Browsing Category

ସ୍ପେଶାଲ୍ ରିପୋର୍ଟ

ବିଶ୍ୱ ପାଇଁ ବିପଦ ଉତ୍ତର କୋରିଆ ! ପୁଣିଥରେ ବାଲାଷ୍ଟିକ ମିସାଇଲ ପ୍ରକ୍ଷେପଣ କରିପାରେ ନର୍ଥ କୋରିଆ, ସିଓଲକୁ ସହାୟତା…

କନକ ବ୍ୟୁରୋ : ଅନ୍ତର୍ଜାତୀୟ ସମୁଦାୟର ଚେତାବନୀକୁ ବେଖାତିର କରି ପରମାଣୁ ବୋମା ପରୀକ୍ଷଣ କରିଥିବା ନର୍ଥ କୋରିଆ କ୍ରମେ ଯୁଦ୍ଧମୁହାଁ ହେଉଛି । ଏହି ପ୍ରସଙ୍ଗରେ ନର୍ଥ କୋରିଆ ପୁଣି ଏକ ଆନ୍ତ-ମହାଦେଶୀୟ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାର ସମ୍ଭାବନା ଥିବା କହିଛି ପଡ଼ୋଶୀ ଦେଶ ସାଉଥ୍ କୋରିଆ ।…
Read More...

ଘାସ ଖାଇବ ଉତ୍ତର କୋରିଆ ! ଆମେରିକା – ଉତ୍ତର କୋରିଆ ମୁହାଁମୁହିଁ

ଉତ୍ତର କୋରିଆ ୬ଷ୍ଠ ଥର ପାଇଁ ହାଇଡ୍ରୋଜେନ ବୋମା ପରୀକ୍ଷଣ କରିବା ପରେ ସାରା ବିଶ୍ୱ ଏବେ ଚିନ୍ତାରେ । ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ ଉନ୍ ବାରମ୍ବାର ପରମାଣୁ ପରୀକ୍ଷଣ କରୁଥିବା ବେଳେ କିମ୍ ଜଙ୍ଗ ଉନ୍ ଯୁଦ୍ଧ ମନୋବୃତି ଏବଂ ଆମେରିକାକୁ ଧମକ ଆଗାମୀ ଦିନରେ ଉତ୍ତର କୋରିଆ ସହ…
Read More...

ରାସ୍ତାରେ ଗଡିବ ଇଲେକ୍ଟ୍ରିକ୍ ବାଇକ ! ଆମେରିକାର ଏକ ଲୋକପ୍ରିୟ ବାଇକ କଂପାନୀ ଆରମ୍ଭ କରିଛି ପ୍ରସ୍ତୁତି

ବିଜ୍ଞାନର ଅଗ୍ରଗତି ଫଳରେ ଦୁନିଆ ଏବେ ଦିନକୁ ଦିନ ଆଗେଇବାରେ ଲାଗିଛି । ଫଳରେ ବୈଜ୍ଞାନିକମାନେ ନାନା ପରୀକ୍ଷା ନିରୀକ୍ଷା କରୁଛନ୍ତି । ଦିନେ ଯାହା ମଣିଷକୁ ଅସମ୍ଭବ ମନେ ହେଉଥିଲା ତା ଏବେ ସତରେ ପରିଣତ ହେଉଛି । ଏବେ ଏମିତି ଏକ ଖବର ସାମ୍ନାକୁ ଆସିଛି । ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ…
Read More...

ମାୟାନଗରୀରୁ ବିଦାୟ ନେଲେ ଗଜାନନ ! ଜାଣନ୍ତୁ ମୁମ୍ବାଇର ୫ଟି ବଡ଼ ମଣ୍ଡପ ବିଷୟରେ

କନକ ବ୍ୟୁରୋ : ମାୟାନଗରୀ ମୁମ୍ବାଇରୁ ଆଜି ବିଦାୟ ନେଉଛନ୍ତି ବପ୍ପା । ‘ଗଣପତି ବପ୍ପା ମୋରିୟା ଅଗଲେ ବରଷ ତୁ ଜଲଦି ଆ’ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠୁଛି ମୁମ୍ବାଇ । ପୂରା ପରିବେଶ ଭକ୍ତିମୟ ହୋଇ ଉଠିଛି । ବପ୍ପାଙ୍କୁ ବିଦାୟ ଦେବା ବେଳକୁ ଆଖିରୁ ଝରି ଆସୁଛି ଲୁହ । ତଥାପି ହୃଦୟକୁ ପଥର କରି…
Read More...

