Browsing Category

ନ୍ୟୁଜ୍

ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ । ୧୯୮୭ରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିବର୍ଷ ମେ’ ୩୧ କୁ ବିଶ୍ୱ ତମାଖୁ ବର୍ଜନ ଦିବସ ଭାବେ ପାଳନ କରିଆସୁଛି । ସାରା ବିଶ୍ୱରେ ପ୍ରତିବର୍ଷ ତମାଖୁ ସେବନ କରି ପ୍ରାୟ ୬୦ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି । ଆମ ଦେଶରେ ପ୍ରାୟ…
Read More...

ଜୁନ୍ ୧ରୁ ଜାତୀୟ ରାଜପଥରେ ୧୦ଗୁଣା ବଢିବ ଟୋଲ ଫି

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଜୁନ୍ ୧ ତାରିଖରୁ ଜାତୀୟ ରାଜପଥରେ ଚଳାଚଳ କରୁଥିବା ବସଗୁଡିକ ପ୍ରାୟ ୧୦ ଗୁଣା ଟୋଲ ଫି ଦେବେ । ବାହାର ରାଜ୍ୟର ବସ ଉପରେ ଏହି ଫି ବହୁଗୁଣା ବଢିଯିବ । କେବଳ ସେତିକି ନୁହେଁ ଯାତ୍ରୀଙ୍କ ପକେଟରୁ ବି ଯିବ ଟୋଲ ଫି । ଜାତୀୟ ରାଜପଥ କର୍ତୃପକ୍ଷ ରାଜ୍ୟର ସମସ୍ତ…
Read More...

ଅଶାନ୍ତ ଏନ୍ଆଇଟି : ଛାତ୍ରଛାତ୍ରୀଙ୍କ ଆନ୍ଦୋଳନକୁ ସମର୍ଥନ କଲା ଶିକ୍ଷକ ସଂଘ

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍: ରାଉରକେଲା ଏନ୍ଆଇଟିରେ ଯୌନ ଶୋଷଣ ଅଭିଯୋଗ ମାମଲା ସାମ୍ନାକୁ ଆସିବାପରେ ଅଶାନ୍ତ ହୋଇ ଉଠିଛି ଏନ୍ଆଇଟି ପରିସର । ପ୍ରତିଷ୍ଠାନର ନିର୍ଦେଶକ ସୁନୀଲଷଡଙ୍ଗୀଙ୍କ ବହିଷ୍କାର ଦାବି କରିଛନ୍ତି ଛାତ୍ରଛାତ୍ରୀ । ସେପଟେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ସମର୍ଥନ ଜଣାଇଛି…
Read More...

ସୋର ସିମୁଳିଆ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ସୋର :ସୋର ସିମୁଳିଆ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ରାସ୍ତାରେ ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଇଛି ଆମ୍ବୁଲାନ୍ସ । ଏଥିରେ ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତରମାନଂକୁ ଚିକିତ୍ସା ପାଇଁ ଭଦ୍ରକ ମାରକଣା ମେଡିକାଲରେ ଭର୍ତି…
Read More...

ଆଜି ରୋଜଭ୍ୟାଲି ସଂପତିର ଇ-ନିଲାମ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଆଜି ନିଲାମ ହେବ ରୋଜଭ୍ୟାଲି ସଂପତି । ଦିନ ୧୧ଟାରୁ ୩ଟା ମଧ୍ୟରେ ହେବ ଇ-ନିଲାମ । ଏଥିପାଇଁ ଗତ ୧୧ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବାଲେଶ୍ୱର ନୀଳଗିରିଠାରେ ଥିବା କମ୍ପାନିର ୪୫ ଡେସିମିଲ ଜମି ଓ ଭୁବନେଶ୍ୱର ଉପକଂଠ ପାହାଳରେ ଥିବା ୪ଟି…
Read More...

