ଦୁର୍ଗମ ଅଂଚଳରେ ପ୍ରସବ ବ୍ୟବସ୍ଥା ପାଇଁ ନୂଆ ଯୋଜନା । ଏଣିକି ନର୍ସ କରାଇବେ ସାଧାରଣ ପ୍ରସବ । କଟକ ବଡ଼ ଡାକ୍ତରଖ।।ନାରେ ଆରମ୍ଭ ହେବ ମିଡ-ୱାଇଫ ନର୍ସିଂ ତାଲିମ୍ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡ଼ିକରେ ଚାପ ବଢ଼ୁଥିବାରୁ ପଦକ୍ଷେପ By Tusar Samantaray On Nov 20, 2021 - 12:01 PM 12 Share 12 Share FacebookTwitterGoogle+WhatsAppTelegramEmailPrint