Browsing Category

ରାଜନୀତି

ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ । ସାବିତ୍ରୀଙ୍କୁ ଟିକେଟ୍ ମିଳିବା ପରେ ଛାଡିଲେ ଦଳ । ଲେଖିଲେ ଲମ୍ବା ଇସ୍ତଫା…

କନକ ବ୍ୟୁରୋ: ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ । ଖଣ୍ଡପଡା ଆସନରୁ ଟିକେଟ ଆଶାୟୀ ଥିବା ଅନୁଭବ ପଟ୍ଟନାୟକ, ଟିକେଟ୍ ପାଇବାରୁ ବଞ୍ଚିତ ହେବା ପରେ ଦଳରୁ ଇସ୍ତଫା ଦେଇଛନ୍ତି । ଦଳର ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ଅନୁଭବ ପଟ୍ଟନାୟକ । ନିଜ ଇସ୍ତଫା ପତ୍ରରେ ସେ ଲେଖିଛନ୍ତି,…
Read More...

ଦେବଗଡରେ କାହିଁକି କଟିଲା ଅରୁନ୍ଧତୀ ଦେବୀଙ୍କ ଟିକେଟ୍? କାହିଁକି ପ୍ରାର୍ଥୀ ପରିବର୍ତ୍ତନ କଲା ବିଜେଡି?

କନକ ବ୍ୟୁରୋ: ଦେବଗଡରେ କାହିଁକି ପ୍ରାର୍ଥୀ ବଦଳାଇଲା ବିଜେଡି? କାହିଁକି କଟିଗଲା ଅରୁନ୍ଧତୀ ଦେବୀଙ୍କ ଟିକେଟ୍? ଗୁରୁବାର ବିଜେଡିର ଶେଷ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ହେବା ପରେ ଏହି ଚର୍ଚ୍ଚା ଏବେ ଜୋର ଧରିଛି । କାହିଁକି ନା, ସମ୍ବଲପୁର ବିଜେପି ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ…
Read More...

ବିଜେଡିର ଶେଷ ପ୍ରାର୍ଥୀ ତାଲିକା: ବଦଳିଲେ ଦେବଗଡର ପ୍ରାର୍ଥୀ ,ରୋମାଞ୍ଚ ବିଶ୍ୱାଳଙ୍କ ଉପରେ ଭରସିଲା ଦଳ ।

କନକ ବ୍ୟୁରୋ: ଘୋଷଣା ହୋଇଛି ବିଜେଡିର ଶେଷ ପ୍ରାର୍ଥୀ ତାଲିକା । ଏହି ୩ଟି ଆସନ ପାଇଁ ପ୍ରାର୍ଥୀମାନେ ବ୍ୟଗ୍ର ଥିବାବେଳେ ୩ଟି ଗୁରୁତ୍ୱପୂର୍ଣ୍ଣ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ । ଏବଂ ଏହାସହ ଦେବଗଡର ପ୍ରାର୍ଥୀ ବଦଳିଛନ୍ତି । ପୂର୍ବରୁ ଦେବଗଡ ପାଇଁ ଅରୁନ୍ଧତୀଙ୍କ…
Read More...

ଶେଷ ୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ଜାଣନ୍ତୁ କେଉଁ ଆସନରୁ କାହାକୁ ମୈଦାନକୁ ଓହ୍ଲାଇଲା ଦଳ?

କନକ ବ୍ୟୁରୋ : ବଳକା ୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ୩ ଆସନରେ ନୂଆ ମୁହଁକୁ ପ୍ରାର୍ଥୀ କରିଛନ୍ତି ବିଜେଡି ସୁପ୍ରିମୋ । କୋରେଇ, ନୀଳଗିରି, ଖଣ୍ଡପଡା ପାଇଁ ବିଜେଡି ୩ ନୂଆ ମୁହଁକୁ ମୈଦାନକୁ ଓହ୍ଲାଇଥିବା ବେଳେ ଦେବଗଡ ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ଦଳ । ନୀଳଗିରିରୁ…
Read More...

ନାମାଙ୍କନ ଦାଖଲ କଲେ ଅପରାଜିତା ଷଡଙ୍ଗୀ । ଜିଲ୍ଲାପାଳ ଅଫିସ ଆଗରେ ମୁହାଁମୁହିଁ ହେଲେ ବିଜେଡି-ବିଜେପି କର୍ମୀ ।

କନକ ବ୍ୟୁରୋ: ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥିପତ୍ର ଭରିଲେ ଅପରାଜିତା ଷଡଙ୍ଗୀ । ଖୋର୍ଦ୍ଧା ଜିଲ୍ଲାପାଳ ଅଫିସରେ ନାମାଙ୍କନ ଭରିଛନ୍ତି ଅପରାଜିତା । ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ଯାଇ ପ୍ରଥମେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ ଅପରାଜିତା । ଏହାପରେ ସେ ନାମାଙ୍କନ…
Read More...

