Browsing Category

ନ୍ୟୁଜ୍

ଲାଲଗଡ଼ରେ ଚାଲି ଚାଲି ବୁଲିଲେ ଚିତ୍ରକୋଣ୍ଡା ବିଡିଓ। ୧୮ ପଞ୍ଚାୟତର ଲୋକଙ୍କ ମୌଳିକ ସୁବିଧା ପଚାରି ବୁଝିଲେ ବିଡିଓ…

କନକ ବ୍ୟୁରୋ: ଲାଲଗଡ଼ର ପାହାଡ଼ିଆ ଓ ଘାଟି ରାସ୍ତାରେ ଚାଲି ଚାଲି ଗଲେ ବିଡିଓ । ଚିତ୍ରକୋଣ୍ଡାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଘୁନାଥ ମୁଣ୍ଡାରୀ କାମରେ ଯୋଗଦେବାର ଚାରିମାସ ଭିତରେ ୧୮ଟି ପଞ୍ଚାୟତକୁ ସଫଳତାର ସହ ପରିଦର୍ଶନ କରିଛନ୍ତି । ସେ ଲୋକଙ୍କ ମୌଳିକ ଆବଶ୍ୟକତାକୁ ପ୍ରାଧାନ୍ୟ ଦେବାରେ ଅଗ୍ରଣୀ…
Read More...

ନୟାଗଡ଼ ଜିଲ୍ଲା ରଣପୁରର ବନ୍ଧମୁଣ୍ଡାରୁ ଆସିଲା ଅଭାବନୀୟ ଚିତ୍ର। ଗାଁକୁ ରାସ୍ତା ନାହିଁ, କାଠପୋଲ ଏକମାତ୍ର ଭରସା।

କନକ ବ୍ୟୁରୋ: ରାସ୍ତା ନାହିଁ, କାଠପୋଲ ଏକମାତ୍ର ସାହାର । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବନ୍ଧମୁଣ୍ଡାରୁ ଆସିଛି ଏପରି ଚିତ୍ର । ପଞ୍ଚାୟତର ଅଧିକାଂଶ ଲୋକେ ଆଦିବାସୀ ସମ୍ପ୍ରଦାୟର । ପଞ୍ଚାୟତକୁ ଘେରି ରହିଛି ଘଞ୍ଚ ଜଙ୍ଗଲ ସହ ପାହାଡ଼ । ଆଉ ଏହାରି ଭିତରେ ରହିଛନ୍ତି ରଣପୁର ଗଡ଼ର ଅଧିଷ୍ଠାତ୍ରୀ…
Read More...

ଅଭିଯୋଗ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଗଲେ ଜିଲ୍ଲାପାଳ। ରୋଗୀଙ୍କ ହାଲଚାଲ ପଚାରି ବୁଝିଲେ ଗଜପତି…

କନକ ବ୍ୟୁରୋ: ଅଭିଯୋଗ ପରେ ହଠାତ୍ ହସ୍ପିଟାଲରେ ପହଞ୍ଚିଗଲେ ଜିଲ୍ଲାପାଳ । ଜିଲ୍ଲାପାଳଙ୍କର ଅଚାନକ ହସ୍ପିଟାଲରେ ପହଞ୍ଚିବାକୁ ନେଇ ସେଠାକାର କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପାରଳାଖେମୁଣ୍ଡିରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା…
Read More...

ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଲା ଅଭିଯୋଗ। ଗ୍ରାମାଞ୍ଚଳରେ ଉଦ୍ୟାନ ପାଇଁ ଆସୁଥିବା ଲକ୍ଷାଧିକ…

କନକ ବ୍ୟୁରୋ: ଗ୍ରାମ ଉଦ୍ୟାନ ପାଇଁ ଓ ଗ୍ରାମୀଣ ପରିବେଶକୁ ସବୁଜ ସୁନ୍ଦର କରିବା ପାଇଁ ସତ୍ୟବାଦୀ ବ୍ଲକର ବିଭିନ୍ନ ପଞ୍ଚାୟତ ପାଇଁ କୋଟି କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ବିଦ୍ୟାଧରପୁର ପଞ୍ଚାୟତର ପାର୍କକୁ ଛାଡ଼ିଦେଲେ ଅନ୍ୟ ସବୁ ପାର୍କ ଏବେ ବଣ ଜଙ୍ଗଲରେ ପରିଣତ ହୋଇଛି । କେଉଁଠି ମାଟି…
Read More...

ଭୁବନେଶ୍ୱର ରେଳଷ୍ଟେସନର ହେବ ନବକଳେବର । ପ୍ଲାନିଂ, ଡିଜାଇନ୍ ସହ ଶେଷ ହୋଇଛି ଟେଣ୍ଡର ପ୍ରକ୍ରିୟା । ସୂଚନା ଦେଲେ…

କନକ ବ୍ୟୁରୋ: ଭୁବନେଶ୍ୱରରେ ଦେଶରେ ପ୍ରଥମ ଆଲୁମିନିୟମ ମାଲବାହି ବଗିର ଉଦଘାଟନ ହୋଇଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାର ଉଦଘାଟନ କରିଛନ୍ତି । ଆଲୁମିନିୟମରେ ତିଆରି ହୋଇଥିବା ଏହି ବଗି ସେବା ଦ୍ୱାରା କମ୍ ଖର୍ଚ୍ଚ ହେବ ଏବଂ ଅଧିକ ମାଲ ଯାଇପାରିବ । ପୂର୍ବରୁ ଏହା ଷ୍ଟିଲ ବଗିରେ ହେଉଥିଲା…
Read More...

