Browsing Category

ବିଜେପି

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା ! ବିଜେପିରେ ସାମିଲ ହେଲେ ବରିଷ୍ଠ ନେତା ଟମ୍ ବଡ଼କ୍କନ୍

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ଠିକ୍ ପୂର୍ବରୁ କଂଗ୍ରେସକୁ ଶକ୍ତ ଝଟକା ଲାଗିଛି । ଦଳର ବରିଷ୍ଠ ନେତା ତଥା କେରଳର ପାର୍ଟିର ପ୍ରବକ୍ତା ଟବ ବଡ଼କ୍କନ ବିଜେପିରେ ସାମିଲ ହୋଇଛନ୍ତି । ମୋ ପାଖରେ କୌଣସି ବିକଳ୍ପ ନଥିଲା ବୋଲି ସେ ପ୍ରକାଶ କରିଛନ୍ତି । । ପୁଲୱାମା ଆକ୍ରମଣ ଘଟଣାକୁ ନେଇ କଂଗ୍ରେସ…
Read More...

ଲୋକସଭା ନିର୍ବାଚନରେ ଫୋକସରେ ଅଭିନେତା ! ବିଜେପିରୁ ଲଢିପାରନ୍ତି ଖିଲାଡି କିଙ୍ଗ ଅକ୍ଷୟ କୁମାର ଓ ଅକ୍ଷୟ ଖାନ୍ନା ।

ଆଗାମୀ ୨୦୧୯ ଲୋକସଭା ନିର୍ବାଚନ ପାଇଁ ରାଜନୈତିକ ଦଳ ଗୁଡିକର ଫୋକସରେ ଅଛନ୍ତି ଅଭିନେତା ଓ ଅଭିନେତ୍ରୀ । ବଲିଉଡର ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାର ୨୦୧୯ ଲୋକସଭା ନିର୍ବାଚନ ଲଢିପାରନ୍ତି ବୋଲି ଏବେ ଖୁବ୍ ଚର୍ଚ୍ଚା ହେଉଛି। ମିଳିଥିବା ସୂଚନା ଅନୁଯାୟୀ ଅକ୍ଷୟ କୁମାର ଏଥର ନୂଆଦିଲ୍ଲୀର…
Read More...

ବାପାଙ୍କ ସ୍ଥାନରେ ଗୁରୁଦାସପୁରରୁ ନିର୍ବାଚନ ଲଢ଼ିପାରନ୍ତି ଅଭିନେତା ଅକ୍ଷୟ ଖାନ୍ନା ! ଯୋଜନା କରୁଛି ବିଜେପି

କନକ ବ୍ୟୁରୋ : ପଞ୍ଜାବରେ ବିଜେପି ନିଜର ପୁରୁଣା ସହଯୋଗୀ ଶିରୋମଣି ଅକାଳି ଦଳ ସହ ମିଶି ୨୦୧୯ର ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛି । ନିର୍ବାଚନର ତାରିଖ ଘୋଷଣା ହେବା ପରେ ବିଜେପି ଏବେ ପଞ୍ଜାବର ୩ଟି ଆସନ (ଅମୃତସର, ଗୁରୁଦାସପୁର ଏବଂ ହୋଶିଆରପୁର) ପାଇଁ ପ୍ରାର୍ଥୀମାନଙ୍କ ନାଁ ବାଛିି…
Read More...

ମାର୍ଚ୍ଚ ୧୬ରେ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିବ ବିଜେପି ! କଟିପାରେ ୮୦ରୁ ୯୦ ସାଂସଦଙ୍କ ଟିକେଟ୍

କନକ ବ୍ୟୁରୋ : ଆଉ ଅଳ୍ପ ଦିନ ପରେ ନିର୍ବାଚନ । ନିର୍ବାଚନ ତାରିଖ ଘୋଷଣା ପରେ ସମସ୍ତ ରାଜନୈତିକ ଦଳଗୁଡ଼ିକ ପ୍ରସ୍ତୁତି ପର୍ବକୁ ଜୋର କରିଦେଇଛନ୍ତି । କିଛି ପ୍ରମୁଖ ରାଜନୈତିକ ଦଳ ଆଶାୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିଦେଇଛନ୍ତି । ହେଲେ ସତ୍ତାରୂଢ଼ ବିଜେପି ଏଯାଏଁ ପ୍ରାର୍ଥୀ ତାଲିକା ଘୋଷଣା…
Read More...

ନିର୍ବାଚନ କମିସନଙ୍କ ପାଖରେ ଫେରାଦ ହେଲା ବିଜେପି ! ପଶ୍ଚିମବଙ୍ଗକୁ ସମ୍ବେଦନଶୀଳ ରାଜ୍ୟ ଘୋଷଣା ପାଇଁ ଦାବି

କନକ ବ୍ୟୁରୋ : ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି । ରାଜନୈତିକ ଦଳଗୁଡ଼ିକ ଭୋଟଙ୍କୁ ଆକର୍ଷିତ କରିବାରେ ଲାଗିପଡ଼ିଛନ୍ତି । ସମସ୍ତ ଦଳ ନିଜ ନିଜର ଆଶାୟୀ ପାର୍ଥୀଙ୍କ ନାମ ଚୟନ କରିବା ପାଇଁ ଲାଗିପଡିଛନ୍ତି । ଦେଶରେ ରାଜନୀତି ପାଣିପାଗ ଉଷ୍ମ ହୋଇପଡ଼ିଛି । କାହାକୁ…
Read More...

ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଧାନ ସଚିବଙ୍କ ପୁଅ: ଆଇପିଏସ୍ ଚାକିରି ଛାଡ଼ି ଆରମ୍ଭ…

କନକ ବ୍ୟୁରୋ: ରବିବାର ମୁଖ୍ୟ ନିର୍ବାଚନ କମିସନର ସୁନୀଲ ଆରୋରା ନିର୍ବାଚନର ତାରିଖ ଘୋଷଣା କରିବା ପରେ ଏବେ ସବୁ ଦଳ ନିଜ ନିଜର ପ୍ରାର୍ଥୀ ଚୟନକୁ ନେଇ ସକ୍ରିୟ ହୋଇ ଉଠିଛନ୍ତି । ବିପକ୍ଷ ଦଳକୁ ଟକ୍କର ଦେବା ଭଳି ପ୍ରାର୍ଥୀ ସମସ୍ତେ ବାଛିବା ଆରମ୍ଭ କରିଥିବା ବେଳେ ବିଜେପିକୁ ନେଇ ଏକ ବଡ଼ ଖବର…
Read More...

ପୁଣି ଥରେ ଦେଶରେ ବିଜୟ ବାନା ଉଡ଼ାଇବ କି ଗେରୁଆ ଦଳ ? ୨୯ ସହଯୋଗୀ ଦଳ ସହ ହାତ ମିଳାଇବା ସହ ଜିତିଥିବା ସିଟକୁ ଛାଡ଼ିବାକୁ…

କନକ ବ୍ୟୁରୋ : ପୁଣି ଥରେ ସମଗ୍ର ଦେଶରେ ଗେରୁଆ ବାନା ଉଡ଼ାଇବାକୁ ସଜବାଜ ହେଉଛି ବିଜେପି । ବିଜେପି ପୂର୍ବ ନିର୍ବାଚନ ପରି ସଫଳତା ଦୋହରାଇବ କି ? ଚଳିତ ନିର୍ବାଚନରେ ଗେରୁଆ ଦଳ ପାଇଁ ବିରୋଧୀଙ୍କ ମହାମେଂଟ କଡ଼ା ଟକ୍କର ଦେବ । ତେବେ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିସାରିଛି ବିଜେପି । କେବଳ…
Read More...

ନିର୍ବାଚନ ଆଗରୁ କଂଗ୍ରେସକୁ ଶକ୍ତ ଝଟକା । ଦଳ ଛାଡି ବିଜେପିରେ ମିଶିଲେ ରାଧାକ୍ରିଷ୍ଣା ଭିକେ ପାଟିଲଙ୍କ ପୁଅ ସୁଜୟ ଭିକେ…

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ଏକ ବିରାଟ ଝଟ୍‌କା। ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ କଂଗ୍ରେସର ବିରୋଧୀ ଦଳ ନେତା ରାଧାକ୍ରିଷ୍ଣା ଭିକେ ପାଟିଲ୍‌ଙ୍କ ପୁଅ ସୁଜୟ ଭିକେ ପାଟିଲ୍‌ ଆଜି ଅପରାହ୍ନରେ ଭାରତୀୟ ଜନତା ପାର୍ଟି(ବିଜେପିରେ)ରେ ଯୋଗ ଦେବେ। ନିର୍ବାଚନର…
Read More...

ନିର୍ବାଚନୀ ବିଗୁଲ ବାଜିବା ପରେ ଆରମ୍ଭ ହେଲା ରାଜନୈତିକ ଅଙ୍କକଷା : ୨୦୧୪ ସଫଳତା ଦୋହରାଇବ କି ବିଜେପି, ଉଠିଲା ପ୍ରଶ୍ନ 

କନକ ବ୍ୟୁରୋ : ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଟିକେଟ ବଂଟନ ପାଇଁ ବିଭିନ୍ନ ଦଳ ମଧ୍ୟରେ କସରତ ଆରମ୍ଭ ହୋଇଯାଇଛି  ।  ପ୍ରାର୍ଥୀ ତାଲିକା ଶେଷ ରୂପ ଦେବାକୁ ଲାଗିପଡିଛନ୍ତି ସମସ୍ତ ରାଜନୈତିକ ଦଳ  । ସେପଟେ ନିର୍ବାଚନରେ ହାରଜିତକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା  । କିଏ…
Read More...

ଆଦର୍ଶ ଆଚରଣ ବିଧିର ପ୍ରଭାବ: ଅଧାବାଟରେ ସ୍ୱତନ୍ତ୍ର ବିମାନ ଛାଡିଲେ ପ୍ରତିରକ୍ଷାମନ୍ତ୍ରୀ, ଘରୋଇ ବିମାନରେ ଚେନ୍ନାଇରୁ…

କନକ ବ୍ୟୁରୋ: ନିର୍ବାଚନ ଆଚରଣ ବିଧି ଲାଗୁ ହେବାରୁ ଅଧାବାଟରେ ବିମାନ ଛାଡିଲେ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ । ସ୍ୱତନ୍ତ୍ର ବିମାନ ଛାଡି ଘରୋଇ ବିମାନରେ ଦିଲ୍ଲୀ ଫେରିଲେ ନିର୍ମଳା । ସୂଚନା ଅନୁଯାୟୀ ଗତକାଲି ନିର୍ମଳା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସ୍ୱତନ୍ତ୍ର ବିମାନରେ…
Read More...