Browsing Category

ଜୀବନଚର୍ଯ୍ୟା

କେମିତି ହେବେ ଜଣେ ଭଲ ଲିଡର ?

ଟିମ ଲିଡର ହେବା ପାଇଁ ଆପଣ ଏକା ନହୋଇ ସମ୍ମିଳିତ ବା ସମୂହ ଭାବରେ କାମ କରିବା ଉଚିତ୍ । ଗୋଟିଏ ଟିମରୁ ନେତୃତ୍ୱ ନେଉଥିବାରୁ ସମସ୍ତଙ୍କ ନଜର ଥାଏ ଟିମ ଲିଡର ଉପରେ । ନିଜ ନିଜ କ୍ଷେତ୍ରରେ ସଫଳତା ଛୁଇବାକୁ କିଏ ନଚାହେଁ ? ମାତ୍ର ସଫଳତାର ଶୀର୍ଷ ଛୁଇଁବା ଏତେ ସହଜ ନୁହଁ । ସଫଳ ହେବା ପାଇଁ କଠିନ…
Read More...

କମ୍ ବୟସରୁ ବାହାରି ପଡିଥିବା ପେଟକୁ କିପରି କରିବେ ନିୟନ୍ତ୍ରଣ ?

ଅସନ୍ତୁଳିତ ଖାଦ୍ୟପେୟ ଏବଂ ଅଫିସରେ ଘଂଟା ଘଂଟା ଧରି ବସିରହିବା କାରଣରୁ ବହୁତ କମ୍ ବୟସରୁ ହିଁ ଅନେକ ଯୁବକମାନଙ୍କର ପେଟ ବାହାରି ପଡିଥାଏ । ଯାହାଦ୍ୱାରା ସେମାନଙ୍କର ଆତ୍ମବିଶ୍ୱାସ ହ୍ରାସ ପାଇଥାଏ । ସେମାନଙ୍କୁ ଲାଗିଥାଏ କି , ବୟସ ପୂର୍ବରୁ ହିଁ ସେମାନେ ବୃଦ୍ଧ ହୋଇଯାଛନ୍ତି ବୋଲି । ତେବେ…
Read More...

ଫେସୱାସ୍ ସମୟରେ କିଭଳି ନେବେ ତ୍ୱଚାର ଯତ୍ନ !

ମୁହଁ ସଫାସୁତରା ରଖିବା ସହ ଏଥିରେ ଚମକ ଆଣିବା ପାଇଁ ଅନେକେ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଫେସୱାସ୍ କରିଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏହି ସମୟରେ କେତେକ ଭୁଲ୍ ପ୍ରତି ସତର୍କ ରହିବା ଦରକାର । ତେବେ ଜାଣନ୍ତୁ ସେ ସଂପର୍କରେ . . . • ସବୁବେଳେ ସାଧା ପାଣିରେ ମୁହଁ ଧୁଅନ୍ତୁ ।…
Read More...

ପୁରୁଷଙ୍କ ସ୍ୱାସ୍ଥ୍ୟ ପାଇଁ ବେଶି ଉପକାରୀ ପିଆଜ ! ମିଳିଥାଏ ୪ଟି ଫାଇଦା . . .

ପିଆଜରେ ଏଭଳି ଅନେକ ତତ୍ୱ ଉପଲବ୍ଧ ଥାଏ ଯାହା ପୁରୁଷମାନଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ପିଆଜ ଖାଇବାଦ୍ୱାରା ଆଣ୍ଠୁ ଗଣ୍ଠି ଭଳି ସମସ୍ୟା ଦୂର ହୋଇଥାଏ । ଏହି ସହିତ ଅନେକ ପ୍ରକାର ସଂକ୍ରମିତ ରୋଗରୁ ମଧ୍ୟ ଶରୀରକୁ ସୁରକ୍ଷା ମିଳିଥାଏ । ପିଆଜ ଖାଇବାଦ୍ୱାରା ମଣିଷର ଆୟୁ ମଧ୍ୟ…
Read More...

ଶରୀରର ମୋଟାପା ନେଇ ଚିନ୍ତିତ କି ? ନିଜର ପ୍ରତିଦିନର ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତୁ

ଓଜନ ନ ବଢିବା ପାଇଁ ସଠିକ୍ ଡାଏଟ୍ ପ୍ଲାନ୍ ଜରୁରୀ । କିନ୍ତୁ ଦିନ ତମାମର କାର୍ଯ୍ୟ ବ୍ୟସ୍ତତାରେ ଏଭଳି କିଛି ଖାଦ୍ୟ ଖାଇଦେଇଥାଉ , ଯେଉଁଥିରେ କ୍ୟାଲୋରୀ ତ ପ୍ରଚୁର ମାତ୍ରାରେ ରହିଥାଏ । ଏଥିଯୋଗୁଁ ଖୁବ୍ ଶୀଘ୍ର ଓଜନ ବଢିଯାଇଥାଏ । ଏହା ବ୍ୟତୀତ ପ୍ରତିଦିନ ଗୋଟିଏ ପ୍ରକାରର ଖାଦ୍ୟ ଖାଇବା…
Read More...

