Browsing Category

ନିର୍ବାଚନ ଖବର

ଛିଣ୍ଡୁନି ବିଜେପି ଅଙ୍କ! ଏଯାଏଁ ପ୍ରକାଶ ପାଇଲାନି ବିଜେପି ପ୍ରାର୍ଥୀ ତାଲିକା, ଅନ୍ୟ ଦଳର ଅସନ୍ତୁଷ୍ଟଙ୍କୁ ଅପେକ୍ଷା…

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ତାରିଖ ପାଖେଇ ଆସୁଥିବା ବେଳେ ବିଜେପି ପ୍ରାର୍ଥୀ ତାଲିକାକୁ ନେଇ ରହସ୍ୟ ବଢୁଛି । ଆଉ ଏହି ବିଳମ୍ବକୁ ନେଇ ଆରୋପ ପ୍ରତ୍ୟାରୋପର ପର୍ବ ବି ଦେଖିବାକୁ ମିଳିଛି । ବିଜେଡି କହିଛି ବିଜେପି ପାଖରେ ପ୍ରାର୍ଥୀ ନାହିଁ, ତେଣୁ ସେମାନେ ଅନ୍ୟ ଦଳର…
Read More...

କୋରାପୁଟ ରାଜନୀତିରେ ଦେଖିବାକୁ ମିଳିପାରେ ହାଇଭୋଲଟେଜ୍ ଡ୍ରାମା! ବାପା-ପୁଅ ମଧ୍ୟରେ ହୋଇପାରେ ଟକ୍କର, ଜୟରାମ ପାଙ୍ଗୀ…

କନକ ବ୍ୟୁରୋ : ନିର୍ବାଚନ ମଇଦାନରେ ମୁହାଁମୁହିଁ ହେବେ ବାପପୁଅ । ଏଭଳି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିପାରେ ପଟାଙ୍ଗୀ ବିଧାନସଭା ଓ କୋରାପୁଟ ସଂସଦୀୟ କ୍ଷେତ୍ର ନିର୍ବାଚନରେ । ବିଜେପି ନେତା ବାପା ଜୟରାମ ପାଙ୍ଗି ଓ ବିଜେଡି ନେତା ପୁଅ ଅଶୋକ ପାଙ୍ଗିଙ୍କ ମଧ୍ୟ ଟକ୍କର ହେବା ସମ୍ଭାବନା ରହିଛି…
Read More...

ବିଜେଡିକୁ ବାଏ ବାଏ କଲେ ମୋହନା ବିଧାୟିକା ବାସନ୍ତୀ ମଲ୍ଲିକ । ଟିକେଟ ନ ପାଇବାରୁ ଥିଲେ ଅସନ୍ତୁଷ୍ଟ, ଜାଣନ୍ତୁ…

କନକ ବ୍ୟୁରୋ : ବିଜେଡି ଛାଡିଲେ ମୋହନା ବିଧାୟିକା ବାସନ୍ତୀ ମଲ୍ଲିକ । ଟିକେଟ ନମିଳିବା ନେଇ ଅସନ୍ତୁଷ୍ଟ ଥିବା ବାସନ୍ତୀ ଆଜି ଦଳର ପ୍ରାଥମିକ ପଦରୁ ଇସ୍ତଫା ଦେଇଛନ୍ତ । ନିଜ ଇସ୍ତଫାପତ୍ର ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି ବାସନ୍ତୀ । ଯେଉଁଥିରେ ନିଜ ଇସ୍ତଫାର…
Read More...

‘ହାତ’ ଛାଡ଼ିଲେ ଦେବୀ ପ୍ରସନ୍ନ ଚାନ୍ଦ । ଦଳ ଅଣଦେଖା କରୁଥିବା ଅଭିଯୋଗ କରି ଦଳ ଛାଡ଼ିଲେ ଜଳେଶ୍ୱର ପୂର୍ବତନ ବିଧାୟକ

କନକ ବ୍ୟୁରୋ : କଂଗ୍ରେସ ଛାଡ଼ିଲେ ଜଳେଶ୍ୱରର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ । କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଦେବୀ । ଦଳରେ ଅଣଦେଖା କରାଯାଇଥିବା ନେଇ ଇସ୍ତଫାପତ୍ରରେ ଦର୍ଶାଇଛନ୍ତି  । ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଜଳେଶ୍ୱର ବିଧାୟକ ଥିଲେ ଦେବୀ ପ୍ରସନ୍ନ ଚାନ୍ଦ ।…
Read More...

ଆଜି ୯ଟି ଆସନ ପାଇଁ ଟିକେଟ ଘୋଷଣା କରିପାରେ ବିଜେଡି ! କାହାକୁ ସୁଯୋଗ ଦେବେ ବିଜେଡ଼ି ସୁପ୍ରିମୋ ?

କନକ ବ୍ୟୁରୋ : ଆଜି ୯ଟି ଆସନରେ ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ବିଜେଡି ୯ ଲୋକସଭା ଓ ୫୪ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କିଛି ଆସନରେ ବିଭିନ୍ନ କାରଣରୁ ପ୍ରାର୍ଥୀଙ୍କ ନାଁ ଝୁଲିରହିଥିଲା । ପ୍ରଥମ ପର୍ଯ୍ୟାୟ ପାଇଁ ଆସନ୍ତା ୨୫…
Read More...

