Browsing Category

ମନୋରଞ୍ଜନ

କେବେ ହେବ ‘ବାହୁବଳୀ’ଙ୍କ ବିବାହ ! ଭଉଣୀ ପ୍ରଗତି କଲେ ଖୁଲାସା

ଏସଏସ ରାଜମୌଲୀଙ୍କ ନିର୍ଦ୍ଦେଶିତ ତଥା ବହୁ ପ୍ରତିକ୍ଷୀତ ସିନେମା ବାହୁବଳୀର ପ୍ରଥମ ଏବଂ ଦ୍ୱିତୀୟ ଭାଗର ମୁଖ୍ୟ ଅଭିନେତା ପ୍ରଭାସ ଅନେକ ଲୋକପ୍ରିୟତା ହାସଲ କରିପାରିଛନ୍ତି । ତେବେ ବାହୁବଳୀର ଦୁଇଟି ଯାକ ଭାଗରେ ସଫଳତା ହାସଲ କରିଥିବା ପ୍ରଭାସଙ୍କୁ ସବୁଠୁ ୱାଂଟେଡ୍ ବ୍ୟାଚେଲର ତାଲିକାରେ ସାମିଲ…
Read More...

ପୁଣି ପରଦାରେ ନଜର ଆସିବେ କରଣ ଜୋହର !

ଜଣେ ନିର୍ଦ୍ଦେଶକ, ପ୍ରଯୋଜକ, ଉପସ୍ଥାପକ,ଜଜ୍ ଭାବରେ ବେଶ୍ ଲୋକପ୍ରିୟତା ପାଇଛନ୍ତି କରଣ ଜୋହର । କିନ୍ତୁ ତାଙ୍କ ଅଭିନୟର ଯାଦୁ ବିଶେଷ ଚାଲିନାହିଁ । ଫିଲ୍ମ ‘ଦିଲୱାଲେ ଦୁଲହନିଆଁ ଲେ ଜାୟେଙ୍ଗେ ’ ହେଉ ଅବା ‘ବମ୍ବେ ଭେଲଭେଟ୍’ ସବୁଥିରେ ତାଙ୍କ ଖରାପ ପ୍ରଦର୍ଶନ କେବଳ ଦର୍ଶକ ନୁହେଁ ତାଙ୍କୁ…
Read More...

ଠାର ମାଧ୍ୟମରେ ସମର୍ପିତ ହେବ ଜାତୀୟ ସଙ୍ଗୀତ ! ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ଦେଶ ଉଦ୍ଦେଶ୍ୟରେ କରିବେ ପ୍ରଦର୍ଶିତ

୭୦ ତମ ସ୍ୱାଧୀନତା ଦିବସର ପୂର୍ବ ଦିନ ସନ୍ଧ୍ୟାରେ ବଲିଉଡ଼ ମହାନାୟକ ଅମିତାଭ ବଚ୍ଚନ ଦେଶର ଦିବ୍ୟାଙ୍କ ଶିଶୁଙ୍କ ପାଇଁ ସାଇନ ଲାଙ୍ଗୁଏଜ ବା ଠାର ମାଧ୍ୟମରେ ପ୍ରସ୍ତୁତ ଜାତୀୟ ସଙ୍ଗୀତ ଦେଶକୁ ସମର୍ପିତ କରିବେ । ଭିଡ଼ିଓ ସହ ଏହାର ଅଡିଓ କନେକ୍ସନ ମଧ୍ୟ ରହିବ । ପାଖାପାଖି ୩.୩୭ ମିନିଟର ଏହି…
Read More...

ଜଣେ ଅଭିନେତ୍ରୀଙ୍କ ପାଇଁ ଅକ୍ଷୟ କୁମାର ବଲିଉଡରେ ପାଦ ରଖିଥିଲେ!

ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ନାଁ ଅନେକ ଅଭିନେତ୍ରୀଙ୍କ ସହ ଯୋଡି ହୋଇସାରିଛି । ସେ ପ୍ରିୟଙ୍କ ଚୋପ୍ରା ହୁଅନ୍ତୁ ବା ରବିନା ଟଣ୍ଡନ୍ । କିନ୍ତୁ ଏହିପରି ଏକ ନାଁ ଅଛି ,ଯାହାଙ୍କ ସହ ଅକ୍ଷୟଙ୍କ ଆଫେୟାର୍ସ ଖୁବ୍ ରହିଥିଲା । କିନ୍ତୁ ବହୁତ କମ୍ ଲୋକ ତାଙ୍କ ବିଷୟରେ ଜାଣନ୍ତି ।…
Read More...

ମଧୁବାଲାଙ୍କ ଡୁପ୍ଲିକେଟ୍ ଥିଲେ ଏହି ନାୟିକା ! ଗୋଟିଏ ଦୁର୍ଘଟଣା ବଦଳାଇଦେଲା ଦୁନିଆ

ବଲିଉଡ୍ ଏବଂ ଅଣ୍ଡରୱଲଡ କନେକ୍ସନ୍ ଅନେକ ପୁରୁଣା ଏବଂ ଗଭୀର । ତେବେ ଏକଥା କାହାକୁ ଅଛପା ନାହିଁ । କେତେବେଳେ ନାୟିକା ମାନଙ୍କ ମନ ଡନ୍ ମାନଙ୍କ ଉପରେ ଚାଲି ଆସିଥାଏ ତ କେତେବେଳେ ଡନ୍ ମାନେ ନାୟିକା ମାନଙ୍କ ପାଇଁ ହୋଇଥାନ୍ତି ପାଗଳ । ସେହିପରି ଜଣେ ଅଣ୍ଡରୱଲଡ ଡନ୍ ଥିଲା ହାଜି ମସ୍ତାନା ଯିଏ…
Read More...

