Browsing Category

ରାଜନୀତି

ସେପଟେ ପ୍ରଚାର, ଏପଟେ କଟିଲା ଟିକେଟ । ତଲସରାରେ ପ୍ରବୋଧ ତିର୍କୀଙ୍କୁ ବଦଳରେ ଦେବେନ୍ଦ୍ର ଭିତ୍ରିଆଙ୍କୁ ଟିକେଟ ।…

କନକ ବ୍ୟୁରୋ: କଂଗ୍ରେସର ୩ ଜଣ ବିଧାୟକ ପ୍ରାର୍ଥୀଙ୍କ ଟିକେଟ୍ ବଦଳିଛି । ପୂର୍ବରୁ କଂଗ୍ରେସ ଟିକେଟ୍ ମିଳିଥିବା ତଳସରା, ବାଲିଗୁଡ଼ା ଏବଂ କବିସୂର୍ଯ୍ୟନଗର ଆସନ ପାଇଁ ପ୍ରାର୍ଥୀ ବଦଳାଇଛି ଦଳ । ତଳସରା ଆସନରେ ପୂର୍ବରୁ ଟିକେଟ୍ ମିଳିଥିବା ପ୍ରବୋଧ ତିର୍କୀଙ୍କ ବଦଳରେ ଦେବେନ୍ଦ୍ର ଭିତ୍ରିଆଙ୍କୁ…
Read More...

ଆଉ ୭୫ ବିଧାନସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଦେଖନ୍ତୁ, କାହାକୁ କେଉଁଠୁ ମିଳିଲା ଟିକେଟ୍ ?

କନକ ବ୍ୟୁରୋ: ଗତକାଲି ଲୋକସଭା ପ୍ରାର୍ଥୀ ଘୋଷଣା କରିବା ପରେ, ଆଜି ଆଉ ୭୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପ୍ରଥମ ପର୍ୟ୍ୟାୟରେ ଦଳ ୪୭ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ, ଆଜିର ୭୫ଟି ଆସନକୁ ମିଶାଇ ଦଳ ମୋଟ ୧୨୨ ବିଧାନସଭା ଆସନରେ ଏବେ…
Read More...

ବିଜେପିର ‘ସଂକଳ୍ପ ପତ୍ର’କୁ ନେଇ ବିରୋଧୀଙ୍କ ପ୍ରତିକ୍ରିୟା । କଂଗ୍ରେସ କହିଲା, ଧନୀଙ୍କୁ ସୁହାଇଲା ଭଳି ହୋଇଛି ସଂକଳ୍ପ…

କନକ ବ୍ୟୁରୋ: ବିଜେପିର ସଂକଳ୍ପପତ୍ର ଉନ୍ମୋଚନ ପରେ ପ୍ରତିକ୍ରିୟା ରଖିଛି ବିଜେଡି । ଓଡ଼ିଶାରେ ମୋଦୀ ଗ୍ୟାରେଂଟିର ପ୍ରଭାବ ପଡ଼ିବ ନାହିଁ ବୋଲି ବିଜେଡି କହିଛି । ବିଧାୟକ ପଦ୍ମନାଭ ବେହେରା କହିଛନ୍ତି, ଓଡ଼ିଶାରେ କେବଳ ନବୀନ ଗ୍ୟାରେଣ୍ଟି । ନବୀନ ଗ୍ୟାରେଂଟିରେ ବିଜେଡି ଗତ ନିର୍ବାଚନ ଅପେକ୍ଷା…
Read More...