ଟି-୨୦ ବିଶ୍ୱକପ୍ ପାଇଁ ଭାଷ୍ୟକାର ପ୍ୟାନେଲରେ ୩ ଭାରତୀୟ । ଜାଣନ୍ତୁ ଆଉ କାହାକୁ ତାଲିକାରେ ମିଳିଲା ସ୍ଥାନ ।

କନକ ବ୍ୟୁରୋ : ଆରମ୍ଭ ହୋଇଛି ଟି-୨୦ ମହାକୁମ୍ଭ । ରାଉଣ୍ଡ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ଏସିଆ କପ୍ ଚାମ୍ପିୟନ ଶ୍ରୀଲଙ୍କାକୁ ମାତ୍ ଦେଇଛି ନାମ୍ବିଆ । ସେହିଭଳି ଟି-୨୦ ବିଶ୍ୱକପ ପାଇଁ ଆଜି ଆଇସିସି ପକ୍ଷରୁ ଭାଷ୍ୟକାର ପ୍ୟାନେଲ ଘୋଷଣା କରାଯାଇଛି । ଏହି ଟି-୨୦ ବିଶ୍ୱକପ ପାଇଁ ୨୯ ଜଣିଆ…
Read More...

ଭୁବନେଶ୍ୱର ଆଇବିଏମର ନୂତନ କ୍ଲାଏଣ୍ଟ ଇନୋଭେସନ ସେଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ , ସେଣ୍ଟରରେ ରହିବ ୫୦୦…

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ଚନ୍ଦକା ଶିଳ୍ପାଞ୍ଚଳରେ ଥିବା ଆଇବିଏମର କ୍ଲାଏଣ୍ଟ ଇନୋଭେସନ ସେଣ୍ଟରର ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି କି ଏହି ନୂତନ କେନ୍ଦ୍ର ଓଡିଶାକୁ ଭାରତର ଏକ ପ୍ରଯୁକ୍ତି ସମ୍ବଳ କେନ୍ଦ୍ର ଭାବେ ଅବସ୍ଥାପିତ କରିବ…
Read More...

କର୍ମଚାରୀଙ୍କୁ ଦୀପାବଳି ଉପହାରରେ ମିଳିଳା କାର, ବାଇକ। ଚେନ୍ନାଇର ବ୍ୟବସାୟୀ କର୍ମଚାରୀଙ୍କୁ କଲେ ଖୁସି।

କନକ ବ୍ୟୁରୋ: ଆଉ କିଛି ଦିନ ପରେ ଦୀପାବଳି । ସାରା ଦେଶରେ ଏବେଠୁ ଖୁସିର ମାହୋଲ । ଅନେକ କମ୍ପାନୀ ଦୀପାବଳି ଅବସରରେ କିଏ କର୍ମଚାରୀଙ୍କୁ ବୋନସ ଦେଉଛନ୍ତି ତ କିଏ ଉପହାର ଦେଉଛନ୍ତି । ତେବେ ନିକଟରେ ଚେନ୍ନାଇରେ ଜଣେ ବ୍ୟବସାୟୀ ନିଜ କର୍ମଚାରୀଙ୍କୁ ଏଭଳି ଉପହାର ଦେଇଛନ୍ତି ଯାହା ସେମାନଙ୍କୁ ଆଉ…
Read More...

ସିସୋଦିଆ ହେଉଛନ୍ତି ଏବେର ଭଗତ ସିଂ, ଯାହାଙ୍କ ଉପରେ ରହିଛି କୋଟି କୋଟି ଗରିବଙ୍କ ଆଶୀର୍ବାଦ । ମନୀଷଙ୍କୁ ସମନ ପରେ…

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇର ସମନ । ଏହି ମାମଲାରେ ପଚରାଉଚରା ପାଇଁ ସୋମବାର ସିବିଆଇ ଅଫିସରେ ହାଜର ହେବାକୁ ସମନ ପାଇଛନ୍ତି ସିସୋଦିଆ । ଆଉ ଏହି ସମନ ପାଇବା ପରେ ସିସୋଦିଆ ଟ୍ୱିଟ୍ କରି କହିଛନ୍ତି, ୧୭ ଅକ୍ଟୋବର ଦିନ…
Read More...

ଆଇପିଏଲ ନିଲାମୀ ନେଇ ଆସିଲା ବଡ ଖବର, ୩ ବର୍ଷ ପରେ ପୁରୁଣା ଫର୍ମାଟରେ ହେବ ନିଲାମୀ

କନକ ବ୍ୟୁରୋ : ଇଣ୍ଡିଆନ ପ୍ରିମିୟର ଲିଗ୍ ବା ଆଇପିଏଲର ଆସନ୍ତା ବର୍ଷ ପାଇଁ ଖେଳାଳୀ ନିଲାମୀର ଆୟୋଜନ ଡିସେମ୍ବର ୧୬ ତାରିଖରେ ହେବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି  । ୩ ବର୍ଷ ପରେ ପୁଣି ପୁରୁଣା ଫର୍ମାଟରେ ଖେଳାଳୀ ନିଲାମ କରାଯିବ । ସେପଟେ ଆଇପିଏଲର ୧୬ ତମ ସଂସ୍କରଣ ୨୦୨୩…
Read More...