Browsing Category

ମନୋରଞ୍ଜନ

‘ଜୁଡ଼ୱା ୨’ସିନେମାର ପୋଷ୍ଟରରେ ବରୁଣ ଧାୱନଙ୍କ ଡ଼ବଲ ଧମାକା ! ଜାଣନ୍ତୁ କେବେ ହେବ ରିଲିଜ୍

ବରୁଣ ଧାୱନଙ୍କ ଆଗାମୀ ସିନେମା ‘ଜୁଡୱା ୨’ର ପୋଷ୍ଟର ରିଲିଜ ହୋଇଯାଇଛି । ସିନେ ନିର୍ମାତା ତଥା ଡେଭିନ ଧାୱନଙ୍କ ୬୫ ଜନ୍ମଦିନ ଅବସରରେ ପୁଅ ବରୁଣ ଏହି ପୋଷ୍ଟରକୁ ଟ୍ୱିିଟର ଜରିଆରେ ଜାରି କରିଛନ୍ତି । ଡେଭିନ ଧାୱନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି କମେଡ଼ି ସିନେମାରେ ବରୁଣ ଦୈତ ଭୂମିକାରେ ନଜର…
Read More...

ଦିଲ୍ଲୀରେ ମୋତେ ଖୁବ୍ ଡର ଲାଗେ : ନେହା ଧୁପିଆ

ବଲିଉଡ୍ ଅଭିନେତ୍ରୀ ନେହା ଧୁପିଆ କହିଛନ୍ତି ଆଜି ବି ତାଙ୍କର ପ୍ରଥମ ପସନ୍ଦ ଅଭିନୟ । ନିଜର ଅଡିଓ ଚାଟ୍ ସୋ’ ‘ ନୋ ଫିଲଟର ନେହା ’ ସିଜିନ୍-୨କୁ ପ୍ରମୋଟ୍ କରିବାକୁ ଆସିଥିବା ନେହା ମିଡିଆକୁ କହିଥିଲେ ଅନେକ ମନର କଥା । ନେହା କହିଛନ୍ତି ଯେ , ଦିଲ୍ଲୀକୁ ସେ ଭାରି ଡରନ୍ତି । ସେ ମୁମ୍ବାଇରେ…
Read More...

ଦୀର୍ଘ ସମୟ ଅଟକି ପାରେ ଫିଲ୍ମ ‘ପଦ୍ମାବତୀ’ର ସୁଟିଂ !

ଫେଡରେସନ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲାଇଜ୍ ନିଜର ଦାବୀ ନେଇ ଷ୍ଟ୍ରାଇକ୍ କରିବା ପରେ ଅନେକ ସମସ୍ୟା ଦେଖାଦେଇଛି । ଫଳରେ ଅନେକ ଟିଭି ସୋ’ ଓ ଅନେକ ଫିଲ୍ମର ସୁଟିଂରେ ସଂକଟ ଦେଖାଦେଇଛି । ଏବେ ଏହି ନିର୍ମାତା ଡର ଯେ ଏହି ଷ୍ଟ୍ରାଇକ୍ ଦ୍ୱାରା ସେମାନଙ୍କର କାମ କାଳେ ଠପ୍ ହୋଇଯିବ । ଆଉ…
Read More...

ସ୍ୱାଧୀନତା ଦିବସରେ ରିଲିଜ ହେଲା ସଲିମ-ସୁଲେମାନଙ୍କ ନୂଆ ଗୀତ ! ଯବାନଙ୍କୁ କଲେ ସମର୍ପିତ

ଯବାନଙ୍କ ପାଇଁ ସ୍ୱତନ୍ତ୍ର ଗୀତ । ଦେଶରେ ୭୧ ତମ ସ୍ୱାଧୀନତା ଦିବସ ଅବସରରେ ଲୋକପ୍ରିୟ ମ୍ୟୁଜିକ କମ୍ପୋଜର ସଲୀମ୍- ସୁଲେମାନ୍ ଯବାନଙ୍କ ପାଇଁ ସମର୍ପିତ କରି ଏକ ଗୀତ ରିଲିଜ କରିଛନ୍ତି । ଗୀତ ‘ମେରା ଦେଶ ହି ମେରା ଧର୍ମ ହେ’କୁ ଗାଇଛନ୍ତି ସଲିମ ମର୍ଚ୍ଚାଂଟଣ୍ଟ । ଏଏନଆଇ ସହ କଥାବାର୍ତ୍ତା…
Read More...

କେବେ ମନ୍ଦିରରେ ଗୀତ ବୋଲୁଥିଲେ ସୁନିଧୀ ! ଏବେ ବଲିଉଡର ସବୁଠାରୁ ଲୋକପ୍ରିୟ ଗାୟିକା

ସୁନିଧୀ ଚୌହାନ୍ । ଯାହାଙ୍କ ନାଁ ହିଁ ତାଙ୍କ ପରିଚୟ । ନିଜର ମତୁଆଲା କଣ୍ଠର ଯାଦୁରେ ଦୀର୍ଘ ଦୁଇ ଦଶନ୍ଧି ଧରି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍ । କେବଳ ଗାୟିକୀ ନୁହେଁ , ସୌନ୍ଦର୍ଯ୍ୟରେ ବି ଅନେକ ନାୟିକାଙ୍କୁ ଦେଇଛନ୍ତି ମାତ୍ । ୨୦୧୩ରେ ସେ ଏସିୟାର ଶେଷ୍ଠ ୫୦ ସେକ୍ସିଏଷ୍ଟ ମହିଳାଙ୍କ…
Read More...