ଲାଲ୍ କରିଡରରେ ଯୌନ ଶୋଷଣ ଅଭିଯୋଗ : ପୁଲିସ ନିକଟରେ ଫେରାଦ ହେଲେ ମହିଳା ମାଓବାଦୀ

ମାଲକାନଗିରି:ପୁଲିସ ନିକଟରେ ଫେରାଦ୍ ହେଲେ ମାଓବାଦୀ । ଲାଲ୍ କରିଡରରେ ଯୌନ ଶୋଷଣର ଅଭିଯୋଗ । ପୁରୁଷ ମାଓବାଦୀଙ୍କ ଲୋଲୁପ ଦୃଷ୍ଟିର ଶିକାର ହୋଇଛନ୍ତି ୨ ଜଣ ମହିଳା ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ କ୍ୟାଡରର ଦୁଇ ଜଣ ମହିଳା ଏନେଇ ଲିଖିତ ଭାବେ ଜଗଦଲପୁର ପୁଲିସ ନିକଟରେ ଅଭିଯୋଗ…
Read More...

ଭୁବନେଶ୍ୱରର ବିକାଶ ପାଇଁ ସହଯୋଗ କରିବ ଜର୍ମାନୀ : ପୁଞ୍ଜିନିବେଶ ପ୍ରୋତ୍ସାହନ ପାଇଁ ହୋଇପାରେ ଆଲୋଚନା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ସ୍ମାର୍ଟ ସିଟି ଭାବେ ଭୁବନେଶ୍ୱରର ବିକାଶରେ ସହଯୋଗ କରିବ ଜର୍ମାନୀ । ଆଜିଠାରୁ ବର୍ଲିନରେ ଆୟୋଜିତ ହେଉଥିବା ତିନି ଦିନିଆ ଭାରତ ସ୍ମାର୍ଟ ସିଟି ମିଶନ ସମ୍ମିଳନୀରେ ଯୋଗ ଦେବେ କେନ୍ଦ୍ର ସହରାଂଚଳ ବିକାଶ ମନ୍ତ୍ରୀ ଭେଙ୍କେୟା ନାଇଡୁ । ବିଶେଷ କରି ସ୍ମାର୍ଟ…
Read More...

ପରଲୋକରେ ପୂର୍ବତନ ସାଂସଦ ରୁଦ୍ରମାଧବ ରାୟ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ପୂର୍ବତନ ସାଂସଦ ରୁଦ୍ରମାଧବ ରାୟଙ୍କ ପରଲୋକ । ୭୯ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ୮ମାସ ଧରି  କିଡନି ରୋଗରେ ପୀଡିତ ଥିଲେ ରୁଦ୍ରମାଧବ । ପରେ ତାଙ୍କର ଏକାଧିକ ଅଙ୍ଗ ପ୍ରତ୍ୟଙ୍ଗ ଅଚଳ ହୋଇଯାଇଥିଲା । ତେବେ…
Read More...

ମୋଦିଙ୍କ ସମରସଜ୍ଜା

ବାଲେଶ୍ୱର : କେନ୍ଦ୍ରୀୟ ବିଜେପିର ନୂଆ ପରୀକ୍ଷଣ କେନ୍ଦ୍ର । ଆସାମ ପରେ ଓଡିଶା । ବାଲେଶ୍ୱରରେ ହେବ ବିକାଶ ଉତ୍ସବ । କୁହାଯାଉଛି , ମୋଦି ହେଉଛନ୍ତି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ଏତେ କମ୍ ସମୟ ବ୍ୟବଧାନରେ ଓଡିଶାକୁ ବାରମ୍ବାର ଆସୁଛନ୍ତି । ତେଣୁ ଏ ଗସ୍ତକୁ ନେଇ ରାଜନୈତିକ ମହଲରେ…
Read More...

ରାତିର ଶତ୍ରୁ , ଦିନରେ ମିତ୍ର

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଷ୍ଣୁ ଦାସ ଏବଂ ରାଜଶ୍ରୀ ମଲ୍ଲିକ । ଜଗତସିଂହପୁର ବିଜେଡିର ଏହି ଦୁଇ ନେତାଙ୍କ ମଧ୍ୟରେ ବିବାଦ ବହୁ ପୁରୁଣା । ମଦ ବ୍ୟବସାୟୀ ତଥା ଠିକାଦାର ରାସବିହାରୀ ଦାସଙ୍କ ସହ ଲିଙ୍କ ନେଇ ପୂର୍ବରୁ ମୁହାଁମୁହିଁ ହୋଇଥିଲେ ବିଜେଡିର ଏହି ଦୁଇ ନେତା । ହେଲେ ଆଜି…
Read More...