Browsing Category

ରଥଯାତ୍ରା

ବଡ଼ଠାକୁର ଶ୍ରୀ ବଳଦେବଙ୍କ ପରେ ସୁଭଦ୍ରାଙ୍କ ପହଣ୍ଡି ବିଜେ : ଧାଡି ପହଣ୍ଡିରେ ଆସିଲେ ହଦଳୀମୁହିଁ ଦେବୀ ସୁଭଦ୍ରା

କନକ ବ୍ୟୁରୋ : ପ୍ରଥମେ ଚକ୍ରରାଜ, ପରେ ବଡଭାଇ ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ନୀତି ସରିଛି । ଧାଡି ପହଣ୍ଡିରେ ଆସିଛନ୍ତି ହଳଦୀ ମୁହିଁ ଦେବୀ ସୁଭଦ୍ରା । ଦେବଦଳନ ରଥରେ ବିଜେ କରିଛନ୍ତି ମାଆ ସୁଭଦ୍ରା । ଚକ୍ରରାଜଙ୍କ ପହଣ୍ଡି ସରିବା ପରେ ବଡଠାକୁର…
Read More...

ନବଦିନାତ୍ମକ ଯାତ୍ରାରେ ଶ୍ରୀଜିଉ : ଟାହିଆ ହଲେଇ ଆଗେ ଆଗେ ଆସିଲେ ବଡଭାଇ, ପଛରେ ଆସୁଛନ୍ତି କାଳିଆ ଗୋସାଇଁ

କନକ ବ୍ୟୁରୋ : ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଛି ଚତୂର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ବିଜେ ନୀତି । ପ୍ରଥମ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ପରେ ଆରମ୍ଭ ହୋଇଛି ପ୍ରଭୁ ଶ୍ରୀ ବଳଦେବଙ୍କ ପହଣ୍ଡିବିଜେ ନୀତି । ଧାଡି ପହଣ୍ଡି ନୀତିରେ ସେବାୟତ ମାନେ…
Read More...

ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ । ଧାଡ଼ି ପହଣ୍ଡିରେ ରଥକୁ ବିଜେ କଲେ ଚକ୍ରରାଜ ସୁଦର୍ଶନ

କନକ ବ୍ୟୁରୋ : ଶ୍ରୀକ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆରମ୍ଭ ହୋଇଯାଇଛି । ରଥଯାତ୍ରା ନୀତି ଗୁଡ଼ିକ ସୁପରିଚାଳିତ ଭାବେ ଅନୁଷ୍ଠିତ ହୋଇପାରିଥିବାରୁ ଧାର୍ଯ୍ୟ ସମୟ ପୂର୍ବରୁ ଶ୍ରୀଜିଉମାନଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଯାଇଛି । ମହାପ୍ରଭୁ ଧାଡ଼ି ପହଣ୍ଡିରେ ରଥକୁ ବିଜେ କରୁଛନ୍ତି ।…
Read More...

ଜନ୍ମବେଦୀକୁ ଯିବେ ମହାପ୍ରଭୁ । ଦୁଇ ବର୍ଷ ପରେ ଭକ୍ତଙ୍କୁ ଭେଟିବେ ଭଗବାନ

କନକ ବ୍ୟୁରୋ : ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଜନ୍ମବେଦୀକୁ ଯିବେ ମହାପ୍ରଭୁ । ରଥ ପ୍ରସ୍ତୁତ , ପଥ ପ୍ରସ୍ତୁତ, ଭକ୍ତ ପ୍ରସ୍ତୁତ । ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଗହଳି, ଦୂରଦୂରାନ୍ତରୁ ଧାଇଁ ଆସିଛନ୍ତି ଭକ୍ତ । ବଡ଼ଦାଣ୍ଡ ପୁଣିଥରେ ଜୟ ଜଗନ୍ନାଥ, ହରିବୋଲ, ହୁଳହୁଳି କୋଳାହଳରେ ପୂରିଉଠିବ ।…
Read More...

ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା : ଜନ୍ମବେଦୀକୁ ଯିବେ ମହାପ୍ରଭୁ; ଶ୍ରୀଜିଉଙ୍କ ଦର୍ଶନ ପାଇଁ ବ୍ୟାକୁଳ ଭକ୍ତ

କନକ ବ୍ୟୁରୋ :  ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଜନ୍ମବେଦୀକୁ ଯିବେ ମହାପ୍ରଭୁ । ଶ୍ରୀଜିଉଙ୍କ ଦର୍ଶନ ପାଇଁ ବ୍ୟାକୁଳ ଭକ୍ତ । ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଗହଳି ଲାଗି ରହିଛି । ଦୂରଦୂରାନ୍ତରୁ ଧାଇଁ ଭକ୍ତ ଆସିଛନ୍ତି ।  ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମହାପ୍ରଭୁଙ୍କ ୯…
Read More...

ଚର୍ଚ୍ଚାରେ ବ୍ରହ୍ମପୁରର ହରି ଗୋବିନ୍ଦ ମହାରଣା : ଫିଟିକିରିରେ ତିଆରି କଲେ ତିନି ରଥ ଓ ଶ୍ରୀମନ୍ଦିର 

କନକ ବ୍ୟୁରୋ : ଫିଟିକିରିରେ ତିନି ରଥ ଓ ଶ୍ରୀମନ୍ଦିର । ବ୍ରହ୍ମପୁରର ହରି ଗୋବିନ୍ଦ ମହାରଣା ଏପରି ରଥ ଓ ଶ୍ରୀମନ୍ଦିର ନିର୍ମାଣ କରିଛନ୍ତି । ପୂର୍ବରୁ ସେ ବିଭିନ୍ନ ଖାଦ୍ୟଶସ୍ୟରେ ରଥ ତିଆରି କରି ଚର୍ଚ୍ଚାରେ ରହିଥିବା ବେଳେ ଚଳିତ ବର୍ଷ ସେ ଫିଟିକିରିରେ ନିର୍ମାଣ କରିଛନ୍ତି ଶ୍ରୀକ୍ଷେତ୍ର ଓ ୩…
Read More...

