Browsing Category

ରାଜନୀତି

ନବୀନ ନିବାସରେ ଟିକେଟ ଲବି ! ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ, ଯାଜପୁର ସାଂସଦ…

କନକ ବ୍ୟୁରୋ : ଘୋଷଣା ହୋଇଯାଇଛି ନିର୍ବାଚନ ତାରିଖ । ଓଡ଼ିଶାରେ ଆଉ ମାତ୍ର ୨୯ ଦିନ ପରେ ନିର୍ବାଚନ । କାହାକୁ ମିଳିବ ଟିକେଟ୍ ? ଟିକେଟ ଖଣ୍ଡିଏ ପାଇଁ ନବୀନ ନିବାସରେ ନେତାମାନଙ୍କ ଭିଡ଼ ଜମୁଛି । ନିର୍ବାଚନ ଯେମିତି ପାଖେଇ ଆସୁଛି, ରାଜନୈତିକ ଉସ୍ମତା ସେମିତି ବଢ଼ିବାରେ ଲାଗିଛି । ଏହାରି ଭିତରେ…
Read More...

ନିର୍ବାଚନ ତାରିଖ ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । ନବୀନ କହିଲେ, ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ, ଖୁବ୍…

କନକ ବ୍ୟୁରୋ: ନିର୍ବାଚନୀ ତାରିଖ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି କି, ତାଙ୍କ ଦଳ ନିର୍ବାଚନ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଏହା ସହିତ ଖୁବ୍ ଶୀଘ୍ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି କହିଛନ୍ତି…
Read More...

ସୋରଡ଼ା ସିଂହାସନ ପାଇଁ ଲଢ଼େଇ । କିଏ ମାରିବ ବାଜି ? କନଫ୍ୟୁଜନରେ ତିନି ଦଳ ।

କନକ ବ୍ୟୁରୋ: ବାଜି ସାରିଛି ନିର୍ବାଚନୀ ବିଗୁଲ ଆଉ ଆରମ୍ଭ ହୋଇଛି କାଉଣ୍ଟଡ଼ାଉନ । ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଆଗାମୀ ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ଉଷ୍ମ ହୋଇଛି ରାଜ୍ୟ ରାଜନୀତି ପାରଦ । ଏପ୍ରିଲ ୧୮ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଅସ୍କା ଲୋକସଭା କ୍ଷେତ୍ରରେ ଯାଉଥିବା…
Read More...

ଚଳିତ ନିର୍ବାଚନରେ ବହୁମତ ଠାରୁ ପଛରେ ରହିଯିବ ଏନଡ଼ିଏ, ହେଲେ ବି ଗଢ଼ିବ ସରକାର : ସର୍ଭେ

କନକ ବ୍ୟୁରୋ : ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଉଷ୍ମ ହୋଇଉଠିଛି ରାଜନୈତିକ ପାଣିପାଗ । ଚଳଚଂଚଳ ବିଭିନ୍ନ ରାଜନୈତିକ ଦଳ । ନିର୍ବାଚନରେ ବାଜିମାତ କରିବାକୁ ପ୍ରସ୍ତୁତ କରୁଛନ୍ତି ସ୍ୱତନ୍ତ୍ର ରଣନୀତି । ଏବେ ପର୍ଯ୍ୟନ୍ତ ସାମନାକୁ ଆସିଥିବା ସର୍ଭେ ଅନୁସାରେ ଚଳିତ ଥର ନିର୍ବାଚନରେ କୌଣସି ବି…
Read More...

ସୋସିଆଲ ମିଡିଆ ଉପରେ ନିର୍ବାଚନ କମିଶନଙ୍କ କଟକଣା: ନାମାଙ୍କନ ପତ୍ର ଦାଖଲ ବେଳେ ଦେବାକୁ ପଡିବ ସୋସିଆଲ ମିଡିଆ ବ୍ୟବହାର…

କନକ ବ୍ୟୁରୋ: ରାଜନୈତିକ କ୍ଷେତ୍ରରେ ସୋସିଆଲ ମିଡିଆର ଗୁରୁତ୍ୱ ବେଶ୍ ଅଧିକ । ଅନେକ ସମୟରେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ମତାମତ କିମ୍ବା ଅଭିଯୋଗ ସେମାନଙ୍କର ସୋସିଆଲ ମିଡିଆ ଆକାଉଂଟରେ ଦେଖିବାକୁ ମିଳେ । ଏମିତିକି ପୋଷ୍ଟ କରାଯାଇଥିବା ବିଭିନ୍ନ ତଥ୍ୟକୁ ଆଧାର କରି ଆରୋପ ପ୍ରତ୍ୟାରୋପର…
Read More...

