Browsing Category

ରାଜନୀତି

କଳସ ଯାତ୍ରାରୁ ପ୍ରଚାର ଆରମ୍ଭ କଲେ ପଦ୍ମପୁର ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା । ଶହ ଶହ ମହିଳାଙ୍କ ସହ କଲେ…

କନକ ବ୍ୟୁରୋ: ପଦ୍ମପୁର ନିର୍ବାଚନ ମଣ୍ଡଳୀରେ କଳସ ଯାତ୍ରା କରି ପ୍ରଚାର ଆରମ୍ଭ କଲେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା । ଶହ ଶହ ମହିଳାଙ୍କ କଳସ ଯାତ୍ରାରେ ସାମିଲ ହୋଇ ପ୍ରଚାର ଆରମ୍ଭ କରିଛନ୍ତି । ପାଇକମାଲ ଠାରେ ବିଞ୍ଝାଲ ସମାଜ ପକ୍ଷରୁ ମା’ ଇଷ୍ଟଦେବୀଙ୍କ ପୂଜାର୍ଚ୍ଚନା କରି ନିଜର…
Read More...

ଟିକେଟ୍ ମିଳିବା ପରେ ନବୀନ ନିବାସରେ ବର୍ଷା ପ୍ରିୟଦର୍ଶିନୀ । ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବାକୁ ପହଞ୍ଚିଲେ…

କନକ ବ୍ୟୁରୋ: ଟିକେଟ୍ ମିଳିବା ପରେ ଆଜି ନବୀନ ନିବାସରେ ପହଞ୍ଚିିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ପାଇଁ ପହଞ୍ଚିଛନ୍ତି ବର୍ଷା । ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି ଦଳ । ଅମର ଶତପଥୀଙ୍କ ସ୍ଥାନରେ…
Read More...

ପ୍ରାର୍ଥୀ ବଦଳାଇବା ଦାବିରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ନିଆରା ପ୍ରତିବାଦ । ବାଜା ବଜାଇ ନାଚିଲେ ପ୍ରାର୍ଥୀଙ୍କ…

କନକ ବ୍ୟୁରୋ: ଟିକେଟ୍ ନମିଳିବାରୁ ଅଭିନବ ପ୍ରତିବାଦ । ଆଦିବାସୀ ପାରମ୍ପରିକ ନୃତ୍ୟ ଗୀତ ମାଧ୍ୟମରେ ପ୍ରତିବାଦ । ସଞ୍ଜଳି ମୁର୍ମୁଙ୍କୁ ଦଳ ବାଙ୍ଗିରିପୋଷିରୁ ଟିକେଟ୍ ଦେଇଥିବାବେଳେ ଏହାକୁ ପରିବର୍ତନ କରିବାକୁ ଦାବି କରିଛନ୍ତି ସମର୍ଥକ । ବଡକଥା ହେଉଛି ଯେଉଁଠି ପାଟିତୁଣ୍ଡ, ହୋ ହଲ୍ଲା,…
Read More...

ଆଜି ଆସିପାରେ ବିଜେଡି ଓ ବିଜେପିର ପ୍ରାର୍ଥୀ ତାଲିକା । ବାକି ଥିବା ଆସନ ପାଇଁ ନାଁ ଘୋଷଣା କରିପାରେ ଦଳ ।

କନକ ବ୍ୟୁରୋ: ଆଜି ଆସିପାରେ ବିଜେଡି ଓ ବିଜେପିର ଥିବା ପ୍ରାର୍ଥୀ ତାଲିକା । ବାକି ଥିବା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ଦଳ । ବିଜେପି ୧୬, କଂଗ୍ରେସ ୯ଟି ଏବଂ ବିଜେଡି ୧୨ଟି ଆସନରେ ପ୍ରାର୍ଥୀ ଘୋଷଣା କରିବାକୁ ବାକି ରହିଛି । ତେଣୁ ଏବେବି ତିନି ଦଳର ଏହି ସବୁ ଆଶାୟୀ ନେତାଙ୍କ ମଧ୍ୟରେ…
Read More...

ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଜୋରଦାର ପ୍ରଚାର । ସ୍କୁଟିରେ ବୁଲିଲେ, ପରିବା ବିକାଳୀଙ୍କ ଠାରୁ ବାଡ଼ି ଅଁଳା…

କନକ ବ୍ୟୁରୋ: ନିର୍ବାଚନୀ ପ୍ରଚାର ଭିତରେ ସମୟ କାଢି ଅଗ୍ନିବୀର ଆଶାୟୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସଂସଦୀୟ କ୍ଷେତ୍ରର ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ବୀର ସୁରେନ୍ଦ୍ର ସାଏ ଡିଫେନ୍ସ ଏକାଡେମୀର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ପିଲାମାନଙ୍କ…
Read More...

