Browsing Category

ନ୍ୟୁଜ୍

ଉଛୁଳୁଛି ଯମୁନା ନଦୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘର ପର୍ଯ୍ୟନ୍ତ ପହଞ୍ଚିଲା ବନ୍ୟା ପାଣି । ଶାହାଙ୍କୁ ଚିଠି ଲେଖିଲେ…

କନକ ବ୍ୟୁରୋ : ଦିଲ୍ଲୀରେ ବର୍ଷା ବିତ୍ପାତ । ପ୍ରବଳ ବର୍ଷା କାରଣରୁ ଏବେ ଜଳମଗ୍ନ ଦିଲ୍ଲୀର ଅଧିକାଂଶ ଅଞ୍ଚଳ । ଯେଉଁଥିପାଇଁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ଭିତରେ ଯମୁନା ନଦୀରେ ଜଳସ୍ତର ବଢିବା ଦିଲ୍ଲୀବାସୀଙ୍କ ଚିନ୍ତା ବଢାଇ ଦେଇଛି । କେଉଁଠି ଜନବସତିରେ…
Read More...

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଝାରସୁଗୁଡ଼ା ଜେଏମ୍ଏଫସି କୋର୍ଟରେ ଆଉ କିଛି ସମୟ ପରେ ହାଜର ହେବ ଅଭିଯୁକ୍ତ…

କନକ ବ୍ୟୁରୋ: ନବ ଦାସ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ହାଜର କରିବ ପୋଲିସ । ତେଣୁ ଗତକାଲି କଡ଼ା ସୁରକ୍ଷାବଳୟରେ ଗୋପାଳ ଦାସକୁ କଟକରୁ ଝାରସୁଗୁଡ଼ା ନେଇଛି ପୋଲିସ । ଆଉ କିଛି ସମୟ ପରେ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ତାଙ୍କୁ ହାଜର କରାଯିବ ।…
Read More...

ହିମାଚଳପ୍ରଦେଶରେ ବନ୍ୟା : ଫସି ରହିଛନ୍ତି ହଜାର ହଜାର ଲୋକ; ଆକାଶମାର୍ଗରୁ ସ୍ଥିତି ପରିଖିଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ :  ହିମାଚଳପ୍ରଦେଶ ସ୍ଥିତି ମଧ୍ୟ ବେହାଲ ହୋଇଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଆକାଶମାର୍ଗରୁ ସ୍ଥିତି ପରିଖିବା ସହ ବିଭିନ୍ନ ସ୍ଥାନକୁ ଯାଇ ସମୀକ୍ଷା କରିଛନ୍ତି । ହିମାଚଳପ୍ରଦେଶର ବିଭିନ୍ନ ସ୍ଥାନରେ ୧୦ ହଜାର ପର୍ଯ୍ୟଟକ ଫସି ରହିଥିବା ଜଣାପଡ଼ିଛି । ଚନ୍ଦ୍ରତାଳରେ…
Read More...

୨୦୨୫ରେ ପ୍ରଳୟ ରଚିବ ସୌର ଝଡ! ଦୁନିଆରେ ଇଣ୍ଟରନେଟ୍ ସେବାର ହେବ ସର୍ବନାଶ ।

କନକ ବ୍ୟୁରୋ: ୨୦୨୫ରେ ଭୟଙ୍କର ରୂପ ନେବ ସୂର୍ଯ୍ୟ । ସୃଷ୍ଟି ହୋଇପାରେ ଭୀଷଣ ସୌର ଝଡ । ୱାଶିଂଟନ ପୋଷ୍ଟରେ ଏଭଳି ଖବର ପ୍ରକାଶ ପାଇବା ପରେ ଏନେଇ ସମାନ ମତ ଦେଇଛନ୍ତି କାଲିଫର୍ଣ୍ଣ୍ରିଆ ୟୁନିଭର୍ସିଟି ଅଫ୍ କମ୍ପ୍ୟୁଟର ସାଇନ୍ସର ପ୍ରଫେସର ସଙ୍ଗୀତା ଅବଦୁ ଜ୍ୟୋତି ଓ ଆମେରିକା ନ୍ୟାସନାଲ ଓସେନିକ୍…
Read More...

ଚନ୍ଦ୍ରଯାନ ୩ ପାଇଁ କାଉଣ୍ଟଡାଉନ୍ ଆରମ୍ଭ : ଆସନ୍ତାକାଲି ଶ୍ରୀହରିକୋଟାରୁ ହେବ ଉତକ୍ଷେପଣ; ଚନ୍ଦ୍ରର ଅପହଞ୍ଚ ଅଞ୍ଚଳରେ…

କନକ ବ୍ୟୁରୋ : ଚନ୍ଦ୍ରଯାନ ୩ ପାଇଁ କାଉଣ୍ଟଡାଉନ୍ ଆରମ୍ଭ । ଆସନ୍ତାକାଲି ଅପରାହ୍ଣ ୨ଟା ୩୫ରେ ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ । ଚନ୍ଦ୍ରର ଅପହଞ୍ଚ ଅଞ୍ଚଳରେ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି । ୨୪ ଘଣ୍ଟା ଧରି ଚାଲିଥିବା ‘ଲଞ୍ଚ ରିହର୍ସାଲ୍’ ଶେଷ ହୋଇଛି ବୋଲି ଇସ୍ରୋ ମଙ୍ଗଳବାର ଟ୍ୱିଟ୍…
Read More...