ପ୍ଲାଷ୍ଟିକ୍ ବୋଟଲରେ ପାଣି ରଖି ପିଉଛନ୍ତି କି ? ଏହି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ପ୍ଲାଷ୍ଟିକ୍ ବୋଟଲରେ ପିଇବା ପାଣି ରଖି ପିଉଛନ୍ତିି କି ? ମନେ ରଖନ୍ତୁ ବୋଟଲ ପାଣି ପିଇବା ସ୍ୱାସ୍ଥ୍ୟ ପକ୍ଷେ ସେତେଟା ଭଲ ନୁହେଁ । ଯଦି ନିହାତି ଆବଶ୍ୟକ ସ୍ଥଳେ ଆପଣ ଏହି ପାଣି ପିଉଛନ୍ତି ତେବେ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ । ନଚେତ୍‌ ଆପଣ ନାନା ରୋଗର ପଡିପାରନ୍ତି । - ନିୟମିତ…
Read More...

ଆପଣଙ୍କ ବୟସ ୩୦ ଟପିଲାଣି କି ! ତେବେ ଖାଆନ୍ତୁ ଏହି ଖାଦ୍ୟ

ନ୍ୟାସନାଲ୍ ଫୁଡ୍‌ ଏଣ୍ଡ ନ୍ୟୁଟ୍ରିସନ୍‌ ସର୍ଭେ ଅନୁସାରେ ୩୦ ବର୍ଷ ବୟସ ପରେ ଅଧିକାଂଶ ଲୋକଙ୍କ ଶରୀର ପାଇଁ ଜରୁରୀ ହେଉଥିବା ନ୍ୟୁଟ୍ରିସନ୍‌, ଆଇରନ୍ ଓ କ୍ୟାଲସିୟମ୍‌ର କମି ହୋଇଥାଏ । ୩୦ ବର୍ଷ ପରେ ଓଜନ ବଢ଼ିବା, ମାଂସପେଷୀ ଦୁର୍ବଳ ହେବା, ହୃଦ୍‌ଜନିତ ସମସ୍ୟା ଓ ମଧୁମେହ ଦେଖା ଦେଇଥାଏ ।…
Read More...

ଜାଣନ୍ତୁ, ଯୁବତୀମାନେ ଶୋଇବା ପୂର୍ବରୁ କଣ ଭାବନ୍ତି ?

ଯଦି ଏକାଠି ଦୁଇ କିମ୍ବା ଦୁଇରୁ ଅଧିକ ମହିଳାଙ୍କୁ ଛାଡିଦିଆଯାଏ ତେବେ ସେମାନଙ୍କୁ ଚୁପ୍ କରିବା ବଡ କଷ୍ଟକର ହୋଇପଡେ । ଏପରିକି ଯଦି ସେମାନେ ଏକୁଟିଆ କିମ୍ବା ଏକା କେଉଁଠାକୁ ଯାଉଥିଲେ ମଧ୍ୟ ସେମାନଙ୍କ ମନ ଭିତରେ ମଧ୍ୟ କିଛି ନା କିଛି କଥା ଚାଲିଥାଏ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ କି…
Read More...

କିଏ ବେଶି ଶୁଅନ୍ତି ? ମହିଳା ନା ପୁରୁଷ, ପଢନ୍ତୁ ଏହି ରିପୋର୍ଟ

ଅଧିକାଂଶ ସମୟରେ ଗୋଟିଏ କଥାକୁ ନେଇ ଝଗଡା ହୋଇଥାଏ କି କିଏ ବେଶି ଶୁଅନ୍ତି ପୁରୁଷମାନେ ନା ମହିଳାମାନେ । ତେବେ ଯଦି ଆପଣଙ୍କ ମତରେ ମହିଳାମାନେ ହିଁ ଅଧିକ ସମୟ ଶୋଇଥାନ୍ତି ତେବେ ଏହା କୌଣସି ଭୁଲ୍ ଉତ୍ତର ନୁହେଁ । ଆଜ୍ଞା ହଁ ! ଏହାକୁ ମଧ୍ୟ ଗବେଷକମାନେ ପ୍ରମାଣିତ କରିସାରିଛନ୍ତି । ଗବେଷକଙ୍କ…
Read More...

ସକାଳୁ ଖାଲିପେଟରେ ପିଅନ୍ତୁ ମିଶ୍ରି ପାଣି ! ଶରୀରକୁ ମିଳିଥାଏ ୬ଟି ଫାଇଦା

ସାଧାରଣତଃ ଶରୀର ପାଇଁ ମିଶ୍ରି ପାଣି ଖୁବ୍ ଉପାଦେୟ ଅଟେ । ମିଶ୍ରି ପାଣିକୁ ପ୍ରତିଦିନ ସକାଳୁ ଖାଲି ପେଟରେ ପିଇବାଦ୍ୱାରା ଶରୀରକୁ ଶକ୍ତି ମିଳିବା ସହ ସତେଜତା ମଧ୍ୟ ମିଳିଥାଏ । ଏଥିସହିତ ଏହା ଶରୀରକୁ ଅନେକ ରୋଗ ସହ ଲଢିବାକୁ ଶକ୍ତି ଦେଇଥାଏ । ଏହାର ସ୍ୱାଦ ମିଠା ହୋଇଥିଲେ ମଧ୍ୟ ଯଦି ଏହାକୁ…
Read More...