ବିଜେଡିର ୯ ପ୍ରାର୍ଥୀଙ୍କ ମଧ୍ୟରୁ ୭ ନୂଆ ମୁହଁ । ବଡଚଣାରେ ସରପ୍ରାଇଜ କାର୍ଡ ଖେଳିଲେ ନବୀନ, ସନାଙ୍କୁ ଚମ୍ପୁଆରୁ…

କନକ ବ୍ୟୁରୋ : ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଷଷ୍ଠ ପର୍ଯ୍ୟାୟରେ ୯ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ଘୋଷିତ ୯ ଆସନ ମଧ୍ୟରୁ ୮ ଆସନରେ ପ୍ରାର୍ଥୀ ବଦଳାଇଛି ଦଳ । ସବୁଠୁ ରୋଚକ ଦିଗଟି ହେଉଛି, ୯…
Read More...

ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି । ବଡଚଣାରୁ ଲଢିବେ ବର୍ଷା, କଟିଲା ଅମର ଶତପଥୀଙ୍କ ଟିକେଟ ।

କନକ ବ୍ୟୁରୋ : ବିଧାନସଭା ନିର୍ବାଚନ ପାଇଁ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଷଷ୍ଠ ପର୍ଯ୍ୟାୟରେ ବିଜେଡି ୯ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଚିଲିକାରୁ ରଘୁନାଥ ସାହୁ, ଆନନ୍ଦପୁରରୁ ଅଭିମନ୍ୟୁ ସେଠୀ, ସାରସକଣା ଦେବାଶିଷ ମାରାଣ୍ଡି, କରଞ୍ଜିଆରୁ…
Read More...

ଖୁବ୍ ଶୀଘ୍ର ବାକି ଟିକେଟ ଘୋଷଣା । ବିଜେଡିର ୨୧, ବିଜେପିର ୧୬ ଆସନ ଓ କଂଗ୍ରେସର ୨୨ଟି ଆସନରେ ଦେଇନାହାନ୍ତି ପ୍ରାର୍ଥୀ…

କନକ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେଲାଣି । କିନ୍ତୁ ଏବେବି ଅନେକ ଆସନରେ ୩ ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀ ଘୋଷଣା କରିନାହାନ୍ତି । ତେବେ ଖୁବ୍ ଶୀଘ୍ର ବାକି ଟିକେଟ ଘୋଷଣା ହୋଇପାରେ । ଓଡିଶାରେ ମେ’ ୧୩ ତାରିଖରେ ଆରମ୍ଭ…
Read More...

୫ ବର୍ଷରେ ୩୯ ପ୍ରତିଶତ ବଢିଛି ଚନ୍ଦ୍ରବାବୁ ନାଇଡୁଙ୍କ ସମ୍ପତ୍ତି । ଜାଣନ୍ତୁ ସୁନା, ରୂପା ସହ କେତେ କୋଟିର ମାଲିକ ସେ…

କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍ ପାର୍ଟି( ଟିଡିପି)ର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଶୁକ୍ରବାର ନିର୍ବାଚନ ଆୟୋଗରେ ନିଜ ହଲପନାମା ଦାଖଲ କରିବା ସମୟରେ ନିଜ ସମ୍ପତ୍ତି ତାଲିକା ଦାଖଲ କରିଛନ୍ତି । ଏହି ତାଲିକା ଅନୁସାରେ ଗତ ୫ ବର୍ଷରେ ତାଙ୍କର ଓ ତାଙ୍କ…
Read More...

ପୁଣି ଶାହାଙ୍କ ମୁହଁରେ ଓଡିଶା କଥା । କହିଲେ, ନିର୍ବାଚନରେ ନବୀନ ବାବୁଙ୍କ ସହ ସାମ୍ନାସାମ୍ନି ଲଢେଇ । 

କନକ ବ୍ୟୁରୋ: ଓଡିଶାରେ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ପ୍ରସଙ୍ଗରେ ପୁଣିଥରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏକ ନିର୍ଦ୍ଧିଷ୍ଟ ଜାତୀୟ ଗଣମାଧ୍ୟମକୁ ଇଣ୍ଟରଭ୍ୟୁ ଦେଇ ଶାହା ଯେଉଁ କଥା କହିଛନ୍ତି, ତାକୁ ନେଇ ଏବେ ଚର୍ଚ୍ଚା ବଢିଛି । ଶାହା…
Read More...