Browsing Category

ନ୍ୟୁଜ୍

ଭିଜିଲାନ୍ସ ଜାଲରେ ସହିଦନଗର ଏଏସଆଇ। ୧୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ମମତା ବସ୍ତିଆ

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ସହିଦନଗର ଏଏସଆଇ । ଲାଞ୍ଚ ନେବା ବେଳେ ଏଏସଆଇ ମମତା ବସ୍ତିଆଙ୍କୁ ଧରିଛି ଭିଜିଲାନ୍ସ । ମାମଲାର ରଫାଦଫା କରିବା ପାଇଁ ଜଣେ ଏତଲାକାରୀଙ୍କୁ ମମତା ବସ୍ତିଆ ଲାଞ୍ଚ ମାଗିଥିଲେ । ତାଙ୍କ ଠାରୁ ୧୫ ହଜାର ଟଙ୍କ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଏଏସଆଇଙ୍କୁ ଧରିଛି…
Read More...

ଯେବେ ଜର୍ସି ଖୋଲିଥିଲେ ଗାଙ୍ଗୁଲି: ଇଂଲଣ୍ଡ ମାଟିରେ ଇଂଲଣ୍ଡକୁ ଦେଇଥିଲେ ଏମିତି ଜବାବ

କନକ ବ୍ୟୁରୋ: ଆଧୁନିକ ଟିମ ଇଣ୍ଡିଆର ନିର୍ମାତା ସୌରଭ ଗାଙ୍ଗୁଲି । ତାଙ୍କୁ ବିଜୟର ବାଜିଗର ବୋଲି କୁହାଯାଏ । ବାଜି ପଲଟାଇ ମ୍ୟାଚ ଜିତିବାର କୌଶଳ ତାଙ୍କୁ ବେଶ ଭଲ ଭାବରେ ଜଣା । ବିଦେଶ ମାଟିରେ ସେ ଭାରତୀୟ ଟିମକୁ ବିଜୟ ବାନା ଉଡାଇବା ଶିଖାଇଥିଲେ । ଆଉ ଟିମ ଇଣ୍ଡିଆକୁ ଦେଖାଇଥିଲେ ନୂଆ ଦିଶା…
Read More...

ଭୁବନେଶ୍ୱରରେ ରାଜ୍ୟ ବିଜେପିର କ୍ଷେତ୍ରୀୟ ପ୍ରଭାରୀ। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ୪ଟି ପର୍ଯ୍ୟାୟରେ କରିବେ ବୈଠକ

କନକ ବ୍ୟୁରୋ: ରାଜ୍ୟ ବିଜେପି କାର୍ଯ୍ୟାଳୟରେ କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ । ୨ ଦିନ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ୪ଟି ପର୍ଯ୍ୟାୟରେ ବସିବ ବୈଠକ । ଆଜି ହେବ ମହାଜନ ସମ୍ପର୍କ ଅଭିଯାନର ସମୀକ୍ଷା । ୨୦ ଜଣିଆ ଟିମ୍ ବଂଶଲ କରିବେ ଆଲୋଚନା । ରାଜ୍ୟ ସଭାପତି ଓ ସାଧାରଣ ସମ୍ପାଦକମାନଙ୍କ ସହ…
Read More...

ବିହାରରେ ପୋଲିସର ଲାଠିଚାର୍ଜ, ବିଜେପି ନେତାଙ୍କ ମୃତ୍ୟୁ ।

କନକ ବ୍ୟୁରୋ : ବିହାର ବିଧାନସଭାରେ ହଙ୍ଗାମା ପରେ ପ୍ରତିବାଦ କରୁଥିବା ବିଜେପି ନେତାଙ୍କ ଉପରେ ପୋଲିସର ଲାଠିଚାର୍ଜ । ଫଳରେ ଜଣେ ବିଜେପି ନେତାଙ୍କର ମୃତ୍ୟୁ ହୋଇଛି । ବିଜେପି ନେତାଙ୍କ କହିବା ଅନୁଯାୟୀ, ପାଟନା ଡାକବଙ୍ଗଳା ଛକ ନିକଟରେ ପ୍ରତିବାଦ କରୁଥିବା ବେଳେ ପୋଲିସ ଲାଠିଚାର୍ଜ କରିଥିଲା…
Read More...

ବଲାଙ୍ଗୀରରେ ଛାତ୍ରୀଙ୍କ ଗଳାକାଟି ବିଭତ୍ସ ହତ୍ୟା। ହତ୍ୟାର କାରଣ ଅସ୍ପଷ୍ଟ

କନକ ବ୍ୟୁରୋ: ବଲାଙ୍ଗୀରରେ ସହରରେ ଚାଞ୍ଚଲ୍ୟ । ଛାତ୍ରୀଙ୍କ ଗଳାକାଟି ବିଭତ୍ସ ହତ୍ୟା କରାଯାଇଛି । ସ୍ଥାନୀୟ ନିଖିଳ ନଗରରେ ଘରେ ପସି ଛାତ୍ରୀଙ୍କୁ ହତ୍ୟା କରାଯାଇଛି । ଘରେ କେହି ନଥିବା ଅବସ୍ଥାରେ ଦୁର୍ବୃତ୍ତ ଏହି କାଣ୍ଡ ଘଟାଇଛି । ତେବେ ହତ୍ୟାକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ…
Read More...

