Daily Archives

February 25, 2022

ଭୋଟ ଗଣତି ପୂର୍ବରୁ ନିର୍ବାଚନ କମିଶନଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି । କହିଲା, ଗଣିତକୁ ବିଗାଡିବା ପାଇଁ…

କନକ ବ୍ୟୁରୋ: ଫର୍ମ ୧୧ ଅନୁସାରେ ପ୍ରିଜାଇଡିଂ ଅଫିସର ଦେଇଥିବା ଭୋଟର ସଂଖ୍ୟାକୁ ଗୁରୁତ୍ୱ ନଦେଇ ଭୋଟ ବାକ୍ସରେ ଥିବା ବାଲଟ ପେପର ଅନୁସାରେ ମତଦାନ ଗଣନା କରାଯିବାକୁ ବିରୋଧ କରିଛନ୍ତି ବିଜେପି ଓ କଂଗ୍ରେସ । ଶାସକ ଦଳକୁ ଗଳାବାଟରେ ବିଜୟୀ କରିବା ପାଇଁ ନିର୍ବାଚନ କମିଶନ ଉଦ୍ୟମ କରୁଥିବା…

ଆରପାରିରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ । ଦୁଇ ଦୁଇଥର ହୋଇଥିଲେ ଓଡିଶାର ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ଆରପାରିରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ । କଂଗ୍ରେସ ଏହି ଟାଣୁଆ ନେତାଙ୍କର ଆଜି ଦେହାନ୍ତ ଘଟିିଛି । ତେବେ ସେ ଦୁଇଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ପ୍ରଥମେ ସେ ୧୯୮୯ ମସିହା ଡିସେମ୍ବର ୭ ତାରିଖରୁ ୧୯୯୦ ମସିହା ମାର୍ଚ୍ଚ…

ୟୁକ୍ରେନ ସହ ଆଲୋଚନା କରିବାକୁ ସହମତି ପ୍ରକାଶ କଲେ ପୁତିନ, ପଠାଇବେ ପ୍ରତିନିଧି ମଣ୍ଡଳ

କନକ ବ୍ୟୁରୋ: ୟୁକ୍ରେନ ଓ ଋଷ ମଧ୍ୟରେ ଲାଗିଥିବା ଯୁଦ୍ଧ ଥମିବ ବୋଲି ଆଶଂକା କରାଯାଉଛି । ପ୍ରଥମେ ଋଷ କିଛି ସର୍ତ୍ତ ସହ ୟୁକ୍ରେନ ସହ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିବା ବେଳେ ୟୁକ୍ରେନ ରାଷ୍ଟ୍ରପତି ବିନା ସର୍ତ୍ତର୍ରେ ଆଲୋଚନା କରିବାକୁ ପ୍ରସ୍ତାବ ପଠାଇଥିଲେ । ଏହି କ୍ରମରେ ଏବେ ଋଷ…

ସରିଲା ଗାଁ ଭୋଟ, ଆରମ୍ଭ ହେଲା ସହର ନିର୍ବାଚନ । ବାଜିଲା ପୌର ନିର୍ବାଚନ ବିଗୁଲ୍

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ନସରୁଣୁ ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଆସନ୍ତାକାଲି ଠାରୁ ପଞ୍ଚାୟତ ନିର୍ବାଚନର ଗଣତି ଆରମ୍ଭ ହେଉଛି । ଏପଟେ କମିଶନ ତାରିଖ ଘୋଷଣା କରି କହିଛନ୍ତି, ୨୪ ମାର୍ଚ୍ଚରେ ୩ ମହାନଗର ସମେତ ୧୦୬ ପୌରପରିଷଦ ପାଇଁ ପଡିବ ଭୋଟ୍ ।…

ବ୍ୟାଙ୍କ ଲକର ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ନୂଆ ନିୟମ, ଜାଣନ୍ତୁ ଲକରରୁ ଚୋରି ହେଲେ କେତେ ପାଇବେ କ୍ଷତିପୂରଣ

କନକ ବ୍ୟୁରୋ : ଆପଣମାନେ ଯଦି ଆପଣଙ୍କ ଦାମୀ ଗହଣା କିମ୍ବା ଦସ୍ତାବିଜକୁ ସୁରକ୍ଷିତ ରଖିବାକ ଚାହୁଁଛନ୍ତି ତେବେ ବ୍ୟାଙ୍କ ଲକର ହେଉଛି ସବୁଠାରୁ ସୁରକ୍ଷିତ ସ୍ଥାନ । ଦେଶରେ ଅନେକ ବ୍ୟାଙ୍କ ନିଜର ଗ୍ରାହକମାନଙ୍କୁ ଏହିସବୁ ସୁବିଧା ଯୋଗାଇ ଦେଇଥାନ୍ତି । ହେଲେ ଆପଣ ଜାଣିଛନ୍ତି କି ବ୍ୟାଙ୍କ ଲକରରେ…

ୟୁକ୍ରେନ୍ ସଙ୍କଟ ଭିତରେ ଦୋଛକିରେ ଭାରତ । ଆମେରିକା ନା ଋଷ୍ , କାହାକୁ କରିବ ସମର୍ଥନ?

କନକ ବ୍ୟୁରୋ: ୟୁକ୍ରେନକୁ ଋଷ୍ ଆକ୍ରମଣ କରିବା ପରେ ଦ୍ୱନ୍ଦ୍ୱରେ ପଡ଼ିଛି ଭାରତ । କାରଣ ୠଷ ସହିତ ୫୦ ବର୍ଷ ଧରି ଭାରତର ଭଲ ସଂପର୍କ ରହିଛି । ଆଉ ଏହି ବନ୍ଧୁତ୍ୱ ସମୟର କଷଟିରେ ବାରମ୍ବାର ପରୀକ୍ଷିତ ହୋଇଛି । ଅନ୍ୟପଟେ କିଛି ବର୍ଷ ଧରି ଆମେରିକା ସହ ନୂଆ ସଂପର୍କ ଗଢ଼ିଉଠିଛି । ତେଣୁ ଏହି…