୨୦୧୯ ନିର୍ବାଚନୀ ଯୁଦ୍ଧ ଆରମ୍ଭ : ପ୍ରଧାନମନ୍ତ୍ରୀ ମୋଦି,ସୋନିଆ, ରାହୁଲଙ୍କ ସମେତ ବଡ଼ ବଡ଼ ନେତାଙ୍କ ଭିଆଇପି ସିଟରୁ…

କନକ ବ୍ୟୁରୋ : ନିର୍ବାଚନୀ ବିଗୁଲ ବାଜିସାରିଛି ।  ସମସ୍ତ ରାଜନୈତିକ ଦଳ ନିର୍ବାଚନୀ ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ୨୦୧୯ ଲୋକସଭା ନିର୍ବାଚନ ପାଇଁ ଔପଚାରିକ ଭାବେ ତାରିଖ ଘୋଷଣା ହୋଇସାରିଛି  । ଦେଶରେ ୫୪୩ ଲୋକସଭା ସିଟ୍ ପାଇଁ ସାତୋଟି ପର୍ଯ୍ୟାୟରେ ମତଦାନ ହେବ । ଏପରିସ୍ଥଳେ ଯେଉଁ…
Read More...

ବିଶ୍ବର ସବୁଠାରୁ ବ୍ୟୟବହୁଳ ନିର୍ବାଚନ ହେବ ସାଧାରଣ ନିର୍ବାଚନ: ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ ଆକଳନ, ଆମେରିକା…

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଚଳଚଂଚଳ ବିଭିନ୍ନ ରାଜନୈତିକ ଦଳ । ନିର୍ବାଚନରେ ବାଜିମାତ କରିବାକୁ ପ୍ରସ୍ତୁତ କରୁଛନ୍ତି ସ୍ୱତନ୍ତ୍ର ରଣନୀତି । ତେବେ ଏହି ନିର୍ବାଚନରେ ବହୁଳ ମାତ୍ରାରେ ଅର୍ଥ ଖର୍ଚ୍ଚ ହେବ ବୋଲି ଆକଳନ କରିଛନ୍ତି ବିଭିନ୍ନ ସର୍ଭେ ସଂସ୍ଥା ।…
Read More...

ଲାଗୁ ହେଲା ଆଦର୍ଶ ଆଚରଣ ବିଧି: ଭୋଟରଙ୍କୁ ଲାଂଚ ଦେଇ ଭୋଟ ପାଇଁ ପ୍ରଭାବିତ କରିପାରିବେନି ପ୍ରାର୍ଥୀ, ଜାଣନ୍ତୁ କଣ…

କନକ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ହେବା ସହ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । ଆଦର୍ଶ ଆଚରଣ ବିଧିର ଅର୍ଥ ହେଉଛି - ନିର୍ବାଚନ ପ୍ରକ୍ରିୟା ସମୟରେ ରାଜନୈତିକ ଦଳ ଓ ପୋଲିଂ ଏଜେଂଟମାନେ କ’ଣ କରିବେ ଓ କ’ଣ କରିବେ ନାହିଁ, ତା’ର ଗାଇଡଲାଇନ୍ । ନିର୍ବାଚନ କମିସନଙ୍କ ନିର୍ଦ୍ଧାରିତ ଗାଇଡଲାଇନ୍…
Read More...

ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଲାଗୁ ହେଲା ଆଦର୍ଶ ଆଚରଣ ବିଧି : ରାଜ୍ୟର ବିଭିନ୍ନ ସ୍ଥାନରୁ ହଟିଲା ନେତାଙ୍କ ଫଟୋ…

କନକ ବ୍ୟୁରୋ: ମୁଖ୍ୟ ନିର୍ବାଚନ ଆୟୋଗ ଗତକାଲି ସଂଧ୍ୟାରେ ଆସନ୍ତା ସାଧାରଣ ନିର୍ବାଚନ ନେଇ ତାରିଖ ଘୋଷଣା କରିବା ପରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଆଦର୍ଶ ଆଚରଣ ବିଧି ଲାଗୁ ହେବାର ୨୪ଘଣ୍ଟା ମଧ୍ୟରେ ଯେଉଁ ସରକାରୀ ବିଜ୍ଞାପନରେ ନେତା, ମନ୍ତ୍ରୀଙ୍କ ଫଟୋ ଲାଗିଥିଲା ତାହାକୁ ରାଜ୍ୟ…
Read More...

ଦ୍ୱିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ଦେବେ ନିର୍ବାଚନ ପରୀକ୍ଷା! ପୁଣିଥରେ ହିଞ୍ଜିଳି ମୈଦାନରୁ ଦେବେ ରଣହୁଙ୍କାର…

କନକ ବ୍ୟୁରୋ : ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଉଷ୍ମ ହୋଇଛି ରାଜ୍ୟ ରାଜନୀତି । ରାଜ୍ୟରେ ମୋଟ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ହେବ ମତଦାନ । ସେହିଭଳି ଦ୍ୱିତୀୟ…
Read More...