ଆପଣଙ୍କ କେଶରେ ସୁନ୍ଦରତା ଭରିବାକୁ ଚାହୁଁଛନ୍ତି କି ? ଗୋଦରେଜ ଲଂଚ କରିଛି ମନ ପସନ୍ଦର ରଙ୍ଗ

54

କେଶରେ ସୁନ୍ଦରତା ଓ ଚମକ ଆଣିବାକୁ ସମସ୍ତେ ଚାହିଁଥାନ୍ତି । ଆଉ ଏହା ଆଜିର ଯିବପିଢିଙ୍କର ଖୁବ୍ ପସନ୍ଦ । ଏଥିପାଇଁ ସେମାନେ କେଶକୁ ରଙ୍ଗ କରିଥାନ୍ତି । କିଏ ନିଜର କେଶକୁ ଲାଲ୍ ରଙ୍ଗ ସେକଲର କରୁଛି ତ କିଏ ବ୍ରାଉନ୍ କରୁଛି । ଗୋଦରେଜ ପ୍ରଫେଶନାଲ ରେଂଜ ,ମାର୍କେଟ ଓ ଫ୍ୟାଶନର ଏହି ଡିମାଣ୍ଡକୁ ଖୁବ୍ ବଢାଇଦେଇଛନ୍ତି ।

ବୁଧବାର ଦିନ ଗୋଦରେଜ ପ୍ରଥମ ଥର ଗୋଦରେଜ ପ୍ରଫେଶନଲ ରେଂଜର ଲଂଚ କରିଛି । ଏହି ଅବସରରେ ଗୋଦରେଜ କଂଜ୍ୟୁମର ପ୍ରଡକ୍ଟସର ଆସୋସିଏଟ୍ ଭାଇସ୍ ପ୍ରେସିଡେଣ୍ଟ କେତନ ତଳଲକର କହିଛନ୍ତି , ସମସ୍ତେ ନିଜ ପସନ୍ଦର କଲର ଯେମିତି ପାଇପାରିବେ , ସେଥିପାଇଁ ଆମେ ଏହି ରେଂଜକୁ ଲଂଚ କରିଛୁ । ଏହି ପ୍ରଡକ୍ଟସ ସିଧା କେବଳ କଂଜ୍ୟୁମରଙ୍କ ପାଇଁ ନୁହେଁ , ଏହା ସେଲୁନିଷ୍ଟଙ୍କ ପାଇଁ ତିଆରି ହୋଇଛି । କେତନ କହିଛନ୍ତି ଅନ୍ୟ କଲର ତୁଳନାରେ ଏହି କଲରସ ରିଜନେବଲ ହେବ । ଏହାକୁ ସେଲିନରେ କିଣିବି ପାରିବେ । ଯଦି କେବଳ ଲକ୍ଷ୍ନୈାର କଥା କୁହାଯାଏ ତ ୫ଶହ ସେଲୁନ ସହ ଆମର ଟାଇଅପ୍ ହୋଇଛି । ସେଠାରେ ଏହି ପ୍ରଡକ୍ଟର ଲଂଚ ଅବସରରେ ରାମ୍ପରେ ମଡେଲ୍ ହେୟାର କଲରକୁ ମଧ୍ୟ ପ୍ରଦର୍ଶିତ କରିଥିଲେ ।

(ସୌଜନ୍ୟ-ନବଭାରତ ଟାଇମ୍ସ)