Browsing Category

ଜୀବନଚର୍ଯ୍ୟା

ବ୍ରଣ ସମସ୍ୟା ପାଇଁ ଚିନ୍ତିତ କି ? ଆପଣାନ୍ତୁ କିଛି ସରଳ ଉପାୟ . . . . .

ଆଜିକାଲିର ଅସନ୍ତୁଳିତ ଖାଦ୍ୟଶୈଳୀ, ଅତ୍ୟଧିକ ଫାଷ୍ଟପୁଡ ସେବନ ଆଦି ତ୍ୱଚାରେ ବ୍ରଣ ସୃଷ୍ଟିରର ମୁଖ୍ୟ କାରଣ ହୋଇଛି  । ଏହାସହ ତୈଳାକ୍ତ ତ୍ୱଚା ମଧ୍ୟ ବ୍ରଣ ହେବାର ଆଉ ଏକ ମୁଖ୍ୟ କାରଣ । ତେବେ ଆସନ୍ତୁ ଜାଣିବା ବ୍ରଣ ସମସ୍ୟାରୁ ରକ୍ଷା ପାଇବେ କିପରି . . . . . • ବ୍ରଣ ହଟାଇବା ପାଇଁ ମୁହଁକୁ…
Read More...

ମୁଖ ଦୁର୍ଗନ୍ଧ ପାଇଁ ଚିନ୍ତିତ କି ! ଜାଣନ୍ତୁ କେତେ ଉପକାରୀ ଧନିଆ

ଘରେ ଘରେ ପରିଚିତ ଧନିଆ କେବଳ ମସଲା ରୂପେ ବ୍ୟବହାର ହୋଇ ନଥାଏ, ଏହା ଖାଦ୍ୟକୁ ଭିନ୍ନ ସ୍ୱାଦ ମଧ୍ୟ ଦେଇଥାଏ । ତେବେ ଧନିଆରେ ବହୁ ଔଷଧୀୟ ଗୁଣ ମଧ୍ୟ ରହିଛି । ହର୍ବାଲ୍ ବିଜ୍ଞାନୀ ଏହାକୁ ମଣିଷର ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାରେ ବ୍ୟବହାର କରିଥାନ୍ତି । • ଧନିଆରେ ଅଧିକ କ୍ୟାଲସିୟମ୍…
Read More...

ରୋଷେଇ ଘରେ ନଡିଆ ତେଲ ! ଜାଣନ୍ତୁ କିଛି ସ୍ୱାସ୍ଥ୍ୟକର ଟିପ୍ସ

ନଡିଆ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର । ଆଉ ଏହାର ତେଲକୁ କେବଳ କେଶର ସୌନ୍ଦର୍ୟ୍ୟ ବୃଦ୍ଧି ପାଇଁ ବ୍ୟବହାର କରାଯାଇଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି ନଡିଆ ତେଲରେ ପ୍ରସ୍ତୁତ ଖାଦ୍ୟ ଖାଇଲେ ଅନେକ ଫାଇଦା ମିଳିଥାଏ । • ଅଲଗା ତେଲ ଅପେକ୍ଷା ନଡିଆ ତେଲରେ କମ୍ ଫ୍ୟାଟ୍ ଥାଏ । ତେଣୁ ଏଥିରେ…
Read More...

ପିଠି ଯନ୍ତ୍ରଣାର ଉପଚାର ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଟିପ୍ସ

ଏବେ ସ୍ୱାସ୍ଥ୍ୟ ସମସ୍ୟା ସମ୍ବନ୍ଧରେ ଯାହାଙ୍କୁ ପଚାରିବେ ଉତ୍ତର ମିଳିବ ବ୍ୟାକପେନ୍ ବା ପିଠି ଯନ୍ତ୍ରଣା । ଏହି ଯନ୍ତ୍ରଣା ତଳପିଠିରେ ବେଶୀ ହୁଏ ଓ ଆଗକୁ ନଇଁଗଲେ ଅସହ୍ୟ ହୋଇଯାଏ । ଯନ୍ତ୍ରଣା ହେବାରୁ ଜଣାପଡ଼େ ଯେ ପିଠି ମାଂସପେଶୀ ଦୁର୍ବଳ କିମ୍ବା କ୍ଷତିଗ୍ରସ୍ତ ହୋଇଛି । ବୟସ ବଢିଲେ ବି…
Read More...

ଜାଣନ୍ତୁ କାହିଁକି ଖାଇବା ଉଚିତ୍ ଏହି ସବୁ ପରିବା ଚୋପା ?

ପରିବାର ଚୋପାକୁ ଆମେ କିଛି କାମରେ ଆସିବ ନାହିଁ ଭାବି ଫୋପାଡି ଦିଅନ୍ତି । କିନ୍ତୁ ଆପଣ ଜାଣନ୍ତି କି ଅଦରକାରୀ ଭାବି ଫୋପାଡି ଦେଉଥିବା ଉକ୍ତ ଚୋପା ଗୁଡିକରେ ପ୍ରଚୁର ମାତ୍ରାରେ ପୋଷକ ତତ୍ତ ଥାଏ । ଆସନ୍ତୁ ଜାଣିବା ଏମିତି କିଛି ଦରକାରୀ ପରିବା ଚୋପା ବିଷୟରେ . . . . . . ଗାଜର ଚୋପା –…
Read More...

