କନକ ବ୍ୟୁରୋ: ମସାଜ ନାଁରେ ଚାଲୁଥିଲା ସେକ୍ସ ରାକେଟ୍ । ଆର୍ୟୁବେଦିକ ଓ ଫିଜିଓଥେରାପି ନାଁରେ କିଭଳି ଦେହ ବ୍ୟବସାୟ ଚାଲିଥିଲା ତାର ଗୁମର ଖୋଲିଛି ପୁଲିସ । ହଜାର ଟଙ୍କାରୁ ୧୩ ହଜାର ଟଙ୍କା ପର୍ଯ୍ୟନ୍ତ ମିଳୁଥିଲା ମସାଜ । ସାଧାରଣ ଦେହ ମସାଜଠୁ ଆରମ୍ଭ କରି ହାପି ଏଣ୍ଡିଂ ପର୍ଯ୍ୟନ୍ତ ସବୁ ସୁବିଧା ମିଳୁଥିଲା । ‘ଟପଲେସ’, ‘ଫୁଲ ଷାଟିସଫେକ୍ସନ’, ‘ସାୱର ବାଥିଂ’, ‘ବ୍ୟାଙ୍କର ହମ୍ମାମ ବାଥ‘ ‘ବ୍ଲୋ ଜବ’, ଭଳି ମସାଜର ନାଁ ରହିଥିଲା । ଭୁବନେଶ୍ୱର ସତ୍ୟନଗରର ଏଭ ଭଡା ଘରେ ଏଭଳି ଚାଲୁଥିଲା ଦେହ ବ୍ୟବସାୟ । ପୁଲିସ ସାଦା ପୋଷାକରେ ଚଢାଉ କରି ଏଭଳି ରାକେଟର ପର୍ଦାଫାସ କରିଛି । କାରବାରରେ ସମ୍ପୃକ୍ତ ଦୁଇଜଣଙ୍କୁ ପୁଲିସ ଗିରଫ କରିବା ସହ ୪ ଜଣ ରୂପଜୀବୀଙ୍କୁ ଉଦ୍ଧାର କରିଛି ।
ମସାଜ ନାଁରେ ସେକ୍ସ ରାକେଟ୍
- ଫିଜିଓଥେରାପି ନାଁରେ ଚାଲିଥିଲା ଦେହ ବ୍ୟବସାୟ
- ସାଧାରଣ ଦେହ ମସାଜଠୁ ଆରମ୍ଭ କରି ହାପି ଏଣ୍ଡିଂ
- ସ୍ପାରେ ମିଳୁଥିବା ସବୁ ପ୍ରକାରର ସୁବିଧା
- ଟଙ୍କା ଅନୁସାରେ ମିଳୁଥିଲା ସର୍ଭିସ୍
- ମସାଜ ପାଇଁ ଥିଲା ସ୍ୱତନ୍ତ୍ର ମେନ୍ୟୁ କାର୍ଡ
- ୧୦୦୦ ଟଙ୍କାରୁ ୧୩ ହଜାର ଟଙ୍କା ପର୍ଯ୍ୟନ୍ତ ଥିଲା ମସାଜର ରେଟ୍
- ‘ଟପଲେସ’, ‘ଫୁଲ ଷାଟିସ୍ଫେକ୍ସନ’, ‘ସାୱର ବାଥିଂ’,
- ‘ବ୍ଲୋ ଜବ’, ‘ବ୍ୟାଙ୍କର ହମ୍ମାମ ବାଥ‘ ଭଳି ଥିଲା ସମାଜର ନାଁ
- ଅନଲାଇନରେ ମଧ୍ୟ ଦିଆଯାଉଥିଲା ବିଜ୍ଞାପନ
- ପୁଲିସର ରେଡ ପରେ ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ
- ସତ୍ୟନଗରର ଏଭ ଭଡା ଘରେ ଚାଲୁଥିଲା ଦେହ ବ୍ୟବସାୟ