Browsing Category

ନ୍ୟୁଜ୍

ରାତି ପାହିଲେ ଗଜଲକ୍ଷ୍ମୀ ପୂଜା : ଚଳଚଂଚଳ ଢେଙ୍କାନାଳ ସହର

ଢେଙ୍କାନାଳ : ରାତି ପାହିଲେ ଆରମ୍ଭ ହେବ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଆଉ ଏହାକୁ ନେଇ ଢେଙ୍କାନାଳ ସହର ହୋଇଉଠିଛି ଚଳଚଂଚଳ । ସହରର ସମସ୍ତ ପୂଜା ମଣ୍ଡପର ସାଜସଜ୍ଜା, ମୂର୍ତି ନିର୍ମାଣରେ କାରିଗରମାନେ ଶେଷ ସ୍ପର୍ଶ ଦେବାରେ ଲାଗିପଡିଥିବାବେଳେ, ମିଳିତ ପୂଜାକମିଟି ପକ୍ଷରୁ ସମସ୍ତ କାର୍ଯ୍ୟକୁ…
Read More...

ସରକାରୀ ନିୟମର ଖୋଲା ଉଂଲଘନ : ସ୍କୁଲ ପାଖରେ ମଦଭାଟି ,ପିଲାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ

କନକ ବ୍ୟୁରୋ : ସରକାରଙ୍କ ପକ୍ଷରୁ କରାଯାଉଛି ବାରମ୍ବାର ନୋଟିସ୍ । ହେଲେ ଭାଟି ମାଲିକଙ୍କ ନିଦ ଭାଙ୍ଗୁନି । ସରକାରୀ ନିୟମ ମୁତାବକ ବିଦ୍ୟାଳୟଠାରୁ ଅନ୍ତତଃ ୫୦୦ ମିଟର ମଧ୍ୟରେ ମଦଭାଟି ରହିପାରିବ ନାହିଁ । ହେଲେ ଏହାର ଖୁଲମଖୁଲା ଉଲଂଘନ ଦେଖିବାକୁ ମିଳିଛି ବୁବେଲ ପ୍ରାଥମିକ ବିଦ୍ୟାଳୟ ପାଖରେ…
Read More...

କାଟଜୁଙ୍କ କଟାକ୍ଷକୁ ନେଇ ସାରା ରାଜ୍ୟରେ ପ୍ରତିକ୍ରିୟା : ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣଙ୍କ ଭର୍ସନା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ମାର୍କେଣ୍ଡେୟଙ୍କ ଉପରେ ବର୍ଷିଲେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ । ଓଡିଶାକୁ କାଟଜୁଙ୍କ ଅପମାନ ଜନକ ପୋଷ୍ଟକୁ ନେଇ ପ୍ରତିକ୍ରିୟା ରଖି ବିଶ୍ୱଭୁଷଣ କହିଛନ୍ତି କାଟଜୁଙ୍କୁ ଇତିହାସ ଜଣାନାହିଁ । କଳିଙ୍ଗ…
Read More...

ଜମ୍ମୁ-କଶ୍ମୀର ପୁଲିସରେ ପାକିସ୍ତାନୀ ଏଜେଂଟ ! ସୁରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଇ ନିଲମ୍ବିତ ହେଲେ ତନବୀର…

କନକ ବ୍ୟୁରୋ : ଜମ୍ମୁ-କଶ୍ମୀର ପୁଲିସରେ ପାକିସ୍ତାନୀ ଏଜେଂଟ । ଚାକିରି କରିଥିଲେ କଶ୍ମୀର ପୁଲିସରେ କିନ୍ତୁ ଏଜେଂଟ ଭାବରେ ସୁରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିଲେ ପାକିସ୍ତାନର ଗୁଇନ୍ଦା ସଂସ୍ଥାକୁ । ନିଲମ୍ବିତ ପୁଲିସ ଅଧିକାରୀ ତନବୀର ଅହମ୍ମଦ ଆର୍ମଡ ପୁଲିସ କଂଟ୍ରୋଲ ରୁମରେ ଡେପୁଟି…
Read More...

ବାହୁବଳୀ ବିଧାୟକଙ୍କ ଗୁଣ୍ଡାଗିରିର ପ୍ରତିବାଦ : ପ୍ରଶାନ୍ତ ଜଗଦେବଙ୍କ ସରକାରୀ ବାସଭବନ ଆଗରେ ବିକ୍ଷୋଭ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବାହୁବଳୀ ବିଧାୟକଙ୍କୁ ମହଙ୍ଗା ପଡିଲା ଗୁଣ୍ଡାଗିରି । ନିଜ ସରକାରୀ କ୍ୱାଟର ଆଗରେ ଏକ ଚାଳି ହୋଟେଲ ଭାଙ୍ଗିବାକୁ ଯାଇ ବିଧାୟକ ପ୍ରଶାନ୍ତ ଜଗଦେବ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ଯାଏଁ ସମସ୍ତଙ୍କୁ ଗାଳିଗୁଲଜ କରିଥିଲେ । ଏହାର…
Read More...

