Browsing Category

ନ୍ୟୁଜ୍

ସମର୍ଥକଙ୍କ ସହ ପାଣି ଟାଙ୍କୀ ଉପରେ ଚଢିଗଲେ ବିଧାୟିକା, ୧୦ ଘଣ୍ଟା ଧରି ଚାଲିଲା ହାଇ ଭୋଲ୍ଟେଜ୍ ଡ୍ରାମା

କନକ ବ୍ୟୁରୋ: ରାଜସ୍ଥାନ ବୁନ୍ଦି ଅଞ୍ଚଳରେ ୧୫ ଦିନରେ ୧୫ଟି ଲୁଟପାଟ୍ , ଡକାୟତି ଘଟଣା ହୋଇଛି । ଏନେଇ ଲୋକେ ଅତି ଭୟଭୀତ ଅବସ୍ଥାରେ ଅଛନ୍ତି । ହେଲେ ଏଯାଏଁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଏହାକୁ ବିରୋଧ କରିବାକୁ ଯାଇ ବିଧାୟିକା କରିଛନ୍ତି ହାଇ ଭୋଲ୍ଟେଜ୍ ଡ୍ରାମା ।…
Read More...

ସୋରରେ ସିରିଜ ଦୁର୍ଘଟଣା : ତେଲ ଟ୍ୟାଙ୍କର ସହ ପିଟିହେଲା ଦୁଇଟି କାର; ୩ ମୃତ ୪ ଗୁରୁତର

କନକ ବ୍ୟୁରୋ : ସୋରରେ ସିରିଜ ଦୁର୍ଘଟଣା । ୧୬ନମ୍ବର ଜାତୀୟ ରାଜପଥ ତାରିଣୀ ଛକ ନିକଟରେ ତେଲ ଟ୍ୟାଙ୍କର ସହ ପିଟିହେଲା ଦୁଇଟି କାର । ପ୍ରଥମେ ଏକ ସ୍କର୍ପିଓ ଟ୍ୟାଙ୍କର ସହ ପିଟି ହୋଇଯାଇଥିଲା । ଆଉ ସ୍କର୍ପିଓ ପଛରେ ଆସୁଥିବା କାର ମଧ୍ୟ ଭାରସାମ୍ୟ ହରାଇ ପିଟିହୋଇଥିବା ସୂଚନା ରହିଛି ।…
Read More...

ଆସନ୍ତାକାଲି ବର୍ଷର ଶେଷ ଚନ୍ଦ୍ରଗ୍ରହଣ : ପଠାଣି ସାମନ୍ତ ପ୍ଲାନେଟୋରିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା

କନକ ବ୍ୟୁରୋ : ମଙ୍ଗଳବାର ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । ଅପରାହ୍ଣ ୨ଟା ୩୮ରୁ ଗ୍ରହଣ ସ୍ପର୍ଶ ଓ ୬ଟା ୧୯ରେ ସର୍ବମୋକ୍ଷ ହେବ । ତେବେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଅପରାହ୍ଣ ୩ଟା ୪୭ରେ ଆରମ୍ଭ ହେଉଥିଲେ ମଧ୍ୟ ଚନ୍ଦ୍ର ଉଦୟ ହୋଇନଥିବାରୁ ତାହା ଓଡ଼ିଶାକୁ ଦୃଶ୍ୟମାନ ହେବ ନାହିଁ ।…
Read More...

ପୂର୍ବ ଆଫ୍ରିକାର ତାଞ୍ଜାନିଆରେ ବଡ଼ ଅଘଟଣ : ହ୍ରଦରେ ଖସିପଡ଼ିଲା ଯାତ୍ରୀବାହୀ ବିମାନ, ୧୯ ମୃତ

କନକ ବ୍ୟୁରୋ : ପୂର୍ବ ଆଫ୍ରିକାର ତାଞ୍ଜାନିଆରେ ବଡ଼ ଅଘଟଣ । ଏକ ଯାତ୍ରୀବାହୀ ବିମାନ ଏୟାରପୋର୍ଟରେ ଅବତରଣ ପୂର୍ବରୁ ନିୟନ୍ତ୍ରଣ ହରାଇ ଭିକ୍ଟୋରିଆ ହ୍ରଦରେ ଖସି ପଡ଼ିଛି । ଫଳରେ ଦୁର୍ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ନିଖୋଜ ଅଛନ୍ତି । ତାଞ୍ଜାନିଆ ପ୍ରିସିଜନ୍ ଏୟାର ଦ୍ୱାରା…
Read More...

ହକି ପ୍ରୋ’ ଲିଗରେ ଭାରତର ରୋମାଞ୍ଚକର ବିଜୟ : ଡ୍ର’ ମ୍ୟାଚରେ ସ୍ପେନକୁ ସୁଟ୍ ଆଉଟରେ ୩-୧ରେ ହରାଇଲା

କନକ ବ୍ୟୁରୋ : କଳିଙ୍ଗ ଷ୍ଟାଡିୟମରେ ଭାରତର କମାଲ୍ । ରୋମାଞ୍ଚକର ମ୍ୟାଚରେ ସ୍ପେନକୁ ହରାଇ ଦେଇଛି ଭାରତ । ନିର୍ଦ୍ଧାରିତ ସମୟ ମଧ୍ୟରେ ୨-୨ ଗୋଲରେ ମ୍ୟାଚ ବରାବର ରହିଥିଲା । ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା । ପରେ ମ୍ୟାଚକୁ ବରାଚର ସ୍ଥିତିକୁ ଆଣିଥିଲା ସ୍ପେନ । ଫଳରେ…
Read More...

ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ପାଇଁ ହକି ଇଣ୍ଡିଆର ବଡ଼ ଘୋଷଣା : ଏଣିକି ମ୍ୟାଚ୍ ଜିତିଲେ ମିଳିବ ନଗଦ ଟଙ୍କା

କନକ ବ୍ୟୁରୋ : ହକି ଇଣ୍ଡିଆର ବଡ଼ ଘୋଷଣା । ଉଭୟ ମହିଳା ଓ ପୁରୁଷ ହକି ଦଳର ମନବଳ ବଢ଼ାଇବା ପାଇଁ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛି । ଏଣିକି ମ୍ୟାଚ ଜିତିଲେ ମିଳିବ ୫୦ ହଜାର ଟଙ୍କା । ଅର୍ଥାତ ଭାରତ ଯେଉଁ ମ୍ୟାଚରେ ବିଜୟୀ ହେବ, ପ୍ରତ୍ୟେକ ଖେଳାଳିଙ୍କୁ ୫୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି…
Read More...

ବାବା ଧବଳେଶ୍ୱରଙ୍କ ପୀଠରେ ବଡ଼ଓଷା ପାଳିତ : ଲାଗି ହେଲା ପ୍ରସିଦ୍ଧ ଗଜଭୋଗ ଓ ତରଣ

କନକ ବ୍ୟୁରୋ : ପବିତ୍ର ଧବଳେଶ୍ୱରଙ୍କ ପୀଠରେ ବଡ଼ଓଷା ପାଳିତ ହୋଇଛି । ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ପ୍ରସିଦ୍ଧ ଗଜଭୋଗ ଓ ତରଣ । ପୂଜକ ସମାଜ ପକ୍ଷରୁ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇ ମଧ୍ୟରାତ୍ରିରେ ଏହି ଗଜ ଭୋଗ ଓ ତରଣ ଠାକୁରଙ୍କୁ ଅର୍ପଣ କରାଯାଇଛି । ବଡ଼ଓଷାରେ ବଡସିଂହାର ବେଶ ସହିତ…
Read More...

ଆଜି କାର୍ତ୍ତିକ ମାସ ପଞ୍ଚକର ଚତୁର୍ଦ୍ଦଶୀ : ଶ୍ରୀମନ୍ଦିରରେ ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

କନକ ବ୍ୟୁରୋ : ଆଜି ହେଉଛି କାର୍ତ୍ତିକ ମାସ ପଞ୍ଚକର ଚତୁର୍ଦ୍ଦଶୀ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ଚିତାକର୍ଷକ ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶ୍ ହୋଇଛି । ଏହି ବେଶରେ ମହାପ୍ରଭୁ ମସ୍ତକରେ ସ୍ୱର୍ଣ୍ଣ ଖଚିତ କିଆରେ ସୁସଜ୍ଜିତ ହୋଇଛନ୍ତି । ଶ୍ରୀମନ୍ଦିରରେ ନୀତି ସରିବା ପରେ ସିଂହାରୀ…
Read More...

ସାମାନ୍ୟ କମିଲା ଦିଲ୍ଲୀ ପ୍ରଦୂଷଣ : ଅଣ ବିଏସ-୪ ହାଲୁକା ଡିଜେଲ ଯାନ ଓ ଟ୍ରକ ଚଳାଚଳ ଉପରେ ଲାଗିଥିବା କଟକଣା ହଟିଲା

କନକ ବ୍ୟୁରୋ : ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଯେଉଁସବୁ କଟକଣା ଲଗାଇଥିଲେ, ତାକୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହାର ସୂଚନା ଦେଇଛନ୍ତି ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ କମିସନ୍ ବା ସିଏକ୍ୟୁମ୍ । ସିଏକ୍ୟୁମ୍ କହିଛନ୍ତି ଯେ ଦିଲ୍ଲୀ-ଏନସିଆରରେ…
Read More...

ଉପନିର୍ବାଚନରେ ଦେଶର ୭ ଆସନରୁ ବିଜେପି ଦଖଲ କଲା ୪ ଆସନ : ମହାରାଷ୍ଟ୍ରରେ ବିଜେପି-ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ଚେକ୍…

କନକ ବ୍ୟୁରୋ : ଦେଶର ୬ଟି ରାଜ୍ୟରେ ହୋଇଥିବା ୭ ବିଧାନସଭା ଉପନିର୍ବାଚନ ଫଳାଫଳ ଆସିଛି । ୭ଟି ଆସନରୁ ବିଜେପି ୪ଟିରେ ବିଜୟୀ ହୋଇଛି । ଯେଉଁଥିରେ ଭଦ୍ରକର ଧାମନଗର ଫଳାଫଳ ରହିଛି । ତେବେ ମହାରାଷ୍ଟ୍ରରେ ଅନେ୍ଧରୀ ପୂର୍ବ ଆସନରେ ବିଜେପି-ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ଚେକ୍ ଦେଇଛି ଉଦ୍ଧବ ଠାକରେ…
Read More...