Browsing Category

ନିର୍ବାଚନ ଖବର

ସମସ୍ତ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କୁ ନିର୍ବାଚନ କମିସନଙ୍କ କଡ଼ା ତାଗିଦ ! ସେନାର କାର୍ଯ୍ୟକଳାପକୁ ପ୍ରଚାରରେ ସାମିଲ…

କନକ ବ୍ୟୁରୋ : ସମ୍ପ୍ରତି ନିର୍ବାଚନୀ ପ୍ରଚାରରେ ସେନାବାହିନୀର କାର୍ଯ୍ୟକଳାପକୁ ବ୍ୟବହାର କରାଯାଉଥିବାରୁ ନିର୍ବାଚନ କମିସନ୍‌ ଏଥିରେ ‌ଘୋର୍‌ ଅସନ୍ତୋଷ ପ୍ରକାଶ କରିଛନ୍ତି । ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନେ ସେମାନଙ୍କ ନିର୍ବାଚନୀ ପ୍ରଚାରରେ ସେନାର କୌଣସି କାର୍ଯ୍ୟକଳାପକୁ ମାଧ୍ୟମ…
Read More...

ଜୟପୁର ରାଜନୀତି ସରଗରମ ! ଜୟପୁରରୁ ନିର୍ବାଚନ ଲଢ଼ିବେ ବିଏସପି ନେତା କୃଷ୍ଣଚନ୍ଦ୍ର ଶଗରିଆ

କନକ ବ୍ୟୁରୋ : ଜୟପୁର ବିଧାନସଭା ଆସନରୁ ଲଢ଼ିବେ ବିଏସପି ନେତା ତଥା କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ । ଖୋଦ୍‌ ସଗରିଆ ଏମିତି ସଙ୍କେତ ଦେଇଛନ୍ତି । ଏପରିକି ଜୟପୁର ବିଧାନସଭା ଅଂଚଳରେ ଗତକାଲି ସାଧାରଣ ସଭା କରି ଜନ ସମର୍ଥନ ଲୋଡ଼ିଛନ୍ତି । କୃଷ୍ଣଙ୍କ ଏମିତି ନିଷ୍ପତ୍ତି…
Read More...

ନିର୍ବାଚନ ଯୁଦ୍ଧ ପାଇଁ କେତେ ଜଣ କଲେଣି ନାମାଙ୍କନପତ୍ର ଦାଖଲ? ଜାଣନ୍ତୁ ପୂରା ତାଲିକା

କନକ ବ୍ୟୁରୋ :  ୨୦୧୯ ନିର୍ବାଚନ ମହାସମର ପାଇଁ ନାମାଙ୍କନ ପତ୍ର ପାଇଁ ତାରିଖ ଘୋଷଣା ହେବା ପରେ ଏବେ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ଥୀଙ୍କ ଭିଡ ଦେଖିବାକୁ ମିଳୁଛି । ନାମାଙ୍କନ ପତ୍ର ଦାଖଲ କରିବା ପାଇର୍ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି । ଆଜି ବିଜେଡି…
Read More...

ଶକ୍ତି ସଂଗ୍ରହ କରୁଛି ବିଜେପି ! ପଦ୍ମ ଧରୁଛନ୍ତି ଅନ୍ୟ ଦଳର ଅସନ୍ତୁଷ୍ଟ ପ୍ରାର୍ଥୀ, ଗେରୁଆ କ୍ୟାମ୍ପରେ ନାହାନ୍ତି କି…

କନକ ବ୍ୟୁରୋ : ଫାଇନାଲ ପାଇଁ ଶକ୍ତି ଗୋଟାଉଛି ରାଜ୍ୟ ବିଜେପି । ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ଲୋକପ୍ରିୟ ନେତାଙ୍କୁ ଦଳରେ ମିଶାଉଛି ଗେରୁଆ ଦଳ । ବିଗତ କିଛି ଦିନ ଭିତରେ ଅନେକ ନେତା ନିଜ ଦଳ ଛାଡ଼ି ବିଜେପି ଗଡ଼ରେ ସାମିଲ ହେଉଛନ୍ତି । ବିଜେଡ଼ିରେ ଟିକେଟ ପାଇନଥିବା ନେତା ବିଜେପିରେ…
Read More...

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ : ନିର୍ବାଚନ କମିସନଙ୍କ ନିକଟରେ ଫେରାଦ ହେଲେ ଉଭୟ ବିଜେଡ଼ି ଓ ବିଜେପି

କନକ ବ୍ୟୁରୋ : ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ସାରା ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଛି । ତେବେ ଏସବୁ ଭିତରେ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଯାଇଛି ଆରୋପ ପ୍ରତ୍ୟାରୋପର ପର୍ବ । ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ନେଇ ଶାସକ ଦଳ ଓ ବିଜେପି ଉଭୟ ନିର୍ବାଚନ କମିସନଙ୍କ ନିକଟରେ…
Read More...

