Daily Archives

February 18, 2021

ପେଙ୍ଗଙ୍ଗ ହ୍ରଦ ନିକଟରୁ ସେନା ପ୍ରତ୍ୟାହାର କରୁଛି ଚୀନ : ଆସିଲା ସ୍ୟାଟେଲାଇଟ୍ ଚିତ୍ର; ଫିଙ୍ଗର ଫାଇଭରୁ ୮ ପର୍ଯ୍ୟନ୍ତ…

କନକ ବ୍ୟୁରୋ : ପୂର୍ବ ଲଦାଖ ସୀମାରୁ ସେନା ପ୍ରତ୍ୟାହାର ନେଇ ଭାରତ ଓ ଚୀନ ଭିତରେ ସହମତି ସତ୍ୱେ ପଛକୁ ହଟୁନଥିଲା ଚୀନା ସେନା । କିଛିଦିନ ତଳେ ସଂସଦରେ ଉତର ରଖି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଥିଲେ ଯେ, ଚୀନ ସେନା ପଛକୁ ହଟୁଛି । ଏଥିପାଇଁ ପ୍ରତିନିଧିସ୍ତରୀୟ କଥାବାର୍ତା…

ନୟାଗଡରେ ଅଧିକାରୀଙ୍କୁ ମନ୍ତ୍ରୀ ଅରୁଣ ସାହୁଙ୍କ ତାଗିଦ : କାମ କର ନହେଲେ ବାହାର, ଯିଏ କାମ ନକରିବ ତା ବିରୋଧରେ…

କନକ ବ୍ୟୁରୋ : ଯେଉଁ ଅଫିସରମାନେ କାମ କରୁନାହାଁନ୍ତି , ମୋ ସରକାର କାର୍ଯ୍ୟକ୍ରମରେ ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଉଛି । ତେଣୁ ଯିଏ କାମ ନ କରିବ ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ମୁଖ୍ୟଙ୍କୁ ସୁପାରିଶ କରାଯିବ । ଯଦି କାମ କରିବ ତା ହେଲେ କର, ଯଦି ନ କରିବା କଥା ତା…

ଓଲଟିଲା ଗୋରୁ ବୋଝେଇ ଗାଡି : ୩ଜଣଙ୍କ ମୃତ୍ୟୁ, ଗାଡିରେ ଥିବା ୩୫ରୁ ଅଧିକ ଗୋରୁ ମୃତ  

କନକ ବ୍ୟୁରୋ : ଓଲଟିଲା ଗୋରୁ ବୋଝେଇ ଗାଡି । ବାଲେଶ୍ୱର ଜିଲ୍ଲା ବସ୍ତା ଗାନ୍ଧି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ୩୦ଫୁଟ୍ ତଳକୁ ଖସିପଡିଛି ଗୋରୁ ବୋଝେଇ କଣ୍ଟେନର୍ । ଏହି ଦୁର୍ଘଟଣାରେ ୩୫ରୁ ଅଧିକ ଗୋରୁଙ୍କ ମୃତ୍ୟୁ ହୋଇଛି । ଭଦ୍ରକ ପଟୁ ୧୦୦ରୁ ଉଦ୍ଧ୍ୱର୍ ଗୋରୁ ବୋଝେଇ କରି ପଶ୍ଚିମବଙ୍ଗ…

ରାଜ୍ୟରେ କାଳବୈଶାଖୀ ସହ ବଜ୍ରପାତ ସମ୍ଭାବନା : ଜାଣନ୍ତୁ ଆଜି ଓ କାଲି କେଉଁଠି ହେବ ବର୍ଷା

କନକ ବ୍ୟୁରୋ : ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଆଦି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା…

ନିର୍ବାଚନ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲା ଆନ୍ଧ୍ର : ଓଡିଶା ଦାବି କରୁଥିବା ୩ଗାଁ ଆରକୁ ଲୋକସଭା କ୍ଷେତ୍ରରେ…

କନକ ବ୍ୟୁରୋ : କୋଟିଆ ପ୍ରସଙ୍ଗରେ ଆନ୍ଧ୍ର ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବା ଦର୍ଶାଇ ସୁପ୍ରିମକୋର୍ଟରେ ଓଡିଶା ପକ୍ଷରୁ ହୋଇଥିବା ଆବେଦନର ଜବାବରେ ଦାଖଲ କରିଛି ଆନ୍ଧ୍ର । ବିଜୟନଗରମ ଜିଲ୍ଲାପାଳ ଏହି ସତ୍ୟପାଠ ଦାଖଲ…

କର୍ଲାପାଟ ଅଭାୟାରଣ୍ୟରେ ହାତୀ ମଡ଼କ ଘଟଣା : ଆଜିଠାରୁ ୨୨ ତାରିଖ ଯାଏଁ ହାତୀ ମଡ଼କର ହେବ ତଦନ୍ତ

କନକ ବ୍ୟୁରୋ : କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ୪ ଜଣିଆ ବିଶେଷଜ୍ଞ ଦଳ କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ ଘଟଣାର ଅନୁଧ୍ୟାନ କରିବେ । ଆଜିଠାରୁ ୨୨ ତାରିଖ ଯାଏ ସେମାନେ କରଳାପାଟ ଯାଇ ହାତୀ ମଡ଼କର କାରଣ ଖୋଜିବେ । ପିସିସିଏଫ ଶଶୀ ପଲ ଏନେଇ ସୂଚନା ଦେଇଛନ୍ତି । ଡ୍ରୋନ…