Browsing Category

ରଥଯାତ୍ରା

ଧୂଆଁରେ ତିନି ରଥ ତିଆରି କଲେ କଟକର ସ୍ମୋକ ଆର୍ଟିଷ୍ଟ ଦୀପକ ବିଶ୍ୱାଳ

କନକ ବ୍ୟୁରୋ : ଧୂଆଁରେ କାଳିଆର କଳା । ଧୂଆଁରେ ତିନି ରଥ ତିଆରି କରିଛନ୍ତି କଟକର ସ୍ମୋକ୍ ଆର୍ଟିଷ୍ଟ ଦୀପକ ବିଶ୍ୱାଳ । ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପୂର୍ବରୁ ଧୂଆଁରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମାଆ ସୁଭଦ୍ରାଙ୍କ ରଥ ତିଆରି କରିଛନ୍ତି । ଏହି କଳାକୃତି କରିବା ପାଇଁ ତାଙ୍କୁ ପ୍ରାୟ…
Read More...

କାଳିଆ ପ୍ରେମରେ ମତୁଆଲା ବିଦେଶିନୀ : ବଡ଼ଦାଣ୍ଡରେ କୃଷ୍ଣଲୀଳା ପ୍ରଚାର କରୁଛନ୍ତି ରୁଷିଆ ଯୁବତୀ

କନକ ବ୍ୟୁରୋ : କାଳିଆ ପ୍ରେମରେ ବିଦେଶିନୀ । ରୁଷିଆ ଯୁବତୀଙ୍କ କଣ୍ଠରେ ଜୟ ଜଗନ୍ନାଥ । ବଡ଼ଦାଣ୍ଡରେ ସଂକିର୍ତନ କରିବା ସହ କୃଷ୍ଣଲୀଳା ପ୍ରଚାର କରୁଛନ୍ତି ରୁଷିଆ ଯୁବତୀ । ରଥଯାତ୍ରା ଅବସରରେ କୃଷ୍ଣଲୀଳାର ପ୍ରଚାର ପ୍ରସାର ପାଇଁ ଶ୍ରୀକ୍ଷେତ୍ର ଧାଇଁ ଆସିଛନ୍ତି ବିଦେଶିନୀ । କୃଷ୍ଣଙ୍କ ଲୀଳା…
Read More...

ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ ପଥ ପ୍ରସ୍ତୁତ : ରଥ ଖଳାରେ ଆଜ୍ଞାମାଳ ବିଜେ ନୀତି, ସିଂହଦ୍ୱାର ଅଭିମୁଖେ ୩ ରଥ

କନକ ବ୍ୟୁରୋ : ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ ପଥ ପ୍ରସ୍ତୁତ । ଶ୍ରୀକ୍ଷେତ୍ରରେ ଆଜି ମହାପ୍ରଭୁଙ୍କ ଉଭାଯାତ୍ରା । ରଥ ଖଳାରେ ଆଜ୍ଞାମାଳ ବିଜେ ନୀତି, ସିଂହଦ୍ୱାର ଅଭିମୁଖେ ୩ ରଥ । ଆସନ୍ତାକାଲି ରଥ ପ୍ରତିଷ୍ଠା ପରେ ତିନିରଥରେ ବସି ଗୁଣ୍ଡିଚା ଯାତ୍ରା କରିବେ ଚତୁର୍ଦ୍ଧାମୂରତି ।…
Read More...

ଆସନ୍ତାକାଲି ବିଶ୍ୱ ନିଅନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । କୁନି ରଥ ନିର୍ମାଣ କରି ଚର୍ଚ୍ଚାରେ ଶିଳ୍ପୀ ଏଲ ଈଶ୍ୱର…

କନକ ବ୍ୟୁରୋ :  ଦିନକ ପରେ ବିଶ୍ୱ ନିଅନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ରଥ ପଥ ସବୁ ପ୍ରସ୍ତୁତ ହୋଇ ରହିଛି । ସେହିପରି ରାଜ୍ୟର ସୁକ୍ଷ୍ମ ଶିଳ୍ପୀ ଭାବେ ପରିଚିତ ଜଟଣୀ ଅଞ୍ଚଳର ଏଲ ଈଶ୍ୱର ରାଓ ସାଢ଼େ ୭ଇଞ୍ଚ ଉଚ୍ଚ ଓ ସାଢ଼େ ୩ଇଞ୍ଚ ଚଉଡା ବିଶିଷ୍ଟ ସୁକ୍ଷ୍ମ ରଥ କରି ଚର୍ଚ୍ଚାକୁ…
Read More...

ଶ୍ରୀକ୍ଷେତ୍ରରେ ଆଜି ମହାପ୍ରଭୁଙ୍କ ଉଭାଯାତ୍ରା : ଶ୍ରୀମନ୍ଦିର ସିଂହଦ୍ୱାର ଚକଡାକୁ ଆସିବ ତିନି ରଥ

କନକ ବ୍ୟୁରୋ : ଶ୍ରୀକ୍ଷେତ୍ରରେ ଆଜି ପାଳିତ ହେବ ଉଭା ଯାତ୍ରା । ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ସଂପନ୍ନ ହେବା ପରେ ରଥଖଳାକୁ ଯିବା ମହାପ୍ରଭୁଙ୍କ ଆଜ୍ଞାମାଳ । ରଥଖଳାରେ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହେବା ପରେ ତିନି ରଥର ଚକ ଅଖରେ ତୈଲ ଲାଗି ହୋଇ ସିଂହଦ୍ୱାର ଯିବା ପାଇଁ ପ୍ରସ୍ତୁତି…
Read More...

ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ଚଳଚଞ୍ଚଳ ଶ୍ରୀମନ୍ଦିର । ଦୁର୍ଲଭବେଶ ଦର୍ଶନ ପାଇଁ ଭକ୍ତଙ୍କ ଗହଳି

କନକ ବ୍ୟୁରୋ : ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । କୋଭିଡ୍ ଯୋଗୁଁ ଦୁଇବର୍ଷ ହେଲା ଭକ୍ତ ଏହି ଦୁଲ୍ଲର୍ଭ ଦର୍ଶନରୁ ବଞ୍ଚିତ ରହିଥିଲେ । ହେଲେ ଚଳିତ ବର୍ଷ ଠାକୁରଙ୍କ ନବଯୌବନ ଦର୍ଶନ କରିବେ ଭକ୍ତ । ଅଣସର ଘରେ ନାନାଦି ନୀତି ପରେ ଜ୍ୱରରେ ପଡ଼ିଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ…
Read More...

‘ରଥଯାତ୍ରା’କୁ କରୋନା ଭୟ ! ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି, ମାସ୍କ ପିନ୍ଧିବା ସହ ସାନିଟାଇଜର ବ୍ୟବହାର କରିବାକୁ…

କନକ ବ୍ୟୁରୋ : ଆଉ ମାତ୍ର ଦିନ କେଇଟା ପରେ ଶ୍ରୀଜିଉଙ୍କ ଘୋଷଯାତ୍ରା । ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ରହିଛି । ତେଣୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିନା ମାସ୍କରେ ରଥଯାତ୍ରା ଦେଖିବା ଲାଗି ଚେତାଇ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟ ଓ ଦେଶ…
Read More...

ରଥଯାତ୍ରା ପୂର୍ବରୁ ପୁଲିସର ମକଡ୍ରିଲ୍ : ପୁଲିସ୍ ଜିପ୍ ସାଜିଛି ରଥ , ଜିପରେ ଲାଗିଛି ଦଉଡ଼ି

କନକ ବ୍ୟୁରୋ : ଜୁଲାଇ ୧ରେ ଘୋଷଯାତ୍ରା । ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରଥଯାତ୍ରାକୁ ଶୃଙ୍ଖଳିତ ଭାବେ କରିବା ପାଇଁ ପୁଲିସ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ମକଡ୍ରିିଲ କରାଯାଉଛି । ରଥଟଣା କାର୍ଯ୍ୟ କିଭଳି ସୁଚାର ରୂପେ ସମ୍ପାଦନ ହୋଇପାରିବ ତାହାର ଡେମୋ…
Read More...

କୁନି ରଥରେ ବଡ ଦିଅଁ । ଦିଆସିଲି କାଠିରେ ଶାଶ୍ୱତ ରଂଞ୍ଜନଙ୍କ ତିନି ରଥ ମଡେଲ

କନକ ବ୍ୟୁରୋ: ପୁରୀ କୁମ୍ଭାରପଡା ଅଞ୍ଚଳର ଶାଶ୍ୱତ ରଞ୍ଜନ ସାହୁ ଦିଆସିଲି କାଠିରେ ତିଆରି କରିଛନ୍ତି ତିନି ରଥର ମନୋରମ୍ ମଡେଲ । ଶାଶ୍ୱତ ଏଥିପାଇଁ ବ୍ୟବହାର କରିଛନ୍ତି ୪୮୩୦ ଦିଆସିଲି କାଠି । ଶାଶ୍ୱତଙ୍କ ଏହି ମଡେଲରେ ପ୍ରଭୁ ବଳଭଦ୍ରଙ୍କ ଉଚ୍ଚତା ୧୧.୪ ଇଞ୍ଚ, ମା’ ସୁଭଦ୍ରାଙ୍କ ରଥର ଉଚ୍ଚତା…
Read More...

ରଥଯାତ୍ରାରେ ବଣ୍ଟାଯିବ ୧୦ଲକ୍ଷ ମାସ୍କ : କରୋନା ସଂକ୍ରମଣ ବଢ଼ୁଥିବାରୁ ସର୍ତକତା, ନିୟୋଜିତ ହେବେ ୨୦ ଫୁଡ୍ ଇନ୍ସପେକ୍ଟର

କନକ ବ୍ୟୁରୋ : ଆଉ ମାତ୍ର ଦିନ କେଇଟା ପରେ ଶ୍ରୀଜିଉଙ୍କ ଘୋଷଯାତ୍ରା । ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ରହିଛି । ତେଣୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିନା ମାସ୍କରେ ରଥଯାତ୍ରା ଦେଖିବା ଲାଗି ଚେତାଇ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟ ଓ ଦେଶ…
Read More...