Browsing Category

ନ୍ୟୁଜ୍

ଯୁବତୀଙ୍କ ଆଗରେ ବିଷ ପିଇ ଜୀବନ ହାରିଲେ ଯୁବକ : ଘଟଣାସ୍ଥଳରୁ ଯୁବତୀ ଫେରାର, ଥାନାରେ ମାମଲା ରୁଜୁ

କନକ ବ୍ୟୁରୋ : ବିଷ ପିଇଥିବା ଯୁବକକୁ ହସ୍ପିଟାଲରେ ଛାଡି ଯୁବତୀ ଫେରାର । ଆଉ ଡାକ୍ତରଖାନାରେ ଯୁବକଙ୍କ ଦେହାନ୍ତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀରେ । ଖୋର୍ଦ୍ଧା ଥାନା ବାଣପୁର ଅଞ୍ଚଳର ଯୁବକ ରତିକାନ୍ତ ଦାସ ରାଜଧାନୀରେ ଘରୋଇ କଲେଜରେ ଇଞ୍ଜିନିୟରିଂ ପଢୁଥିଲେ । ଆଜି ସକାଳେ…
Read More...

ଧାମନଗର ନବନିର୍ବାଚିତ ବିଧାୟକଙ୍କୁ ଆରଡିରେ ସମ୍ବର୍ଦ୍ଧନା : ବାବା ଆଖଣ୍ଡଳମଣୀଙ୍କୁ ଦର୍ଶନ କଲେ ସୂର୍ଯ୍ୟବଂଶୀ ସୁରଜ

କନକ ବ୍ୟୁରୋ : ଧାମନଗର ନବ ନିର୍ବାଚିତ ବିଧାୟକଙ୍କୁ ଆରଡିରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ଉପନିର୍ବାଚନରେ ବିଜୟୀ ହେବା ପରେ ଆଜି ଶୋଭାଯାତ୍ରାରେ ଯାଇ ବାବା ଆଖଣ୍ଡଳମଣୀଙ୍କ ଦର୍ଶନ କରିଛନ୍ତି ସୂର୍ଯ୍ୟବଂଶୀ ସୁରଜ । ଆରଡିରେ ପହଞ୍ଚିବା ପରେ ମହିଳାମାନେ ଫୁଲମାଳ ଦେଇ ସୂର୍ଯ୍ୟବଂଶୀ…
Read More...

ଜଳେଶ୍ୱର ମୋଟର୍ସରେ ଜିଏସଟି ରେଡ୍ : କୋଟି କୋଟି ଟଙ୍କା ଜିଏସଟି ଫାଙ୍କିଥିବା ଅଭିଯୋଗ

କନକ ବ୍ୟୁରୋ : ଗାଡି ଶୋରୁମରେ ଜିଏସଟି ରେଡ୍ । ଜଳେଶ୍ୱର ମୋଟର୍ସର ପୁରୁଣା ପାର୍ଟ ସୋରୁମରେ ସେଣ୍ଟ୍ରାଲ ଜିଏସଟି ଟିମର ଚାଲିଛି ବଡ ଧରଣର ରେଡ୍ । କୋଟି କୋଟି ଟଙ୍କାର ଜିଏସଟି ଫାଙ୍କିଥିବା ଅଭିଯୋଗରେ ଏହି ରେଡ୍ କରାଯାଇଥିବା ସୂଚନା ମିଳିଛି । କାଗଜ ପତ୍ର ଯାଞ୍ଚ କରିବା ସହ ମାଲିକଙ୍କୁ ପଚରା…
Read More...

ଅବୈଧ ଖନନ ମାମଲାରେ ହେମନ୍ତ ସୋରେନଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ୱସ୍ତି, କହିଲେ ସତ୍ୟମେବ ଜୟତେ ।

କନକ ବ୍ୟୁରୋ:  ସୁପ୍ରିମକୋର୍ଟ ଅବୈଧ ଖନନ ପଟ୍ଟା ମାମଲାରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବଡ ଆଶ୍ୱସ୍ତି ଦେଇଛନ୍ତି । ଶୀର୍ଷ ଅଦାଲତ ଝାଡଖଣ୍ଡ ହାଇକୋର୍ଟର ନିଷ୍ପତ୍ତିକୁ ବଦଳାଇ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି । ଝାଡଖଣ୍ଡ…
Read More...

ଇଡବ୍ଲୁଏସ ସଂରକ୍ଷଣ ସିଦ୍ଧାନ୍ତର ବିରୋଧୀ, ପଢନ୍ତୁ ୧୦% ସଂରକ୍ଷଣକୁ ଖାରଜ କରିବା ନେଇ କଣ ରହିଥିଲା ଜଜଙ୍କ ଟିପ୍ପଣୀ।

କନକ ବ୍ୟୁରୋ: ସୁପ୍ରିମକୋର୍ଟ ଆର୍ଥିକ ଭାବେ ଦୁର୍ବଳ ଥିବା ସାଧାରଣ ଲୋକଙ୍କ ୧୦ ପ୍ରତିଶତ ସଂରକ୍ଷଣକୁ ଠିକ୍ ଦର୍ଶାଇଛନ୍ତି । କୋର୍ଟରେ ପାଞ୍ଚ ଜଣିଆ ଖଣ୍ଡପୀଠର ବେଞ୍ଚ୧୦ ପ୍ରତିଶତର ଇଡବ୍ଲୁଏସ କୋଟାକୁ ୩-୨ ଅନୁପାତରେ ସଠିକ କହିଛନ୍ତି । ଅର୍ଥାତ ୩ ଜଣ ଜଜ ଏହାକୁ ସମର୍ଥନ କରିଥିବା ବେଳେ ମୁଖ୍ୟ…
Read More...

