Browsing Category

ମନୋରଞ୍ଜନ

ସୁଟିଂ ସମୟରେ ଆହତ ହେଲେ ବିଗ୍ ବି ! ଯନ୍ତ୍ରଣା ସତ୍ତ୍ୱେ ଜାରି ରଖିଲେ ସୁଟ୍

ବିଗ୍ ବିଙ୍କ ପ୍ରଶଂସକଙ୍କ ପାଇଁ ଦୁଃଖ ଖବର । ସୁଟିଂ ସେଟରେ ଆହତ ହୋଇଛନ୍ତି ବଲିଉଡର ମହାନାୟକ ଅମିତାଭ୍ ବଚ୍ଚନ । ଆଗାମୀ ସିନେମା ‘ଠଗ୍ସ ଅଫ୍ ହିନ୍ଦୋସ୍ତାନ’ର ସୁଟିଂ ସମୟରେ ବିଗ୍ ବି ଦୁର୍ଘଟଣାର ଶିକାର ହୋଇଛନ୍ତି । ସିନେମାର ଏକ ସିନ୍ ସୁଟିଂ କରିବା ବେଳେ ଅମିତାଭଙ୍କ ପାଦ ଫ୍ୟାକ୍ଚର ହୋଇଛି…
Read More...

ଧମାଲ୍ କରୁଛି ‘ଟଏଲେଟ୍ ଏକ୍ ପ୍ରେମ କଥା’ ! ରିଲିଜର ମାତ୍ର ଦୁଇଦିନ ଭିତରେ ଆୟ ୧୩ କୋଟିକୁ ଛୁଇଁଲା

ବଲିଉଡ ବକ୍ସ ଅଫିସରେ ଧୂମ ମଚାଉଛି ଆକ୍ସନ ଷ୍ଟାର ଅକ୍ଷୟ କୁମାରଙ୍କ ଅଭିନୀତ ସିନେମା ‘ଟଏଲେଟ ଏକ୍ ପ୍ରେମ କଥା’ । ରିଲିଜ ଦିନରେ ହିଁ ଭଲ ବ୍ୟବସାୟ କରିଛି ଅକ୍ଷୟ କୁମାରଙ୍କ ଏହି ସିନେମା । ରିଲିଜର ମାତ୍ର ଦୁଇ ଦିନ ମଧ୍ୟରେ ପାଖାପାଖି ୧୩.୧୦ କୋଟି ଟଙ୍କାର କଲେକ୍ସନ ହୋଇଛି । ତେବେ ଆଗକୁ…
Read More...

କପିଲ୍ ଶର୍ମା ଘୋଷଣା କଲେ ନିଜ ଫିଲ୍ମ ‘ଫିରଙ୍ଗୀ’ର ରିଲିଜ ତାରିଖ

କପିଲ୍ ଶର୍ମା ଗତ କିଛି ମାସରୁ ନିଜର କମେଡି ସୋ’ରେ ଲଗାତାର ନିଜର ଆଗାମୀ ଫିଲ୍ମ ‘ଫିରଙ୍ଗୀ’ର ପ୍ରଚାର କରିଆସୁଛନ୍ତି । ବୁଧବାର ଦିନ ସେ ଏକ ଟ୍ୱିଟ୍ ଜରିଆରେ କହିଥିଲେ ଗୁରୁବାରକୁ ଫିଲ୍ମ ‘ଫିରଙ୍ଗୀ’ ବିଷୟରେ ଏକ ସ୍ପେଶାଲ ଘୋଷଣା କରିବେ । ପ୍ରକୃତରେ କପିଲଙ୍କର ଏ ଘୋଷଣା ଫିଲ୍ମର ରିଲିଜ…
Read More...

ଦୁର୍ଘଟଣାର ଶିକାର ହେଲେ ବଲିଉଡ୍ ନାୟିକା ନେହା ଧୁପିଆ ! ସାହାଯ୍ୟ କରିବା ପରିବର୍ତ୍ତେ ଲୋକମାନେ ଉଠାଇଚାଲିଲେ ସେଲଫି

ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ ନେହା ଧୁପିଆ । ଚଣ୍ଡିଗଡରେ ଏୟାରପୋର୍ଟ ଯିବା ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି ନେହା । ତେବେ ଏହି ଦୁର୍ଘଟଣାରେ ଯଦିଓ ନେହା ଏବଂ ତାଙ୍କ ଟିମର କୌଣସି କ୍ଷତି ହୋଇନାହିଁ ତଥାପି ସଦମାରେ ଅଛନ୍ତି ନେହା ଧୁପିଆ । କାରଣ ମାଡ଼ ଯୋଗୁଁ…
Read More...

ଘରର ମହିଳାଙ୍କ ଠାରୁ ମିଳିଲା ଫିଲ୍ମ ‘ପ୍ୟାଡମ୍ୟାନ୍’ ତିଆରି କରିବାର ପ୍ରେରଣା : ଅକ୍ଷୟ କୁମାର

ଗୋଟେ ପଟେ ଅକ୍ଷୟ କୁମାରଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଟଏଲେଟ୍ : ଏକ୍ ପ୍ରେମ୍ କଥା’ ରିଲିଜ ହୋଇଥିବା ବେଳେ , ଅନ୍ୟପଟେ ତାଙ୍କର ଆଗାମୀ ଫିଲ୍ମ ‘ପ୍ୟାଡମ୍ୟାନ୍’ ର ସୁଟିଂ ମଧ୍ୟ ପୁରା ହୋଇସାରିଛି । ଏହି ଫିଲ୍ମରେ ଅକ୍ଷୟଙ୍କ ପତ୍ନୀ ଅଭିନେତ୍ରୀ ଟ୍ୱିଙ୍କଲ ଖାନ୍ନା ପ୍ରଯୋଜକ ଭାବେ ନିଜର ନୂଆ…
Read More...