ସାଥୀଙ୍କ ପାଖରେ ଏପରି କିଛି ଲକ୍ଷଣ ଦେଖୁଛନ୍ତି କି ? ଖୁବ୍‌ ଶୀଘ୍ର ଭଙ୍ଗିପାରେ ସମ୍ପର୍କ

ସମୟରେ ସମୟରେ ଦମ୍ପତି/ପ୍ରେମୀଯୁଗଳଙ୍କ ଭିତରେ ଏପରି ଲକ୍ଷଣମାନ ଦେଖା ଦେଇଥାଏ, ଯେଉଁଥିରୁ ଆପଣ ଅନୁମାନ ଲଗାଇ ନେବା ଉଚିତ କି ଖୁବ୍‌ ଅଳ୍ପଦିନ ମଧ୍ୟରେ ଆପଣଙ୍କ ସମ୍ପର୍କ ଭାଙ୍ଗିବାକୁ ଯାଉଛି । ତେଣୁ ଆସନ୍ତୁ ଜାଣିବା, ସାଥୀଙ୍କ ପାଖରେ କେଉଁ କେଉଁ ଲକ୍ଷଣ ଦେଖିଲେ ଜାଣିବେ ସମ୍ପର୍କର ଡୋରି…
Read More...

ଇଣ୍ଟରଭିଉ ସମୟରେ କିପରି ପୋଷାକ ପିନ୍ଧିବା ଉଚିତ୍, ଜାଣନ୍ତୁ କିଛି ନିୟମ !

ବିଶେଷଜ୍ଞଙ୍କ କହିବା ଅନୁସାରେ ଆପଣ ଚାକିରୀ ପାଇଁ ଇଣ୍ଟରଭିଉ ଦେଇ ଯିବା ବେଳେ ଆପଣ ପିନ୍ଧିଥିବା ପୋଷାକର ପ୍ରଭାବ ରହିଛି । ତେଣୁ କୌଣସି ଇଣ୍ଟରଭିଉ ଯିବା ପୂର୍ବରୁ ସଠିକ ପୋଷାକ ଓ ଆଉଟଫିଟରେ ଯାଆନ୍ତୁ । • ଯେତେବେଳ ଇଣ୍ଟରଭିଉ ଦେବା ପାଇଁ ଯାଉଛନ୍ତି, ଧ୍ୟାନ ରଖନ୍ତୁ ଆପଣଙ୍କ ପୋଷାକ ସଫା ଅଛି…
Read More...

ପୁରୁଷଙ୍କ ଏହି ସବୁ କଥାରେ କାନ୍ଦି ପକାନ୍ତି ମହିଳା !

ପୁରୁଷଙ୍କ ଅପେକ୍ଷା ମହିଳାମାନେ ଟିକେ ଅଧିକ ଭାବପ୍ରବଣ । ଛୋଟ ଛୋଟ କଥାରେ ଅଧିକାଂଶ ମହିଳା କାନ୍ଦି ପକାଉଥିବା ଦେଖିବାକୁ ମିଳିଥାଏ । ମାତ୍ର ଅଧିକାଂଶ ସମୟରେ ମହିଳାଙ୍କ ଆଖି ଲୁହର କାରଣ କେଉଁ ନା କେଉଁ ପୁରୁଷ ହୋଇଥାନ୍ତି । ତେବେ, ଆସନ୍ତୁ ଜାଣିବା ପୁରୁଷଙ୍କର କେଉଁ ସବୁ କଥାରେ ମହିଳା…
Read More...

ଜିଭର ରଙ୍ଗରୁ ଜାଣନ୍ତୁ ଆପଣ କେତେ ସୁସ୍ଥ !

ଶରୀର ସହ ଜଡିତ ଅନେକ ରୋଗର ସଙ୍କେତ ଆମେ ଜିଭର ରଙ୍ଗ ଜରିଆରେ ଜାଣିପାରୁ । ଯେତେବେଳ ଆମେ ଡାକ୍ତରଙ୍କ ପାଖକୁ ଯାଉ ସେତେବେଳେ ସେ ଜିଭ ଦେଖି କହି ଦିଅନ୍ତି କି ଆମେ ସୁସ୍ଥ କି ନୁହଁ । ଆସନ୍ତୁ ଜାଣିବା ଜିଭର ରଙ୍ଗ ବିଷୟରେ . . . . . ୧. ସୁସ୍ଥ ଜିଭ - ହାଲୁକା ଗୋଲାପୀ ରଙ୍ଗର ଓ ନମନୀୟ…
Read More...

କର୍କଟ ରୋଗରୁ ରକ୍ଷା କରେ ମକା, ଜାଣନ୍ତୁ ଏହାର ୫ ଟି ଗୁଣ !

ଶରୀରର ପୋଷଣ ପାଇଁ ଜରୁରୀ ସବୁ ମିନେରାଲ୍ସ ମକାରେ ଥାଏ, ଏହା ଏକ ପୌଷ୍ଟିକ ଆହାର, ଯାହାର ସେବନ ଆପଣ ଯେବେ ଚାହିଁବେ କରିପାରିବେ । ମକା ଏପରି ଏକ ଖାଦ୍ୟ ଯାହା ପ୍ରାତଃଭୋଜନ, ମଧ୍ୟାନ୍ନ ଭୋଜନ, ରାତ୍ରୀଭୋଜନ ବ୍ୟତୀତ ସ୍ନାକ୍ସ ରୂପରେ ମଧ୍ୟ କରିପାରିବେ । ଶରୀରରେ ଜମା ହୋଇଥିବା ଅତିରିକ୍ତ…
Read More...