Browsing Category

ନ୍ୟୁଜ୍

ରଥ ଉପରେ ଠାକୁର ଉପାସ । ଗୋପାଳ ବଲ୍ଲଭ ନୀତିରେ ବିଳମ୍ବ । ଗତକାଲି ରଥ ନପହଞ୍ଚିବା ନେଇ ମଧ୍ୟ ଚାଲିଛି କାରଣ ଖୋଜା

କନକ ବ୍ୟୁରୋ: ଅଧା ବାଟରେ ଗୋଟିଏ ରାତି ଅଟକି ରହିବା ପରେ, ଶରଧା ବାଲିରେ ପହଁଞ୍ଚିଛି ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ମା ସୁଭଦ୍ରାଙ୍କ ଦର୍ପଦଳନ । ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ତିନି ରଥରେ ଦର୍ଶନ ଦେଉଛନ୍ତି ତିନି ଠାକୁର । କିନ୍ତୁ ବିଡମ୍ବନାର ବିଷୟ ହେଉଛି, ଗୁଣ୍ଡିଚାରେ ରଥ ଟଣା ବିଳମ୍ବ…
Read More...

ଜଗନ୍ନାଥ ପ୍ରେମରେ ନୟାଗଡ଼ର ଆଫତାବ ହୁସେନ: ନିଜ ହାତ ତିଆରି ରଥ ଟାଣିଲେ

କନକ ବ୍ୟୁରୋ: ମୁସଲିମ ଯୁବକଙ୍କ ଜଗନ୍ନାଥ ପ୍ରେମ । ନୟାଗଡ ଇଟାମାଟି ନରାୟଣୀ ପାଟଣା ଗାଁର ଆଫତାବ ହୁସେନ୍ । ପ୍ରତିବର୍ଷ ଭଳି ଚଳିତ ବର୍ଷ ତିଆରି କରିଛନ୍ତି ଜଗନ୍ନାଥଙ୍କ ପାଇଁ ରଥ । ଘରେ ଜଗନ୍ନାଥଙ୍କ ପୂଜା ସହ ଆୟୋଜନ କରିଛନ୍ତି ରଥଯାତ୍ରା । ମଙ୍ଗଳଆଳତୀରୁ ନେଇ ମଙ୍ଗଳାର୍ପଣ ପରେ ୩…
Read More...

ପାଣି ନଦେଲେ ବାନ୍ଧିକି ପିଟିବୁ: ଜଳ ଯୋଗାଣ ପ୍ରକଳ୍ପ ବିଭାଗ ଅଧିକାରୀଙ୍କୁ ଖୋଲା ଧମକ ଦେଲେ ଅଭିମନ୍ୟୁ ସଂଗଠନର ଆବାହକ

କନକ ବ୍ୟୁରୋ: ଗାଁକୁ ପାଣି ନଦେଲେ ବାନ୍ଧିକି ପିଟିବୁ । ଜଳ ଯୋଗାଣ ପ୍ରକଳ୍ପ ବିଭାଗର ଅଧିକାରୀଙ୍କୁ ଏମିତି ଖୋଲା ଧମକ ଦେଇଛନ୍ତି ଅଭିମନ୍ୟୁ ସଂଗଠନର ଆବାହକ ଅଭିମନ୍ୟୁ । କଟକ ଜିଲ୍ଲା ନିଆଳି ବ୍ଲକ ଏରଂଚ ପଂଚାୟତ ଖରିବିଲର ୧୩ ନମ୍ବର ଓାର୍ଡରୁ ଆସିଛି ଏଭଳି ଖବର । ବିଭାଗର ଅଧିକାରୀଙ୍କୁ ଧମକ…
Read More...

ଓଡ଼ିଶା ସୀମାରେ ପୁଣି ଆନ୍ଧ୍ରର ଦାଦାଗିରି: ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଂଚାୟତରେ ଜମି ମାପଚୁପ କରୁଥିଲେ ଆନ୍ଧ୍ର ଅଧିକାରୀ

କନକ ବ୍ୟୁରୋ: ପୁଣି ଓଡ଼ିଶା ସୀମାରେ ଆନ୍ଧ୍ରର ଦାଦାଗିରି । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଂଚାୟତର ଅଧିକାଂଶ ଗାଁ’ରେ ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶକୁ ନେଇ ଦେଖା ଦେଇଛି ପ୍ରବଳ ଉତେଜନା । ଗାଁକୁ ନିଜ କବଜାରେ କରିବା ସହ ଅଂଚଳବାସୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇବା ସହ କିଛି…
Read More...

ଗାୟକ ହନି ସିଂଙ୍କୁ ମିଳିଲା ହତ୍ୟା ଧମକ, କାନାଡାରୁ ଭଏସ ମେସେଜ ପଠାଇଲା ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାର

କନକ ବ୍ୟୁରୋ : ପ୍ରସିଦ୍ଧ ଗାୟକ ହନି ସିଂଙ୍କୁ ହତ୍ୟା ଧମକ ଦେଇଛି ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାର । କାନାଡାରୁ ଗୋଲ୍ଡି ବରାର ଏକ ଭଏସ ମେସେଜ ପଠାଇ ହନି ସିଂଙ୍କୁ ଧମକ ଦେଇଛି । ଏନେଇ ହନି ସିଂ ଏବେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପାଇବା ପରେ ସେହି ଭଏସ…
Read More...

