Daily Archives

February 2, 2022

୫ମାସ ପରେ ନଜର ଆସିଲେ ଉତରକୋରିଆ ଶାସକ କିମ ଜଙ୍ଗ ଉନଙ୍କ ପତ୍ନୀ: କରୋନା ପାଇଁ ଘରେ ବନ୍ଦୀ ଥିବା ନେଇ ହେଉଥିଲା ଚର୍ଚ୍ଚା

କନକ ବ୍ୟୁରୋ: ଉତରକୋରିଆ ଶାସକ କିମଜଙ୍ଗଉନଙ୍କ ପତ୍ନୀ ସୋଲ ଜୁ ୫ମାସ ବ୍ୟବଧାନ ପରେ ସର୍ବ ସମ୍ମୁଖରେ ନଜର ଆସିଛନ୍ତି । ବୁଧବାର ସୋଲଜୁଙ୍କ ଫଟୋ ଓ ଭିଡିଓ ଦେଖିବାକୁ ମିଳିଛି । ଉତରକୋରିଆ ନ୍ୟୁଜ ଏଜେନ୍ସି କେସିଏନଏ ରିର୍ପୋଟ ଅନୁସାରେ ଏକ କାର୍ଯ୍ୟକ୍ରମରେ ରାଜଧାନୀ ପାଇୟୋଙ୍ଗ୍ୟାଙ୍ଗସ୍ଥିତ…

ପଞ୍ଚାୟତ ପାଇଁ ଡିଜିଟାଲ ପ୍ରଚାର । ଡିଜିଟାଲ ପ୍ଲାଟଫର୍ମକୁ ଓହ୍ଲାଇବେ ହେଭିୱେଟ୍ ।

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ହାତଗଣତି ଦିନ ରହିଯାଇଛି । ଏବେ ଶେଷ ପର୍ଯ୍ୟାୟରେ ଡିଜିଟାଲ ପ୍ରଚାର ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ରଣନୀତି ପ୍ରସ୍ତୁତ କରିଛି । ବିଜେପି ପକ୍ଷରୁ ଆସନ୍ତା ୬ କିମ୍ବା ୭ ତାରିଖରେ ଭର୍ଚୁଆଲ ରାଲି କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…

ୟୁଏଇକୁ ସାହାଯ୍ୟ ପାଇଁ ଆଗେଇ ଆସିଲା ଆମେରିକା: ଇହୁଦୀ ଗୋଷ୍ଠୀଙ୍କ ତାଣ୍ଡବକୁ ରୋକିବା ପାଇଁ ଯୁଦ୍ଧବିମାନ ପଠାଇବେ…

କନକ ବ୍ୟୁରୋ: ୟୁଏଇକୁ ସହଯୋଗ କରିବ ଆମେରିକା । ୟେମେନରେ ଥିବା ଇହୁଦି ବିଦ୍ରୋହି ଗୋଷ୍ଠୀ ବାରମ୍ବାର ୟୁଏଇକୁ ଟାର୍ଗେଟ କରି ମିସାଇଲ ମାଡ କରୁଥିବାରୁ ଏହାର ମୁକାବିଲା ପାଇଁ ଆଗେଇ ଆସିଛନ୍ତି ବାଇଡେନ ସରକାର । ୟୁଏଇରୁ ସୁରକ୍ଷା ପାଇଁ ଆମେରିକା ପକ୍ଷରୁ ମିସାଇଲ ବିଧ୍ୱଂସକାରୀ ଯୁଦ୍ଧ ଜାହଜ ଓ…

ବିଜେପିକର୍ମୀଙ୍କୁ ଆତ୍ମନିର୍ଭର ବଜେଟର ଗଣିତ ବୁଝାଇଲେ ପ୍ରଧାନମନ୍ତ୍ରୀ: କହିଲେ, ଗରିବ କଲ୍ୟାଣକାରୀ, ପ୍ରଗତିଶୀଳ ହେଉଛି…

କନକ ବ୍ୟୁରୋ: ଉପସ୍ଥାପିତ ହୋଇଛି ଆର୍ଥିକବର୍ଷ ୨୦୨୨-୨୩ ପାଇଁ ସାଧାରଣ ବଜେଟ । ମଙ୍ଗଳବାର ବଜେଟ ଉପସ୍ଥାପନ ପରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଜେଟ ଓ ଆତ୍ମନିର୍ଭର ଅର୍ଥବ୍ୟବସ୍ଥା ଉପରେ ଚର୍ଚ୍ଚା କରିଛନ୍ତି । ବିଜେପିକର୍ମୀଙ୍କ ସହ ଭର୍ଚୁଆଲ ସମ୍ବାଦ ସମୟରେ ପ୍ରଧାନମନ୍ତ୍ରୀ…

ଆୟକର ଦାଖଲ ବେଳେ କ୍ରିପ୍ଟୋ କରେନି୍ସକୁ ନେଇ ରହିବ ସ୍ୱତନ୍ତ୍ର କଲମ: କ୍ରିପ୍ଟୋରୁ କେତେ ପାଉଛନ୍ତି ଲାଭ, ଅଲଗା ଭାବେ…

କନକ ବ୍ୟୁରୋ: କ୍ରିପଟୋ କରେନ୍ସି କାରବାରକୁ ସରକାର ଆଇନସିଦ୍ଧ କିମ୍ବା ବୈଧ ଘୋଷଣା କରି ନାହାନ୍ତି, କିନ୍ତୁ ସେହି କାରବାରରୁ ଟିକସ ନେବାକୁ ଘୋଷଣା କରିଛନ୍ତି । ଏକଥା ଅନେକଙ୍କ ୁ ଆଶ୍ଚର୍ଯ୍ୟ କରିଛି । ସରକାରଙ୍କ ନିଷ୍ପତିରୁ ଅନୁମାନ କରାଯାଇପାରେ ଯେ ସରକାର କ୍ରିପ୍ଟୋକରେନ୍ସିକୁ ହୁଏତ…