Browsing Category

ବିଜେପି

ଆନ୍ଧ୍ରପ୍ରଦେଶ-ଅରୁଣାଚଳ ବିଧାନସଭା ପାଇଁ ବିଜେପି ଘୋଷଣା କଲା ନିଜର ପ୍ରାର୍ଥୀ: ଜାଣନ୍ତୁ କିଏ ଲଢିବେ କେଉଁଠି?

କନକ ବ୍ୟୁରୋ: ଭାରତୀୟ ଜନତା ପାର୍ଟି ଲୋକସଭା ନିର୍ବାଚନ ସହିତ ଆନ୍ଧ୍ରପ୍ରଦେଶ ଓ ଅରୁଣାଚଳ ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ନିଜର ପ୍ରାର୍ଥୀଙ୍କର ନାମ ଘୋଷଣା କରିଛି। ବିଜେପି ଗତକାଲି ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶ ପାଇଁ ୧୨୩ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…
Read More...

ପ୍ରଧାନମନ୍ତ୍ରୀ ମୋଦି , ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ ସମେତ ବିଜେପି ନେତା ଟ୍ୱିଟରରେ ବଦଳାଇଲେ ନାଁ ! ନାଁ ଆଗରେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଟ୍ୱିଟର ହ୍ୟାଣ୍ଡଲର ନାଁ କୁ ବଦଳାଇ ଦେଇଛନ୍ତି । ଲୋକସଭା ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ‘ଚୌକିଦାର’ ଛବିକୁ ଦେଖି ପିଏମ୍ ମୋଦି ନିଜ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡଲର ନାଁ ବଦଳାଇ ‘ଚୌକିଦାର ନରେନ୍ଦ୍ର ମୋଦି’ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ…
Read More...

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର । ବିଜେପିରେ ଚାଲିଛି ନୂଆ ନେତା ଖୋଜା, ସଙ୍କଟରେ…

କନକ ବ୍ୟୁରୋ: ଗୋଆରେ ପାରିକର ଅସୁସ୍ଥ, ସଂକଟରେ ସରକାର । ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସ୍ୱାସ୍ଥ୍୍ୟାବସ୍ଥା ଗୁରୁତର ବୋଲି ଜଣାପଡିଛି । ଧୀରେ ଧୀରେ ତାଙ୍କର ଅବସ୍ଥା ଅତି ବିଗୁଡୁଥିବା ସୂଚନା ମିଳିଛି । ପାରିକରଙ୍କ ଏପରି ଅବସ୍ଥା ଏବେ ବିଜେପି କେନ୍ଦ୍ରୀୟ ନେତାଙ୍କ ଚିନ୍ତା ବଢାଇ…
Read More...

୨୦୧୯ ନିର୍ବାଚନ ପାଇଁ ବିଜେପିର ‘ମେଁ ଭି ଚୌକିଦାର’ ଅଭିଯାନ ! ଟ୍ୱିଟ କରି କ୍ୟାମ୍ପେନ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ…

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ପାଇଁ ନିର୍ବାଚନୀ ବିଗୁଲ ବାଜି ସାରିଛି । ସତ୍ତାରୂଢ଼ ବିଜେପି ପୁଣି ଥରେ ଗଡ଼ ଅକ୍ତିଆର କରିବା ପାଇଁ ଜୋରଦାର ପ୍ରୟାସ ଚଳାଇଛି । ଏହି କଡ଼ିରେ ଆଜି ବିଜେପି ମେଁ ଭି ଚୌକିଦାର ଅଭିଯାନ ଆରମ୍ଭ କରିଛି । । ୨୦୧୪ରେ ହିଟ୍ ହୋଇଥିଲା ବିଜେପିରେ ଚାଏ ପେ ଚର୍ଚ୍ଚା…
Read More...

ଆଜି ବସିବ ବିଜେପିର ଗୁରୁତ୍ୱପୂର୍ଣ୍ଣ ସଂସଦୀୟ ଦଳ ବୈଠକ : ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆସିପାରେ ପ୍ରଥମ…

କନକ ବ୍ୟୁରୋ : ଆଜି ବସୁଛି ବିଜେପିର ଗୁରୁତ୍ୱପୂର୍ଣ୍ଣ ସଂସଦୀୟ ଦଳ ବୈଠକ । ଏହ ବୈଠେକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହଙ୍କ ସମେତ ଅନେକ ଦିଗ୍ଗଜ ନେତା ସାମଲି ହେବେ । ଲୋକସଭା ନିର୍ବାଚନ ପାଇଁ ଆଜି ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ଜାରି…
Read More...

