Browsing Category

ସ୍ପେଶାଲ୍ ରିପୋର୍ଟ

ଗୁମର ଖୋଲିଲେ ରଘୁରାମ ରାଜନ ! ମୋଦିଙ୍କ ଐତିହାସିକ ନିଷ୍ପତ୍ତି ଉପରେ ଆରମ୍ଭରୁ ହିଁ ଲଗାଇଥିଲେ ଅଙ୍କୁଶ

କେନ୍ଦ୍ର ସରକାରଙ୍କ ବିମୁଦ୍ରାକରଣ ଭଳି ଐତିହାସିକ ନିଷ୍ପତ୍ତିକୁ ଇତି ମଧ୍ୟରେ ୧୦ ମାସ ବିତିଯାଇଛି । ହେଲେ ଏହାପରେ ବି ଦେଶରେ ସାଧାରଣ ଜନତାଙ୍କ ଦୁର୍ଦ୍ଦଶାର ଅନ୍ତ ଘଟିନି । ଏବଂ ଏଭଳି ପରିସ୍ଥିତିରେ ବିଭିନ୍ନ ଗଣମାଧ୍ୟମରେ ଏକ ଖବର ପ୍ରକାଶ ପାଇଛି ଯାହାକି ସମସ୍ତଙ୍କୁ ସ୍ତବ୍ଧ କରିଦେଲା ଭଳି…
Read More...

ଆଜି ପବିତ୍ର ‘ଗୁରୁ ଦିବସ’

ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର..... ଗୁରୁ ସାକ୍ଷାତ୍ ପରଂବ୍ରହ୍ମ.. ତସ୍ମୈ ଶ୍ରୀଗୁରବେ ନମଃ । ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରିବାରେ ଗୁରୁ ହିଁ ସାଜନ୍ତି ଆଲୋକବର୍ତ୍ତିକା । କେବେ ଆକଟ ଭରା କଠୋର ଅନୁଶାସନ ତ ପୁଣି କେବେ ତାଙ୍କ ଉତ୍ସାହପ୍ରଦ ପ୍ରେରଣା ଜଣଙ୍କୁ ସାଧାରଣରୁ…
Read More...

ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ କୃତିତ୍ୱ ! ଏସୀୟ ଇଂଟର କଲେଜ ରକେଟ ପ୍ରତିଯୋଗିତାରେ…

କନକ ବ୍ୟୁରୋ : ଅତ୍ୟାଧୁନିକ ସାଟେଲାଇଟ୍ ନିର୍ମାଣ କଲେ ସମ୍ବଲପୁର ଭିସୁଟ୍ ଛାତ୍ରଛାତ୍ରୀ । ସମ୍ବଲପୁର ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଆଇଡିଆ କ୍ଲବର ୨୫ ଜଣ ପିଲା ପ୍ରସ୍ତୁତ କରିଛନ୍ତି କମ୍ ମୂଲ୍ୟର ଅତ୍ୟାଧୁନିକ ସାଟେଲାଇଟ୍ । ସ୍ପେସ ଡେଭଲପମେଂଟ୍ ନେକ୍ସସ ଓ…
Read More...

ପାଶ୍ଚାତ୍ୟ ଏଜେନ୍ସିଙ୍କ ପ୍ରତି ବିମୁଖ ! ଭାରତ ଚାହୁଁଛି ‘ବ୍ରିକ୍ସ ରେଟିଂ’

ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ରେଟିଂ ଏଜେନ୍ସି ପ୍ରତି ବିମୁଖ ଥିବା ଭାରତ ବ୍ରିକ୍ସ ରାଷ୍ଟ୍ର ସମୂହର ନିଜସ୍ୱ ରେଟିଂ ଏଜେନ୍ସି ଗଠନ କରିବା ଉପରେ ଜୋର ଦେଇଛି । ଚଳିତ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି ରେଟିଂ ଏଜେନ୍ସିର ଆବଶ୍ୟକତା ରହିଛି ବୋଲି…
Read More...

ଅସ୍ଥାୟୀ ପୋଖରୀ ଅଛି ହେଲେ ନଦୀରେ ପଡୁଛି ମୂର୍ତ୍ତୀ! ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିୟମର ଖୋଲା ଉଲ୍ଲଘଂନ ଅଭିଯୋଗ

କନକ ବ୍ୟୁରୋ : ରାଜଧାନୀ ଦେଇ ଯାଇଥିବା କୁଆଖାଇ, ଭାର୍ଗବୀ ଏବଂ ଦୟା ନଦୀ ପାଣିରେ ବିଭିନ୍ନ ପୂଜା ସମୟରେ ମୂର୍ତ୍ତି ବିସର୍ଜନ ନ କରିବାକୁ ନିୟମ ହୋଇଛି। ଏପରିକି ନଦୀ ପଠାରେ ବିଏମ୍ସି ପକ୍ଷରୁ ଖୋଳା ଯାଇଥିବା ଅସ୍ଥାୟୀ ପୋଖରୀରେ ହିଁ ମୂର୍ତ୍ତି ବିସର୍ଜନ ହେବ ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ…
Read More...