ରିଲାଏନ୍ସ ଜିଓକୁ ପୁରିଲା ବର୍ଷେ ! ଡାଟା ବ୍ୟବହାରରେ ୧୫୫ରୁ ୧ ନମ୍ବରକୁ ଉଠିଛି ଭାରତ

କନକ ବ୍ୟୁରୋ : ରିଲାଏନ୍ସ ଜିଓକୁ ପୁରିଲା ବର୍ଷେ । ଗତବର୍ଷ ସେପ୍ଟେମ୍ବର ୫ରେ ଟେଲିକମ୍ ଜଗତରେ ଧସେଇ ପଶିଥିଲା ଜିଓ । ବଜାରକୁ ଆସିବା ପରେ ବଦଳି ଯାଇିଛି ଟେଲିକମ୍ ଜଗତର ଗତିପଥ । ଏହି ୧୨ ମାସ ଭିତରେ ଟେଲିକମ୍ ସେକ୍ଟରରେ ଏକ ମାଇଲଖୁଂଟ ଭାବରେ ପ୍ରମାଣିତ ହୋଇଛି ଜିଓ । ଦେଶରେ ମୋଦି , ଯୋଗୀ…
Read More...

କ୍ରିକେଟର ଗମ୍ଭୀରଙ୍କ ମହାନତା ! ଶହୀଦ ଏଏସଆଇ ଅବଦୁଲ୍ ରଶିଦଙ୍କ ଝିଅଙ୍କୁ ପଢାଇବେ ପାଠ

ଭାରତୀୟ କ୍ରିକେଟ ଦଳର ଓପନର ବ୍ୟାଟ୍ସମ୍ୟାନ ଗୈାତମ ଗମ୍ଭୀର । ନିଜ ଖେଳକୁ ନେଇ ଯେମିତି ଚର୍ଚ୍ଚାରେ । ସେମିତି ଏବେ ଆଉ ଏକ ମହତ କାମ ପାଇଁ ଖୁବ୍ ଚର୍ଚ୍ଚିତ । ଜମ୍ମୁ-କଶ୍ମୀରର ଅନନ୍ତନାଗ ଅଂଚଳରେ ଆତଙ୍କବାଦୀ ହମଲା , ଯାହା ସମସ୍ତ ଦେଶବାସୀଙ୍କୁ କରିଛି ବ୍ୟଥିତ । ଏଥିରେ ଶହୀଦ୍ ହୋଇଥିବା…
Read More...

ଘରକୁ ଫେରିଲେ ଯୋଡ଼ାମୁଣ୍ଡ ଶିଶୁ ଜୋଡ଼ାନ ଓ ଆନିଆସ ମ୍ୟାକଡୋନାଲ୍ଡ ! ଉଭୟ ପାଇଲେ ନୂଆ ଜୀବନ

ଯୋଡ଼ାମୁଣ୍ଡ ଶିଶୁ ଆନିଆସ ଓ ଜୋଡ଼ାନ ମ୍ୟାକଡ଼ୋନାଲ୍ଡ । ଜନ୍ମ ସମୟରେ ଉଭୟ ଶିଶୁଙ୍କ ମୁଣ୍ଡ ଯୋଡ଼ି ହୋଇଥିଲା । ଏପରି ଘଟଣା ୨.୫ କୋଟି ଜନ୍ମରେ ଗୋଟିଏ ଦେଖାଯାଏ ବୋଲି ଡାକ୍ତର କହିଛନ୍ତି । ଖୁବ କମ ହିଁ ଏପରି ଘଟଣା ଦେଖିବା ପାଇଁ ମିଳେ । ତେବେ ନ୍ୟୁୟର୍କରେ ଏକ ଚିକିତ୍ସାଳୟରେ ୨୭ ଘଂଟାର ମାରାଥନ…
Read More...