ବିଜେଡିକୁ ପ୍ରତ୍ୟୁଷାଙ୍କ ବାଏ ବାଏ, ଖୁବଶୀଘ୍ର ଧରିପାରନ୍ତି କଂଗ୍ରେସର ହାତ? ନୟାଗଡ ଆସନରୁ ଲଢିବା ନେଇ ବଢିଲା ଚର୍ଚ୍ଚା…

କନକ ବ୍ୟୁରୋ : ବିଜେଡିକୁ ବାଏ ବାଏ କରିବା ପରେ ଏବେ କେଉଁ ଶିବିରରେ ଏଣ୍ଟ୍ରି କରିବେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ । ଏପରିକି ବିଧାନସଭା ନା ଲୋକସଭା ପାଇଁ ପ୍ରତ୍ୟୁଷା ମୈଦାନକୁ ଓହ୍ଲାଇବେ ତାହାକୁ ନେଇ ଏବେ ମଧ୍ୟ ସସପେନ୍ସ ରହିଛି । ତେବେ ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ବଡ…
Read More...

ପୁଣି ମୋଦିଙ୍କୁ ଟାର୍ଗେଟ କଲେ କେଜରିୱାଲ ! ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଲେ ପିଲାଙ୍କୁ ଚୌକିଦାର କରିବା ପାଇଁ ଚାହିଁଲେ…

କନକ ବ୍ୟୁରୋ : ‘ମେଁ ଭି ଚୌକିଦାର’ କ୍ୟାମ୍ପେନକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଏହି କ୍ୟାମ୍ପେନକୁ ନେଇ ବିରୋଧୀ ସବୁବେଳେ ମୋଦିଙ୍କୁ ସମାଲୋଚନା କରୁଛନ୍ତି । ଏପ୍ରସଙ୍ଗରେ ଆଜି ଆମ ଆଦମି ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ନିଜ ପିଲାଙ୍କୁ…
Read More...

ବିଜେପିରେ ଯୋଗଦେବେ ସୁକାନ୍ତ ନାୟକ ! ଦଳ ଅଣଦେଖା କରୁଥିବା କହି ବିଜେଡ଼ି ଛାଡ଼ିଥିଲେ ନୀଳଗିରି ବିଧାୟକ

କନକ ବ୍ୟୁରୋ : ପାଖେଇ ଆସୁଛି ନିର୍ବାଚନ । ଆଉ ଏତିକି ବେଳେ ଦଳଡିଆଁ ରାଜନୀତି ଯୋଗୁଁ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ଶେଷମୁହୂର୍ତ୍ତରେ ନେତାମାନେ ଅନ୍ୟ ଦଳରେ ଯୋଗଦେବା ପାଇଁ ପ୍ରସ୍ତୁତି କରୁଛନ୍ତି । କିଏ କେଉଁ ଦଳ ଛାଡୁଛନ୍ତି ଓ କେଉଁ ଦଳରେ କିଏ ସାମିଲ ହେଉଛନ୍ତି ତାକୁ ନେଇ ବଢ଼ିବାରେ…
Read More...

ନିର୍ବାଚନ ଲଢ଼ିବେ କିନ୍ନର ପ୍ରାର୍ଥୀ । ଯାଜପୁର କୋରେଇ ବିଧାନସଭା ଆସନ ପାଇଁ ପ୍ରତିଦ୍ୱନ୍ଦିତା କରିବେ କାଜଲ

କନକ ବ୍ୟୁରୋ : ନିର୍ବାଚନ ତାରିଖ ଘୋଷଣା ହେବା ପରେ ସାରା ଦେଶରେ ଏବେ ନିର୍ବାଚନ ମାହୋଲ ଦେଖିବାକୁ ମିଳିଛି । ତେବେ କେଉଁ ଆସନରେ କିଏ ପ୍ରାର୍ଥୀ ହେବ ତାହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଯାଜପୁରରୁ ନିର୍ବାଚନ ଲଢ଼ିବେ କିନ୍ନର ପ୍ରାର୍ଥୀ । ଯାଜପୁର କୋରେଇ ବିଧାନସଭା ଆସନରୁ ନିର୍ବାଚନ…
Read More...

କେତେ ସତ ହେବ ସର୍ଭେ ରିପୋର୍ଟ? ୨୧ରୁ ୧୮ରେ ବାଜି ମାରିବ ବିଜେଡି, ବିଜେପି ଦେବ କଡା ଟକ୍କର । ଖାତା ଖୋଲିପାରେ କଂଗ୍ରେସ…

କନକ ବ୍ୟୁରୋ : ୨୦୧୯ରେ ପୁଣିଥରେ ଓଡିଶାରେ ବିଜେଡି ଦେଖାଇବ ବଳ । ମୋଟ ୨୧ଟି ଲୋକସଭା ଆସନରୁ ୧୮ଟି ଆସନରେ ବିଜୟ ବାନା ଉଡାଇବ ବିଜେଡି । କାମ ଦେବନି ମୋଦି ମ୍ୟାଜିକ । ତେବେ ୨୦୧୯ରେ ୨୦୧୪ ଭଳି ସଫଳତା ବିଜେଡିକୁ ମିଳିନପାରେ । ବିଜେପି ଓ କଂଗ୍ରେସ ଗତ ନିର୍ବାଚନ ଠାରୁ ଭଲ ପ୍ରଦର୍ଶନ କଲେ ମଧ୍ୟ…
Read More...