ରଥଯାତ୍ରା ପାଇଁ ବଡଦାଣ୍ଡରେ ଭକ୍ତଙ୍କ ଗହଳି । କିଏ ହାତରେ ଗଦା ଧରିଛି ତ କିଏ ମୟୂର ପଙ୍ଖ, ରଥାରୁଢ ଶ୍ରୀଜିଉଙ୍କୁ…

କନକ ବ୍ୟୁରୋ :  ରଥଯାତ୍ରା ପାଇଁ ବଡଦାଣ୍ଡରେ ଭକ୍ତଙ୍କ ଗହଳି । ରଥାରୁଢ ଶ୍ରୀଜିଉଙ୍କୁ ଦେଖିବା ପାଇଁ ବିଭିନ୍ନ ସ୍ଥାନରୁ ଭକ୍ତ ପୁରୀକୁ ଧାଇଁ ଆସିଛନ୍ତି । ରଥ ମଧ୍ୟ ସିଂହଦ୍ୱାରରେ ପହଞ୍ଚି ଯାଇଛି । ବର୍ଷତମାମ କାଳିଆକୁ ଦେଖିପାରୁନଥିବା ଅଣହିନ୍ଦୁ ଭକ୍ତିଙ୍କ ଗହଳି ମଧ୍ୟ ବଢିଛି । ସମସ୍ତେ…
Read More...

ଜଗନ୍ନାଥଙ୍କ ପ୍ରେମରେ ବିଦେଶିନୀ : ୧୧ ବର୍ଷ ହେଲା ୟୁରୋପ ବାଲେଶ୍ୱରରେ ଜଗନ୍ନାଥଙ୍କୁ ପୂଜା କରୁଛନ୍ତି ଲୀଳାବତି

କନକ ବ୍ୟୁରୋ : ଜଗା ପ୍ରେମରେ ବିଦେଶିନୀ । ୧୧ବର୍ଷ ହେଲା ୟୁରୋପ ଛାଡି ବାଲେଶ୍ୱରରେ ରହୁଛନ୍ତି ଲୀଳାବତି ଦାସୀ । ମହାପ୍ରଭୁଙ୍କ ସେବା କରି ସନ୍ୟାସ ଜୀବନ ବିତାଇଦେବା ପାଇଁ ଖନ୍ତାପଡାରେ ରହୁଛନ୍ତି ୟୁରୋପ ନାଗରିକ । ତେବେ କରୋନା ଯୋଗୁୁଁ ୨ବର୍ଷ ପରେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ…
Read More...

କାଳିଆକୁ ଟିକେ ରଥ ଉପରେ ଦର୍ଶନ କରିବା ପାଇଁ… ପୁରୀରେ ୟୁ-ଟ୍ୟୁବର ଅତୁଲ କ୍ରିଷ୍ଣା

କନକ ବ୍ୟୁରୋ : ସବୁଆଡେ ଏବେ ଶୁଭୁଛି ଜୟ ଜଗନ୍ନାଥଙ୍କ ଧ୍ୱନି । ଆସନ୍ତାକାଲି ରଥଯାତ୍ରା ଥିବାରୁ ଦେଶ ବିଦେଶରୁ ଭକ୍ତ ଆସି ପୁରୀ ବଡଦାଣ୍ଡରେ ପହଞ୍ଚିଛନ୍ତି । ଏହାରି ଭିତରେ ଅଛନ୍ତି ଜଗନ୍ନାଥ ପ୍ରେମୀ ଅତୁଲ କ୍ରିଷ୍ଣା । ସେ ବି ବଡଦାଣ୍ଡରେ ପହଞ୍ଚିଛନ୍ତି । ରଥଯାତ୍ରାରେ ସାମିଲ ହୋଇ କାଳିଆକୁ…
Read More...

ଜଗନ୍ନାଥଙ୍କ ସେବାରେ ରାଜକିଶୋରଙ୍କ ପରିବାର : ୧୯ ବର୍ଷ ହେଲା ଯୋଗାଇ ଆସୁଛନ୍ତି ଶୋଲଫୁଲ

କନକ ବ୍ୟୁରୋ : ଜଗନ୍ନାଥଙ୍କ ସେବାରେ ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗ ଭୋଇସାହିର ରାଜକିଶୋରଙ୍କ ପରିବାର । ଘୋଷଯାତ୍ରା ଅବସରରେ ତିନି ରଥକୁ ଅଧିକ ସୁନ୍ଦର କରିବା ପାଇଁ ବିଗତ ୧୯ ବର୍ଷ ହେଲା ଶୋଲଫୁଲ ଯୋଗାଇ ଆସୁଛନ୍ତି ଏହି ପରିବାର । ଏଥିପାଇଁ ପରିବାରର ସମସ୍ତ ସଦସ୍ୟ ଅକ୍ଷୟ ତୃତୀୟା ଠାରୁ…
Read More...