ଯାତ୍ରୀଙ୍କ ମନରେ ଭୟ ବଢାଉଛି ରାଜକନିକା ଫେରିଘାଟ । ଡଙ୍ଗାରେ ଯାଉଛନ୍ତି ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ଓ ଯାନବାହନ । ନା ଅଛି ଲାଇଫ ଜ୍ୟାକେଟ୍ ନା କୌଣସି ସୁରକ୍ଷା ବ୍ୟବସ୍ଥା । By smruti sangita giri On Jan 3, 2021 - 9:06 AM 7 Share 7 Share FacebookTwitterGoogle+WhatsAppTelegramEmailPrint