Browsing Category

ଜୀବନଚର୍ଯ୍ୟା

ଫ୍ରିଜରୁ ଦୁର୍ଗନ୍ଧ ଦୂର କରିବାର କିଛି ଘରୋଇ ଉପାୟ . . . . . . .

ଅନେକ ଥର ଏପରି ହୁଏ ଫ୍ରିଜରେ ରଖା ହୋଇଥିବା ଜିନିଷ ଗୁଡିକର ଗନ୍ଧ ଆପୋଷରେ ମିଶି ଦୁର୍ଗନ୍ଧରେ ପରିଣତ ହୋଇଯାଏ । ଏହାସହ ଫ୍ରିଜରେ ଯଦି କିଛି ଶଢ଼ିଯାଏ, ତେବେ ଫ୍ରିଜରୁ ଦୁର୍ଗନ୍ଧ ବାହାରେ । ଫ୍ରିଜରେ ଆମେ ଖାଇବା ପିଇବାର ଚିଜ ସୁରକ୍ଷିତ ରହିବ ବୋଲି ଭାବନ୍ତି । କିନ୍ତୁ ଯଦି ଫ୍ରିଜରୁ…
Read More...

୮ଟି ତରିକାରେ କରନ୍ତୁ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାର ଚିକିତ୍ସା !

ତୁରନ୍ତ ଗଣ୍ଠି ଯନ୍ତ୍ରଣାରୁ ଆରାମ ନିମନ୍ତେ ପ୍ରାୟ ସମସ୍ତେ ପେନକିଲର ବ୍ୟବହାର କରିଥାନ୍ତି । ମାତ୍ର ଏଥିରେ ପାଶ୍ୱ ପ୍ରତିକ୍ରିୟାର ଆଶଙ୍କା ଥାଏ । ତେଣୁ ଦେଶୀ ବା ଘରୋଇ ଚିକିତ୍ସା କରିବା ଭଲ ଅଟେ । ତେବେ ଆସନ୍ତୁ ଜାଣିବା ସେ ସଂପର୍କରେ କିଛି ଟିପ୍ସ । • ଜୁଆଣିକୁ ପାଣିରେ ପକାଇ ସିଝାନ୍ତୁ…
Read More...

ପିଲାଙ୍କୁ ଅଧିକ ପସନ୍ଦ ଚା’ ପିଇବା ! କିନ୍ତୁ କଣ ପିଲାଙ୍କୁ ଚା’ ଦେବା ଉଚିତ୍

ଆପଣ ଦେଖିଥିବେ ଅଧିକାଂଶ ଘରମାନଙ୍କରେ ଛୋଟ ପିଲାଙ୍କ ଚା’ ପିଇବା ଏକ ସାଧାରଣ କଥା ଅଟେ । କାରଣ ଲୋକଙ୍କର ବିଶ୍ୱାସ ରହିଛି କି, ଚା’ ପିଇବାଦ୍ୱାରା ପାଚନ କ୍ରିୟା ସୁସ୍ଥ୍ୟ ରହିଥାଏ ଏବଂ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବୃଦ୍ଧିପାଇଥାଏ । ଏଥିସହିତ ଦୁର୍ବଳତା ତଥା ଥକାପଣ ମଧ୍ୟ…
Read More...

ଲିଭରକୁ ସୁସ୍ଥ ରଖିବେ କେମିତି ? ଜାଣନ୍ତୁ ଏହି ଡାଏଟିଂ ଟିପ୍ସ

ଏମିତି କିଛି ଫୁଡ୍ସ ରହିଛି ଯାହା ଲିଭରରେ ଜମି ରହିଥିବା ଟକ୍ସିନ୍ସକୁ ସଫାକରି ଲିଭରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ତେଣୁ ଏହାକୁ ପ୍ରତିଦିନ ଡାଏଟରେ ସାମିଲ୍ କରନ୍ତୁ । ୧– ରସୁଣରେ ଥିବା ସେଲେନିୟମ ଲିଭରକୁ ହାନିକାରକ ଟକ୍ସିନ୍ସକୁ ସଫା କରିବାରେ ସାହାଯ୍ୟକାରୀ ହୋଇଥାଏ। ୨–…
Read More...

ଅସ୍ଥିର ସୁରକ୍ଷା କିପରି କରିବେ . . . . .

• ନିଜର ଓଜନ ନିୟନ୍ତ୍ରଣ ରଖନ୍ତୁ । ଏହାଦ୍ୱାରା ଆଣ୍ଠୁ ଓ ପାଦ ଉପରେ ଶରୀରର ଚାପ ପଡିବା ନାହିଁ । ଗଣ୍ଠି ପ୍ରଭାବିତ ହେବ ନାହିଁ  । • ଚା’, କଫି , ମୃଦୁପାନୀୟ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । ତେଣୁ ଏସବୁରୁ ଦୂରେଇ ରୁହନ୍ତୁ । ଏହାସହ ନିଶା ସେବନରୁ ନିଜକୁ ଦୂରେଇ ରଖନ୍ତୁ । • ଲୁଣ ଖାଇବା…
Read More...

ସ୍ମରଣ ଶକ୍ତି କିପରି ବଢ଼ାଇବେ . . . . .