ଐଶ୍ୱର୍ଯ୍ୟାଙ୍କ ସହ ଅଭିନୟ କରିବାକୁ ମନାକଲେ ଅକ୍ଷୟ ଓବରୟ!

ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ବଲିଉଡର ସବୁଠାରୁ ସୁନ୍ଦରୀ ନାୟିକା । ତାଙ୍କ ସହ କାମ କରିବା ପାଇଁ ଅନେକ ନାୟକ ଆଗ୍ରହୀ । ଏପରିକି ଯୁବ ନାୟକ ମଧ୍ୟ ତାଙ୍କ ସହ ପରଦା ଉପରେ ରୋମାନ୍ସ କରିଛନ୍ତି । ଫିଲ୍ମ ଏ ‘ଦିଲ୍ ହୈ ମୁସ୍କିଲ’ରେ ରଣବୀର କପୁରଙ୍କ ସହ ରୋମାନ୍ସ ଏହାର ଏକ ଉଦାହରଣ ।…
Read More...

ଅଡୁଆରେ ରାକ୍ଷୀ ସାୱନ୍ତ ! ନୂଆ ଗିରଫ ୱାରେଂଟ୍ ଜାରି !

ଲୁଧିଆନା କୋର୍ଟ ବଲିଉଡର ଆଇଟମ୍ ଗର୍ଲ ରାକ୍ଷୀ ସାୱନ୍ତଙ୍କ ବିରୋଧରେ ଏକ ନୂଆ ଗିରଫ ୱାରେଂଟ୍ ଜାରି କରିଛି । କୋର୍ଟ ସୂତ୍ରାନୁସାରେ ଗତ ତାରିଖରେ ସେ କୋର୍ଟରେ ହାଜର ନହେବା କାରଣରୁ ଏହି ୱାରେଂଟ୍ ଜାରି କରାଯାଇଛି । ପ୍ରକୃତରେ ରାକ୍ଷୀଙ୍କୁ ଗତ ୭ ଅଗଷ୍ଟରେ କୋର୍ଟରେ ଉପସ୍ଥିତ ପାଇଁ ତାରିଖ…
Read More...

ବଲିଉଡ଼ରେ ଲାଗିଲା ବାହୁବଲୀ-୨ ଗ୍ରହଣ ! ୪ ମାସରେ ହେଲା ୩୦ ସିନେମା ଫ୍ଲପ୍

୨୦୧୭ରେ ସଲମାନ ଖାନଙ୍କ ସିନେମା ‘ଟ୍ୟୁବଲାଇଟ୍' ରଣବୀର କପୁରଙ୍କ ‘ଜଗା ଜାସୁସ୍’ ଓ ଶାହାରୁଖ ଖାନଙ୍କ ‘ଜବ ହ୍ୟାରୀ ମେଟ ସେଜଲ’ରୁ ସିନେ ଜଗତ ଅନେକ କିଛି ଆଶା କରିଥିଲା । କିନ୍ତୁ ଏସବୁ ସିନେମା ଦର୍ଶକଙ୍କୁ ନିରାଶ କରିଛି । ତେବେ ଏଇଠି ପ୍ରଶ୍ନ ଉଠୁଛି, ଏପରି କାହିଁକି ହେଲା । ଏହା…
Read More...

ଅନ୍ତରଙ୍ଗ ଦୃଶ୍ୟ କରିଛୁ, କୌଣସି ପର୍ଣ୍ଣ ସିନେମା ନୁହେଁ ! ଫିଲ୍ମ ବାଦଶାହୋକୁ ନେଇ ଅଜୟ ଦେବଗନଙ୍କ ବଡ ବୟାନ୍

ଅଜୟ ଦେବଗନ୍ ଏବଂ ଇମ୍ରାନ୍ ହାସମୀଙ୍କ ଆଗାମୀ ସିନେମା ବାଦଶାହୋର ଟ୍ରେଲର୍ ରିଲିଜ୍ ହୋଇସାରିଛି । ଯେଉଁଥିରେ ଅଜୟ ଏବଂ ଇଲିୟାନା ଡିକ୍ରୁଜଙ୍କ କିଛି ଅନ୍ତରଙ୍ଗ ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଶୁଣିବାକୁ ମିଳିଛି ଯେ ସିନେମାରେ ଅଜୟ ଏବଂ ଇଲିୟାନାଙ୍କ କିଛି ଅନ୍ତରଙ୍ଗ ଦୃଶ୍ୟରେ ସେନ୍ସରର…
Read More...

ଠିକ୍ ନାହିଁ ଷ୍ଟାରଙ୍କ ଷ୍ଟାର୍ ! ବଲିଉଡକୁ ଲାଗିଛି କାହାର ନଜର ?

ଷ୍ଟାରଙ୍କ ଷ୍ଟାର୍ ଭଲନାହିଁ । ଲାଗୁଛି ବଲିଉଡକୁ କାହାର ନଜର ଲାଗିଯାଇଛି । କାରଣ ଜଣେ ନୁହେଁ ଚାରିଜଣ ପ୍ରତିଷ୍ଠିତ ତଥା ଲୋକପ୍ରିୟ ତାରକା ଅସୁସ୍ଥ ଅଛନ୍ତି । ପ୍ରଥମେ ଖବର ଆସିଲା ଟ୍ରାଜେଡି କିଙ୍ଗ୍ ଦିଲ୍ଲୀପ୍ କୁମାର ଅସୁସ୍ଥ ଅଛନ୍ତି । ବିର୍ତ୍ତମାନ ସେ ଚିକିତ୍ସିତ ହେଉଛନ୍ତି । ତେବେ ଖବର…
Read More...