Daily Archives

February 23, 2023

ରାସ୍ତାରୁ ହଟିବେ ବୁଲା କୁକୁର! ନିର୍ଦ୍ଦେଶ ଦେଲେ ପଶୁ ସମ୍ପଦ ମନ୍ତ୍ରୀ

କନକ ବ୍ୟୁରୋ: ହାଇଦ୍ରାବାଦରେ ଏହି ଲୋମଟାଙ୍କୁରା ଘଟଣା ଘଟିବା ପରେ, ଓଡିଶାରେ ତତ୍ପର ହୋଇଛି ପ୍ରଶାସନ । ଦିନକୁ ଦିନ ବୁଲା କୁକୁରଙ୍କ ସଂଖ୍ୟା ବଢ଼ୁଥିବାରୁ ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ । ରାସ୍ତା ଉପରେ ବୁଲା କୁକୁରଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବାବେଳେ , ବଡ…

ଆମେରିକା ସହ ଋଷ ଆଣିବିକ ଚୁକ୍ତି ବାତିଲ କରିବା ପରେ ବଢିଲା ଆଶଂକା,୯ଟି ଦେଶ ସହ ବୈଠକ କଲେ ବାଇଡେନ

କନକ ବ୍ୟୁରୋ : କ’ଣ ବିଶ୍ୱରେ ହେବ ପରମାଣୁ ଯୁଦ୍ଧ? ଋଷ ଆଣବିକ ଚୁକ୍ତି ବାତିଲ କରିବା ପରେ ଏଭଳି ଏକ ଆଶଙ୍କା ଦେଖାଦେଇଛି । ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ନାଟୋରେ ସାମିଲ ଥିବା ୯ଟି ଦେଶ ସହ ବୈଠକ କରି କହିଛନ୍ତି । ଆଣବିକ ଚୁକ୍ତି ବାତିଲ କରି ରୁଷ ବଡ ଭୁଲ୍ କରିଛି ।…

ନିଜକୁ ମାନସିକ ରୋଗୀ ଦର୍ଶାଇ ଖସିଯିବ କି ଗୋପାଳ? ତଦନ୍ତ୍ର ଉପରେ ପ୍ରଶ୍ନ ଉଠାଇଲେ ବିରୋଧୀ ।

କନକ ବ୍ୟୁରୋ: ନବ ଦାସ ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଗୋପାଳକୃଷ୍ଣ ଦାସକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ନବ ଦାସଙ୍କୁ ହତ୍ୟା କରିବା ପୂର୍ବରୁ ଭାଇ ସତ୍ୟନାରାୟଣଙ୍କୁ ଗାଁକୁ ପଠାଇ ଦେଇଥିଲା ଗୋପାଳ । ହେଲେ ଗଞ୍ଜାମରେ ଥିବା ଗାଁକୁ ଫେରିବା ପାଇଁ…

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା। ବର୍ଷିଲେ ଜୟନାରାୟଣ କହିଲେ, ଅପରାଧୀ ହୋଇଥିଲେ କରନ୍ତୁ…

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ଦୁଇ ଦିନ ବିଧାନସଭା ଅଚଳ ପରେ, ତୃତୀୟ ଦିନରେ ସ୍ୱାଭାବିକ ହୋଇଛି ଗୃହ । ପୂର୍ବାହ୍ନରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ଚାଲିବା ପରେ, ଅପରାହ୍ନରେ ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ହୋଇଛି ଆଲୋଚନା । ଅଧିବେଶନ ଆରମ୍ଭ ହେବା ଦିନରୁ, ସବୁ…

ପୋଲିସ ଉପରେ ଭାରିପଡିଲେ ଅମୃତପାଲ ସିଂଙ୍କ ସମର୍ଥକ, ଜେଲ ଉପରକୁ ଆକ୍ରମଣ

କନକ ବ୍ୟୁରୋ : ପୁଲିସଙ୍କ ଉପରେ ଭାରି ପଡ଼ିଲେ ଅମୃତପାଲ ସିଂଙ୍କ ସମର୍ଥକ । ଥାନା ସାମ୍ନାରେ ପୋଲିସକର୍ମୀ ଓ ସମର୍ଥକ ମୁହାଁମୁହିଁ । ପଞ୍ଜାବରେ ଖଲିସ୍ତାନୀ ସମର୍ଥକ ନେତା ଅମୃତପାଲ ସିଂଙ୍କ ସମର୍ଥକଙ୍କ ଦାଦାଗିରି ଦେଖିବାକୁ ମିିଳିଛି । ନିୟମ ନ ମାନି ସୁରକ୍ଷା ବଳୟକୁ ଭେଦ କରି ଜେଲ ଉପରକୁ…

ନିର୍ବାଚନ ମୈଦାନକୁ ଓହ୍ଲାଇବେ ସୁରଙ୍କ ଦୁଇପୁଅ। ବଡ଼ପୁଅ ସିଦ୍ଧାର୍ଥଙ୍କ ବୟାନକୁ ନେଇ ବଢିଲା ଚର୍ଚ୍ଚା ।

କନକ ବ୍ୟୁରୋ: ବୁଧବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଓ ଫାଇଭ-ଟି ସଚିବଙ୍କ ସହ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ଫଟୋ ଦେଖିଲା ପରେ ଆପଣଙ୍କ ମନରେ ଅନେକ ରାଜନୈତିକ ପ୍ରଶ୍ନ ଆସୁଥିବ । ପୁଅ ସିଦ୍ଧାର୍ଥ ରାଉତରାୟଙ୍କ ସହ ନବୀନ ଓ ପାଣ୍ଡିଆନଙ୍କୁ ସୁର ଭେଟିବା ପରେ କଳ୍ପନାଜଳ୍ପନା ପ୍ରକାଶ…