ବଢିବ ଭାରତୀୟ ବାୟୁସେନାର ବଳ : ଋଷିଆରୁ ଆସିବ କ୍ଷେପଣାସ୍ତ୍ର ବିଧ୍ୱଂସୀ ‘ଏସ୍-୪୦୦ ଟ୍ରିମ୍ଫ’

କନକ ବ୍ୟୁରୋ : ବଢିବ ବାୟୁସେନାର ବଳ । ଆକାଶ ସୁରକ୍ଷାରେ ଚୀନ ସହ ସମକକ୍ଷ ହେବ ଭାରତୀୟ ବାୟୁ ସେନା । ଋଷିଆରୁ ଭାରତ କିଣିବ କ୍ଷେପଣାସ୍ତ୍ର ବିଧ୍ୱଂସୀ ‘ଏସ୍-୪୦୦ ଟ୍ରିମ୍ଫ’ ।  ୩୯ ହଜାର କୋଟି ଟଙ୍କାର ଚୁକ୍ତି ପାଇଁ ଉଭୟ ଭାରତ ଓ ଋଷିଆ ସହମତି ପ୍ରକାଶ କରିଛନ୍ତି । ଆଗାମୀ ବ୍ରିକ୍ସ…
Read More...

ଟ୍ରିପଲ୍ ତଲାକକୁ ନେଇ ଟଣା ଓଟରା : ମୋଦିଙ୍କ ବିରୋଧରେ ସ୍ୱର ଉଠାଇଲା ମୁସଲିମ୍ ପର୍ସନାଲ୍ ଲ ବୋର୍ଡ

କନକ ବ୍ୟୁରୋ : ଟ୍ରିପଲ୍ ତଲାକକୁ ନେଇ ଚାଲିଛି ଟଣାଓଟରା । ଏହି ପ୍ରସଙ୍ଗରେ ମୋଦି ସରକାରଙ୍କୁ ଘେରିଛି ମୁସଲିମ୍ ପର୍ସନାଲ୍ ଲ ବୋର୍ଡ । ଲ’କମିଶନ ଏକ ସ୍ୱୟଂଶାସିତ ସଂସ୍ଥା ହୋଇଥିବା ବେଳେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହା କାମ କରୁଛି ବୋଲି ବୋର୍ଡ ଅଭିଯୋଗ କରିଛି । ଏଥିସହ ୟୁନିଫର୍ମ…
Read More...

ଆଜି ବିଶ୍ୱ ଅଣ୍ଡା ଦିବସ

କନକ ବ୍ୟୁରୋ : ଆଜି ବିଶ୍ୱ ଅଣ୍ଡା ଦିବସ । ଅଣ୍ଡା ପରି ଏକ ପୁଷ୍ଟିକର ଖାଦ୍ୟ ନେଇ ସଚେତନତା କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳିତ ହୋଇ ଆସୁଛି । ପ୍ରତିବର୍ଷ ଅକ୍ଟୋବର ମାସ ଦ୍ୱିତୀୟ ଶୁକ୍ରବାରକୁ ବିଶ୍ୱ ଅଣ୍ଡାଦିବସ ଭାବେ ପାଳନ କରିବାକୁ ୧୯୯୬ରେ ଭଏନାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଅଣ୍ଡା…
Read More...

ଜାପାନୀ ଜ୍ୱର କାବୁରେ ମାଲକାନଗିରି : ହାର ମାନିଲା ଚିକିତ୍ସା, ମୃତ୍ୟୁ ସଂଖ୍ୟା ୫୩କୁ ବୃଦ୍ଧି

ମାଲକାନଗିରି : ମାଲକାନଗିରିକୁ କାବୁ କରିଛି ଜାପାନୀ ଜ୍ୱର । ଦିନକୁ ଦିନ ବଢୁଛି ମୃତ୍ୟୁ ସଂଖ୍ୟା । ଡାକ୍ତରୀ ଚିକିତ୍ସା ହାର ମାନିଛି । ଜାପାନୀ ଏନସେଫାଲାଇଟିସରେ ଦୁଇ ଦିନରେ ଆଖି ବୁଜିଛନ୍ତି ଦୁଇ ଭଉଣୀ । ଗତକାଲି ବଡଭଉଣୀ ରେବିକା ମାଡକାମୀର ମୃତ୍ୟୁ ହୋଇଥିବା ବେଳେ ଆଜି ଆଖୁ ବୁଜିଲା ସାନ…
Read More...

ଭିତରେ ଜୟା ବାହାରେ ପୂଜା : ଅନୁଗତଙ୍କୁ କ୍ଷମତା ହସ୍ତାନ୍ତର ପରେ ଜୟାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ସସପେନ୍ସ ଜାରି

କନକ ବ୍ୟୁରୋ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଏବେବି ଜାରି ରହିଛି ରହସ୍ୟ । ତାଜା ହେଲଥ ବୁଲେଟିନ୍ ଅନୁସାରେ ଆଉ ବେଶ କିଛି ଦିନ ଯାଏଁ ହସ୍ପିଟାଲରେ ରହିପାରନ୍ତି ଜୟା । ଗୋଟିଏ ପଟେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ରହସ୍ୟ ଲାଗି ରହିଥିବା ବେଳେ ଅନ୍ୟପଟେ…
Read More...