‘ଆଗ ସମସ୍ୟା ସମାଧାନ କର , ତା’ପରେ ଭୋଟ ଦବୁ’: ପ୍ରାର୍ଥୀଙ୍କ ଆଗରେ ଗ୍ରାମବାସୀଙ୍କ ଦାବୀ ।

କନକ ବ୍ୟୁରୋ: ଗାଁରେ ଥିବା ସମସ୍ୟାର ସମାଧାନ ନହେଲେ ନେତାଙ୍କୁ ଗାଁ ମନା । ଗଞ୍ଜାମ ଦିଗପହଣ୍ଡିରେ ଉଭୟ ବିଜେପି ଓ ବିଜେଡି ପକ୍ଷରୁ ଜୋରଦାର ପ୍ରଚାର ଚାଲିଥିବା ବେଳେ ବିଭିନ୍ନ ସମସ୍ୟାର ସମାଧାନ ଦାବି କରି ନେତାଙ୍କୁ ଭୋଟ ଭିକ୍ଷା ପାଇଁ ଗାଁକୁ ଆସିବାକୁ ମନା କରିଛନ୍ତି କାଣ୍ଡସର ଗାଁର ଲୋକେ ।…
Read More...

ପ୍ରଚାର ବେଳେ ଚୌଦ୍ୱାର-କଟକ ବିଧାୟକ ପ୍ରାର୍ଥୀ ନୟନ ମହାନ୍ତିଙ୍କୁ ପ୍ରବଳ ବିରୋଧ । ଘଟଣାସ୍ଥଳରେ ତୁମୁଳକାଣ୍ଡ ।

କନକ ବ୍ୟୁରୋ: କଟକରେ ବିଜେପି ମିଶ୍ରଣ ପର୍ବ ବେଳେ ଚୌଦ୍ୱାର-କଟକ ବିଧାୟକ ପ୍ରାର୍ଥୀ ନୟନ ମହାନ୍ତିଙ୍କୁ ପ୍ରବଳ ବିରୋଧ । ମିଶ୍ରଣ ପର୍ବ ଚାଲିଥିବା ବେଳେ ବିଜେପିର ଗୋଟିଏ ଗୋଷ୍ଠୀ ସଭାସ୍ଥଳ ନିକଟକୁ ଆସି ନୟନ ମହାନ୍ତିଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିଥିଲେ । ନୟନଙ୍କ ସମର୍ଥକ ଏହାକୁ ବିରୋଧ…
Read More...

ନିର୍ବାଚନ ପାଇଁ ଜୋରଦାର ହେଉଛି ପ୍ରଚାର । ପ୍ରାର୍ଥୀଙ୍କ ପ୍ରତିଶ୍ରୁତିକୁ ରେକର୍ଡ କଲେ ଭୋଟର ।

କନକ ବ୍ୟୁରୋ: ନିର୍ବାଚନ ପାଇଁ ଜୋରଦାର ହେଉଛି ପ୍ରଚାର । କୋରାପୁଟ ଦଶମନ୍ତପୁର ବ୍ଲକ ଗୌଡ଼କଂଟା ଗାଁ ନିକଟରେ କର୍ମୀ ସମ୍ମିଳନୀ କରିଛି ଦଳ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସାଂସଦ ସପ୍ତଗିରି ଉଲାକା, ବିଧାୟକ ତାରାପ୍ରସାଦ ବାହିନୀପତି, ଲକ୍ଷ୍ମୀପୁର ବିଧାୟକ ପ୍ରାର୍ଥୀ ପବିତ୍ର…
Read More...

ନବୀନ ନିବାସରେ କଟକ କସରତ । କର୍ପୋରେଟରଙ୍କ ସହ ପହଞ୍ଚିିଲେ ଆଶୀର୍ବାଦ ବେହେରା ଓ ସଞ୍ଜୟ ବେହେରା ।

କନକ ବ୍ୟୁରୋ: ନବୀନ ନିବାସରେ କଟକ କସରତ । ଆଜି ନବୀନ ନିବାସରେ ପହଂଚିଛନ୍ତି ଆଶୀର୍ବାଦ ବେହେରା ଓ ସଞ୍ଜୟ ବେହେରାଙ୍କ ସହ ୧୫ କର୍ପୋରେଟର । ଏମାନଙ୍କ ସହ ଏକାଧିକ ସମର୍ଥକ ମଧ୍ୟ ନବୀନ ନିବାସ ଆସିଛନ୍ତି । କଟକ-ବାରବାଟୀ ପାଇଁ ଦାବିଦାର ଥିଲେ ସଂଜୟ ବେହେରା । କଟକ-ବାରବାଟୀ ପାଇଁ ଦଳ ପ୍ରକାଶ…
Read More...