ବିଚିତ୍ର ଚିକିତ୍ସା ପଦ୍ଧତି ! ବ୍ରେନ୍ ଟ୍ୟୁମର ଅସ୍ତ୍ରୋପଚାର ସମୟରେ ସେକ୍ସୋଫୋନ୍ ବଜାଉଥିଲେ ରୋଗୀ

କନକ ବ୍ୟୁରୋ : ବିଭିନ୍ନ ମ୍ୟୁଜିକ୍ କନସର୍ଟରେ କଳାକାରଙ୍କୁ ସେକ୍ସୋଫୋନ୍ ବଜାଉଥିବାର ଦେଖିଥିବେ । କିନ୍ତୁ ହସ୍ପିଟାଲରେ ବାଜୁଥିବାର କେବେ ଶୁଣିଛନ୍ତି କି ? ତାହା ପୁଣି ଅପରେସନ୍ ଥିଏଟରରେ । ତେବେ ସେକ୍ସୋଫୋନ୍ ବଜାଉଥିବା ବ୍ୟକ୍ତି ଆଉ କେହି ନୁହଁନ୍ତି ବରଂ ନିଜେ ରୋଗୀ । ଜାଣି ଆଶ୍ଚର୍ଯ୍ୟ…
Read More...

ସୁରକ୍ଷାକର୍ମୀଙ୍କ ମାନବିକତା ! ବାଉଁଶ ଭାର କରି ରୋଗୀକୁ ବୋହିଲେ ୭ କିଲୋମିଟର

ଗୁଳିଗୋଳାର ଅଂଚଳ ଛତିଶଗଡ଼ । ଯାହାର ନାଁ ଶୁଣିଲେ ମନ ଭିତରେ ଚାଲିଆସେ ମାଓବାଦୀ ଏବଂ ସିଆରପିଏଫ୍ ଯବାନଙ୍କ ମଧ୍ୟରେ ଚାଲିଥିବା ମୁହାଁମୁହିଁ ପରିସ୍ଥିତି । ତେବେ ଏହି ଯବାନମାନେ ନା କେବଳ ମାଓଦମନ ପାଇଁ କାମ କରନ୍ତି ତାହା ନୁହେଁ ବରଂ ଗରିବ ଆଦିବାସୀମାନଙ୍କ ସୁଖଦୁଃଖର ସାଥୀ ମଧ୍ୟ ହୋଇଥାନ୍ତି…
Read More...

ଜେଲରେ ଥିବା ରାମରହିମ ଅସଲି ନା ନକଲି ! ସୋସିଆଲ ମିଡିଆ ଓ ବିଭିନ୍ନ ଗଣମାଧ୍ୟମର ସନ୍ଦେହ, ପୋଷ୍ୟାକନ୍ୟା ହନିପ୍ରୀତଙ୍କ…

କନକ ବ୍ୟୁରୋ : ଗତ କିଛିଦିନ ଧରି ଗଣମାଧ୍ୟମର ଚର୍ଚ୍ଚାରେ ରହି ଆସିଛନ୍ତି ରାମରହିମ । ଡେରା ପ୍ରମୁଖ ରାମରହିମଙ୍କୁ ଦୁଇଜଣ ସାଧ୍ୱୀଙ୍କୁ ଯୌନ ନିର୍ଯ୍ୟାତନା ଦେବା ଅଭିଯୋଗରେ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସିବିଆଇର ସ୍ୱତନ୍ତ୍ର କୋର୍ଟ । ଭବ୍ୟ ମହଲରୁ ଜେଲର ଅନ୍ଧାର କୋଠରୀକୁ ଯାଇଛନ୍ତି…
Read More...