Browsing Category

ନିର୍ବାଚନ ଖବର

ରଦ୍ଦ ହୋଇପାରେ ୫ ବିଧାୟକଙ୍କ ସଭ୍ୟ ପଦ! ଦଳ ଛାଡିଥିବା ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବାକୁ ବାଚସ୍ପତିଙ୍କ ନିକଟରେ…

କନକ ବ୍ୟୁରୋ : ମହଙ୍ଗା ପଡିପାରେ ଦଳ ପରିବର୍ତ୍ତନ  । ଆଯୋଗ୍ୟ ଘୋଷିତ ହେବେ ୫ଜଣ ବିଜେଡି ବିଧାୟକ । ଏମାନଙ୍କ ସଭ୍ୟପଦ ରଦ୍ଦ କରିବା ନେଇ ବାଚସ୍ପତିଙ୍କ ନିକଟରେ ଆବେଦନ କରିଛି ବିଜେଡି । ନିକଟରେ ଦଳ ଛାଡିଥିବା ୫ଜଣ ବିଧାୟକ ଆସିକାର ଦେବରାଜ ମହାନ୍ତି, ନୀଳଗିରି ବିଧାୟକ ସୁକାନ୍ତ ନାୟକ,…
Read More...

ବିଜେପି ସହ ୪୦ ବର୍ଷର ସର୍ମ୍ପକ ଛିନ୍ନ କଲେ ରାଜକିଶୋର । ରାଜ୍ୟ ଉପସଭାପତି ସହ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା…

କନକ ବ୍ୟୁରୋ : ବିଜେପି ଛାଡିଲେ ରାଜକିଶୋର । ବିଜେପିର ରାଜ୍ୟ ଉପସଭାପତି ରାଜକିଶୋର ଦାସ । ବିଜେପିର ରାଜ୍ୟ ଉପସଭାପତି ପଦ ସହ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ରାଜକିଶୋର । ନିଜର ଇସ୍ତଫା ପତ୍ର ସେ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇବା ତୁରନ୍ତ ଏହାକୁ ଗ୍ରହଣ କରିବାକୁ…
Read More...

ନବୀନଙ୍କୁ ଭେଟିବା ପରେ ମଧ୍ୟ ଦିଲ୍ଲୀପଙ୍କ ରାଜନୈତିକ ଭବିଷ୍ୟତ ଚର୍ଚ୍ଚାରେ ପଡୁନାହିଁ ପୂର୍ଣ୍ଣଛେଦ! ବିଜୟଙ୍କ ସ୍ଥିତି…

କନକ ବ୍ୟୁରୋ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ହେଭିେଓ୍ଵଟ ନେତା ଦିଲ୍ଲୀପ ରାୟ ବିଜୁ ଜନତା ଦଳକୁ ଆସିବେ ତ ? ଏ ପ୍ରଶ୍ନ ସର୍ବସାଧାରଣଙ୍କ ମଧ୍ୟରେ ବର୍ତ୍ତମାନ ଆନ୍ଦୋଳିତ ହେଉଛି। ଦିଲ୍ଲୀପ ଗତ ଶନିବାର ସଂଧ୍ୟାରେ ନବୀନ ନିବାସ ଆସି ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ପ୍ରାୟ ଅଧ…
Read More...

ଆସନ୍ତାକାଲି ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ । ନୟାଗଡରୁ ନିର୍ବାଚନ ଯୁଦ୍ଧ ପାଇଁ ନବୀନ ଦେବେ ରଣହୁଙ୍କାର

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯୁଦ୍ଧ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବାକୁ ଅଣ୍ଟା ଭିଡିଲେଣି ୩ ରାଜନୈତିକ ଦଳ । ଆଉ ଏଭଳି ସ୍ଥିତିରେ ଆସନ୍ତାକାଲି ପ୍ରଚାର ମୈଦାନକୁ ଓହ୍ଲାଇବାକୁ ଯାଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ଏଥିପାଇଁ ନୟାଗଡକୁ ବାଛିଛନ୍ତି ନବୀନ । ଆଦର୍ଶ ଆଚରଣବିଧି…
Read More...

ଟିକେଟ୍ ଦେଲାନି କଂଗ୍ରେସ, ପାରଳାରୁ ସ୍ୱାଧୀନ ଲଢ଼ିବେ ତିରୁପତି ପାଣିଗ୍ରାହୀ ।

କନକ ବ୍ୟୁରୋ: ଟିକେଟ୍ କଂଗ୍ରେସ ଦେଲାନି ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ପାରଳାଖେମୁଣ୍ଡି କଂଗ୍ରେସ ନେତା ତିରୁପତି ପାଣିଗ୍ରାହୀ । ଆସନ୍ତା ନିର୍ବାଚନରେ ତିରୁପତି ସ୍ୱାଧୀନ ଭାବେ ଲଢ଼ିବାକୁ ନିଷ୍ପତି ନେଇଛନ୍ତି । ଏନେଇ ତିରୁପତି ତାଙ୍କ ସମର୍ଥକଙ୍କ ସହ ପାରଳାଖେମୁଣ୍ଡି ଉପ-ଜିଲ୍ଲାପାଳ…
Read More...

