Browsing Category

ନ୍ୟୁଜ୍

ଆଜି ହେବ ନେଷ୍ଟ ପରୀକ୍ଷା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଭୁବନେଶ୍ୱର ନାଇଜର ସମେତ ମୁମ୍ବାଇସ୍ଥିତ ସେଂଟର ଫର୍ ଏକ୍ସଲେନ୍ସ ଇନ୍ ବେସିକ୍ ସାଇନ୍ସରେ ନାମଲେଖା ପାଇଁ ଆଜି ନ୍ୟାସନାଲ ଏଂଟ୍ରାନ୍ସ ଟେଷ୍ଟ ବା ନେଷ୍ଟ ଅନୁଷ୍ଠିତ ହେବ । ଚଳିତ ବର୍ଷପାଇଁ ଏହି ପ୍ରବେଶିକା ପରୀକ୍ଷାରେ ୫୪ ହଜାରରୁ ଅଧିକ ପିଲା ଅଂଶଗ୍ରହଣ…
Read More...

ଆଜି ପ୍ରକାଶ ପାଇବ ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାଫଳ : ୩ଟି ୱେବସାଇଟରେ ଉପଲବ୍ଧ ହେବ ରେଜଲଟ୍

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଆଜି ପ୍ରକାଶ ପାଇବ ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାଫଳ । ସେଂଟ୍ରାଲ ବୋର୍ଡ ଅପ୍ ସେକେଣ୍ଡେରୀ ଏଜୁକେସନ୍ ଦ୍ୱାରା ପରିଚାଳିତ ସ୍କୁଲଗୁଡ଼ିକରେ ଦଶମ ଶ୍ରେଣୀ ପରୀକ୍ଷାଫଳ ଆଜି ପ୍ରକାଶ ପାଇବ । ୩ଟି ୱେସାଇଟ୍ ଜରିଆରେ ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ଫଳ…
Read More...

ପୁରୀରେ ଆଜି ବସୁଛି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ କମିଟି ବୈଠକ

ପୁରୀ ବ୍ୟୁରୋ , କନକ ନ୍ୟୁଜ୍: ପୁରୀରେ ଆଜି ବସୁଛି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ କମିଟି ବୈଠକ । କେନ୍ଦ୍ରାଂଚଳ ରାଜସ୍ୱ କମିଶନର ଅଖିଳ ବିହାରୀ ଓତାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଏଥିରେ ବିଶେଷ କରି ପ୍ରଥମ ସମନ୍ୱୟ ବୈଠକରେ ବିଭିନ୍ନ ବିଭାଗକୁ ମଗାଯାଇଥିବା ଆକ୍ସନ ପ୍ଲାନ ରିପୋର୍ଟ ଉପରେ…
Read More...

ମୁହାଣ ଖୋଲିଲା ବିପଦ ବଢିଲା

ଅସ୍ତରଙ୍ଗ : ବାତ୍ୟା ରୁଆନୁ ଆସିଲା । ସମୁଦ୍ର ଭିତରେ ଭିତରେ ବାଂଲାଦେଶ ଚାଲିଗଲା । କିନ୍ତୁ ଓଡିଶା ଉପକୂଳରେ ସୃଷ୍ଟି କରିଛି ବିପଦ । ଚିଲିକା ଓ ଅସ୍ତରଙ୍ଗ ନିକଟ କେଲୁଣି ମୁହାଣର ପୂର୍ବକୁ ପ୍ରାକୃତିକ ଭାବେ ନୂଆ ମୁହାଣ ଫିଟିଛି । ଫଳରେ କାଦୁଆ ନଈରେ ଜଳପତନ ବଢିଛି । ଅନ୍ୟପଟେ ସମୁଦ୍ର…
Read More...

ତୁଟୁନି ବିବାଦ

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ତୁଟୁନି ମୁଦ୍ରା ବିବାଦ । ନବକଳେବରକୁ ବର୍ଷ ପୁରିବାକୁ ବସିଲାଣି । ଡିଜାଇନକୁ ନେଇ ଆପତି ଉଠିବା ପରେ ଏବେ ଆଶଙ୍କା ଭିତରକୁ ଠେଲି ହୋଇଯାଇଛି ନବକଳେବର ମୁଦ୍ରା ସ୍ମାରକୀ । ଆଉ ଏନେଇ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି…
Read More...

