Daily Archives

April 27, 2020

ଦିନକରେ ଦେଶରେ ୧୩ଶହ ନୂଆ ଆକ୍ରାନ୍ତ ଚିହ୍ନଟ । ୨୪ ଘଂଟାରେ ସୁସ୍ଥ ହୋଇଛନ୍ତି ୩୮୧, ଦୁଇ ସପ୍ତାହରେ ୮୫ ଜିଲ୍ଲାରୁ ଆସିନି…

କନକ ବ୍ୟୁରୋ: ୨୪ ଘଂଟାରେ ଦେଶରେ ୧୩ଶହ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ୨୪ ଘଂଟାରେ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି ୩୮୧ କରୋନା ଆକ୍ରାନ୍ତ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲଙ୍କ ସୂଚନା ଅନୁସାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ହାର ୨୨.୧୭…

ଯାଜପୁରରେ ପୁଣି କରୋନା ଆକ୍ରାନ୍ତ ଚିହ୍ନଟ । ୩୪ ବର୍ଷୀୟ ଯୁବକଙ୍କ ନମୂନା ଆସିଲା ପଜିଟିଭ୍ । ସେ କଲିକତା ଫେରନ୍ତା,…

କନକ ବ୍ୟୁରୋ: ଯାଜପୁରରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ଯାଜପୁର ବାସୁଦେବପୁର ଅଞ୍ଚଳର ଜଣେ ୩୪ ବର୍ଷୀୟ ଯୁବକଙ୍କ ନମୂନା ପରୀକ୍ଷା ପରେ ପଜିଟିଭ୍ ଆସିଛି । ଏବଂ ସେ କୋଲକାତା ଫେରନ୍ତା ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଟ୍ୱିଟ୍ କରି ସ୍ପଷ୍ଟ କରାଯାଇଛି । ତେବେ ତାଙ୍କର…

ହ୍ୱାଟ୍ସଆପ୍ ୟୁଜର୍ସଙ୍କ ପାଇଁ ବଡ଼ ଖବର । ଗ୍ରୁପ ଭିଡ଼ିଓ କଲରେ ବଡ଼ ପରବିର୍ତ୍ତନ କରି ଆଣିଲା ନୂଆ ଫିଚର୍ସ,…

କନକ ବ୍ୟୁରୋ: ହ୍ୱାଟ୍ସଆପ ୟୁଜର୍ସଙ୍କ ପାଇଁ ଖୁସିଖବର । ଏବେ ୪ ନୁହେଁ ଏକାସଙ୍ଗେ ୮ ଜଣଙ୍କ ସହ କରିହେବ ଗ୍ରୁପ୍ ଭିଡ଼ିଓ କଲ୍ । ଦୀର୍ଘଦିନ ଧରି ଏହି ଫିଚର୍ସରେ ସଫଳତା ପାଇଁ ଗବେଷଣା କରୁଥିବା ହ୍ୱାଟ୍ସଆପକୁ ଶେଷରେ ମିଳିଛି ସଫଳତା । ଏଣିକି ଆପଣ ଏକାସଙ୍ଗେ ୮ ଜଣଙ୍କ ସହ ଭିଡ଼ିଓ କଲ୍ ରେ ଘଣ୍ଟା…

ରାଜ୍ୟରେ ଆଉ ଦୁଇ ଆକ୍ରାନ୍ତ ଚିହ୍ନଟ । କୋରାପୁଟରେ ପ୍ରଥମ ପଜିଟିଭ, ୨୨ ବର୍ଷୀୟ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ।…

କନକ ବ୍ୟୁରୋ: ପୁଣି ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ । କୋରାପୁଟ ଓ ବାଲେଶ୍ୱରରୁ ପୁଣି ୨ ଆକ୍ରାନ୍ତ ଚିହ୍ନଟ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦକ୍ଷିଣ ଓଡିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରାପୁଟ ଦଶମନ୍ତପୁରର ଜଣେ ୨୨ ବର୍ଷୀୟ ଯୁବ ସ୍ୱାସ୍ଥ୍ୟ…

କରୋନା ମୁକାବିଲା : ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା, କରୋନାରେ ମୃତ୍ୟୁ ହେଲେ ପରିବାରକୁ ମିଳିବ ୧୫…

କନକ ବ୍ୟୁରୋ : କରୋନା ଯୋଦ୍ଧାଙ୍କ ପାଇଁ ସରକାର ଗୋଟିଏ ପରେ ଗୋଟିଏ ବଡ ଘୋଷଣା କରୁଥିବା ବେଳେ ଏହି ତାଲିକାରେ ଯୋଡି ସାମ୍ବାଦିକ ଯୋଡି ହୋଇଛନ୍ତି । ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାର ଏକ ବଡ ଘୋଷଣା କରିଛନ୍ତି । କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ମିଳିବ ୧୫ ଲକ୍ଷ ଟଙ୍କାର ଅନୁକମ୍ପା…

ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ପରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା: ଅର୍ଥବ୍ୟବସ୍ଥା ନେଇ ଚିନ୍ତା…

କନକ ବ୍ୟୁରୋ: କରୋନା ଭାଇରସ ମହାମାରୀ ସଙ୍କଟ ମଧ୍ୟରେ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସି ଜରିଆରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ଦେଶରେ ଜାରି ରହିଥିବା ତାଲାବନ୍ଦ କଟକଣାକୁ ପ୍ରତ୍ୟାହାର କରିବା ନେଇ ବିଭିନ୍ନ…