Daily Archives

March 29, 2022

ଢେଙ୍କାନାଳରେ ଅଦିନିଆ ବନଯାଗ ଯାତ୍ରାକୁ ବିରୋଧ : ପୁରୀରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଦଇତାପତି ସେବାୟତ

କନକ ବ୍ୟୁରୋ : ଢେଙ୍କାନାଳରେ ଅଦିନିଆ ବନଯାଗ ଯାତ୍ରାକୁ ବିରୋଧ କରି ପୁରୀରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି ଦଇତାପତି ସେବାୟତ । ନିଯୋଗ ପକ୍ଷରୁ ପ୍ରଥମେ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଦାବିପତ୍ର ପ୍ରଦାନ ପରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି ଦଇତାପତି ନିଯୋଗର ସଦସ୍ୟ…

ଦ୍ୱିତୀୟ ବିବାହ କରିବେ IAS ଟିନା ଡାବି । ଜାଣନ୍ତୁ ଏଥର କିଏ ହେବେ ତାଙ୍କ ଜୀବନସାଥୀ

କନକ ବ୍ୟୁରୋ: ୟୁପିଏସସି ଟପର୍ ଟିନା ଡାବୀ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ହେଲେ ଏଥର କାହାକୁ ସେ ନିଜ ଜୀବନସାଥୀ କରୁଛନ୍ତି ସେ ନେଇ ସମସ୍ତଙ୍କ ମନରେ ଉକ୍ରଣ୍ଠା । ପୁଣିଥରେ ବିବାହ କରିବାର ଖବର ଟିନା ନିଜ ଇନଷ୍ଟାରେ ଜଣାଇଛନ୍ତି । ୨୦୧୬ ବର୍ଷର ରାଜସ୍ଥାନ କ୍ୟାଡରର ଆଇଏଏସ୍ ଟିନା…

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଘରେ ଘରେ ପହଞ୍ଚିବ ରାସନ୍

କନକ ବ୍ୟୁରୋ: ଗରୀବଙ୍କ ପାଇଁ ସୋମବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି  । ଏଣିକି ଆଉ ଲୋକଙ୍କୁ ରାସନ୍ ସାମଗ୍ରୀ ନେବାକୁ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଛିଡା ହେବାକୁ ପଡିବନି । ବରଂ ଲୋକଙ୍କ ଘରେ ପହଞ୍ଚିବ ରାସନ୍ ସାମଗ୍ରୀ । आज़ादी के 75 साल बाद भी हमारे लोग…

ଗିରଫ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପୁଣି ଅସୁସ୍ଥ : ବାଣପୁର ମେଡିକାଲ ପରେ କ୍ୟାପିଟାଲ ହସ୍ପିଟାଲକୁ…

କନକ ବ୍ୟୁରୋ : ଗିରଫ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପୁଣି ଅସୁସ୍ଥ । ବାଣପୁର ସବଜେଲରେ ଥିବା ସମୟରେ ଗତକାଲି ବିଳମ୍ବିତ ରାତିରେ ଅସୁସ୍ଥ ହୋଇପଡ଼ିଛନ୍ତି । ଉଚ୍ଚ ରକ୍ତଚାପ ଯୋଗୁ ଅସୁସ୍ଥ ହୋଇ ପଡ଼ିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ତାଙ୍କୁ ପ୍ରଥମେ ବାଣପୁର ହସ୍ପିଟାଲ ଓ ପରେ…

ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ ଅଘଟଣ । ‘RRR’ ଦେଖୁଦେଖୁ ଚାଲିଗଲା ଜୀବନ

କନକ ବ୍ୟୁରୋ: ଫିଲ୍ମ ଦେଖୁଦେଖୁ ଚାଲିଗଲା ଜୀବନ । ଏପରି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ଅନନ୍ତପୁର ଅଞ୍ଚଳରେ । ଏସଏସ ରାଜାମୌଲୀ ପ୍ରଯୋଜିତ ଫିଲ୍ମ ‘ ଆରଆରଆର’ ଏବେ ଧୁମ ମଚେଇଛିି । ସାରା ଦୁନିଆଁର ସିନେମାଘରେ ମାର୍ଚ୍ଚ ୨୫ ତାରିଖରେ ରିଲିଜ ହୋଇଛି । ଏହି ଫିଲ୍ମର ମୁଖ୍ୟ କଳାକାର ଜୁନିଅର ଏନଟିଆର…

ଭାରତ ବନ୍ଦର ଦ୍ୱିତୀୟ ଦିନ : ଭାରତ ବନ୍ଦ ବେଳେ ପିକେଟିଂ କରି ପେଟ୍ରୋଲ ପମ୍ପକୁ ବନ୍ଦ କଲେ ଆନ୍ଦୋଳନକାରୀ

କନକ ବ୍ୟୁରୋ : ଭାରତ ବନ୍ଦର ଦ୍ୱିତୀୟ ଦିନରେ ଜୋରଜବରଦସ୍ତ ପେଟ୍ରୋଲ ପମ୍ପକୁ ବନ୍ଦ କଲେ ଆନ୍ଦୋଳନକାରୀ । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ଏଭଳି ଚିତ୍ର ସାମ୍ନାକୁ ଆସୁଛି । ଗତକାଲି ଆନ୍ଦୋଳନକାରୀଙ୍କ ଭୟରେ ସକାଳୁ ବନ୍ଦ ଥିଲା ବିଭିନ୍ନ ପେଟ୍ରୋଲ ପମ୍ପ । ପରେ କିନ୍ତୁ ପେଟ୍ରୋଲ…