ଚାଉଳ ଚିଠି କେବେ?

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ଗହମକୁ ନେଇ ଚାଲିଛି ରାଜନୀତିର ଗହନ ଚାଷ । କେନ୍ଦ୍ର ସରକାର ପ୍ରତିଶ୍ରୁତି ମୁତାବକ ଓଡ଼ିଶାକୁ ୮୫ ପ୍ରତିଶତ ଚାଉଳ ଯୋଗାଇ ନ ଦେଇ ଓଡ଼ିଶା ଉପରେ ଅଧିକ ଗହମ ଲଦି ଦେଉଛନ୍ତି ବୋଲି ଅଭିଯୋଗ କରୁଛି ବିଜେଡି । ଏ ନେଇ ରାଜଧାନୀରୁ ରାଉରକେଲା ସବୁଠି ବିଜେଡି…
Read More...

କବଜା କରିଛି କମ୍ପାନୀ

ଝାରସୁଗୁଡ଼ା : ରାଜ୍ୟରେ ପ୍ରାୟ ୩୫୦ ଏକର ଜଙ୍ଗଲ ଜମି ମାଡ଼ି ବସିଛନ୍ତି ବିଭିନ୍ନ ଶିଳ୍ପସଂସ୍ଥା । ଏକଥା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଧାନସଭାରେ ସ୍ୱୀକାର କଲେ ମଧ୍ୟ ଉଚ୍ଛେଦ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ପ୍ରମୁଖ ଜଙ୍ଗଲଜମି ଜବରଦଖଲକାରୀଙ୍କ ମଧ୍ୟରେ ଅଛି ବେଦାନ୍ତ ସେସା…
Read More...

ଟୋଲଗେଟ ନିର୍ମାଣ ବେଳେ ଉଲଂଘନ ହୋଇଛି ଗାଇଡ ଲାଇନ୍

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଟୋଲଗେଟ୍ ଫି ଆଦାୟ ନେଇ ନୋଟିଫିକେସନ୍ ପରେ ବସ୍ ମାଲିକ ସଂଘ ସହ ଆଲୋଚନା କରିଛନ୍ତି ସରକାର । ଜାତୀୟ ରାଜପଥରେ ନିର୍ମାଣ ହୋଇଥିବା କେତେକ ଟୋଲଗେଟ ଗାଇଡ ଲାଇନର ଉଲଂଘନ କରିଥିବା ସ୍ୱୀକାର କଲେ ପରିବହନ ମନ୍ତ୍ରୀ ରମେଶ ମାଝୀ । କହିଲେ ଟୋଲଗେଟ୍ ମଧ୍ୟରେ ୬୦…
Read More...

ଦୁର୍ଘଟଣା ରୋକିବାକୁ ମୁଖ୍ୟ ଶାସନ ସଚିବଙ୍କ ବ୍ଲୁ ପ୍ରିଂଟ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଦୁର୍ଘଟଣା ରୋକିବାକୁ ବ୍ଲୁ ପ୍ରିଂଟ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ଏନେଇ ଏକ ବୈଠକ ବସିଛି । ଦୁର୍ଘଟଣା ରୋକିବା ପାଇଁ କି କି ପଦକ୍ଷେପ ନିଆଯିବ ସେନେଇ ଆଲୋଚନା ହୋଇଥିଲା । ମୂଖ୍ୟତଃ ୪ଟି ଗୁରୁତ୍ୱପୂର୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି ।…
Read More...

ବିଷ୍ଣୁ ଦାସ, ପ୍ରସନ୍ନ ଆଚାର୍ଯ୍ୟ ଓ ଏନ୍ ଭାସ୍କର ରାଓଙ୍କୁ ରାଜ୍ୟସଭା ଟିକେଟ୍

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : କିଏ ଯିବେ ରାଜ୍ୟସଭା । ମୁଖ୍ୟମନ୍ତ୍ରୀ କାହାକୁ ଦେବେ ଟିକେଟ । ଏହି ପ୍ରସଙ୍ଗରେ ଗତ କିଛିଦିନ ହେଲା କଳ୍ପନା ଜଳ୍ପନା ଚାଲିଥିଲା । ଚର୍ଚ୍ଚାରେ ଥିଲେ ଅନେକ ନେତା । ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସଭା ପାଇଁ…
Read More...