…
Read More...