Daily Archives

June 25, 2023

ବନ୍ୟା ଯୋଗୁଁ ଆସାମରେ ହାହାକାର । ୧୪ ଜିଲ୍ଲାର ୫ ଲକ୍ଷ ଲୋକ ପ୍ରଭାବିତ, ୧୪ ହଜାର ବାସହୀନ

କନକ ବ୍ୟୁରୋ: ବନ୍ୟା ଯୋଗୁଁ ଆସାମରେ ହାହାକାର ପରିସ୍ଥିତି । ଲଗାଣବର୍ଷା ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ ବନ୍ୟା ପରିସ୍ଥିତି ବଡ ସମସ୍ୟା ନେଇ ଆସିଛି । ୧୪ଜିଲ୍ଲାର ୫ଲକ୍ଷ ଲୋକ ଏବେ ସୁଦ୍ଧା ପ୍ରଭାବିତ ହେବା ସହ ୫ଜଣଙ୍କ ମୃତ୍ୟୁ ସୂଚନା ରହିଛି ।ପ୍ରଳୟଙ୍କାରୀ ବନ୍ୟାରେ ଏବେ ସୁଦ୍ଧା ୧୪ହଜାର…

ନାଗରିକଙ୍କୁ ମିଳିବ ଇ-ପାସପୋର୍ଟ । ପାସପୋର୍ଟ ସେବା ୨ ପଏଣ୍ଟ ଜିରୋ ଦ୍ୱିତୀୟ ପର୍ଯ୍ୟାୟରେ ହେବ ଏହି ସୁବିଧା ଉପଲବ୍ଧ

କନକ ବ୍ୟୁରୋ: ନାଗରିକଙ୍କୁ ମିଳିବ ନୂଆ ଇ-ପାସପୋର୍ଟ । ପାସପୋର୍ଟ ସେବା ୨ ପଏଣ୍ଟ ଜିରୋ ଦ୍ୱିତୀୟ ପର୍ଯ୍ୟାୟରେ ନୂଆ ଏବଂ ଆଧୁନିକ ପାସପୋର୍ଟ ମିଳିବ । ପାସପୋର୍ଟ ସେବା ଦିବସ ଅବସରରେ ଏନେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଘୋଷଣା କରିଛନ୍ତି । ଦେଶ ଏବଂ ବିଦେଶରେ ପାସପୋର୍ଟ ସେବା ପ୍ରଦାନ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଆଜି ଅତି ପ୍ରବଳ ବର୍ଷା ପାଇଁ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ । ୧୨…

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ପାଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ୭ ଦଶମିକ ୬ କିଲୋମିଟର ଉଚ୍ଚତା ଯାଏଁ ବାୟୁମଣ୍ଡଳରେ ସକ୍ରୀୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଓଡିଶାକୁ ମୌସୁମୀ…

ପହୁଡ ନୀତି କ’ଣ ? ଏଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କିପରି ହୁଏ ସେବା?  ଜାଣନ୍ତୁ ସଂକ୍ଷେପରେ 

କନକ ବ୍ୟୁରୋ: ଶ୍ରୀଜଗନ୍ନାଥ ମନ୍ଦିରରେ ପାଳିତ ଦୈନନ୍ଦିନ ନୀତିକାନ୍ତି ମଧ୍ୟରୁ ପହୁଡ ନୀତି ସ୍ୱତନ୍ତ୍ର । ଏହାକୁ ପହୁଡ ବା ଶୟନ ନୀତି ବୋଲି ମଧ୍ୟ କୁହାଯାଏ । ଏକ ଛୋଟିଆ ପଲଙ୍କ ଉପରେ ଶ୍ରୀଜଗନ୍ନାଥଙ୍କୁ ଶୁଆଇଦିଆଯାଇଥାଏ । ନୀତି ଠାକୁରମାନଙ୍କ ପ୍ରାୟ୨୨ଟି ନୀତି ମଧ୍ୟରେ ଏହି ନୀତି ହେଉଛି ଶେଷ…

ପଶ୍ଚିମବଙ୍ଗ ବାଙ୍କୁଡାରେ ଟ୍ରେନ୍ ଦୁର୍ଘଟଣା । ଗୋଟିଏ ମାଲବାହୀ ଗାଡିକୁ ଧକ୍କା ଦେଲା ଆଉ ଏକ ମାଲ୍ ଗାଡି

କନକ ବ୍ୟୁରୋ : ପୁଣି ଲୁପ୍ ଲାଇନରେ ଟ୍ରେନ୍ ଦୁର୍ଘଟଣା । ପଶ୍ଚିମବଙ୍ଗରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ହୋଇଛି । ବାଙ୍କୁଡାରେ ଦୁଇଟି ମାଲଗାଡି ମଧ୍ୟରେ ହେଲା ଧକ୍କା । ଏହା ପରେ ଟ୍ରେନର ୧୨ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି । ଗୋଟିଏ ମାଲଗାଡିର ଡ୍ରାଇଭର ଆହତ ହୋଇଛନ୍ତି । ତେବେ ଭୋର…

ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଆସ୍ୱସ୍ତି । ପଛକୁ ହଟିଲେ ବିଦ୍ରୋହୀ

କନକ ବ୍ୟୁରୋ : ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଆଶ୍ୱସ୍ତି । ପଛକୁ ହଟିଲେ ବିଦ୍ରୋହୀ । ମସ୍କୋ କବଜା କରିବାକୁ ବିଦ୍ରୋହୀ ମୁଖ୍ୟ ୱେବଗେନି ପ୍ରିଗୋଝିନଙ୍କ ଉଦ୍ୟମ ଫେଲ ମାରିଛି । ୱାଗନର ଗୋଷ୍ଠୀ ୠଷର ଦୁଇଟି ପ୍ରମୁଖ ସହରକୁ ନିଜ ଦଖଲକୁ ନେଇଥିଲା । ଏହା ପରେ ମସ୍କୋ ଦଖଲ ଅଭିଯାନରେ ବାହାରିଥିବା…