ରେଡିଓ ଚକ୍‌ଲେଟ୍‌ର ସ୍ୱାଧୀନତା ଦିବସ ଭେଟି ‘ଜୟ ହୋ’

କନକ ବ୍ୟୁରୋ : ୭୧ତମ ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ରାଜ୍ୟର ସବୁଠାରୁ ଲୋକପ୍ରିୟ ଘରୋଇ ଏଫ୍‌ଏମ୍‌ ଷ୍ଟେସନ୍‌ ରେଡିଓ ଚକ୍‌ଲେଟ୍‌ ଆୟୋଜନ କରିବାକୁ ଯାଉଛି ଏକ ବିଶେଷ କାର୍ୟ୍ୟକ୍ରମ। ଆସନ୍ତା ୧୨ ତାରିଖ ଶନିବାର ସଂଧ୍ୟା ୭ଟା ରେ ସ୍ଥାନୀୟ ଏକାମ୍ର ହାଟରେ ଅନୁଷ୍ଠିତ ହେବାକୁ ଯାଉଛି ଏହି…
Read More...

ମାସେ ହେବ ଜେଲରେ ଅଛନ୍ତି ଏହି ପ୍ରସିଦ୍ଧ ଅଭିନେତାଙ୍କ ପତ୍ନୀ ! ମିଳୁନି ଜାମିନ୍, ଲାଗିଛି ସଙ୍ଗୀନ୍ ଅଭିଯୋଗ

ଠିକ୍ ନାହିଁ ଛୋଟ ପରଦାର ବଡ ଅଭିନେତା ଅମିତ୍ ଟଣ୍ଡନଙ୍କ ବ୍ୟକ୍ତିଗତ ଜୀବନ । କାରଣ ଅମିତଙ୍କ ପତ୍ନୀ ରୁବି ମାସେ ହେବ ଅଛନ୍ତି ଜେଲର କାଳକୋଠରୀରେ । ସୂଚନା ମୂତବକ, ଗତ ମାସରେ ଦୁବାଇ ଯାଇଥିଲେ ରୁବି । କିନ୍ତୁ ବୁଲିବାକୁ ଯାଇଥିବା ରୁବି ପହଂଚିଯାଇଛନ୍ତି ଜେଲ ଭିତରେ । କାରଣ ରୁବିଙ୍କ ବିରୋଧରେ…
Read More...

ପରଦାକୁ ଆସିଲା ଫିଲ୍ମ ‘ଟଏଲେଟ୍ : ଏକ୍ ପ୍ରେମ୍ କଥା’

ଫିଲ୍ମ ଫ୍ରାଇଡେରେ ଆଜି ରିଲିଜ୍ ହେଉଛି ‘ଟଏଲେଟ୍ : ଏକ୍ ପ୍ରେମ୍ କଥା’ । ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି ଅକ୍ଷୟ କୁମାର ଏବଂ ଭୂମି ପେଦନେକର ।  ଘରେ ଶୈାଚାଳୟ ତିଆରି କରିବା ଭଳି ସାମାଜିକ କଥାବସ୍ତୁକୁ ନେଇ ତିଆରି ହୋଇଛି ଫିଲ୍ମ । ବକ୍ସ ଅଫିସରେ ଫିଲ୍ମ ଭଲ ବ୍ୟବସାୟ କରିବାର ଆଶା…
Read More...

ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଜିଟାଲ୍ ମିଡିଆ ବିଗବିଙ୍କ କେବିସିରେ ! ଜାଣନ୍ତୁ ସୋ ସଂପର୍କରେ ୫ଟି ବିଶେଷ କଥା

ସୁପରଷ୍ଟାର ଅଭିତାଭ ବଚ୍ଚନଙ୍କ ଲୋକପ୍ରିୟ ରିୟାଲିଟି ଗେମ୍ ସୋ’ କୌନ୍ ବନେଗା କରୋଡପତି (କେବିସି) ଦୀର୍ଘ ୧୭ ବର୍ଷ ଧରି ଟେଲିଭିଜନ ଜଗତରେ ଖୁବ୍ ପ୍ରଶଂସା ସାଉଁଟିଛି । ଯାହାକି ଏବେ ପୁଣି ଥରେ ପ୍ରସାରିତ ହେବାକୁ ଯାଉଛି । ଆଉ ସବୁଥର ଭଳି ଏଥରକ ମଧ୍ୟ ନିଜ ସୁପରହିଟ୍ ସୋ’ରେ ନଜର ଆସିବେ ବିଗବି…
Read More...

ପର ପାରିରେ ଅଭିନେତା ସୀତାରାମ ପାଂଚାଲ୍ ! ଶେଷ ଦିନଯାଏ ଏହି କଳକାର ମାଗିଥିଲେ ସାହାଯ୍ୟ

ପାନ୍ ସିଂହ ତୋମାର ଓ ପିପଲି ଲାଇଭ୍ ଭଳି ଫିଲ୍ମରେ ଅଭିନୟ କରିଥିବା ଅଭିନେତା ସୀତାରାମ ପଂଚାଲଙ୍କର ଗୁରୁବାର ସକାଳ ୮ଟା୩୦ରେ ମୃତ୍ୟୁ ହୋଇଯାଇଛି । ସେ ଗତ ୪ ବର୍ଷ ହେଲା ବୃକକ୍ ଓ ଫୁସଫୁସ୍ କର୍କଟ ରୋଗରେ ପୀଡିତ ଥିଲେ । ଏହି ସମୟରେ ତାଙ୍କ ଓଜନ କମିଯାଇ ୩୦ କିଲୋ ହୋଇଯାଇଥିଲା । ସୀତାରାମ…
Read More...