Browsing Category

ନ୍ୟୁଜ୍

ଠକେଇ ମାମଲାରେ ସିସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କ ପତ୍ନୀ ଜ୍ୟୋତିରାଣୀ ଗିରଫ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସିସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କ ପତ୍ନୀ ଜ୍ୟୋତିରାଣୀ ଷଡଙ୍ଗୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ରାଉରକେଲାରେ ଏକ ଠକେଇ ମାମଲାରେ ପୋଲିସ ଭୁବନେଶ୍ୱରରୁ ଗିରଫ କରିଛି । ରାଉରକେଲା ଏସଡିଜେଏମ କୋର୍ଟ ୨୦୧୩ର ଏକ ମାମଲାରେ ଜାମିନ ବିହୀନ ଗିରଫ ପରୱାନା…
Read More...

ବିଦେଶ ପାଇଁ ନୂଆ ଓଡିଶା ପାଇଁ ପୁରୁଣା : ଆମେରିକାରେ “କୋଣାର୍କ’

କନକ ବ୍ୟୁରୋ : ଆମେରିକାରେ କୋଣାର୍କକୁ ନେଇ ଚର୍ଚ୍ଚା । ବିଦେଶରେ ଏ ଚର୍ଚ୍ଚା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ଏବେ ଯାହା ପାଶ୍ଚାଚ୍ୟ ଦେଶର ଫ୍ୟାସନ୍, ତାହା ଆମ ଦେଶରେ ୨ ହଜାର ବର୍ଷର ପୁରୁଣା । ଏକଥା ପ୍ରମାଣିତ କରେ ସୂର୍ଯ୍ୟମନ୍ଦିରରେ ସ୍ଥାନ ପାଇଥିବା ପଥର…
Read More...

ବାନାବାବାଙ୍କୁ ସାମୟିକ ଆଶ୍ୱସ୍ତି : ୯ ତାରିଖ ପର୍ଯ୍ୟନ୍ତ ଗିରଫ ନକରିବାକୁ ହାଇକୋର୍ଟଙ୍କ ନିର୍ଦେଶ

କୋଣାର୍କ : ବାନାବାବାଙ୍କୁ ସାମୟିକ ଆଶ୍ୱସ୍ତି । ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଗିରଫ ନକରିବାକୁ ନିର୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ସେପଟେ ଆଜି ପଚଂମ ଦିନରେ ପ୍ରଶାସନ ପକ୍ଷରୁ ଆଶ୍ରମରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ଏଥିରେ ୩ଟି ବୁଲଡୋଜରକୁ ନିୟୋଜିତ କରାଯାଇଛି । ପୋଲିସ ଓ ବନ…
Read More...

ହିସାବ ନିକାଶ ରାଜନୀତି

କନକ ବ୍ୟୁରୋ : ବାଲେଶ୍ୱରରେ ମୋଦିଙ୍କ ପ୍ରଶ୍ନ, ଏହା ପରେ ଭୁବନେଶ୍ୱରରେ ନବୀନଙ୍କ ଜବାବ୍, ଆଉ ଆଜି ଦିଲ୍ଲୀରେ ଧର୍ମେନ୍ଦ୍ରଙ୍କ କାଉଂଟର ଆଟାକ୍ । ରାଜ୍ୟ ରାଜନୀତିରେ ଏବେ ଧର୍ମେନ୍ଦ୍ର ବନାମ ନବୀନଙ୍କୁ ନେଇ ଚର୍ଚ୍ଚା । ନବୀନଙ୍କ ସଫଳତାର ଲମ୍ବା ତାଲିକା ମିଛ ପ୍ରଚାର ବୋଲି କହିଛନ୍ତି…
Read More...

ଓଡିଶାରେ ଜଳସେଚନର ବିକାଶ ପାଇଁ କେନ୍ଦ୍ର ଓ ଏଡିବି ବ୍ୟାଙ୍କ ମଧ୍ୟରେ ବୁଝାମଣା

କନକ ବ୍ୟୁରୋ : ଓଡିଶାରେ ଜଳସେଚନର ବିକାଶ ପାଇଁ ଏସିଆନ ଡେଭଲପମେଂଟ ବ୍ୟାଙ୍କ ଦେବ ୮୦୦ କୋଟି ଟଙ୍କାର ଋଣ । ଏଥିପାଇଁ କେନ୍ଦ୍ର ସରକାର ଓ ଏଡିବି ବ୍ୟାଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଓଡିଶା ସମନ୍ୱିତ କୃଷି ଓ ଜଳସେଚନ ଯୋଜନାରେ ଏହି ଅର୍ଥ ବିନିଯୋଗ କରାଯିବ । ବ୍ରାହ୍ମଣୀ,…
Read More...