ହିମାଚଳରେ ବରଫପାତ ଜାରି, ଲେହ-ମନାଲି ରାଜପଥ ବନ୍ଦ। କେଲାଙ୍ଗରେ ତାପମାତ୍ରା ୦.୫ ଡିଗ୍ରୀ ରେକର୍ଡ।

କନକ ବ୍ୟୁରୋ:  ହିମାଚଳ ପ୍ରଦେଶର ପାଣିପାଗରେ ପରିବର୍ତ୍ତନ ହେବାରେ ଲାଗିଛିା କିଛି ଅଞ୍ଚଳରେ ବର୍ଷା ଜାରି ରହିଥିବା ଦେଖିବାକୁ ମିଳିଛି । ସେହିଭଳି ବରଫପାତ ମଧ୍ୟ ଜାରି ରହିଛି । ବରଫପାତକୁ ଆଖିରେ ରଖି ଜାତୀୟ ରାଜପଥ ବର୍ତ୍ତମାନ ସମୟରେ ବନ୍ଦ ରହିଛି । କୋଲାଙ୍ଗରୁ ଦାରଚା ଯାଏ ଗାଡି ଯିବା…
Read More...

‘ସାହାସ ଥିଲେ ମୁଁ ଥିବା ବେଳେ ବିରୋଧ ପ୍ରଦର୍ଶନ କରନ୍ତୁ’, , କେରଳ ରାଜ୍ୟପାଳ ସରକାରଙ୍କୁ ଦେଲେ ଚ୍ୟାଲେଞ୍ଜ ।

କନକ ବ୍ୟୁରୋ: ସିପିଆଇ(ଏମ) ନିଜର ବାମଦଳ ସହଯୋଗୀଙ୍କୁ ନେଇ ନଭେମ୍ବର ୧୫ରେ ରାଜଭବନ ସାମ୍ନାରେ ବିରୋଧ ପ୍ରଦର୍ଶନ କରିବ । ତେବେ ଏହାକୁ ନେଇ ରାଜ୍ୟପାଳ ଆରିଫ ମହମ୍ମଦ ଖାନ, ରାଜ୍ୟ ସରକାର ଏବଂ ସିପିଆଇଏମ ନେତାଙ୍କ ମଧ୍ୟ ଆରୋପ ପ୍ରତ୍ୟାରୋପ ଜାରିରହିଛି । ସେପଟେ ଏହି ମାମଲାରେ ବର୍ତ୍ତମାନ…
Read More...

ପ୍ରାର୍ଥୀ ହେଉନାହାଁନ୍ତି ପସନ୍ଦ : ବିଜୟୀ ପ୍ରାର୍ଥୀଙ୍କ ପରେ ନୋଟାରେ ପଡିଛି ଅଧିକ ଭୋଟ, ଜାଣନ୍ତୁ କେଉଁଠି ?

କନକ ବ୍ୟୁରୋ : ଦେଶର ୬ଟି ରାଜ୍ୟରେ ହୋଇଥିବା ୭ ବିଧାନସଭା ଉପନିର୍ବାଚନ ଫଳାଫଳ ଆସିଛି । ୭ଟି ଆସନରୁ ବିଜେପି ୪ଟିରେ ବିଜୟୀ ହୋଇଛି । ଗତକାଲି ବିହାର, ୟୁପି, ମହାରାଷ୍ଟ୍ର, ହରିୟାଣା ସମେତ ୬ଟି ରାଜ୍ୟରେ ହୋଇଥିବା ଉପନିର୍ବାଚନ ଫଳାଫଳ ଆସିଛି । ଯେଉଁଥିରେ ଭଦ୍ରକର ଧାମନଗର ଫଳାଫଳ ମଧ୍ୟ ରହିଛି…
Read More...

ଯୁବ ପୋଲିସ ଅଧିକାରୀଙ୍କୁ ଗୁରୁମନ୍ତ୍ର : ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରେ ଦୀକ୍ଷାନ୍ତ ସମାରୋହ

କନକ ବ୍ୟୁରୋ : ଭୁବନେଶ୍ୱର ବିଜୁପଟ୍ଟନାୟକ ପୋଲିସ ଏକାଡେମୀରେ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଛି । ଷଷ୍ଠ ବ୍ୟାଚରେ ୧୩ ଜଣ ଯୁବ ପୋଲିସ ଅଧିକାରୀ ଡିଏସପି ପଦକୁ ଉତିର୍ଣ୍ଣ ହୋଇଛନ୍ତି । ୨୦୨୦ ଅଗଷ୍ଟ ମାସରୁ ଏହି ଯୁବ ପୋଲିସ ଅଧିକାରୀମାନେ ଟ୍ରେନିଂ ନେବା ଆରମ୍ଭ କରିଥିଲେ । ପ୍ରତିକୂଳ…
Read More...

ମହାମହିମଙ୍କ ପାଇଁ ମହାପ୍ରସାଦ : ଆନନ୍ଦବଜାରରେ ଅବଢା ଖାଇବେ ରାଷ୍ଟ୍ରପତି

କନକ ବ୍ୟୁରୋ : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୦ ତାରିଖରେ ମଧ୍ୟାହ୍ନରେ ପୁରୀରେ ପହଞ୍ଚି ଗର୍ଭଗୃହରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଦର୍ଶନ ସରିବା ପରେ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିବାର ରହିଛି କାର୍ଯ୍ର୍ୟକ୍ରମ । ଆନନ୍ଦ ବଜାରରେ…
Read More...