• ପାରିବାରିକ ଓ ସାମାଜିକ ଜୀବନରେ ସକ୍ରିୟ ରୁହନ୍ତୁ ଓ ସମ୍ପର୍କ ବଢ଼ାନ୍ତୁ । ଏହାଦ୍ୱାରା ମସ୍ତିସ୍କର କୋଷ ସନ୍ତୁଳିତ ରହେ ଓ ସ୍ମରଣ ଶକ୍ତି ବଢ଼େ । • ମନଖୋଲା ହସିବା ଦ୍ୱାରା ସୃଜନଶୀଳତା ଓ ସ୍ମରଣ ଶକ୍ତି ବଢ଼େ । ଶିଖିଥିବା କଥା ଅନେକ ପର୍ଯ୍ୟନ୍ତ ଅଭୁଲା ରହେ । • ସ୍ମରଣ ଶକ୍ତି ବଢ଼ାଇବା ପାଇଁ…
Read More...

ଗୁଜୁରାତିର ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ . . . .

ଆମ ହାଣ୍ଡିଶାଳ ପାଇଁ ଗୁଜୁରାତି ବହୁତ ଜରୁରୀ । ଅନ୍ୟାନ୍ୟ ମସଲା ସହ ଏହାକୁ ବି ବହୁତ ଖୋଜାପଡେ । ଏହା ଖାଦ୍ୟପଦାର୍ଥକୁ ସୁବାସିତ ଆଉ ସ୍ୱାଦିଷ୍ଟ କରେ । ଗୁଜୁରାତିକୁ କେବଳ ଖାଦ୍ୟକୁ ସୁବାସିତ କରିବା ପାଇଁ ବ୍ୟହବାର କରାଯାଏ ନାହିଁ ଏହାକୁ ମୁଖବାସ ରୂପରେ ମଧ୍ୟ ବ୍ୟବହାର କରାଯାଏ । ଏଥିରେ…
Read More...

‘ଜଙ୍ଗଲ ବାଥ୍’ କରନ୍ତୁ, ଫିଟ୍ ରୁହନ୍ତୁ ! ସ୍ୱାସ୍ଥ୍ୟବାନ୍ ହେବାର ଏକ ସହଜ ଉପାୟ

ଜୀବନକୁ ଚାପମୁକ୍ତ , ସୁସ୍ଥ ଓ ଆନନ୍ଦଦାୟକ ରଖିବା ପାଇଁ ଜାପାନୀ ଲୋକମାନେ ଦୀର୍ଘବର୍ଷ ଧରି ଯେଉଁ ପ୍ରାକୃତିକ ବିଧି ଉପରେ ଗବେଷଣା କରୁଥିଲେ ଏବେ ସେଥିରେ ସଫଳତା ମିଳିଛି । ଏହି ବିଧି ହେଉଛି ଜଙ୍ଗଲ ବାଥ୍ ଅର୍ଥାତ୍ ଜଙ୍ଗଲ ସ୍ନାନ । ପୂର୍ବରୁ ଏଠାକାର ଲୋକମାନେ ଏହି ବିଧିକୁ ଗ୍ରହଣ କରିଆସୁଥିଲା…
Read More...

ନିୟମିତ ବ୍ୟାୟାମ କରୁଛନ୍ତି କି ? ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ . . . .

ବ୍ୟାୟାମ କରିବା ସ୍ୱାସ୍ଥ୍ୟ ପକ୍ଷେ ହିତକାରକ । ହେଲେ ଏଥିପାଇଁ ଯେଉଁ ନିର୍ଦ୍ଦିଷ୍ଟ ନୀତି ନିୟମ ରହିଛି, ତା’କୁ ପାଳନ କରିବା ମଧ୍ୟ ଏକାନ୍ତ ଆବଶ୍ୟକ । ଆସନ୍ତୁ ଏହି ନିୟମ ଗୁଡିକ ସଂପର୍କରେ ଜାଣିବା... -ବ୍ୟାୟାମ କରିବା ପୂର୍ବରୁ ପେଟପୁରା ଭୋଜନ ଗ୍ରହଣ କରନ୍ତୁ ନାହିଁ କିମ୍ବା ବହୁତ ଭୋକ…
Read More...

ବ୍ରଣ ସମସ୍ୟା ପାଇଁ ଚିନ୍ତିତ କି ? ଆପଣାନ୍ତୁ କିଛି ସରଳ ଉପାୟ . . . . .

ଆଜିକାଲିର ଅସନ୍ତୁଳିତ ଖାଦ୍ୟଶୈଳୀ, ଅତ୍ୟଧିକ ଫାଷ୍ଟପୁଡ ସେବନ ଆଦି ତ୍ୱଚାରେ ବ୍ରଣ ସୃଷ୍ଟିରର ମୁଖ୍ୟ କାରଣ ହୋଇଛି  । ଏହାସହ ତୈଳାକ୍ତ ତ୍ୱଚା ମଧ୍ୟ ବ୍ରଣ ହେବାର ଆଉ ଏକ ମୁଖ୍ୟ କାରଣ । ତେବେ ଆସନ୍ତୁ ଜାଣିବା ବ୍ରଣ ସମସ୍ୟାରୁ ରକ୍ଷା ପାଇବେ କିପରି . . . . . • ବ୍ରଣ ହଟାଇବା ପାଇଁ ମୁହଁକୁ…
Read More...