Daily Archives

July 15, 2023

ଜୟପୁରରୁ ଭୁବନେଶ୍ୱରକୁ ବିମାନ ସେବା: ପ୍ରଥମ ବିମାନ ଉଡାଣ ଝୁଣ୍ଟୁଥିବା ବେଳେ ଦ୍ୱିତୀୟକୁ ନେଇ ବଢୁଛି ଦ୍ୱନ୍ଦ୍ୱ

କନକ ବ୍ୟୁରୋ: ଜୟପୁରରୁ ଭୁବନେଶ୍ୱରକୁ ଦ୍ୱତୀୟ ବିମାନ ସେବା ଯୋଗାଇବା ପାଇଁ ସରକାର ଚିନ୍ତା କୁରଥିବା ବେଳେ ପ୍ରଥମ ବିମାନ ସେବା ଆଠେଂଇବାକୁ ବସିଲାଣି । ଏବେ ସପ୍ତାହକୁ ୬ ଦିନ ପରିବର୍ତେ ମାତ୍ର ୩ ଦିନ ଉଡୁଛି ବିମାନ । ଫଳରେ ଯାତ୍ରା କରି ନପାରି ଫେରୁଛନ୍ତି ଯାତ୍ରୀ । ବର୍ତମାନ ସ୍ଥିତିକୁ…

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ: ହାତୀ ସୁରକ୍ଷା ପାଇଁ ୧୯୮ଟି ଗାଁରେ ବିଜୁଳି କାଟ୍

କନକ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡ ହେଉଛି ହାତୀ ଉପଦ୍ରବ ଅଞ୍ଚଳ । ଆଜି କରଞ୍ଜିଆ ବନ ଖଣ୍ଡରେ ପୃଥକ ପୃଥକ ସ୍ଥାନରେ ଅଛନ୍ତି ୩୬ଟି ହାତୀ । କରଞ୍ଜିଆ ରେଞ୍ଜ ଅଞ୍ଚଳରେ ୨୩ଟି ହାତୀଥିବା ବେଳେ ସାତକୋଶିଆ ରେଞ୍ଜ ଅଞ୍ଚଳରେ ଅଛନ୍ତି ୧୩ଟି ହାତୀ । ଗତକାଲି କରଞ୍ଜିଆ ରେଞ୍ଜ ଅଞ୍ଚଳରେ…

ଆସୁଛି ବଡ଼ ବର୍ଷା: ୧୯ ତାରିଖ ଯାଏଁ ବର୍ଷା ନେଇ ୱାର୍ଣ୍ଣି ଜାରି କଲା ପାଣିପାଗ ବିଭାଗ

କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । ଉତର ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି । ଫଳରେ ମୌସୁମୀ ସକ୍ରିୟ ହେବାରୁ ରାଜ୍ୟର ଉପକୂଳ ସମେତ ପାଶ୍ୱର୍ବର୍ତୀ ଅଂଚଳରେ ବର୍ଷା ଲାଗି ରହିଛି । ଆଜି ଝାରସୁଗୁଡାରେ ୧୧୮ ଦଶମିକ ୪ ମିଲିମିଟର ବର୍ଷା ରେକର୍ଡ…

ନିଲମ୍ବନ ପରେ ମୋକିମ-ଚିରଞ୍ଜୀବଙ୍କୁ ନେଇ ଚର୍ଚ୍ଚା: କିଏ ଆପଣେଇବ କାହାକୁ?

କନକ ବ୍ୟୁରୋ: କଂଗ୍ରେସରୁ ନିଲମ୍ବନ ହୋଇଛନ୍ତି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ । ଉଭୟଙ୍କୁ ଏଆଇସିସି ଶୃଙ୍ଖଳା କମିଟି ନିଲମ୍ବନ କରିଛି । ଉଭୟଙ୍କ ନାଁରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ ରହିଥିଲା । ଏନେଇ ଅଭିଯୋଗ କରିଥିଲେ ଦଳର ସଭାପତି ଶରତ…

ନବ ଦାସ ହତ୍ୟା ମାମଲାର ଚାର୍ଜସିଟକୁ ନେଇ ତେଜିଲା ରାଜନୀତି: ମୋହନ ମାଝୀ ଓ ତାରା କହିଲେ, ନବଙ୍କ ସ୍ତ୍ରୀ ଓ ପୁଅଙ୍କ…

କନକ ବ୍ୟୁରୋ: ନବ ଦାସଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଂଚ ଦାଖଲ କରିଥିବା ଚାର୍ଜସିଟ୍ ସାମନାକୁ ଆସିବା ପରେ ଆରମ୍ଭ ହୋଇଛି ରାଜନୀତି । ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ କଂଗ୍ରେସ ବିଧାୟକ ତାରା ବାହିନୀପତି ମଧ୍ୟ ଚାର୍ଜସିଟକୁ ନେଇ ସମାଲୋଚନା…

କ୍ରାଇମବ୍ରାଞ୍ଚ ଚାର୍ଜସିଟିକୁ ଅସ୍ୱୀକାର କଲେ ଗୋପାଳଙ୍କ ଭାଇ: କହିଲେ, ନବଙ୍କୁ ହତ୍ୟା କରିବା ପାଇଁ ନୁହେଁ, ମାନସିକ…

କନକ ବ୍ୟୁରୋ: କ୍ରାଇମବ୍ରାଂଚ ଚାର୍ଜସଟିକୁ ଅସ୍ୱୀକାର କଲେ ଗୋପାଳଙ୍କ ଭାଇ । ଗୋପାଳଙ୍କ ଭାଇ ସତ୍ୟନାରାୟଣ ଦାସ କହିଛନ୍ତି ଯେ ନବଙ୍କୁ ହତ୍ୟା କରିବା ପାଇଁ ମାନସିକ ରଖି ଲଣ୍ଡା ହୋଇନଥିଲେ ଗୋପାଳ । ବରଂ ବ୍ୟକ୍ତିଗତ କାରଣ ପାଇଁ ଭାଇ ଗୋପାଳଙ୍କ ସହ ମିଶି ସେ ଝାରସୁଗୁଡ଼ା ଯାଇଥିଲେ । ଆଉ ସେଠାରେ…