Browsing Category

ନ୍ୟୁଜ୍

କଟକ ଆସିବେ ରାଷ୍ଟ୍ରପତି : ଏସସିବି ଛାତ୍ର ସଂସଦ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ

କନକ ବ୍ୟୁରୋ : ଆସନ୍ତା ୨୬ ତାରିଖରେ କଟକ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏସସିବି ମେଡିକାଲ କଲେଜ ଛାତ୍ର ସଂସଦର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଏସସିବି ଗସ୍ତରେ ଆସୁଥିବାରୁ କାର୍ଯ୍ୟକ୍ରମକୁ ବ୍ୟାପକ ଭାବେ ଆୟୋଜନ କରିବା ପାଇଁ…
Read More...

ଗୁନା ସାହୁ ହତ୍ୟାକାଣ୍ଡ ଘଟଣା : ଅଭିଯୁକ୍ତକୁ ଗିରଫ ଦାବିରେ ରାତିସାରା ଧାରଣା; ପଥର ପକାଇ ଥାନା ଆଗରେ ରୋଷେଇ କଲେ…

କନକ ବ୍ୟୁରୋ : ହତ୍ୟା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ସାରା ରାତି ଗ୍ରାମବାସୀ ଧାରଣାରେ ବସିଲେ । କୃଷ୍ଣପ୍ରସାଦ ମୁଣ୍ଡାବର ଗାଁର ଗୁନା ସାହୁ ହତ୍ୟାକାଣ୍ଡ ଘଟଣାରେ ଗାଁର ଶତାଧିକ ମହିଳା ଓ ପୁରୁଷ କୃଷ୍ଣପ୍ରସାଦ ଥାନା ସମ୍ମୁଖରେ ରାତି ସାରା ଆନ୍ଦୋଳନ କରିଛନ୍ତି । ଥାନା ସମ୍ମୁଖରେ ରୋଷେଇ କରି…
Read More...

ସ୍ୱାମୀ ବିବେକାନନ୍ଦଙ୍କ ବିରୋଧରେ ବିବାଦୀୟ ବୟାନ । ଇସ୍କନ୍ ଲଗାଇଲା ବ୍ୟାନ୍ । ଏବେ ପ୍ରାୟଶ୍ଚିତ କରିବେ ଯୁବ…

କନକ ବ୍ୟୁରୋ: ସ୍ୱାମୀ ବିବେକାନନ୍ଦଙ୍କ ଉପରେ ଅମୋଘ ଦେଲେ ବିବାଦୀୟ ଟିପ୍ପଣୀ। ପ୍ରାୟଶ୍ଚିତ କରିବାକୁ ଯିବେ ଗୋବର୍ଦ୍ଧନ ପର୍ବତ । ଜଣାଶୁଣା ଯୁବ ସନ୍ନ୍ୟାସୀ ତଥା ମୋଟିଭେସନାଲ ସ୍ପିକର ଅମୋଘ ଲିଲା ଦାସ ନିଜର ମନ୍ତବ୍ୟକୁ ନେଇ ଏବେ ହରଡଘଣାରେ । ସ୍ୱାମୀ ବିବେକାନନ୍ଦ ଓ ତାଙ୍କ ପରମପୂଜ୍ୟ ଗୁରୁ…
Read More...

ଉଛୁଳିଲା ଯମୁନା ନଦୀ : ୪୫ ବର୍ଷର ରେକର୍ଡ ଭାଙ୍ଗିଲା ଜଳସ୍ତର; ଦିଲ୍ଲୀର ତଳିଆ ଅଞ୍ଚଳରେ ପଶିଲା ପାଣି

କନକ ବ୍ୟୁରୋ : ୪୫ ବର୍ଷର ରେକର୍ଡ ଭାଙ୍ଗିଛି ଯମୁନା ନଦୀର ଜଳସ୍ତର । ଦିଲ୍ଲୀରେ ଯମୁନା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏହାର ବିପଦ ସଙ୍କେତ ୨୦୫ ଦଶମିକ ୩୩ ମିଟର ରହିଥିବା ବେଳେ ବର୍ତ୍ତମାନ ଜଳସ୍ତର ୨୦୮ ଦଶମିକ ୪୧ ମିଟରରେ ପହଞ୍ଚିଛି । ୧୯୭୮ ମସିହାରେ ଯମୁନାର ଜଳସ୍ତର…
Read More...

ଜଣେ ଫିଙ୍ଗିଦେଲା, ଜଣେ ଉଠାଇନେଲା : ବସ୍ତିରୁ ନବଜାତକୁ ଉଦ୍ଧାର କଲା ଚାଇଲ୍‌ଡ ଲାଇନ୍‌

କନକ ବ୍ୟୁରୋ : ରାସ୍ତାକଡ଼ରେ ନବଜାତକକୁ ଫିଙ୍ଗିଦେଇଗଲେ ଜଣେ ମହିଳା, ଆଉ ତାକୁ ପାଇ ଉଦ୍ଧାର କଲେ ଆଉ ଜଣେ ମହିଳା । ପରେ ପୋଲିସ୍ ଶିଶୁକୁ ଠାବ କରି ଚାଇଲଡ ହେଲ୍ପଲାଇନକୁ ହସ୍ତାନ୍ତର କଲା । ଗତକାଲି ରାଜଧାନୀର ଆଚାର୍ଯ୍ୟ ବିହାରରେ ଏପରି ଘଟଣା ଘଟିଛି । ଦିନ ପ୍ରାୟ ଗୋଟାଏ ବେଳେ ଜଣେ ମହିଳା ଅଟୋ…
Read More...

ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅଭାବନୀୟ ଘଟଣା : ଫାର୍ମାସିଷ୍ଟଙ୍କୁ ଆକ୍ରମଣ ସହ ଭଙ୍ଗାରୁଜା କଲେ ଯୁବକ, ସିସିଟିଭି…

କନକ ବ୍ୟୁରୋ : ପୁରୀ କାକଟପୁର ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବକ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଫାର୍ମାସିଷ୍ଟ ଭକ୍ତ ନାରାୟଣ ମହାରଣାଙ୍କୁ ଆକ୍ରମଣ କରିଛନ୍ତି । ମେଡିକାଲରେ ଥିବା ଆସବାବପତ୍ର ଭଙ୍ଗାରୁଜା କରିବା ସହ ଟେବୁଲ ଉଠାଇ ମାଡ ମାରିଛନ୍ତି,…
Read More...

ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ରୋହିତ ବାହିନୀର ଦବଦବା : ପ୍ରଥମ ଇନିଙ୍ଗସରେ ୧୫୦ ରନରେ ୱେଷ୍ଟଇଣ୍ଡିଜ୍ ଅଲଆଉଟ୍;…

କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ୍ ଓ ଭାରତ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଟିମ୍ ଇଣ୍ଡିଆର ଦବଦବା ରହିଛି । ଘରୋଇ ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଙ୍ଗସରେ ମାତ୍ର ୧୫୦ ରନରେ ଅଲଆଉଟ୍ ହୋଇଯାଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ଏହି ନିଷ୍ପତ୍ତି କାମ…
Read More...

ଏଣିକି କ୍ୟାପିଟାଲ ହସ୍ପିଟାଲରେ ରାତିରେ ବି ହେବ ଅସ୍ତ୍ରୋପଚାର : ୨୪ ଘଣ୍ଟା ଉପଲବ୍ଧ ରହିବ ଜରୁରୀକାଳୀନ ଓଟି

କନକ ବ୍ୟୁରୋ : ଏଣିକି କ୍ୟାପିଟାଲ ହସ୍ପିଟାଲରେ ରାତିରେ ବି ହେବ ଅସ୍ତ୍ରୋପଚାର । ୨୪ ଘଣ୍ଟା ଉପଲବ୍ଧ ରହିବ ଜରୁରୀକାଳୀନ ଓଟି । ଆହତ କିମ୍ବା ଜରୁରୀକାଳୀନ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ଆଉ ପଠାଯିବ ନାହିଁ । ଏନେଇ କ୍ୟାପିଟାଲ ହସ୍ପିଟାଲରେ ୨୪ ଘଣ୍ଟିଆ ଜରୁରୀକାଳୀନ ଓଟି ପାଇଁ ହସ୍ପିଟାଲ…
Read More...

ଆଜିଠାରୁ ପ୍ରଧାନମନ୍ତ୍ରୀଙ୍କ ୨ଦିନିଆ ଫ୍ରାନ୍ସ ଗସ୍ତ : ରାଷ୍ଟ୍ରପତି ମାକ୍ରନଙ୍କୁ ଭେଟି କରିବେ ଦ୍ୱିପାକ୍ଷିକ ଆଲୋଚନା

କନକ ବ୍ୟୁରୋ : ଆଜିଠାରୁ ପ୍ରଧାନମନ୍ତ୍ରୀଙ୍କ ଫ୍ରାନ୍ସ ଗସ୍ତ । ଦୁଇ ଦିନିଆ ଗସ୍ତରେ ଯାଉଛନ୍ତି ମୋଦୀ । ନିକଟରେ ଆମେରିକା ଗସ୍ତ ପରେ ପ୍ରଧାନମନ୍ତ୍ରୀ ଫ୍ରାନ୍ସ ଗସ୍ତରେ ଯାଉଛନ୍ତି । ଏହି ଗସ୍ତ ଉଭୟ ଭାରତ ଓ ଫ୍ରାନ୍ସ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହି ସମୟରେ ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା…
Read More...

ପାରିବାରିକ ବିବାଦରୁ ଫୁଟିଲା ଗୁଳି : ବାପା ମୃତ, ଝିଅ ଗୁରୁତର; ଜ୍ୱାଇଁ ଘରକୁ ଆସିଥିବାବେଳେ ସମ୍ପର୍କୀୟ ଫୁଟାଇଲେ ଗୁଳି

କନକ ବ୍ୟୁରୋ : ପାରିବାରିକ ବିବାଦରୁ ଫୁଟିଲା ଗୁଳି । ଗଞ୍ଜାମ ପୋଲସରା ବ୍ଲକ ଛକରେ ଗୁଳିମାଡରେ ଜଣଙ୍କର, ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଖଲିକୋଟ ଥାନା କୁମୁଣ୍ଡ ଗାଁର ବିଜୟ କୁମାର ବେହେରା । ସେ ତାଙ୍କ ଝିଅ ଗାୟତ୍ରୀ ବେହେରାଙ୍କ ସମ୍ପତ୍ତି ବିବାଦ ସମାଧାନ କରିବାକୁ ଜ୍ୱାଇଁ ଘରକୁ ଆସିଥିବା…
Read More...