ଆଜି ନାମାଙ୍କନ ଦାଖଲ କରିବେ ହେଭିୱେଟ ନେତା । ସମ୍ବଲପୁରରେ ଧର୍ମେନ୍ଦ୍ର, ପୁରୀରେ ଅରୁପ ଏବଂ ଭୁବନେଶ୍ୱରରେ ଅପରାଜିତା

କନକ ବ୍ୟୁରୋ: ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିବେ । ମା ସମଲେଇଙ୍କ ଦର୍ଶନ କରିବା ପରେ ନାମାଙ୍କନ ଭରିବାକୁ ଯିବେ କେନ୍ଦ୍ରମନ୍ତ୍ରୀ । ଏଥିପାଇଁ ବିଜେପି ପକ୍ଷରୁ ସବୁ ପ୍ରସ୍ତୁତି ଶେଷ ହୋଇଛି । ସେହିପରି ଭୁବନେଶ୍ୱର ଲୋକସଭା…
Read More...

ହିଞ୍ଜିଳି ପରେ ଆଜି କଣ୍ଟାବାଞ୍ଝି ଆସନରୁ ନାମାଙ୍କନ ଦାଖଲ କରିବେ ନବୀନ । ଏଥର ଦୁଇଟି ଆସନରୁ ପ୍ରାର୍ଥୀ ହେଇଛନ୍ତି…

କନକ ବ୍ୟୁରୋ: ଆଜି ବଲାଙ୍ଗୀର କଣ୍ଟାବାଞ୍ଝି ଆସନରୁ ନାମାଙ୍କନ ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଞ୍ଜାମ ହିଞ୍ଜିଳି ପରେ କଣ୍ଟାବାଞ୍ଝି ଆସନରୁ ନାମାଙ୍କନ ଦାଖଲ କରିବେ ନବୀନ । ଏଥିପାଇଁ ଦଳ ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ଆଜି ପୂର୍ବାହ୍ନରେ…
Read More...

ଭଗବାନଙ୍କ ଭରସାରେ ପ୍ରାର୍ଥୀ । ନିର୍ବାଚନ ବେଳେ ମନ୍ଦିରରେ ଲାଗୁଛି ଗହଳି । ବଢ଼ିଯାଇଛି ମନ୍ଦିର ପୂଜାରୀଙ୍କ ଚାହିଦା

କନକ ବ୍ୟୁରୋ: ନେତା ଭୋଟ୍ ଖଣ୍ଡେ ଖଣ୍ଡେ ପାଇ ନିର୍ବାଚିିତ ହେଲେ ସ୍ଥାନୀୟ ଅଞ୍ଚଳର ସର୍ବେସର୍ବା ପାଲଟିବେ । ପ୍ରଚାର ବେଳେ ନେତା ଯଦିଓ ଜନତା ଜନାର୍ଦ୍ଦନଙ୍କ ଆର୍ଶୀର୍ବାଦ ଲୋଡୁଛନ୍ତି । ହେଲେ ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ମନ୍ଦିର ଯାଇ ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରିବାକୁ ଭୁଲୁ…
Read More...

୩ ଆସନରେ ଛିଡୁନି ବିଜେଡି ଅଙ୍କ । ବିଜେପିର ୭ ଆସନ ଅଡୁଆ । ଏପଟେ ନୀଳଗିରି ବିଧାନସଭା ପାଇଁ କଂଗ୍ରେସ ମଧ୍ୟ ଘୋଷଣା…

କନକ ବ୍ୟୁରୋ: ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ବି ଛିଣ୍ଡୁନି ରାଜନୈତିକ ଦଳର ଅଙ୍କ । ବିଜେଡି ୧୪୪ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଖଣ୍ଡପଡା, ନୀଳଗିରି ଓ କୋରେଇରୁ ଏଯାଏଁ ନାଁ ଘୋଷଣା କରାଯାଇନାହିଁ । ସେହିପରି ବିଜେପିର ୭ଟି ଆସନରେ କାହାକୁ ମିଳିବ ଟିକେଟ, ତାକୁ…
Read More...

ନାଁ ନନେଇ ପ୍ରଦୀପଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ । ଜନବିରୋଧୀ କହି ଜୋରଦାର ବର୍ଷିଲେ

କନକ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଖେଇ ଆସୁଥିବାବେଳେ ଦକ୍ଷିଣ ଓଡିଶାରେ ଡେରା ପକାଇଛନ୍ତି, ବିଜେଡିର ପାୱାରଫୁଲ ନେତା ଭି. କେ. ପାଣ୍ଡିଆନ । ଆଉ ପ୍ରତିଦିନ ୪ରୁ ୫ଟି ସ୍ଥାନରେ ଜନସଭା କରିବା ସହ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି । ଏଥିସହ ବିରୋଧୀଙ୍କୁ ଜୋରଦାର ଟାର୍ଗେଟ…
Read More...