ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସାରଥୀଙ୍କ ପ୍ରମୁଖ ସହଯୋଗୀ ଶରତ ପାତ୍ରକୁ ୫ ଘଂଟା ଧରି ଜେରା କରିଛି ପ୍ରବର୍ତନ ନିର୍ଦେଶାଳୟ । ଏହାପରେ ପ୍ରତିକ୍ରିୟା ରଖିଛନ୍ତି ଶରତ । ଆକାଉଂଟରୁ ସିଜ୍ ହୋଇଥିବା ୨ଲକ୍ଷ ୫୫ ହଜାର ଟଙ୍କା ତାଙ୍କ ଦରମା ଟଙ୍କା ବୋଲି ସେ କହିଛନ୍ତି । ଏହା ସହ ସାରଥୀଙ୍କ ଅଚଳାଚଳ ସମ୍ପତି ଓ ଏଥିରେ ସମ୍ପୃକ୍ତ ଥିବା କିଛି ବ୍ୟକ୍ତିଙ୍କ ସମ୍ବନ୍ଧରେ ମଧ୍ୟ ସେ ତଥ୍ୟ ରଖିଥିବା କହିଛନ୍ତି । ସାରଥୀ ସାମ୍ରାଜ୍ୟର ଆର୍ଥିକ କାରବାରର ମୁଖ୍ୟ କାର୍ପେଟଦାର ଥିଲେ ଶରତ ପାତ୍ର । ସେପଟେ ସାରଥୀଙ୍କ ଆଉ ଜଣେ ସହଯୋଗୀ ପ୍ରବିଣ ରାଉତ ମଧ୍ୟ ଇଡିରେ ହାଜର ହୋଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହା ସହ ଇଡିରେ ହାଜର ହେଲେ ସାରଥୀଙ୍କ ପ୍ରମୁଖ ସହଯୋଗୀ ଶରତ ପାତ୍ର : ଖୋଲିବେ ସାରଥୀଙ୍କ ଗୁମର