Daily Archives

February 27, 2022

ଯୁଦ୍ଧ ମାଧ୍ୟମରେ ନିରୀହ ଲୋକଙ୍କୁ କରାଯାଉଛି ହତ୍ୟା, ICJରେ ଋଷ ବିରୋଧରେ ଅଭିଯୋଗ କଲା ୟୁକ୍ରେନ

କନକ ବ୍ୟୁରୋ : ୟୁକ୍ରେନ ଓ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ କ୍ରମରେ ଶହ ଶହ ନିରୀହ ଜନତାଙ୍କୁ ହତ୍ୟା କରାଯାଉଛି । ଏନେଇ ଅର୍ନ୍ତରାଷ୍ଟ୍ରୀୟ କୋର୍ଟରେ ଅଭିଯୋଗ ଦାଖଲ କରିଛି ୟୁକ୍ରେନ । ୟୁକ୍ରେନ ଅଭିଯୋଗ କରିଛି କି ଋଷ ଯୁଦ୍ଧ ନାମରେ ୟୁକ୍ରେନର ସାଧାରଣ ନାଗରିକମାନଙ୍କୁ ହତ୍ୟା କରିବାରେ ଲାଗିଛି…

ପଞ୍ଚାୟତ ଫଇସଲା: ଦ୍ୱିତୀୟ ଦିନର ଗଣତି ଜାରି, ଅପରାହ୍ନ ୪ଟା ୫୦ ସୁଦ୍ଧା କିଏ ଆଗରେ କିଏ ପଛରେ ପଢ଼ନ୍ତୁ…

କନକ ବ୍ୟୁରୋ: ଦ୍ୱିତୀୟ ଦିନର କାଉଣ୍ଟିଂ ଜାରି, ପ୍ରାରମ୍ଭିକ ଟ୍ରେଣ୍ଡ୍ ନେତାଙ୍କୁ ଦେଉଛି ଟେନସନ୍, ପ୍ରାର୍ଥୀଙ୍କ ସହ ବଢୁଛି ନେତାଙ୍କ ହୃଦସ୍ପନ୍ଦନ । ରାଜ୍ୟର ମୋଟ୍ ୮୫୧ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ଦ୍ୱିତୀୟ ଦିନର ଗଣତିରେ ୩୦୬ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ଅପରାହ୍ନ…

ୟୁଟ୍ୟୁବ୍ ଦେଖି କରୁଥିଲେ ଲିଙ୍ଗ ପରିବର୍ତ୍ତନ ପାଇଁ ଅସ୍ତ୍ରୋପଚାର । ଚାଲିଗଲା ଯୁବକଙ୍କ  ଜୀବନ ।

କନକ ବ୍ୟୁରୋ: ଚାଲିଥିଲା ଅସ୍ତ୍ରୋପଚାର, ଏହି ସମୟରେ ଚାଲିଗଲା ଜୀବନ । ଆପଣ ଭାବୁଥିବେ ଏପରି ଅଘଟଣ ହେବା ଖବର କିଛି ନୂଆ କଥା ନୁହେଁ । ହେଲେ ଏହି ଅସ୍ତ୍ରୋପଚାର କିପରି, କେଉଁଠି ହେଉଥିଲା ଓ ଏହାକୁ କେଉଁମାନେ କରୁଥିଲେ ତାହା ଜାଣିଲେ ଆପଣଙ୍କ ଆଶ୍ଚର୍ଯ୍ୟର ସୀମା ରହିବନି । ଘଟଣା ଘଟିଛି…

ପଞ୍ଚାୟତ ଫଳାଫଳ ନେଇ ବିଶ୍ୱେଶ୍ୱର ଟୁଡୁଙ୍କ ବୟାନ: କହିଲେ, ବିଜେଡିର ନିମ୍ନସ୍ତରର ରାଜନୀତି ପାଇଁ ଆମେ ବିଫଳ

କନକ ବ୍ୟୁରୋ: ପଞ୍ଚାୟତ ଫଳାଫଳ ନେଇ ବିଶ୍ୱେଶ୍ୱର ଟୁଡୁଙ୍କ ବୟାନ । କହିଲେ, ମୟୂରଭଞ୍ଜରେ ବିଜେପି ବିଫଳତାର ୨ରପ ୩ଟି କାରଣ ରହିଛି । ବୁଥ ରିଗିଂ ଭଳି ଘଟଣାକୁ ମଧ୍ୟ ଏଡାଇ ଦେଇହେବନି । ପ୍ରିଜାଇଡିଂ ଅଫିସର ସଠିକ ହିସାବ ନଦେବା ଖବର ମଧ୍ୟ ଅଛି । ‘ଡାଲ ମେଁ କୁଛ କାଲା’ ଭଳି କଥା ରହିଛି ।…

ୟୁକ୍ରେନ ରକ୍ଷାମନ୍ତ୍ରୀଙ୍କ ଦାବି, ୪୩୦୦ ଋଷ ସୈନିକଙ୍କୁ ମାରିଛନ୍ତି ୟୁକ୍ରେନ ସେନା

କନକ ବ୍ୟୁରୋ : ବେଲାରୁଷ ସହ ୟୁକ୍ରେନର ଆଲୋଚନା ପ୍ରସ୍ତାବକୁ ୟୁକ୍ରେନ ଅଗ୍ରାହ୍ୟ କରିଦେବା ପରେ ଋଷ ସେନା ପକ୍ଷରୁ ୟୁକ୍ରେନ ଉପରେ ଆକ୍ରମଣକୁ ଜୋରଦାର କରାଯାଇଛି । ଏହି କ୍ରମରେ ଏବେ ଋଷ ସେନାର ରଣ କୌଶଳକୁ ରାଷ୍ଟ୍ରପତି ପୁତିନ ପ୍ରଶଂସା କରିଥିବା ବେଳେ ୟୁକ୍ରେନ ରକ୍ଷାମନ୍ତ୍ରୀ ହୈନ୍ନା…

ଭାରତୀୟଙ୍କ ପାଇଁ ଆମେରିକା ସରକାରଙ୍କ ବଡ ନିଷ୍ପତ୍ତି । ଏଥର ଭିସା ମିଳିବା ହେବ ସହଜ ।

କନକ ବ୍ୟୁରୋ: ଭାରତୀୟଙ୍କ ପାଇଁ ଆଶ୍ୱସ୍ତିକର ଖବର । ଏଥର ଆମେରିକା ପାଇଁ ସହଜ ହେବ ଭିସା ପାଇବା ପ୍ରକ୍ରିୟା । କାରଣ ଏଣିକି ଆଉ ଭିସା ପାଇଁ ଦେବାକୁ ପଡିବନି ବ୍ୟକ୍ତିଗତ ସାକ୍ଷାତକାର । ଆମେରିକାର ଜନୈକ ବରିଷ୍ଠ ନେତା ଏହି ସୂଚନା ଦେଇଛନ୍ତି । ଏହି ନିୟମ ଛାତ୍ର(ଏଫ୍, ଏମ୍, ଏକାଡେମିକ୍ ଭିସା)…