Browsing Category

ବିଜେପି

ଗେରୁଆ କ୍ୟାମ୍ପ ଯିବାକୁ ଗୋଡ଼ କାଢ଼ିଛନ୍ତି ଖାରବେଳ, ବ୍ରଜ । ବିଜେପିର ଗ୍ରୀନ୍ ସିଗନାଲକୁ ଅପେକ୍ଷା ।

କନକ ବ୍ୟୁରୋ: ଶାସକ ବିଜେଡିକୁ ମାତ୍ ଦେବା ପାଇଁ ଶକ୍ତି ଗୋଟାଉଛନ୍ତି ବିରୋଧୀ । ତେଣୁ ଏବେ ବିଜେପି ମୁହାଁ ରାଜ୍ୟ ରାଜନୀତିର ଦୁଇ ହେଭିୱେଟ୍ ନେତା ତଥା ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟର ପ୍ରତିଷ୍ଠାତା ଖାରବେଳ ସ୍ୱାଇଁ ଓ ବ୍ରଜ କିଶୋର ତ୍ରିପାଠୀ । ଏନେଇ ଖାରବେଳ କହିଛନ୍ତି ଯେ, ବିଜେପି…
Read More...

୨୦୧୯ ଲୋକସଭା ନିର୍ବାଚନ: ୟୁପିର ଅଧା ବିଜେପି ସାଂସଦଙ୍କ ମୁଣ୍ଡ ଉପରେ ଖଣ୍ଡା! ବୟସ କଟକଣା ହଟାଇଲା ଦଳ

କନକ ବ୍ୟୁରୋ: ଉତ୍ତରପ୍ରଦେଶର ବର୍ତ୍ତମାନ ରହିଥିବା ବିଜେପିର ୬୮ ଜଣ ଲୋକସଭା ସାଂସଦଙ୍କ ପାଇଁ ଆଗାମୀ ନିର୍ବାଚନ ଭଲ ଖବର ରଖିନଥିବା ଆଲୋଚନା ହେଉଛି। ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ସାଂସଦଙ୍କୁ ପ୍ରତିଦ୍ବନ୍ଦ୍ବିତାରୁ ଅପସରିଯିବାକୁ ପଡ଼ିବ ଅଥବା ସେମାନଙ୍କୁ ମୂଳ ନିର୍ବାଚନମଣ୍ଡଳୀ ଛାଡ଼ି ଦଳର…
Read More...

ଦାମଙ୍କ ଦିଲ୍ଲୀ ଯାତ୍ରା । ବିଜେପି ନେତାଙ୍କ ସହ ହୋଇପାରେ ଗୋପନ ବୈଠକ, ଦଳରେ ମିଶିବା ନେଇ ଚର୍ଚ୍ଚା ।

କନକ ବ୍ୟୁରୋ: ବିଜେପିରେ ବୈଜୟନ୍ତ ପଣ୍ଡା ଯୋଗ ଦେବା ପରେ ଏବେ ଦାମ ରାଉତଙ୍କୁ ନେଇ ଚର୍ଚ୍ଚା । ବିଜେପିରେ ଯୋଗଦେବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହାକୁ ଦାମ କିନ୍ତୁ ଖଣ୍ଡନ କରିନାହାନ୍ତି । ଇସାରା ଇସାରାରେ ଦାମ କହିଛନ୍ତି, କଂଗ୍ରେସ କିମ୍ବା ବିଜେପିରେ ସେ ଯୋଗ ଦେଇପାରନ୍ତି । ସେଥିପାଇଁ…
Read More...

ବାରଣାସୀରୁ ୨୦୧୯ ଲୋକସଭା ନିର୍ବାଚନ ଲଢିବେ ମୋଦି ! ବିଜେପି ସଂସଦୀୟ ବୋର୍ଡ ବୈଠକରେ ଏକ ପ୍ରକାର ଚୂଡାନ୍ତ

କନକ ବ୍ୟୁରୋ : ପୁରି ଥରେ ବାରାଣାସୀ ଲୋକସଭା ନିର୍ବାଚନ ଲଢପାରନ୍ତି ନରେନ୍ଦ୍ର ମୋଦି । ୨୦୧୯ ଲୋକସଭା ନିର୍ବାଚନ ବାରଣାସୀରୁ ଲଢିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ଦଳର ସଂସଦୀୟ ବୋର୍ଡ ବୈଠକରେ ଏନେଇ ଏକପ୍ରକାର ଚୂଡାନ୍ତ ହୋଇଛି । ତେବେ ଦ୍ୱିତୀୟ ଆସନ ନେଇ ପରବର୍ତ୍ତୀ…
Read More...

ଆଜି ପାର୍ଟି ମୁଖ୍ୟାଳୟରେ ବସିବ ବିଜେପି ସଂସଦୀୟ ବୋର୍ଡ ବୈଠକ  ! ଆଡଭାନୀ ଓ ଯୋଶୀଙ୍କ ଟିକେଟ ସମ୍ପର୍କରେ ହୋଇପାରେ…

କନକ ବ୍ୟୁରୋ : ଆଗାମୀ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟିର ସଂସଦୀୟ ବୋର୍ଡର ବୈଠକ ଆଜି ବସିବା ପାଇଁ ଯାଉଛି । ଏହି ବୈଠକରେ ନିର୍ବାଚନ ସମ୍ପର୍କରେ ବିଶେଷ ଆଲୋଚନା ହେବ ବୋଲି ଜଣପଡିଛି । ଦଳର ଜଣେ ବରିଷ୍ଠ ନେତା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆଜି ବସିବାକୁ ଥିବା ବୈଠକରେ…
Read More...