ଚୀନ ମାଟିରେ ପାକିସ୍ତାନକୁ କଡା ଜବାବ ! ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦକୁ ନିନ୍ଦା

କନକ ବ୍ୟୁରୋ : ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦକୁ କଡା ଭାଷାରେ ନିନ୍ଦା । ଦୁନିଆରେ ଯେଉଁଠି ବି ଆତଙ୍କବାଦ କାର୍ଯ୍ୟକଳାପ ରହିଛି ସବୁଠୁ ମୂଳପୋଛ କରିବାକୁ ନିଆଗଲା ନିଷ୍ପତି । ଆଉ ଏହାସହ ଭାରତକୁ ପୁଣିଥରେ କୁଟନୈତିକ ବିଜୟ ମିଳିଥିବା ବେଳେ ଚୀନ ମାଟିରୁ ପାକକୁ ଲାଗିଛି ଶକ୍ତ ଧକ୍କା ।…
Read More...

ନୀଳ ତିମି ପରେ ଏବେ ଗରମ ପାଣି ! ସୋସିଆଲ ମିଡିଆରେ ଜୀବନ ନେଲା ‘ହଟ୍ ୱାଟର ଚ୍ୟାଲେଂଜ’

‘ବ୍ଲୁ ହ୍ୱେଲ୍’ ଭଳି ଘାତକ ଖେଳର ଭୟ ଅଭିଭାବକଙ୍କ ମନରୁ ନ ଲିଭୁଣୁ, ଇଂଟରନେଟ୍ ଏବେ ପୁଣି ଏକ ଘାତକ ଖେଳ ଧରି ହାଜର ହୋଇଯାଇଛି । ଯାହାର ନାଁ ‘ହଟ୍ ୱାଟର ଚ୍ୟାଲେଂଜ’ । ଯଦିଓ ହଟ୍ ୱାଟର ଚ୍ୟାଲେଂଜକୁ ନେଇ ଅଧିକ କୌଣସି ସୂଚନା ମିଳିପାରିନାହିଁ ତେବେ ଏହି ଖେଳର ମୁଖ୍ୟ ଟ୍ୟାକ୍ସ ରହିଛି ନିଜ…
Read More...

ରକ୍ଷାମନ୍ତ୍ରୀ ହେବା ପରେ ଗୁଗଲ୍ ସର୍ଚ୍ଚରେ ରାଜ୍ କଲେ ନିର୍ମଳା ! ଟୁଇଟରରେ ଗୋଟିଏ ଦିନରେ ୧ ଲକ୍ଷ ଟପିଲା ଫଲୋଅର୍ସଙ୍କ…

କନକ ବ୍ୟୁରୋ : ବଦଳିଯାଇଛି ମୋଦିଙ୍କ ମନ୍ତ୍ରିମଣ୍ଡଳର ରୂପରେଖ । ରବିବାର ୪ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି ଦେଇଥିବାବେଳେ ୯ଜଣ ନୂଆ ମୁହଁଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି ମୋଦି । ଏଥିସହ କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂଖ୍ୟା ୭୬ରେ ପହଁଚିଛି । ୨୦୧୯ ସାଧାରଣ…
Read More...

ହରିୟାଣାର ହିରୋ ସୁଲତାନ ! ଦାମ ୨୧ କୋଟି, ପିଉଛି ବିଭିନ୍ନ ବ୍ରାଣ୍ଡର ମଦ

କିଛିଦିନ ପୂର୍ବେ ବକ୍ସ ଅଫିସରେ ଧମାଲ ମଚାଇଥିଲା ଫିଲ୍ମ ସୁଲତାନ । ସେତେବେଳେ ଫିଲ୍ମଟିକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । ଏବେ ପୁଣିଥରେ ସୁଲତାନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏବେ ଗଣମାଧ୍ୟମର ଶିରୋନାମାରେ ରହିଛି ସୁଲତାନ । ସୁଲତାନର ଦମ୍ଭ ଏବେ ବି ଦେଖିବାକୁ ମିଳୁଛି । ବିଭିନ୍ନ…
Read More...

ରେଡ ମି ନୋଟ-୪ ନୂଆ ଭର୍ସନର ବିକ୍ରି ଆରମ୍ଭ! ଜାଣନ୍ତୁ ଏଥିରେ କଣ ପାଇବେ ଅଧିକ ସୁବିଧା

କନକ ବ୍ୟୁରୋ : ଭାରତୀୟ ଟେକ୍ନୋଲୋଜି ବଜାରରେ ଅଧିକ ବିକ୍ରି କରିବା ଲକ୍ଷ୍ୟରେ ଆଜି ଠୁ ରେଡ ମି ନୋଟ-୪ର ନୂଆ ଭର୍ସନର ବିକ୍ରି ଆରମ୍ଭ ହୋଇଛି । ଚାଇନା ଟେକ୍ନୋଲୋଜିରେ ତିଆରି ରେଡମି ସ୍ମାର୍ଟଫୋନର ଏହା ହେଉଛି ଲେକ-ବ୍ଲ୍ୟୁ ଏଡିସନ । ଭାରତରେ ଏହା ଲଞ୍ଚ ହୋଇଛି । ଆଜି ଠୁ ଏହାର ବିକ୍ରି ଆରମ୍ଭ…
Read More...