୨ଟା ଟମାଟୋ ପାଇଁ ସ୍ୱାମୀକୁ ଛାଡି ଚାଲିଗଲା ସ୍ତ୍ରୀ । ଉଜୁଡିଗଲା ସୁଖର ସଂସାର

କନକ ବ୍ୟୁରୋ: ଏବେ ବଜାରରେ ଟମାଟୋ ଦର ଆକାଶଛୁଆଁ । ଅନେକ ରୋଷେଇ ଘରକୁ ଟମାଟୋ ଆସିବା ବନ୍ଦ ହୋଇଗଲାଣି । ଏଭଳି ସ୍ଥିତିରେ ୨ଟା ଟମାଟୋ ପାଇଁ ଉଜୁଡିଯାଇଛି ଗୋଟିଏ ପରିବାର । କଥା ହେଉଛି ଟମାଟୋ ଦର ଚଢା ଥିବାବେଳେ ସ୍ତ୍ରୀ’ଙ୍କୁ ନ ପଚାରି ୨ଟି ଟମାଟୋ ରାନ୍ଧି ଦେଇଥିବାରୁ ମଧ୍ୟପ୍ରଦେଶର…
Read More...

ବାହାନଗା ଟ୍ରେନ୍ ଦୁର୍ଘଟଣା : ଜାତୀୟ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ; ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାରୁ…

କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ଜାତୀୟ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ । ଏନେଇ ରେଳ ବୋର୍ଡ ଅଧ୍ୟକ୍ଷ ଓ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ତଲବ କରିଛନ୍ତି ଏନଏଚଆରସି । ଏହି ଘଟଣାରେ ଆଜି ପର୍ଯ୍ୟନ୍ତ କି କି ପଦକ୍ଷେପ ନିଆଯାଇଛି ୪ସପ୍ତାହ ମଧ୍ୟରେ ଜଣାଇବାକୁ…
Read More...

ବିଦ୍ୟୁତ୍ କାଟକୁ ନେଇ ରାସ୍ତାକୁ ଓହ୍ଲାଇଲେ ଲୋକେ : କଟକ–ବାଙ୍କୀ ରାସ୍ତାରେ ଧାରଣା ଦେଲେ ଶତାଧିକ ଗ୍ରାମବାସୀ

କନକ ବ୍ୟୁରୋ : ବିଦ୍ୟୁତ୍ କାଟକୁ ନେଇ ରାସ୍ତାକୁ ଓହ୍ଲାଇଲେ ଲୋକେ । ବାଙ୍କି ଥାନା ଅନ୍ତର୍ଗତ ହରିରାଜପୁର ଗାଁରେ ଗତକାଲି ରାତିରୁ ବିଦ୍ୟୁତ୍ କଟିଥିବା ବେଳେ ଲୋକେ ଅସହ୍ୟ ଗରମ ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ । ଏନେଇ ବିଦ୍ୟୁତ୍ ବିଭାଗକୁ ଜଣାଇଥିଲେ ମଧ୍ୟ ବିଦ୍ୟୁତ୍ କର୍ମଚାରୀ…
Read More...

ବିଧାୟକଙ୍କୁ ଚାପୁଡା ମାରିଲେ ମହିଳା । ବନ୍ୟା ପ୍ରଭାବିତ ଅଞ୍ଚଳ ଦେଖିବାକୁ ଆସିଥିଲେ ବିଧାୟକ

କନକ ବ୍ୟୁରୋ: ହରିୟାଣାର ଅନେକ ଜିଲ୍ଲା ଏବେ ବନ୍ୟା ଜଳରେ ବୁଡିଛି । କୈଥଲ ଯମୁନାନଗର, ପଞ୍ଚକୁଲା, ସମେତ ଏକାଧିକ ଜିଲ୍ଲାରେ ଆଲର୍ଟ ଜାରି ହୋଇଛି । କୈଥଲରେ ବନ୍ୟା ପୀଡିତଙ୍କ ସ୍ଥିତି ଦେଖିବାକୁ ଆସିଥିବା ବିଧାୟକଙ୍କୁ ଶକ୍ତ ଚାପୁଡା ମାରିଲେ ମହିଳା । ସେଠାକୁ କାହିଁକି ଆସିଛନ୍ତି ବୋଲି ରାଗି…
Read More...

କୋଇଡ଼ାରେ ହାତୀ ଆତଙ୍କ : ବିଳମ୍ବିତ ରାତିରେ ଘର ଭାଙ୍ଗି ମହିଳାଙ୍କୁ ଦଳିଦେଲା ଦନ୍ତା

କନକ ବ୍ୟୁରୋ : ହାତୀ ଆକ୍ରମଣରେ ଗଲା ମହିଳାଙ୍କ ଜୀବନ । ରାତିରେ ଶୋଇଥିବା ବେଳେ ଦଳିଦେଲା ଦନ୍ତା । ସୁନ୍ଦରଗଡ଼ କୋଇଡ଼ା ଥାନା ଅନ୍ତର୍ଗତ ଡେଙ୍ଗୁଳା ଗାଁର ୩୬ ବର୍ଷୀୟା ସୀତା ମୁଣ୍ଡାଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି । ମଧ୍ୟ ରାତିରେ ଏକ ଦନ୍ତାହାତୀ ତାଙ୍କ ଘରେ ପଶି ଘର ଭାଙ୍ଗିଥିବା ବେଳେ…
Read More...