Browsing Category

ନ୍ୟୁଜ୍

ଶୁଭଶ୍ରୀଙ୍କ ମୃତ୍ୟୁ ପଛରେ ପୁରୁଷ ବନ୍ଧୁ ? ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଦଫାରେ ହୋଇପାରନ୍ତି ଗିରଫ

କନକ ବ୍ୟୁରୋ : ମହିଳାଙ୍କ ମୃତ୍ୟୁ ପଛରେ ପ୍ରେମ କାହାଣୀ । ଶାସ୍ତ୍ରୀନଗର ମହିଳା ଶୁଭଶ୍ରୀଙ୍କ ମୃତ୍ୟୁର ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କର ଶ୍ୱାସରୁଦ୍ଧ ଯୋଗୁ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ତେବେ ମୃତ୍ୟୁ ପୂର୍ବରୁ କୌଣସି ବିଷାକ୍ତ ଖାଦ୍ୟ ଖାଇଥିଲେ କି…
Read More...

ଆମେରିକାରେ ନିର୍ବାଚନ ଲଢିବେ ଉତ୍ତର ପ୍ରଦେଶ ଝିଅ । ଜୋ ବାଇଡେନଙ୍କ ପାର୍ଟିରୁ ପ୍ରାର୍ଥୀ ହୋଇ ଦେଶକୁ କଲେ ଗର୍ବିତ

କନକ ବ୍ୟୁରୋ : କିଛିବର୍ଷ ହେବ ଭାରତୀୟମାନେ ସାରା ଦେଶରେ ନାଁ କମାଇବାରେ ଲାଗିଛନ୍ତି । ଭାରତୀୟ ବଂଶୋଦ୍ଭବ କମଳା ହାରିସ ଆମେରିକାର ଉପ ରାଷ୍ଟ୍ରପତି ପଦରେ ଅଧିଷ୍ଠିତ ହୋଇ ଦେଶକୁ ଗର୍ବିତ କରିଥିବା ବେଳେ ଏବେ ପୁଣି ଜଣେ ଭାରତୀୟ ମହିଳା ଆମେରିକାର ଶାସିତ ଜୋ ବାଇଡେନଙ୍କ ପାର୍ଟିରୁ ପ୍ରାର୍ଥୀ…
Read More...

ନ୍ୟାୟ ଅପେକ୍ଷାରେ ଦୀପିକା : ଶାଶୂ ଘର ସାମ୍ନାରେ ୩୨ ଦିନ ହେଲା ବସିଛନ୍ତି ଧାରଣାରେ

କନକ ବ୍ୟୁରୋ : ଏବେ ବି ନ୍ୟାୟ ଅପେକ୍ଷାରେ ବ୍ରହ୍ମପୁରର ଦୀପିକା । ଦେଶୀ ବେହେରା ସାହିରେ ଥିବା ଶାଶୂ ଘର ସାମ୍ନାରେ ୩୨ ଦିନ ହେଲା ଧାରଣାରେ ବସିଛନ୍ତି ଦୀପିକା । ଦୀପିକା ଓ ଦୀନେଶଙ୍କ ମଧ୍ୟରେ ମାମଲା କୋର୍ଟରେ ଥିବା ବେଳେ ଦୀପିକା ଧାରଣା ସ୍ଥଳରେ ଦୀନେଶଙ୍କ ଘର ଆଗରେ ଗଣେଶ ପୂଜା କରିଥିଲେ ।…
Read More...

ଶ୍ରୀଲଙ୍କା ମୁଖ୍ୟ ସେନା ଅଧିକାରୀଙ୍କ ବଡ ବୟାନ, ପୂର୍ବତନ ରାଷ୍ଟ୍ରପତି ଗୋଟାବାୟାଙ୍କୁ ନେଇ କହିଲେ ଏଭଳି କଥା

କନକ ବ୍ୟୁରୋ : ଶ୍ରୀଲଙ୍କାରେ ରାଜନୈତିକ ସଂକଟ ଟିକେ ଥମିଥିବା ବେଳେ ଆର୍ଥିକ ସଂକଟ ପୂର୍ବଭଳି ଲାଗି ରହିଛି । ଏହାରି ମଧ୍ୟରେ ଶ୍ରୀଲଙ୍କା ସେନାର ମୁଖ୍ୟ ଅଧିକାରୀଙ୍କ ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସେ କହିଛନ୍ତି କି ଦେଶରୁ ପଳାଇଯାଇଥିବା ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି…
Read More...

ଆସିଲା ଶୁଭଶ୍ରୀ ମହାପାତ୍ରଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ : ଶ୍ୱାସରୁଦ୍ଧ ହୋଇ ହୋଇଛି ମୃତ୍ୟୁ

କନକ ବ୍ୟୁରୋ : ଆସିଲା ଶୁଭଶ୍ରୀ ମହାପାତ୍ରଙ୍କ ବ୍ୟବଚ୍ଛେଦ ରିପୋର୍ଟ । ଶ୍ୱାସରୁଦ୍ଧ ହୋଇ ଶ୍ରୁଭଶ୍ରୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ମୃତ୍ୟୁ ପୂର୍ବରୁ କୌଣସି ବିଷାକ୍ତ ଖାଦ୍ୟ ଖାଇଥିଲେ କି ନାହିଁ ଯାଞ୍ଚ ପାଇଁ ରାଜ୍ୟ ଫରେନସିକ୍ ଲାବକୁ ନମୁନା ପଠାଯାଇଛି । ଗତକାଲି…
Read More...