ପ୍ରଧାନମନ୍ତ୍ରୀଙ୍କ ଦକ୍ଷିଣ ମିଶନ ! ମୋଦି କହିଲେ, ‘ମୋତେ ହଟାଇବା ପାଇଁ ଏକାଠି ହେଉଛନ୍ତି ବିରୋଧୀ,ଆଉ ମୁଁ…

କନକ ବ୍ୟୁରୋ : ମୋଦିଙ୍କ ମିଶନ ସାଉଥ । କର୍ଣ୍ଣାଟକ କଲବର୍ଗି ଓ ତାମିଲନାଡୁ କାଂଚିପୁରମରେ ପ୍ରଧାନମନ୍ତ୍ରୀ ଅନେକ ବିକାଶମୂଳକ ଯୋଜନାର ଘୋଷଣା କରିଛନ୍ତି । କର୍ଣ୍ଣାଟକ କୁଲବର୍ଗିରେ ଏକ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି…
Read More...

ପୁଣି ନିଜର ମହାନତାର ପରିଚୟ ଦେଲେ ପ୍ରଧାନମନ୍ତ୍ରୀ ମୋଦି ! ଏବେ ସଫେଇ କର୍ମଚାରୀଙ୍କୁ ଦାନ କଲେ ନିଜର ୨୧ ଲକ୍ଷର…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ନିଜର ମହାନତାର ପରିଚୟ ଦେଇଛନ୍ତି । ନିଜର ଜମାପୁଞ୍ଜିକୁ ଦାନ କରି ପୁଣି ଉଦାହରଣ ସୃଷ୍ଟି କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୨୧ ଲକ୍ଷ ଜମାପୁଞ୍ଜିକୁ କୁମ୍ଭ ସଫେଇ କର୍ମଚାରୀ କର୍ପସର…
Read More...

ପ୍ରତିପକ୍ଷଙ୍କୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ୍! ଏୟାରଷ୍ଟ୍ରାଇକର ପ୍ରମାଣ ମାଗି ପରାକ୍ରମୀ ଯବାନଙ୍କ ମନୋବଳକୁ ଦୁର୍ବଳ…

କନକ ବ୍ୟୁରୋ : ସୀମାରେ ଉତେଜନା ଯେତିକିି ବଢ଼ିଚାଲିଛି, ସେତିକି ଉଷୁମ ହୋଇଛି ଦେଶର ରାଜନୈତିକ ବାତାବରଣ । ଗୋଟିଏ ପଟେ ସର୍ଜିକାଲ ଷ୍ଟ୍ରାଇକର ସଫଳତା ବଖାଣି ଭୋଟରଙ୍କୁ ଆକର୍ଷିତ କରିବାକୁ ଚାହୁଁଛି ଶାସକ ଦଳ, ଅନ୍ୟପଟେ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗି ସରକାରଙ୍କୁ ଘେରୁଛି ବିରୋଧୀ । ତେବେ…
Read More...

ଅମିତ ଶାହ କହିଲେ ଏୟାରଷ୍ଟ୍ରାଇକରେ ନିହତ ହୋଇଛନ୍ତି ୨୫୦ ଆତଙ୍କବାଦୀ ! କଂଗ୍ରେସ କହିଲା, ରାଜନୀତି କରୁନି କି ବିଜେପି ?

କନକ ବ୍ୟୁରୋ : ସାରା ବିଶ୍ୱରେ ଏବେ ଭାରତୀୟ ବାୟୁସେନାର ପ୍ରଶଂସା ହେଉଛି । ପାକିସ୍ତାନ ବାଲାକୋଟରେ ପଶି ଭାରତୀୟ ବୋୟୁସେନା ଦ୍ୱାରା ହୋଇଥିବା ଏହାରଷ୍ଟ୍ରାଇକକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟାନ୍ୱିତ । ତେବେ ଏୟାରଷ୍ଟ୍ରାଇକରେ କେତେ ଆତଙ୍କବାଦୀ ମରିଛନ୍ତି, ସେନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ।…
Read More...

ଚାଷୀଙ୍କ ଖାତାକୁ ଆସିଲା ମୋଦିଙ୍କ ଟଙ୍କା ! ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି ଯୋଜନା, ଓଡିଶା…

କନକ ବ୍ୟୁରୋ : ଚାଷୀଙ୍କ ଖାତାକୁ ପହଂଚିଲା ମୋଦିଙ୍କ ଟଙ୍କା । ଆଜି ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି ଯୋଜନାର ଶୁଭାରମ୍ଭ କରିଛନ୍ତି ନରେନ୍ଦ୍ର ମୋଦି । ପ୍ରଥମ ପର୍ଯ୍ୟାୟରେ ଏକ କୋଟିରୁ ଅଧିକ ଚାଷୀଙ୍କ ଖାତାକୁ ପହଂଚିଛି ୨ ହଜାର ଲେଖାଏଁ ଆର୍ଥିକ ପ୍ରୋତ୍ସାହନ ରାଶି  ।…
Read More...