ରାସ୍ତାରେ ପେନ୍ ବିକ୍ରି କରୁଥିଲେ ଜନି ଲିବର ! ସୁନୀଲ ଦତ୍ତ ଦେଇଥିଲେ ପ୍ରଥମ ସୁଯୋଗ

ବଲିଉଡ଼ର ଲୋକପ୍ରିୟ ହାସ୍ୟଭିନେତା ଜନି ଲିବରଙ୍କର ଆଜି ଜନ୍ମଦିନ । ଜନି ଲିବର ଆନ୍ଧ୍ରପଦେଶରେଏକ ତେଲୁଗୁ କ୍ରିଷ୍ଟିୟାନ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପ୍ରକାଶ ରାଓ । ଜନି ଲିବରଙ୍କ ପରିବାରର କୌଣସି ସଦସ୍ୟ ପୂର୍ବରୁ ସିନେ ଦୁନିଆ ସହ ଜଡ଼ିତ ନଥିଲେ । ଏସବୁ ସତ୍ୱେ ଜନି…
Read More...

ବଢିଲା ଅମିତାଭଙ୍କ ଅଡୁଆ! ପାନାମା ପେପର୍ସ ମାମଲାରେ ଆୟକର ବିଭାଗର ସ୍କାନରରେ ବିଗ୍ ବି

ବଢିଲା ଅମିତାଭଙ୍କ ଅଡୁଆ । ବିଗ୍ ବିଙ୍କ ପିଛା ଛାଡ଼ୁନି ପାନାମା ବିବାଦ । ଏବେ ଏହି ମାମଲା ନେଇ ଆକ୍ରମଣାତ୍ମକ ଅଭିଯାନ କରିଛି ଆୟକର ବିଭାଗ । ଏ ସଂକ୍ରାନ୍ତରେ ଅଧିକ ତଥ୍ୟ ଯୋଗାଡ଼ କରିବାକୁ ଆୟକର ବିଭାଗ ଜଣେ ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ବ୍ରିଟିଶ୍‌ ଭର୍ଜିନ୍‌ ଆଇଲାଣ୍ଡସକୁ ପଠାଇଛି ।…
Read More...

ସଫେଇ ଅଭିଯାନରେ ଅମିତାଭ ! ବନ୍ଧୁଙ୍କ ସହ ମିଶି ମୁମ୍ବାଇର ବର୍ସୋବା ବିଚକୁ କଲେ ସଫା

ବଲିଉଡ଼ର ସେହେନସା ଅମିତାଭ ବଚ୍ଚନ ତାଙ୍କ ପଡ଼ୋଶୀ ଓ ବନ୍ଧୁଙ୍କ ସହ ମିଶି ମୁମ୍ବାଇର ବର୍ସୋବା ବିଚ୍ର ସଫେଇ କରିଛନ୍ତି । ରବିବାର ୟୁଏନ ଆର୍ଥ ଚାମ୍ପିୟନ ଅଫରୋଜ୍ ଶାହାଙ୍କ ସହ ମିଶି ଅମିତାଭ ଏହି ଅଭିଯାନ ଆରମ୍ଭ କରିଥିଲେ । ବର୍ସୋବା ବିଚରେ ଏତେ ମାତ୍ରାରେ ଅଳିଆ ଆବର୍ଜନା ଦେଖି ଅମିତାଭ…
Read More...

ଏହି ମାସରେ ବନ୍ଦ ହୋଇଯିବ ଏହି ଲୋକପ୍ରିୟ ଟିଭି ସୋ’ ! ‘କୁଛ୍ ରଙ୍ଗ ପ୍ୟାର କେ ଐସେ ଭି’ କୁ ଆଉ ଦେଖିପାରିବେନି ଦର୍ଶକ

ସୋନି ଟିଭି ନିଜର ଏକ ଲୋକପ୍ରିୟ ଟିଭି ସୋ’କୁ ବନ୍ଦ କରିବାକୁ ଯାଉଛି । ଏହା ନିଶ୍ଚିତ ରୂପେ ଏକ ଦୁଃଖଦ ଖବର ସୋନି ଟିଭିର ଏହି ସୋ’ ‘କୁଛ୍ ରଙ୍ଗ ପ୍ୟାର କେ ଐସେ ଭି’ର ପ୍ରେମରେ ପଡିଥିବା ଦର୍ଶକଙ୍କ ପାଇଁ । ଖୁବ୍ ଶୀଘ୍ର ଏହି ସୋ’ର ପ୍ରସାରଣରେ ପୂର୍ଣ୍ଣଚ୍ଛେଦ ପଡିଯିବ । ମୁମ୍ବାଇ ମିରର୍…
Read More...

୫୪ ବର୍ଷରେ ଶ୍ରୀଦେବୀ : ଆଜି ଏହି ଅଭିନେତ୍ରୀଙ୍କ ଜନ୍ମଦିନ

ବଲିଉଡରେ ଆଜିଯାଏ ନିଜର ଫିଲ୍ମ ଦ୍ୱାରା ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି ଶ୍ରୀଦେବୀ । ନିଜର ସୁନ୍ଦର ଚେହେରା ପାଇଁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ ତାଙ୍କୁ । ଆଜି ଏହି ଅଭିନେତ୍ରୀଙ୍କ ଜନ୍ମଦିନ । ୫୪ ବର୍ଷରେ ପହଁଚିଲେ ଶ୍ରୀଦେବୀ । ୧୩ ଅଗଷ୍ଟ ୧୯୬୩ରେ ଶିବକାଶୀ ତାମିଲନାଡୁରେ ଜନ୍ମ…
Read More...