ବିଜେପୁରରୁ ବିଜେପିର କିଏ ? ୧୨୧ଟି ବିଧାନସଭା ପ୍ରାର୍ଥୀ ଘୋଷଣା ପରେ ମଧ୍ୟ ବିଜେପୁର ପାଇଁ ଛିଣ୍ଡୁନି ଅଙ୍କ ।

କନକ ବ୍ୟୁରୋ: ବିଜେପୁର ବିଧାନସଭା ଆସନ ପାଇଁ ଦ୍ୱନ୍ଦରେ ବିଜେପି । କାରଣ ଚଳିତ ନିର୍ବାଚନରେ ବିଜେପୁର ଆସନରୁ ଲଢ଼ିବାକୁ ଖୋଦ୍ ବିଜେଡି ସୁପ୍ରିମୋ ରଣହୁଙ୍କାର ଦେବାପରେ ଏବେ ଏଠାରେ ରାଜନୀତି ପାଣିପାଗ ବଦଳିବାରେ ଲାଗିଛି । ବିଜେଡି ସୁପ୍ରିମୋଙ୍କୁ ଚେକମେଟ୍ ଦେବାକୁ କଂଗ୍ରେସ ରିପୁନାଥ ସେଠଙ୍କୁ…
Read More...

ବିଜେପିରେ ବଢୁଛି ବିଦ୍ରୋହ! ଅସନ୍ତୁଷ୍ଟ ନେତା ଦେଲେଣି ଦଳ ବିରୋଧରେ ରଣ ହୁଙ୍କାର, କେଉଁଠି ପାର୍ଟି ଅଫିସରେ ତାଲା ପଡିଛି…

କନକ ବ୍ୟୁରୋ : ନିର୍ବାଚନ ଯୁଦ୍ଧ ଆରମ୍ଭ ପୂର୍ବରୁ ବିଜେପିରେ ଦେଖାଦେଲାଣି ବିଦ୍ରୋହ । ଖାସକରି ଟିକେଟ ଘୋଷଣା ପରେ ଏହି ବିଦ୍ରୋହର ନିଆଁ ଉଗ୍ର ରୂପ ଧାରଣ କରିଛି । ଦଳଡିଆଁ ନେତାଙ୍କୁ ଗୁରୁତ୍ୱ ଦେଇ ପୁରୁଣା କର୍ମୀ ଓ ନେତା ଅଣଦେଖା କରାଯାଉଥିବାରୁ ରାଜ୍ୟର ଅନେକ ସ୍ଥାନରେ ବିଜେପିର ବିଦ୍ରୋହୀ…
Read More...

ରୋଚକ ସ୍ଥିତିରେ ବରଗଡ଼ ଲୋକସଭା ଆସନ । ବିଜେଡି-ବିଜେପିର ପୁରୁଖା ନେତାଙ୍କ ସହ ଲଢ଼ିବେ କଂଗ୍ରେସର ନୂଆ ମୁହଁ ।

କନକ ବ୍ୟୁରୋ: ରୋଚକ ମୋଡ଼ରେ ବରଗଡ଼ ରାଜନୀତି । ଉଭୟ ଶାସକ ଓ ବିରୋଧୀଙ୍କ ମଧ୍ୟରେ ହେବ କଡ଼ା ମୁକାବିଲା । କାରଣ ତିନି ଦଳ ପକ୍ଷରୁ ଗତ ୨୦୧୪ରେ ଟିକେଟ୍ ପାଇ ବରଗଡ଼ ଲୋକସଭା ଆସନରେ ଲଢ଼ିଥିବା ପ୍ରାର୍ଥୀଙ୍କୁ ଦଳ ପ୍ରତ୍ୟାଖାନ କରି ପ୍ରାର୍ଥୀ ବଦଳାଇଛି । ଯାହାକୁ ନେଇ ବରଗଡ଼ରେ ରୋଚକ ସ୍ଥିତି ଦେଖିବାକୁ…
Read More...

ନିର୍ବାଚନୀ ମଇଦାନରେ ହେମାନନ୍ଦ ବିଶ୍ୱାଳଙ୍କ ଦୁଇ ଝିଅ ! ଜଣେ ବିଜେଡ଼ିରୁ ଆଉ ଜଣେ କଂଗ୍ରେସରୁ ଲଢ଼ିବେ ନିର୍ବାଚନ

କନକ ବ୍ୟୁରୋ : ବଡ଼ ଭଉଣୀ ବିଜେଡ଼ି ପ୍ରାର୍ଥୀ । ଆଉ ସାନ ଭଉଣୀ କଂଗ୍ରେସ ପ୍ରାର୍ଥୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ଦୁଇ ଝିଅ ଏଥର ନିର୍ବାଚନ ମଇଦାନରେ ଅଛନ୍ତି । ହେମାନନ୍ଦଙ୍କ ବଡ଼ ଝିଅ ସୁନୀତା ବିଶ୍ୱାଳ ବିଜୁ ଜନତା ଦଳର ଟିକେଟରେ ସୁନ୍ଦରଗଡ଼…
Read More...

ସୁବାଷ ଚୌହାନଙ୍କ ଟିକେଟ କଟିଲା, ବରଗଡ଼ରୁ ସୁରେଶ ପୂଜାରୀଙ୍କୁ ଲୋକସଭା ପ୍ରାର୍ଥୀ କଲା ବିଜେପି ! ଧର୍ମେନ୍ଦ୍ର…

କନକ ବ୍ୟୁରୋ : ଟିକେଟ କଟିବା ପରେ ଅସନ୍ତୋଷ ବଢ଼ିଲା । ଆଜି ମଧ୍ୟରାତ୍ରରେ ବିଜେପି ୨୨ ବିଧାନସଭା ଓ ୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବରଗଡ଼ ଲୋକସଭା ଆସନ ପାଇଁ ସୁରେଶ ପୂଜାରୀଙ୍କୁ ଟିକେଟ ଦେଇଛି ଦଳ । ଏହି ଆସନରୁ ଟିକେଟ ପାଇବା ପାଇଁ ଆଶାୟୀ ପ୍ରାର୍ଥୀ ସୁବାଷ…
Read More...