ନିଶା ବାଙ୍ଗରେଙ୍କ ରାଜନୀତିରୁ ମୋହଭଙ୍ଗ । ନିର୍ବାଚନ ଲଢିବାକୁ ଛାଡିଥିଲେ ଡେପୁଟି କଲେକ୍ଟର ପଦବୀ ।

କନକ ବ୍ୟୁରୋ: କଂଗ୍ରେସର ସମସ୍ୟା ଦିନକୁ ଦିନ ବଢିବେରେ ଲାଗିଛି । ନିର୍ବାଚନ ଲଢିବାକୁ ନିଜର ପ୍ରଶାସନିକ ଚାକିରି ଛାଡିଥିବା ନିଶା ବାଙ୍ଗରେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଏବଂ ନିଜ ୨ ପୃଷ୍ଠାର ଇସ୍ତଫା ପତ୍ରରେ ଇସ୍ତଫାର କାରଣ ମଧ୍ୟ ସ୍ପଷ୍ଟ କରିଛନ୍ତି । ନିଶା ଇସ୍ତଫା ପତ୍ରରେ କଂଗ୍ରେସ…
Read More...

ବିଜେପିର ସଙ୍କଳ୍ପ ପତ୍ର: ଗରିବଙ୍କ ପେଟ, ପକେଟ ଭରିବା ଗ୍ୟାରେଣ୍ଟି ଦେଲେ ମୋଦୀ ।

କନକ ବ୍ୟୁରୋ: ବିଜେପି ମୁଖ୍ୟାଳୟରେ ‘ସଙ୍କଳ୍ପ ପତ୍ର’ ନାଁରେ ଦଳର ଇସ୍ତାହାର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏଥିରେ ଦେଶର ଯୁବଗୋଷ୍ଠୀ, ମହିଳା ବିଶେଷ କରି ଗରୀବଙ୍କ ପାଇଁ ମୋଦୀ ଖାସ୍ ଘୋଷଣା କରିଛନ୍ତି । ସଙ୍କଳ୍ପ ପତ୍ରରେ ମୋଦୀ ଗରିବ, ମହିଳା ଓ କୃଷକଙ୍କ ବିକାଶକୁ ଗୁରୁତ୍ୱ…
Read More...

ମାଲକାନଗିରି ବଙ୍ଗୀୟ ଭୋଟରଙ୍କ ଉପରେ ତିନି ଦଳର ନଜର । ଭୋଟରଙ୍କୁ ନିଜ ସପକ୍ଷରେ ନେବାକୁ ଆପଣାଉଛନ୍ତି ଭିନ୍ନ ରଣନୀତି ।

କନକ ବ୍ୟୁରୋ: ଆଗାମୀ ନିର୍ବାଚନରେ କେଉଁ ଆଡକୁ ଢଳିବେ ବଙ୍ଗୀୟ ଭୋଟର । ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ମାଲକାନଗିରିର ବଙ୍ଗୀୟ ଭୋଟର ମାନଙ୍କୁ ନିଜ ସପକ୍ଷରେ ନେବାକୁ ରାଜନୈତିକ ଦଳଙ୍କ ମଧ୍ୟରେ କସରତ ଆରମ୍ଭ ହୋଇଗଲାଣି । ୨୦୧୯ ନିର୍ବାଚନରେ ଏହି ଆସନଟି ବିଜେପି ଦଖଲରେ ରହିଥିଲା ।…
Read More...