Daily Archives

July 12, 2023

ମଦ କରିଦେଲା ମଣିଷକୁ ରାକ୍ଷସ : ଜୁଇରେ ଜଳୁଥିବା ଶବକୁ ଦର ପୋଡ଼ା ଅବସ୍ଥାରେ ଆଣି ୨ଜଣ ଖାଇଥିବା ଅଭିଯୋଗ

କନକ ବ୍ୟୁରୋ : ମଦ କେମିତି ମଣିଷକୁ ଅମଣିଷ କରିଦିଏ ତାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବନ୍ଧସାହି ଗାଁରେ । ମଦ ପିଇବା ପରେ ନିଜର ହିତାହିତ ଜ୍ଞାନ ଭୁଲି, ମଣିଷର ଦରପୋଡା ମାଂସ ଖାଇଛନ୍ତି କିଛି ଅମଣିଷ । କଥାଟି ବିଶ୍ୱାସ ହଉନଥିଲେ ବି ସତ । ଏଭଳି ଘଟଣା ସାମ୍ନାକୁ…

ସ୍କୁଲ ସମସ୍ୟା ଜଣାଇବାକୁ ପଦଯାତ୍ରା : ୨୫ କିଲୋମିଟର ଚାଲିଲେ ଛାତ୍ରଛାତ୍ରୀ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି…

କନକ ବ୍ୟୁରୋ : ଦାବି ଜଣାଇବାକୁ ଦୀର୍ଘ ୨୫ କିଲୋମିଟର ଚାଲିଲେ ଛାତ୍ରଛାତ୍ରୀ । ସ୍କୁଲର ବିଭିନ୍ନ ସମସ୍ୟା ବାବଦରେ ଉପଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିବାକୁ ୨୫ କିଲୋମିଟର ଛାତ୍ରଛାତ୍ରୀ ଚାଲିଚାଲି ଆସିଛନ୍ତି । ଆଉ ସ୍କୁଲର ସମସ୍ୟା ସମାଧାନ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ…

ଜିଲ୍ଲାସ୍ତରୀୟ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ : ବିରୋଧୀ ଉଠାଇଲେ ପ୍ରଶ୍ନ, ନିର୍ବାଚନ…

କନକ ବ୍ୟୁରୋ : ଫାଇଭ-ଟି ସଚିବଙ୍କ ୨୦ଟି ଜିଲ୍ଲା ଗସ୍ତପରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷାକୁ ନେଇ ବର୍ଷିଛନ୍ତି ବିରୋଧୀ । ଏହା ଜନଶୁଣାଣୀ ନୁହେଁ ଜନସଭା ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ବ୍ୟକ୍ତିଗତ ସଚିବଙ୍କ ଜନସଭାକୁ ନେଇ ବିବାଦ ବଢୁଥିବାରୁ ଏହାକୁ ଜନଶୁଣାଣୀ ନାଁ…

ବଦଳିବ ଗୁପ୍ତେଶ୍ୱର ପୀଠର ରୂପ, ୨୦ କୋଟି ଟଙ୍କା ମଞ୍ଜୁର : ପ୍ରାକୃତିକ ସୌନ୍ଦର୍ଯ୍ୟରେ କୌଣସି ଆଞ୍ଚ ନ ଆଣି ପୀଠର…

କନକ ବ୍ୟୁରୋ : କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିରେ ପୀଠର ସର୍ବାଙ୍ଗୀନ ଉନ୍ନତି କରାଯାଇ ଏହାକୁ ଓଡିଶାର ଅନ୍ୟତମ ପ୍ରମୁଖ ଧାର୍ମିକ ତଥା ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳରେ ପରିଣତ କରାଯିବ…

ଦୁଃଖ ଜଣାଇବାକୁ ବାବୁଙ୍କ ଆଗରେ ଅଧିଆ ପଡିଲେ ବୃଦ୍ଧ : ସବୁଦେଖି ଆଡ଼େଇ ଦେଇ ଚାଲିଗଲେ ଅତିରିକ୍ତ ଉପଜିଲ୍ଲାପାଳ ଓ…

କନକ ବ୍ୟୁରୋ : ଦୁଃଖ  ଜଣାଇବାକୁ ଯାଇ ବାବୁଙ୍କ ଆଗରେ ଅଧିଆ ପଡିଲେ ବୃଦ୍ଧ । ହେଲେ ମାନବିକତା ହରାଇଲେ ପୁରୀ ଅତିରିକ୍ତ ଜିଲ୍ଲାପାଳ । ପୁରୀ କଣାସ ବ୍ଲକରେ ହେଉଥିବା ପଞ୍ଚାୟତ ସମିତି ଜନଶୁଣାଣୀରେ ଘରଟିଏ ଓ ଆର୍ଥିକ ସହାୟତା ପାଇଁ ନିବେଦନ କରିବାକୁ ପହଞ୍ଚିଥିଲେ କଣାସ ଗଡ଼ସାହିର କାହ୍ନୁଚରଣ…

ଭିସୁଟ କ୍ୟାମ୍ପସକୁ ବାଇକ ମନା : ସାଇକେଲରେ କଲେଜ ଆସିବେ ଛାତ୍ରଛାତ୍ରୀ

କନକ ବ୍ୟୁରୋ : ଭିସୁଟକୁ ବାଇକ୍ ମନା । ଛାତ୍ରଛାତ୍ରୀ ବାଇଟ୍ କିମ୍ବା କାର ନେଇ ପାଠ ପଢିବାକୁ ଆସିପାରିବେ ନାହିଁ । ଅର୍ଥାତ ସାଇକେଲରେ ଆସିବେ । ଖାଲି ଏତିକି ନୁହେଁ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ମଧ୍ୟ ବାଇକ କିମ୍ବା କାର ରଖିପାରିବେ ନାହିଁ । ଏ ନେଇ ବିଶ୍ୱବିଦ୍ୟାଳୟର କୁଳପତି ଏକ…