ଭିଜିଲାନ୍ସ ଜାଲରେ ସହିଦନଗର ଏଏସଆଇ : ୧୫ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ମମତା ବସ୍ତିଆ

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ସହିଦନଗର ଏଏସଆଇ । ସହିଦନଗର ଥାନା ଏଏସଆଇ ମମତା ବସ୍ତିଆ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ୧୫ହଜାର ଟଙ୍କା ମହିଳା ଏଏସଆଇ ଲାଞ୍ଚ ନେଉଥିବା ବେଳେ ଧରା ପଡିଛନ୍ତି । ପୁରୁଣା ମାମଲାରୁ ନାଁ କାଟିବା ପାଇଁ ଲାଞ୍ଚ ନେଉଥିବା ସୂଚନା…
Read More...

ଏଏସଓ ପରୀକ୍ଷାରେ ଅନିୟମିତତତା ମାମଲା : ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ କୋର୍ଟ

କନକ ବ୍ୟୁରୋ : ଏଏସଓ ପରୀକ୍ଷାରେ ଅନିୟମିତତତା ମାମଲା । ହାଇକୋର୍ଟରେ ରିଟ୍ ଓ ରିଭ୍ୟୁ ପିଟିସନର ଶୁଣାଣି ।  ଆବେଦନର ଶୁଣାଣି କରି କୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି । ପୂର୍ବରୁ ହାଇକୋର୍ଟ ଏଏସଓ ଲିଖିତ ପରୀକ୍ଷା ମେରିଟ୍ ଖାରଜ କରି ପୁନଃ ମେରିଟ୍ ଲିଷ୍ଟ୍ ପ୍ରକାଶ କରିବାକୁ ଓପିଏସସିକୁ…
Read More...

ଦିଲ୍ଲୀରେ ସବୁ ସ୍କୁଲ ଓ କଲେଜ ବନ୍ଦ : ଡିଡିଏମଏ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା

କନକ ବ୍ୟୁରୋ : ଦିଲ୍ଲୀରେ ସବୁ ସ୍କୁଲ ଓ କଲେଜ ବନ୍ଦ । ଆସନ୍ତା ରବିବାର ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଡିଡିଏମଏ ବୈଠକ ପରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ପ୍ରବଳ ବର୍ଷାରେ ଜଳମଗ୍ନ ହୋଇପଡ଼ିଛି ଦେଶର ରାଜଧାନୀ ଦିଲ୍ଲୀ । ଦିଲ୍ଲୀର ଯମୁନା ନଦୀର ଜଳସ୍ତର ୪୫ ବର୍ଷର ରେକର୍ଡ ଭାଙ୍ଗିଛି…
Read More...

ସେତୁ ଯୋଜନାରେ ସ୍ୱାଭିମାନ ଅଞ୍ଚଳର ୧୦ ଗୋଟି ପଞ୍ଚାୟତ ହେବ ଅନ୍ତର୍ଭୁକ୍ତ : ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ…

କନକ ବ୍ୟୁରୋ : ସେତୁ ଯୋଜନାରେ ସ୍ବାଭିମାନ ଅଞ୍ଚଳରେ ଦ୍ରୁତ ପରିବର୍ତ୍ତନକୁ ଉପଲବ୍‌ଧି କରି ଚିତ୍ରକୋଣ୍ଡା ବ୍ଲକ୍‌ର ଅବଶିଷ୍ଟ ୯ ଗୋଟି ପଞ୍ଚାୟତ ଯଥା – ଆନ୍ଦ୍ରପାଲ୍ଲୀ, ପଣସପୁଟ, ଜୋଡାମ୍ବୋ, ରାଲିଗଡା, ପେପରମେଟଲା, ବଡପଦା, ଗଜଲମାମୁଣ୍ଡି, ଜନ୍ତ୍ରୀ ଓ ଧୁଳିପୁଟ ଏବଂ କୋରୁକୁଣ୍ଡା ବ୍ଳକ୍‌ର…
Read More...

ପାଣି ପାଇଁ ରାସ୍ତାରୋକ : ସମସ୍ୟାର ସମାଧାନ ନହେବା ଯାଏଁ ରାସ୍ତାରୁ ହଟିବେନି ବୋଲି ଦେଲେ ଚେତାବନୀ; ରାସ୍ତାରୋକ ପାଇଁ…

କନକ ବ୍ୟୁରୋ : ପାଣି ପାଇଁ ଗରା ବାଲଟି ଧରି ରାସ୍ତକୁ ଓହ୍ଲାଇଲେ ମହିଳା । ପିଇବା ପାଣି ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନହେବାରୁ ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ଅଂଟାସୋର ଗାଁ ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଗାଁରେ ଥିବା ପାଣି ଟାଙ୍କି ବହୁଦିନ ହେଲା ଅଚଳ ପଡ଼ିଛି ।…
Read More...