ଆସନ୍ତାକାଲି ବିଜେପି ଜାରି କରିପାରେ ପ୍ରଥମ ତାଲିକା । ମୋଦି–ରାଜନାଥଙ୍କ ନିର୍ବାଚନୀ ମଣ୍ଡଳୀରୁ ଘୋଷଣା ସମ୍ଭାବନା

କନକ ବ୍ୟୁରୋ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଉ ମାତ୍ର କିଛି ଦିନ ବାକି ରଖିଛି । ଏଭଳି ପରିସ୍ଥିତିରେ ସମସ୍ତ ରାଜନୈତିକ ଦଳମାନେ ନିଜ ନିଜର ପ୍ରାର୍ଥୀମାନଙ୍କର ତାଲିକା ଘୋଷଣା କରିବା ଏକପ୍ରକାରେ ଆରମ୍ଭ କରିଦେଲେଣି । ତେବେ ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି…
Read More...

ଲୋକସଭା ନିର୍ବାଚନ ଜିତିବା ଗୈରିକ ଦଳର ମାଷ୍ଟର ପ୍ଲାନ୍ ! ବିଜେପି ଫୋକସରେ ୫ ବର୍ଗର ଭୋଟର 

କନକ ବ୍ୟୁରୋ : ଆଉ ମାତ୍ର କେଇଟା ଦିନ ପରେ ସାଧାରଣ ନିର୍ବାଚନ ।  ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ସେତିକି ବଢୁଛି । ଜନତାଙ୍କ ନିକଟତର ହେବାକୁ ଚାଲିଛି ଅଙ୍କକଷା । ନିର୍ବାଚନ ତାରିଖ ଘୋଷଣା ପରେ କିଛି କିଛି ଦଳ ପ୍ରାର୍ଥୀ ତାଲିକା ଘୋଷଣା…
Read More...

‘ମୋଦି ହେ ତୋ ମୁମକିନ୍ ହେ’ ! ୨୦୧୯ ଲୋକସଭା ନିର୍ବାଚନ ପାଇଁ ବିଜେପିର ନାରା

କନକ ବ୍ୟୁରୋ : ନିର୍ବାଚନ ତାରିଖ ଘୋଷଣା ପରେ ଭୋଟରଙ୍କୁ କିପରି ସାଧିବ ବିଜେପି ? କେଉଁ ନାରା ନେଇ ଲୋକଙ୍କ ପାଖରେ ପହଞ୍ଚିବ ବୋଲି ସମସ୍ତଙ୍କ ନଜର ଥିଲା । ପୂର୍ବ ଲୋକସଭା ନିର୍ବାଚନରେ ବିଜେପିର ଅନେକ ନାରା ଥିଲା । ସେଥିମଧ୍ୟରୁ ଲୋକପ୍ରିୟ ହୋଇଥିଲା ‘ଅବକି ବାର ମୋଦି ସରକାର’ । ଚଳିତ ଲୋକସଭା…
Read More...

ଆଗାମୀ ୩ଦିନ ଭିତରେ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିପାରେ ବିଜେପି ! ଜାଣନ୍ତୁ କେଉଁ କେଉଁ ସାଂସଦଙ୍କ ଟିକେଟ୍ କଟିବ…

କନକ ବ୍ୟୁରୋ : ଆଉ ଅଳ୍ପ ଦିନ ପରେ ନିର୍ବାଚନ । ନିର୍ବାଚନ ତାରିଖ ଘୋଷଣା ପରେ ସମସ୍ତ ରାଜନୈତିକ ଦଳଗୁଡ଼ିକ ପ୍ରସ୍ତୁତି ପର୍ବକୁ ଜୋର କରିଦେଇଛନ୍ତି । କିଛି ପ୍ରମୁଖ ରାଜନୈତିକ ଦଳ ଆଶାୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିଦେଇଛନ୍ତି । ହେଲେ ସତ୍ତାରୂଢ଼ ବିଜେପି ଏଯାଏଁ ପ୍ରାର୍ଥୀ ତାଲିକା ଘୋଷଣା…
Read More...

ସ୍ମୃତି ଇରାନୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ! କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି କଂଗ୍ରେସ । ସ୍ମୃତି ଇରାନୀ ଦୁର୍ନୀତିିରେ ଲିପ୍ତ ଅଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ । ସ୍ମୃତି ଇରାନୀ ସାଂସଦ ନିଧି ଯୋଜନାରେ ଆର୍ଥିକ ଅନିମିତତା କରିଛନ୍ତି । ସେଥିପାଇଁ ତୁରନ୍ତ ଦଳରୁ ଇସ୍ତଫା…
Read More...