ନିଜ ବନ୍ଧୁକରୁ ଗୁଳି ଫୁଟି ସିକ୍ୟୁରିଟି ଗାର୍ଡ ଆହତ

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ନିଜ ବନ୍ଧୁକରୁ ଗୁଳି ଫୁଟି ସିକ୍ୟୁରିଟି ଗାର୍ଡ ଆହତ । ଭୁବନେଶ୍ୱର ୟୁନିଟ - ୧ ଷ୍ଟେଟ୍ ବ୍ୟାଙ୍କ ଏଟିଏମରେ ଘଟିଛି ଏହି ଅଘଟଣ । ଏଟିଏମ୍ କାଉଂଟରରେ ଟଙ୍କା ଭର୍ତି ପାଇଁ ଗଲାବେଳେ ଏହି ଅଘଟଣ ଘଟିଛି । ଗାର୍ଡଂକ ହାତରେ ଗୁଳି ବାଜିଛି , ତାଙ୍କୁ ଚିକିତ୍ସା…
Read More...

ସବ୍ୟସାଚୀ ଆକାଉଂଟକୁ ବିଜେଡି ଟଙ୍କା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜେଡି ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ । ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ବ୍ରଜ କିଶୋର କହିଛନ୍ତି-ବିଜେଡି ଆକଉଂଟରୁ ଗିରଫ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ଆକାଉଂଟକୁ ୪୫ ଲକ୍ଷ ଟଙ୍କା…
Read More...

ଆଜିଠୁ ଆରମ୍ଭ ପବିତ୍ର ରମଜାନ୍ ମାସ

କଟକ ବ୍ୟୁରୋ, କନକ ନ୍ୟୁଜ୍ :  ଆଜିଠାରୁ ଆରମ୍ଭ ହୋଇଛି ମୁସଲିମ ଭାଇଭଉଣୀ ମାନଙ୍କ ପବିତ୍ର ରମଜାନ୍ ମାସ । ଏନେଇ କଟକ ସହରର ସବୁ ମସଜିଦ ରେ  ବ୍ୟାପକ ପ୍ରସ୍ତୁତି କରଯାଇଛି । ରମଜାନ୍ ମାସରେ ରୋଜା ରଖିଲେ ବହୁ ପୁଣ୍ୟ ମିଳେ ବୋଲି ମୁସଲିମ ଧର୍ମାବଲମ୍ବୀମାନଙ୍କ ବିଶ୍ୱାସ ରହିଛି । ଏହି ରମଜାନ…
Read More...

ସାଂସଦ ନା ସଂପାଦକ ?

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କଟକ କାଉନସିଲ ଉପ-ନିର୍ବାଚନରେ ବିଜେଡିର ପରାଜୟ ପରେ ଦଳୀୟ ସାଂସଦ ତଥାଗତ ଶତପଥୀଙ୍କ ପ୍ରତିକ୍ରିୟାକୁ ନେଇ ପାଲଟା ପ୍ରଶ୍ନ କରିଛି ବିଜେଡି । ମୁଖପାତ୍ର ପ୍ରତାପ ଦେବ କହିଛନ୍ତି- ସାଂସଦ ନା ସଂପାଦକ ଭାବେ ତଥାଗତ ସଂପାଦକୀୟ ଲେଖିଥିଲେ ତାହା ସ୍ପଷ୍ଟ କରିବା…
Read More...

ଧର୍ମେନ୍ଦ୍ର ବୈାଦ୍ଧିକ ଦେବାଳିଆ : ପ୍ରତାପ ଦେବ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଧର୍ମେନ୍ଦ୍ରଙ୍କ ଆଟାକର ଜବାବ ରଖିଛି ବିଜେଡି । ଦଳର ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ଧର୍ମେନ୍ଦ୍ରଙ୍କର ବୌଦ୍ଧିକ ଅପାରଗତା ରହିଛି । ନିର୍ବାଚନ ହାରି ଓଡିଶା ଛାଡି ଚାଲିଯାଇଥିଲେ ଧର୍ମେନ୍ଦ୍ର  । ତେଣୁ ତାଙ୍କୁ ଜଣେ ପଳାତକ ନେତା ଭାବେ କଡା ଭାଷାରେ…
Read More...