ନୌସେନାରେ ସାମିଲ ହେଲା ଆଇଏନଏସ ବିକ୍ରାନ୍ତ : ଦେଶ ଉଦ୍ଦେଶ୍ୟରେ ସମର୍ପିଣ କଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏୟାରକ୍ରାଫ୍ଟ କ୍ୟାରିୟର ବିକ୍ରାନ୍ତକୁୁ ଦେଶ ଉଦ୍ଦେଶ୍ୟରେ ସମର୍ପଣ କଲେ ପ୍ରଧାନମନ୍ତ୍ରୀ । ବିକ୍ରାନ୍ତ ହେଉଛି ଭାରତର ପ୍ରଥମ ସ୍ୱଦେଶୀ ବିମାନବାହୀ ଜାହାଜ ଓ ଭାରତର ନୌସେନା ଇତିହାସରେ ଏହା ସବୁଠୁ ବଡ଼ । କୋଚିନ ଠାରେ ପ୍ରଧାନମନ୍ତ୍ରୀ ଏହାକୁ…
Read More...

ବିଜେଡ଼ି ମହିଳା କର୍ମକର୍ତ୍ତା ତାଲିକାରେ ମୃତ ମହିଳା । କେମିତି ତାଲିକାରେ ରହିଲା ମୀନାକ୍ଷୀଙ୍କ ନାଁ, ତାହାକୁ ନେଇ…

କନକ ବ୍ୟୁରୋ : ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରିଣୀ ତାଲିକାରେ ମୃତ ମହିଳା । ସଦ୍ୟ ଘୋଷିତ ମହିଳା ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ତାଲିକାରେ ସ୍ଥାନ ପାଇଛନ୍ତି ବ୍ରହ୍ମପୁର ସହରର ଟାଣୁଆ ନେତ୍ରୀ ସ୍ବର୍ଗତାଃ ମୀନାକ୍ଷୀ ମିଶ୍ର। ଏହାକୁ ନେଇ ଦଳ ଭିତରେ ଓ ବାହାରେ ଚର୍ଚ୍ଚା ଜୋର୍‌…
Read More...

କାରକୁ ଧକ୍କା ଦେଲା ମାଲବୋଝେଇ ଟ୍ରକ : ୬ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ୭ ଜଣ ଆହତ

କନକ ବ୍ୟୁରୋ : କାରକୁ ଧକ୍କା ଦେଲା ମାଲ ବୋଝେଇ ଟ୍ରକ୍ । କାରରେ ଥିବା ୬ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ଆହତ ଅଛନ୍ତି । ଅମ୍ବାଜୀ ଦର୍ଶନ ପାଇଁ ଯିବା ସମୟରେ ଟ୍ରକ୍ ଚାପି ଦେଇଥିବା ସୂଚନା । ସମସ୍ତେ ପଞ୍ଚମାହଲର ବାସିନ୍ଦା ବୋଲି ଜଣାପଡିଛି । Gujarat | 6 dead, 7…
Read More...

ଶିକ୍ଷାଗତ ଯୋଗ୍ୟତା ଅଷ୍ଟମ ପାସ୍, ହେଲେ ୫ ଭାଷାରେ କଥା ହୋଇ ଲୋକଙ୍କୁ ଲୁଟୁଥିଲା ସୁପର ସାଇବର ଠକ । 

କନକ ବ୍ୟୁରୋ: ମଧ୍ୟପ୍ରଦେଶ ପୋଲିସ ହାତରେ ଏପରି ଜଣେ ଯୁବକ ଧରାପଡିଛି, ଯିଏ ଅତି ଚାଲାକି କରି ସାଇବର ଠକେଇ କରୁଥିଲେ ।  ତା ବିଷୟରେ ଯାହା ତଥ୍ୟ ଜଣାପଡିଲା ତାହା ଜାଣି ପୋଲିସ ତାଜୁବ ହୋଇଯାଇଥିଲା । ପାଠପଢା ମାତ୍ର ଅଷ୍ଟମ ପାସ୍ । ନିପଟ ଗାଁରେ ଘର । ହେଲେ ମସ୍ତିଷ୍କ ପୁରା ତୀକ୍ଷ୍ଣ ।  ୫…
Read More...

ଝାଡ଼ଖଣ୍ଡରେ ରାଜନୈତିକ ସଙ୍କଟ : ଇସ୍ତଫା ପରିବର୍ତ୍ତେ ଆସ୍ଥା ଭୋଟ୍ ଲୋଡି ପାରନ୍ତି ହେମନ୍ତ ସୋରେନ୍

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନାଁରେ ଅଫିସ ଓ ପ୍ରଫିଟ ମାମଲାକୁ ନେଇ ଝାଡ଼ଖଣ୍ଡ ସରକାରରେ ଅଚଳାବସ୍ତା ଜାରି ରହିଛି । ସୋରେନଙ୍କ ବିଧାୟକ ପଦ ରଦ୍ଦ ଲାଗି ନିର୍ବାଚନ କମିଶନ ରାଜ୍ୟପାଳଙ୍କୁ ଚିଠି ଲେଖି ସାରିଥିବା ବେଳେ ରାଜ୍ୟପାଳ ଏହାକୁ ଝୁଲାଇ ରଖିଛନ୍ତି । ଏଭଳି ସ୍ଥିତିରେ…
Read More...