ରୋଚକ ସ୍ଥିତିରେ କଣ୍ଟାବାଞ୍ଜି ଆସନ : ଚେର କାଟିବାକୁ ବିଦ୍ରୋହୀଙ୍କ ସଜବାଜ

କନକ ବ୍ୟୁରୋ : କଣ୍ଟାବାଞ୍ଜି ଆସନ ମୁରିବାହାଲ, ବଙ୍ଗୋମୁଣ୍ଡା, ତୁରେକେଲା ବ୍ଲକ ଏବଂ କଂଟାବାଞ୍ଜି ଏନଏସି (୧୬ଟି ୱାର୍ଡ) କୁ ନେଇ ଗଠିତ । ୨ ଲକ୍ଷ ୭୩ ହଜାର ୬୭୮ ଭୋଟର। ଚଳିତ ନିର୍ବାଚନରେ ତିନି ପ୍ରମୁଖ ଦଳ ନିଜ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ଭୋଟରମାନଙ୍କୁ କେମିତି ଆକୃଷ୍ଟ କରିବେ ସେ…
Read More...

ବିଜେଡ଼ିରେ ଯୋଗଦେବେ ସାଧୁ ନେପାକ୍ ! ଟିକେଟ ନମିଳିବାରୁ କଂଗ୍ରେସ ଛାଡ଼ିଥିଲେ ବରଗଡ଼ର ପୂର୍ବତନ ବିଧାୟକ  

କନକ ବ୍ୟୁରୋ : ହାତ ଛାଡ଼ିବା ପରେ ଏବେ ଶଙ୍ଖ ଫୁଙ୍କିବେ ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ୍ । ଟିକେଟ ନମିଳିବାରୁ ସାଧୁ ଏବେ ବିଜେଡ଼ିମୁହାଁ । ଆଗାମୀ ଦୁଇ ଦିନ ମଧ୍ୟରେ ବିଜେଡ଼ିରେ ସାମିଲ ହୋଇପାରନ୍ତି ସାଧୁ । କଂଗ୍ରେସରୁ ଇସ୍ତଫା ଦେବାପରେ ସାଧୁ ନେପାକ୍ ଏବେ ଭୁବନେଶ୍ୱରରେ । ବିଶ୍ୱସ୍ତ…
Read More...

‘କବିତା-୧୯୬୨’ ର କବି ୧୯୬୧ ନିର୍ବାଚନରେ

ସାହିତ୍ୟ ଓ ରାଜନୀତିର ସମ୍ପର୍କ ତଥା ସାହିତ୍ୟିକମାନଙ୍କର ନିର୍ବାଚନ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ ପ୍ରସଙ୍ଗକୁ ନେଇ ଏବେ ବିତର୍କ ଓ ଆଲୋଚନା ଚାଲିଥିବାବେଳେ ମନକୁ ଆସେ ଓଡ଼ିଶାର ଜଣେ ବରେଣ୍ୟ କବିଙ୍କ କଥା ଯେ କି ୧୯୬୧ ମସିହା ବିଧାନସଭା ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ। କବିତା…
Read More...

କଂଗ୍ରେସ ପ୍ରାର୍ଥୀ ମାଲା ମାଢୀଙ୍କୁ ରିଟର୍ଣ୍ଣିଂ ଅଫିସରଙ୍କ ନୋଟିସ ! ନାମାଙ୍କନ ବେଳେ ଶୋଭାଯାତ୍ରା ପାଇଁ ଅନୁମତି…

କନକ ବ୍ୟୁରୋ : ମାଲକାନଗିରିରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ହୋଇଛି । ମାଲକାନଗିରିର କଂଗ୍ରେସ ପ୍ରାର୍ଥୀ ମାଲା ମାଢୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ରିଟର୍ଣ୍ଣି ଅଫିସର ଉପଜିଲ୍ଲାପାଳ । ନାମାଙ୍କନ ପତ୍ର ଦାଖଲ ସମୟରେ ଶୋଭାଯାତ୍ରାର ଅନୁମତି ନେଇନଥିବା ଅଭିଯୋଗ ହୋଇଛି । ସେପଟେ…
Read More...

ବିଜେଡି ଟିକେଟ ନେବା ପାଇଁ ନବୀନ ନିବାସରେ ନେତାଙ୍କ ଭିଡ ! ଟିକେଟ ନେବା ପରେ ନିର୍ବାଚନମଣ୍ଡଳୀ ମୁହଁ ବିଧାୟକ ପ୍ରାର୍ଥୀ

କନକ ବ୍ୟୁରୋ : ଘୋଷଣା ହୋଇଥିବା ପ୍ରାର୍ଥୀମାନେ ନବୀନ ନିବାସରେ ପହଂଚି ନିଜ ନିଜ ଟିକେଟ ନେଇଛନ୍ତି । ଟିକେଟ ଧରି ସେମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ରାୟଗଡାର ବିଜେଡି ପ୍ରାର୍ଥୀ ଲାଲବିହାରୀ ହିମିରିକା, ସୁନ୍ଦରଗଡ ଲୋକସଭା ପ୍ରାର୍ଥୀ ସୁନିତା…
Read More...