Daily Archives

April 7, 2020

ଲକଡାଉନରେ ରହୁ ମଣିଷ, ନରହୁ ‘ମଣିଷ ପଣିଆ’ । କାହିଁକି ଏମିତି କହିଲେ ସୁବ୍ରତ ବାଗଚୀ?

କନକ ବ୍ୟୁରୋ: ସାରାବିଶ୍ୱର ଚିନ୍ତା ବଢ଼ାଇଛି କରୋନା ଭୂତାଣୁ । ଆଉ ଏହି ମାରାତ୍ମକ ଭୂତାଣୁର ମୁକାବିଲା ପାଇଁ କବଚ ସାଜିଛନ୍ତି ଦ୍ୱିତୀୟ ଭଗବାନ ବୋଲାଉଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ । ତେବେ ସେମାନେ ନିଜ ଜୀବନକୁ ବାଜିରେ ଲଗାଇ କରୋନାକୁ ପରାଜିତ କରିବାକୁ ଦିନରାତି ଲାଗିପଡ଼ିଛନ୍ତି । ହେଲେ…

ଆମେରିକାର ନିଦ ହଜାଇଛି କରୋନା! ୧୦ ହଜାର ଟପିଲା ମୃତ୍ୟୁ ସଂଖ୍ୟା, କୋଭିଡ୍-୧୯ର ପ୍ରତିଷେଧକ ପ୍ରସ୍ତୁତିରେ…

କନକ ବ୍ୟୁରୋ: ଶକ୍ତିଶାଳୀ ରାଷ୍ଟ୍ର ଆମେରିକାକୁ ଘାରିଛି କରୋନାର ଭୟ । ଦିନକୁ ଦିନ ଏଠି ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହାସହ ମୃତ୍ୟୁ ସଂଖ୍ୟା ଦଶ ହଜାର ଟପି ସାରିଲାଣି । ଏଭଳି ସ୍ଥିତିରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ନିଦ ହଜି ଯାଇଛି । ଦେଶରେ କରୋନା ମୁକାବିଲା ପାଇଁ ସବୁ ସମ୍ଭବ ପ୍ରୟାସ…

କରୋନା ମୁକାବିଲା ପାଇଁ କାଲିଠୁ ସ୍ୱତନ୍ତ୍ର ହେଲ୍ପଲାଇନ୍ । ୧୪୪୧୦ ନମ୍ବରକୁ ଫୋନ୍ କରି ଘରେ ବସି ପାଇବେ ଡାକ୍ତରୀ ସେବା…

କନକ ବ୍ୟୁରୋ: ସାରା ବିଶ୍ୱକୁ ଚିନ୍ତାରେ ପକାଇଥିବା କରୋନା ଭୂତାଣୁର ମୁକାବିଲା ପାଇଁ ବିଭିନ୍ନ ଉପାୟ ଖୋଜା ଚାଲିଛି । ସେତିକିବେଳେ ଲୋକଙ୍କ ସୁରକ୍ଷା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରୁଛନ୍ତି ଓଡ଼ିଶା ସରକାର । ଦେଶର ପ୍ରଥମ କୋଭିଡ୍‌-୧୯ ହସ୍ପିଟାଲ ଠାରୁ ଆରମ୍ଭ କରି ସଂକ୍ରମଣକୁ ରୋକିବା ପାଇଁ…

ସରକାର କରିବେ ଶବ ସତ୍କାର । କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର କରିବେ ରାଜ୍ୟ ସରକାର । ଜନସାଧାରଣଙ୍କ…

କନକ ବ୍ୟୁରୋ: କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ନେଇ ବଡ ସୂଚନା ଦେଲେ ରାଜ୍ୟ ସରକାର । କରୋନାରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କର ଯଦି ମୃତ୍ୟୁ ହୁଏ ତେବେ ତାଙ୍କ ଶବ ସତ୍କାର କରିବେ ସରକାର । ଜନସାଧାରଣଙ୍କ ନିରାପତ୍ତା ପାଇଁ ରାଜ୍ୟ ସରକାର ମୃତକଙ୍କର ଅନ୍ତିମ ସଂସ୍କାର କରିବେ…

ମାସ୍କ ପିନ୍ଧୁ ଓଡ଼ିଶା: କରୋନାକୁ ହରାଇବାକୁ ହେଲେ ଘରେ ରୁହନ୍ତୁ, ଅତି ଜରୁରୀ ଥିଲେ ଘରୁ ବାହାରନ୍ତୁ । ସଂକ୍ରମଣରୁ…

କନକ ବ୍ୟୁରୋ: ଓଡ଼ିଶା କରୁଛି କରୋନା ମୁକାବିଲା । ଦିନକୁ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ । ସଂକ୍ରମଣରୁ ଦୂରେଇ ରହିବାକୁ ଘରେ ରହୁନ୍ତୁ ଏବଂ ଯଦି ଅତ୍ୟାବଶ୍ୟକ କ୍ଷେତ୍ରରେ ଘରୁ ବାହାରୁଛନ୍ତି ତେବେ…

କେନ୍ଦ୍ର ସରକାର ବଢାଇବେ କି ଲକଡାଉନ ଅବଧି ? ଦିନକୁ ଦିନ କରୋନା ସ୍ଥିତି ନେଇ ବଢୁଛି ଚିନ୍ତା । ତାଲାବନ୍ଦ ବଢାଇବାକୁ…

କନକ ବ୍ୟୁରୋ: ବଢିବ କି ଲକଡାଉନ ଅବଧି ? ଦେଶରେ ପୁଣି ବଢିପାରେ ଲକଡାଉନର ସମୟସୀମା? ତାଲାବନ୍ଦର ଅବଧି ବଢାଇବା ନେଇ ଚିନ୍ତା କରୁଛି କେନ୍ଦ୍ର । କରୋନା ସ୍ଥିତିକୁ ଦେଖି ଲକଡାଉନ ଅବଧି ବୃଦ୍ଧି କରିବାକୁ ସରକାରୀ ସ୍ତରରେ ଚିନ୍ତା କରାଯାଉଥିବା ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ଟ୍ୱିଟରେ…