ବିହାର ମହାମେଣ୍ଟକୁ ବଡ ଝଟକା । ନୀତିଶଙ୍କ ହାତ ଛାଡି ଏନଡିଏରେ ସାମିଲ ହେଲା ଜିତନରାମ ମାଞ୍ଝୀଙ୍କ ପାର୍ଟି

କନକ ବ୍ୟୁରୋ : ବିହାରରେ ନୀତିଶ କୁମାରଙ୍କୁ ବଡ ଝଟକା ଲାଗିଛି । ବିହାର ସରକାରରେ ସାମିଲ ଥିବା ଜିିତନରାମ ମାଞ୍ଝୀଙ୍କ ହିନ୍ଦୁସ୍ଥାନୀ ଆୱାମ ମୋର୍ଚ୍ଚା (ହାମ୍) ଏବେ ଏନଡିଏରେ ସାମିଲ ହୋଇଛି । ବୁଧବାର ଦିନ ଦିଲ୍ଲୀରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଞ୍ଝୀ ଓ ତାଙ୍କ ପୁଅ ସନ୍ତୋଷ…
Read More...

ବିଶ୍ୱକପ ପୂର୍ବରୁ ପାକିସ୍ତାନକୁ ଝଟକା: ପାକିସ୍ତାନର ଏହି ଦାବିକୁ ପ୍ରତ୍ୟାଖ୍ୟାନ କଲେ ଆଇସିସି-ବିସିସିଆଇ

କନକ ବ୍ୟୁରୋ: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଖେଳାଯିବ ଦିନିକିଆ ବିଶ୍ୱକପ । ଏହାକୁ ଆୟୋଜନ କରିବ ଭାରତ । ଆଇସିସି ଖୁବଶୀଘ୍ର ବିଶ୍ୱକପର ପୂରା ସୂଚୀ ଜାରି କରିବ । ହେଲେ ଏହାପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡକୁ ବଡ ଝଟକା ଲାଗିଛି । ସୂଚନା ଅନୁସାରେ ପିସିବି ଆଇସିସି ଓ ବିସିସିଆଇ ପାଖରେ…
Read More...

ଖାଉଟିଙ୍କ ପାଇଁ ଖୁସି ଖବର । ଶସ୍ତା ହେବ ଚାଉଳ, ସରକାର ବଢାଇଲେ ମହଜୁଦ ପରିମାଣ

କନକ ବ୍ୟୁରୋ : ସମସ୍ତ ପ୍ରକାର ଖାଦ୍ୟ ସାମଗ୍ରୀର ଦାମ ଅହେତୁକ ଭାବେ ବୃଦ୍ଧି ପାଉଛି । ସବୁଠାରୁ ବଡକଥା କି ସାଧାରଣ ଲୋକମାନେ ଚାଉଳ ଦାମ ବୃଦ୍ଧି ଫଳରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏସବୁକୁ ନେଇ ସରକାର ଏକ ବଡ ପଦକ୍ଷେପ ନେବା କ୍ରମରେ ଚାଉଳର ମହଜୁଦ ପରିମାଣ ବୃଦ୍ଧି କରିଛନ୍ତି । ଖାଦ୍ୟ…
Read More...

ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିହାର ମୁଖ୍ୟମନ୍ତ୍ରୀଙ୍କୁ ମାରିଦେବାକୁ ଧମକ । ୨ ଥର କଲ୍ କରି…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଜୀବନରୁ ମାରିଦେବାକୁ ଧମକ । ବୁଧବାର ଦିଲ୍ଲୀ ପୋଲିସକୁ ଫୋନ୍ କରି ଜଣେ ଯୁବକ ଏହି ଧମକ ଦେଇଛନ୍ତି । ତେବେ ଦିଲ୍ଲୀ ପୋଲିସର କହିବା ମୁତାବକ, ଆଜି ସକାଳ ୧୦ଟା ବେଳକୁ ଏହି ଫୋନ୍…
Read More...

ଟିଏମସି ନେତା ଡେରେକ୍ ଓବ୍ରେନଙ୍କ ବୟାନକୁ ନେଇ ତେଜିଲା ରାଜ୍ୟ ରାଜନୀତି: କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା…

କନକ ବ୍ୟୁରୋ: ବରିଷ୍ଠ ଟିଏମ୍ସି ନେତାଙ୍କ ବୟାନକୁ ନେଇ ରାଜ୍ୟରେ ତେଜିଲା ରାଜନୀତି । କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ପ୍ରତିକ୍ରିୟାକୁ ନେଇ ତେଜିଲା ଚର୍ଚ୍ଚା । କହିଲେ, ବିଜେଡି-ବିଜେପି ସବୁବେଳେ ସାଙ୍ଗରେ ଅଛନ୍ତି । କିନ୍ତୁ ଦେଖେଇବା ପାଇଁ ବାଡିଆପିଟା ହେଉଛନ୍ତି । ଲୋକସଭା ଓ…
Read More...